• ନିଉଜ ଆଲର୍ଟJul 21, 2017

    ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା

    ୱାଶିଂଟନ : ଆମେରିକା ପକ୍ଷରୁ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ନିର୍ଦେଶ ଦେଇଛନ୍ତି । ହକ୍କାନି ନେଟୱର୍କ ସମ୍ପର୍କରେ ପାକିସ୍ତାନ କୌଣସି ତଦନ୍ତ ନକରିବା କିମ୍ବା ସେ ସମ୍ପର୍କରେ କୌଣସି ରିପୋର୍ଟ ଦାଖଲ କରୁନଥିବାରୁ...

  • ନିଉଜ ଆଲର୍ଟJul 21, 2017

    ୨୩ରେ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

    ସମ୍ବଲପୁର : ଆସନ୍ତା ୨୩ ତାରିଖ ରବିବାର ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ରବିବାର ପୂର୍ବାହ୍ନ ୧୦ଟା ପରେ ଯେକୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ହେବ ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ସୂଚନା...

  • ନିଉଜ ଆଲର୍ଟJul 21, 2017

    ଗତବର୍ଷ ଏଡସ୍‌ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ

    କଟକ : ଗତବର୍ଷ ଏଡସ୍‌ରେ ସାରା ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ସଂଯୁକ୍ତରାଷ୍ଟ୍ର ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି । ତେବେ ୨୦୦୫ରେ ଏହି ଭୟାବହ ରୋଗରେ ଯେତିକି ଲୋକଙ୍କ...

  • ନିଉଜ ଆଲର୍ଟJul 21, 2017

    ଇସ୍ତଫା ଖବରକୁ ଖଣ୍ଡନ କଲେ ଅମ୍ବିକା ସୋନୀ

    ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ଅମ୍ବିକା ସୋନୀ ଶୁକ୍ରବାର କଂଗ୍ରେସରୁ ତାଙ୍କ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି । ସୋନି ସଫେଇ ଦେଇ କହିଥିଲେ ଯେ,  ସ୍ୱାସ୍ଥ୍ୟଗତ କାରଣ ପାଇଁ ତାଙ୍କ ଦାୟିତ୍ୱକୁ ହାଲକା କରିବାକୁ କଂଗ୍ରେସରେ କେନ୍ଦ୍ର ନେତୃତ୍ୱଙ୍କୁ କହିଥିଲେ...

  • ନିଉଜ ଆଲର୍ଟJul 21, 2017

    ଖୁବଶୀଘ୍ର ବାବରୀ ମସଜିଦ୍‌ ବିବାଦର ଶୁଣାଣି ହେବ: ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବରୀ ମସଜିଦ୍‌ ମାମଲାରେ ଖୁବଶୀଘ୍ର ଶୁଣାଣି ହେବା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ପ୍ରସଙ୍ଗକୁ ସୂଚୀବଦ୍ଧ କରିବା...

  • ନିଉଜ ଆଲର୍ଟJul 21, 2017

    କମ୍‌ ବୟସରେ ଡାକ୍ତର ହେଲେ ଅର୍ପଣ

    ଲଣ୍ଡନ: ମୂଳତଃ ଭାରତୀୟ ନାଗରିକ ଅର୍ପଣ ଦୋଷୀ ଇଂଲଣ୍ଡର ସର୍ବକନିଷ୍ଠ ଡାକ୍ତର ହେବା ରେକର୍ଡ ନିଜ ନାମରେ କରିଛନ୍ତି । ତାଙ୍କ ବୟସ ମାତ୍ର ୨୧ ବର୍ଷ ୩୩୫ ଦିନ ହୋଇଥିବା ବେଳେ ସେ ୟୁନିଭର୍ସିଟି ଅଫ୍‌ ସେଫିଲ୍ଡରୁ ମେଡିକାଲ ଡିଗ୍ରୀ...

  • ନିଉଜ ଆଲର୍ଟJul 21, 2017

    ବିପଜ୍ଜନକ ଅବସ୍ଥାରେ ଭେଳାରେ ନଦୀ ପାର ହେଲେ ପ୍ରସୂତି

    କଲ୍ୟାଣସିଂପୁର: ବନ୍ୟା ଜଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ରାୟଗଡା ଜିଲା କଲ୍ୟାଣସିଂପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ପ୍ରସୂତିଙ୍କୁ ଡାକ୍ତରଖାନରେ ନେବା ପାଇଁ ଗାଁ ଲୋକେ ନିଜ ଜୀବନକୁ ବାଜି ଲାଗାଇଛନ୍ତି ।  ମିଳିଥିବା...

  • ନିଉଜ ଆଲର୍ଟJul 21, 2017

    ଆସ୍ଥା ଭୋଟରେ ଜିତିଲେ ଜେଲିଆଙ୍ଗ

    କୋହିମା : ନାଗାଲାଣ୍ଡ ମୁଖମନ୍ତ୍ରୀ ଟିଆର ଜେଲିଆଙ୍ଗ ଆଜି ବିଧାନସଭାରେ ଆସ୍ଥା ଭୋଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି  । ଶୁକ୍ରବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ୫୯ ବିଧାୟକଙ୍କ ମଧ୍ୟରୁ ୪୭ ଜଣ ଜେଲିଆଙ୍ଗକୁ ସମର୍ଥନ ଦେଇଥିଲେ  । ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରହୋଜେଲ...

  • ନିଉଜ ଆଲର୍ଟJul 21, 2017

    ଆଉ ଏକ କ୍ଷପଣାସ୍ତ୍ର ପରୀକ୍ଷଣ କରିବ ଉତ୍ତରକୋରିଆ!

    ନ୍ୟୁୟର୍କ : ଉତ୍ତରକୋରିଆ କୌଣସି ବି ଆନ୍ତର୍ଜାତିକ ଚାପର ବଶବର୍ତ୍ତୀ ହେଉନାହିଁ  । ଏହା ଆଉ ଏକ କ୍ଷପଣାସ୍ତ୍ର ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ଆମେରିକାର ଗୁଇନ୍ଦା ବିଭାଗ ସୂଚନା ଦେଇଛି  । କିମ ଜୋଙ୍ଗ ଏକ ନୂଆ...

  • ନିଉଜ ଆଲର୍ଟJul 21, 2017

    ଶଙ୍କରସିଂହ ବାଘେଲା କଂଗ୍ରେସରୁ ବହିଷ୍କୃତ

    ନୂଆଦିଲ୍ଲୀ : ଖ୍ୟାତନାମା କଂଗ୍ରେସ ନେତା ଶଙ୍କରସିଂହ ବାଘେଲାଙ୍କୁ ଗୁରୁବାର କଂଗ୍ରେସରୁ ବହିଷ୍କୃତ କରାଯାଇଛି ବୋଲି ସେ ଶୁକ୍ରବାର ଘୋଷଣା କରିଛନ୍ତି  । ଗାନ୍ଧିନଗରରେ ନିଜ ୭୭ତମ ଜନ୍ମ ବାର୍ଷିକରେ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ବାଘେଲା ଏହି ଘୋଷଣା କରିଥିଲେ  ।...

  • ନିଉଜ ଆଲର୍ଟJul 21, 2017

    ୧୧୪ ପାକିସ୍ତାନୀ ଏବେ ଭାରତୀୟ ନାଗରିକ

    ଅହମଦାବାଦ : ନନ୍ଦଲାଲ ମେଘାନି, ଡ.ବିଶ୍ୱନଦାସ ମାଙ୍କନି ଏବଂ କିଶନଲାଲ ଆଦାନିଙ୍କ ଖୁସିର ଆଜି କୌଣସି ସୀମାନାହିଁ  । ଏହି ୩ ଜଣ ଭାରତୀୟ ନାଗରିକତ୍ୱ ଲାଭ କରୁଥିବା ୧୧୪ ଜଣ ପାକିସ୍ତାନ ନାଗରିକଙ୍କ ମଧ୍ୟରେ ଅଛନ୍ତି  । ଆଜି ଏହି...

  • ନିଉଜ ଆଲର୍ଟJul 21, 2017

    କିରଣ ବେଦୀଙ୍କୁ ହିଟଲରଙ୍କ ସହ ତୁଳନା

    ନୂଆଦିଲ୍ଲୀ : ପୁଡୁଚେରିର ରାଜ୍ୟପାଳ କିରଣ ବେଦୀ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଜଟିଳ ହେବାରେ ଲାଗିଛି  । କିରଣ ବେଦୀଙ୍କୁ ହିଟଲର ସହିତ ତୁଳନା କରି ମରାଯାଇଥିବା କେତେକ ପୋଷ୍ଟର ଆଜି ରାଜ୍ୟର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି...

  • ନିଉଜ ଆଲର୍ଟJul 21, 2017

    ରାଜ୍ୟରେ ୧୫୦ ଡେଙ୍ଗୁରୋଗୀ ଚିହ୍ନଟ

    ଭୁବନେଶ୍ୱର:ଚଳିତବର୍ଷ ଗୁରୁବାର ସୁଦ୍ଧା ଓଡ଼ିଶାରେ ୧୫୦ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ରୋଗୀ ପଡୋଶୀ ରାଜ୍ୟ ବାଙ୍ଗାଲୋର ଓ ଅନ୍ୟାନ୍ୟଠାରୁ ଆସିଥିବାବେଳେ ଓଡ଼ିଶାର ମାତ୍ର ୧୫ ପ୍ରତିଶତ ରୋଗୀ ଅଛନ୍ତି । ଜାତୀୟ ହାର ତୁଳନାରେ...

  • ନିଉଜ ଆଲର୍ଟJul 21, 2017

    ଭାରତର ଅଭିବୃଦ୍ଧି ହାର ୭.୪% : ଏଡିବି

    ମୁମ୍ବଇ : ଚଳିତବର୍ଷ  ଭାରତର ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଆକଳନ କରାଯାଉଛି । ଖାଉଟିଙ୍କ ଉପଯୋଗିତା ଚାହିଦାରେ ବୃଦ୍ଧି ଯୋଗୁ ପରବର୍ତ୍ତୀ ବର୍ଷ ଦେଶର ଅଭିବୃଦ୍ଧିି ହାର ୭.୬% ରହିବ ବୋଲି ଏସୀୟ ବିକାଶ ବ୍ୟାଙ୍କ (ଏଡିବି )...

  • ନିଉଜ ଆଲର୍ଟJul 21, 2017

    ଆସିବେ ପ୍ରଧାନମନ୍ତ୍ରୀ ! ଆଇଜର୍‌ର ଶିଳାନ୍ୟାସ

     ବ୍ରହ୍ମପୁର : ବ୍ରହ୍ମପୁରରେ ଖୋଲିଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର)ର ନିଜସ୍ୱ ସ୍ଥାୟୀ କ୍ୟାମ୍ପସ  ପାଇଁ ଆସନ୍ତା ଡିସେମ୍ବର ମାସରେ ଭିତ୍ତିସ୍ଥାପନ କରାଯିବା ଆପାତତଃ ସ୍ଥିର ହୋଇଛି । ଭିତ୍ତିସ୍ଥାପନ ଉତ୍ସବ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଡିସେମ୍ବର...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |