• ନିଉଜ ଆଲର୍ଟJul 22, 2017

    ନବନିର୍ବାଚିତ ରାଷ୍ଟ୍ରପତି ୨୫ ତାରିଖ ଦିନ ୧୨.୧୫ ମିନିଟରେ ନେବେ ଶପଥ

    ନୂଆଦିଲ୍ଲୀ: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୫ ତାରିଖ ଦିନ ୧୨.୧୫ ମିନିଟରେ ଶପଥ ଗ୍ରହଣ କରିବେ । ଦେଶର ଚତୁର୍ଦ୍ଦଶତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜ୍ୟୋତିଷଙ୍କ ସହ ବିଚାରବିମର୍ଶ କରିବା ପରେ ଏହି ସମୟକୁ...

  • ନିଉଜ ଆଲର୍ଟJul 22, 2017

    ରକ୍ତହୀନତା ଦୂର କରିବା ପାଇଁ ଘରୋଇ ଉପଚାର

    ବ୍ୟସ୍ତ ବହୁଳ ଜୀବନରେ ସୁସ୍ଥ ରହିବା ବହୁତ ଜରୁରୀ ହୋଇଥାଏ । ଶରୀରରେ ରକ୍ତର ମାତ୍ର କମ୍‌ ହେଲେ ବିଭିନ୍ନ ରୋଗ ଦେଖାଦେବା ସହ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତି ଦୁର୍ବଳ ଅନୁଭବ କରିବା ସହ...

  • ନିଉଜ ଆଲର୍ଟJul 22, 2017

    ରାଷ୍ଟ୍ରପତିଙ୍କ ସମ୍ମାନରେ ବିଦାୟକାଳୀନ ରାତ୍ରୀଭୋଜନ,ଯୋଗଦେବେ ନୀତିଶ

    ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସମ୍ମାନାର୍ଥେ ବିଦାୟକାଳୀନ ରାତ୍ରୀଭୋଜନର ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ବେଳେ ଏଥିରେ...

  • ନିଉଜ ଆଲର୍ଟJul 22, 2017

    ସେନା ପାଖରେ ମାତ୍ର ୧୦ ଦିନର ଗୁଳିଗୋଳା ମହଜୁଦ: ସିଏଜି ରିପୋର୍ଟ

    ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ସିଏଜିର ଏକ ଚମକପ୍ରଦ ରିପୋର୍ଟ ପ୍ରକାଶ ପାଇଛି । ସୀମାରେ ଉପଜୁଥିବା ବିବାଦର ମୁକାବିଲା ପାଇଁ ଭାରତୀୟ ସେନା ସକ୍ଷମ ବୋଲି କୁହାଯାଉଥିବା ବେଳେ ଯେ କୌଣସି...

  • ନିଉଜ ଆଲର୍ଟJul 22, 2017

    ‘୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ’

    ନୂଆଦିଲ୍ଲୀ:  ଇରାକରୁ ୩୯ ଭାରତୀୟ ନିଖୋଜ ହେବା ପରେ ସେମାନେ ସୁରକ୍ଷିତ ଥିବା ଆଶା କରାଯାଉଥିବା ବେଳେ ଏହାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହରିଜିତ । ଅପହୃତ ହୋଇଥିବା ସମସ୍ତ ୩୯ ଭାରତୀୟଙ୍କୁ ଆଇଏସଆଇଏସ ଆତଙ୍କାବାଦୀ ମାନେ ହତ୍ୟା କରିଛନ୍ତି...

  • ନିଉଜ ଆଲର୍ଟJul 22, 2017

    ଆଧାର ସଂଯୋଗ ହୋଇଛି ୮୮% ରେସନ କାର୍ଡ଼

    ଭୁବନେଶ୍ୱର :  ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କ ରେସନ କାର୍ଡ଼ ସହ ଆଧାର ସଂଯୋଗ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି  । ୯ଟି ରାଜ୍ୟ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳତା ପାଇଛନ୍ତି ଏବଂ ୧୦୦% ରେସନ କାର୍ଡ଼ ଆଧାର...

  • ନିଉଜ ଆଲର୍ଟJul 22, 2017

    +୩ ପାଠପଢ଼ା ସୋମବାରରୁ

    +୩ ପାଠପଢ଼ା ସୋମବାରରୁ ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସଂସ୍କୃତ ପାଠ୍ୟକ୍ରମରେ ନାମଲେଖା ଶେଷ ହୋଇଛି । +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜୁଲାଇ ୨୪ତାରିଖ  ସୋମବାରରୁ ଆରମ୍ଭ ହେବ...

  • ନିଉଜ ଆଲର୍ଟJul 22, 2017

    ଆଜି ପ୍ରକାଶ ପାଇବ ଡାକ୍ତରୀ ପାଠ୍ୟକ୍ରମ ମେଧାତାଲିକା

     ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡ଼ିକାଲ୍‌ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଶନିବାର ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ଜୁଲାଇ ୨୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଏବଂ...

  • ନିଉଜ ଆଲର୍ଟJul 22, 2017

    ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି

    କଟକ: ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ଗଠିତ ହୋଇଥିବା ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କାର୍ଯ୍ୟକାଳକୁ ସରକାର ଆହୁରି ୬ମାସ ବୃଦ୍ଧି କରିଛନ୍ତି । ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତା ଜାନୁୟାରୀ ମାସ...

  • ନିଉଜ ଆଲର୍ଟJul 22, 2017

    ୨୪ରୁ ଘୂର୍ଣ୍ଣିବଳୟ

    ଭୁବନେଶ୍ୱର : ଆସନ୍ତା ୨୪ତାରିଖରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ରୁ ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

  • ନିଉଜ ଆଲର୍ଟJul 22, 2017

    ସୋମବାର ସୁଦ୍ଧା ୪ ଜିଲା କ୍ଷୟକ୍ଷତି ରିପୋର୍ଟ

    ଭୁବନେଶ୍ୱର :  ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ଲାଗି ୪ ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ସୋମବାର ସୁଦ୍ଧା ଏହି ରିପୋର୍ଟ ସରକାରଙ୍କ ନିକଟରେ ପହଞ୍ଚିବା ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର...

  • ନିଉଜ ଆଲର୍ଟJul 22, 2017

    ଆୟକର ବିଭାଗ ଠାବ କରିଛି ୧୯,୦୦୦ କୋଟିର ବିଦେଶୀ କଳାଧନ

    ନୂଆଦିଲ୍ଳୀ: ଆୟକର ବିଭାଗ ଅନୁସନ୍ଧାନ କରି ୧୯,୦୦୦ କୋଟିର କଳାଧନ ଠାବ କରିଛି। ସୁଇଜରଲାଣ୍ଡରେ ଥିବା ଏଚ୍‌ଏସ୍‌ବିସି ଓ ଅନ୍ୟ କେତେକ ବ୍ୟାଙ୍କ୍‌ରେ ଏହି ଟଙ୍କା ଜମା ଥିବା ଜାଣିବାକୁ ମିଳିଛି। ବିଭିନ୍ନ ସମୟରେ ବିଶ୍ୱସ୍ତରୀୟ ସାମ୍ବାଦିକମାନଙ୍କ ଦ୍ୱାରା ପ୍ରକାଶ ପାଇଥିବା ଅନୁସନ୍ଧାନମୂଳକ...

  • ନିଉଜ ଆଲର୍ଟJul 22, 2017

    ଦାର୍ଜିଲିଂ ଆନ୍ଦୋଳନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାୟୀ : କେନ୍ଦ୍ର

    ଦାର୍ଜିଲିଂ: ଦାର୍ଜିଲିଂରେ ଚାଲିଥିବା ଆନ୍ଦୋଳନ ପାଇଁ କେନ୍ଦ୍ର ସରକାର ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ତାଙ୍କ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କରିବାର ଅପାରଗତା ପାଇଁ ଶାନ୍ତ ପାର୍ବତ୍ୟାଂଚଳରେ ଉତେଜନା ଦେଖାଦେଇଛି ବୋଲି କହିଛନ୍ତି  । ସଂସଦୀୟ ବ୍ୟାପାର...

  • ନିଉଜ ଆଲର୍ଟJul 22, 2017

    ଶତକଡ଼ା ୮୫ ଭାଗ ନଗଦ ଟଙ୍କା ଅର୍ଥନୀତିରେ ପହଞ୍ଚି ସାରିଛି

      ନୂଆଦିଲ୍ଲୀ : ବିମୁଦ୍ରୀକରଣ ପୂର୍ବରୁ ଅର୍ଥନୀତିରେ ଯେତିକି ପରିମାଣର ନଗଦ ଟଙ୍କା ପ୍ରଚଳନ ହୋଇଥିଲା, ବର୍ତ୍ତମାନ ତାହାର ଶତକଡ଼ା ୮୫ ଭାଗ ନଗଦ ଟଙ୍କା ଅର୍ଥନୀତିରେ ପହଞ୍ଚି ସାରିଛି ବୋଲି  ସରକାର କହିଛନ୍ତି  । ବାକି ପରିମାଣର ଟଙ୍କାକୁ ଅର୍ଥନୀତିକୁ ପଠାଇବାପାଇଁ...

  • ନିଉଜ ଆଲର୍ଟJul 22, 2017

    ଗୋଆ ରାଜ୍ୟସଭା ନିର୍ବାଚନରେ ବିଜେପି ବିଜୟୀ

      ପାନାଜୀ: ବିଜେପିର ବିନୟ ତେନ୍ଦୁଲକର ଗୋଆ ରାଜ୍ୟସଭା ଆସନ ନିର୍ବାଚନରେ ବିଜୟୀ ହୋଇଛନ୍ତି  । ସେ କଂଗ୍ରେସର ଶାନ୍ତାରାମ ନାୟକଙ୍କୁ ପରାସ୍ତ କରିଛନ୍ତି  । ଏହି ରାଜ୍ୟସଭା ନିର୍ବାଚନରେ ୩୮ ଜଣ ବିଧାୟକ ମତଦାନ କରିଥିଲେ  । ଗୋଆ ବିଧାନସଭାର ସଦସ୍ୟ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |