• ନିଉଜ ଆଲର୍ଟJul 23, 2017

    ଜେୱାର ଗଣବଳାତ୍କାର ହତ୍ୟା ଘଟଣାରେ ୪ ଗିରଫ

    ଗ୍ରେଟର ନୋଏଡ଼ା : ଜେୱାର ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୁଲିସ୍‌ ୪ ଅଭିଯୁକଙ୍କୁ ଗ୍ରେଟର ନୋଏଡାରୁ ଗିରଫ କରିଛି  । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ ଏସ୍‌ଏସ୍‌ପି ଲଭ କୁମାର କହିଥିଲେ ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ...

  • ନିଉଜ ଆଲର୍ଟJul 23, 2017

    ପାକିସ୍ତାନକୁ ୧୯୭୧ ଯୁଦ୍ଧ କଥା ମନେପକାଇବାକୁ କହିଲେ ଭେଙ୍କେୟା

    ନୂଆଦିଲ୍ଲୀ : ପାକିସ୍ତାନ ସପ୍ତାହେ ଧରି ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ଶିବିର ଓ ସୀମାନ୍ତ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ ଜାରି ରଖିଛି  । ଏଥି ଯୋଗୁଁ ଭାରତୀୟ ସେନାର ୬...

  • ନିଉଜ ଆଲର୍ଟJul 23, 2017

    କଲେଜରେ ସ୍ମାର୍ଟ ଲୁକ୍‌ ଦେଖାଯିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ୍‌

    କଲେଜ ଲାଇଫର କଥା ଏକଦମ ନିଆରା । ନୂଆ ନୂଆ ସାଙ୍ଗ ମିଳିବା ସହ ନୂଆ ନୂଆ କଥା ଶିକ୍ଷିବାକୁ ମିଳେ । ସାଙ୍ଗମାନଙ୍କ ସହ କିପରି ସମୟ କଟିଯାଏ ତାହା ଜଣା ପଡେ ନାହିଁ । ଅମେ ନିଜର ଯତ୍ନ...

  • ନିଉଜ ଆଲର୍ଟJul 23, 2017

    ଆପଣଙ୍କ ପାର୍ଟନର ସନ୍ଦେହ କରୁଛନ୍ତି କି? କରନ୍ତୁ ଏହି ୫ଟି ଉପାୟ !

    ରିଲେସନସିପରେ ବହୁ ଦିନ ରହିଲା ପରେ ଏପରି ଏକ ସମୟ ଆସେ ଯେଉଁ ସମୟରେ ଆପଣଙ୍କ ପାର୍ଟନର ଅଥବା ବୟଫ୍ରେଣ୍ଡ ନିଜକୁ ଅସୁରକ୍ଷିତ ମଣିବା ସହ ଆପଣଙ୍କୁ ସନ୍ଦେହ କରିଥାଏ । ଏପରି ହେବାଦ୍ୱାରା ଅନେକ ସମୟରେ ସର୍ମ୍ପକରେ ଫାଟ ଦେଖାଯାଇଥାଏ...

  • ନିଉଜ ଆଲର୍ଟJul 23, 2017

    ଏଇ ରବିବାର ରାତିରେ ନିଜ ମନୋକାମନା ପୂରଣ ପାଇଁ ହନୁମାନଙ୍କ ଆଗରେ ଜାଳନ୍ତୁ ଦୀପ!

    ନିଜର ଅଭୀଷ୍ଟ ବା ଭଲ ମନୋକାମନା ପୂରଣ ପାଇଁ ରବିବାର ରାତିରେ ହନୁମାନଙ୍କ ଆଗରେ ଏକ ପ୍ରଦୀପ ଜାଳନ୍ତୁ। ଶନିବାର  ରାତି ଓ ରବିବାରରେ ଆମାବାସ୍ୟା ତିଥି ଲାଗୁଛି। ଏହା ଶ୍ରାବଣ ଅମାବାସ୍ୟା ।ଏହି ତିଥିରେ ଆକାଶରେ ଚନ୍ଦ୍ର ଦେଖାଯାଆନ୍ତି ନାହିଁ।...

  • ନିଉଜ ଆଲର୍ଟJul 23, 2017

    ତେଜପତ୍ରରେ ଲୁଚି ରହିଛି ଔଷଧୀୟ ଗୁଣ, ଜାଣନ୍ତୁ ଏହା କଣ

    ଭାରତୀୟ ଖାଦ୍ୟରେ ତେଜପତ୍ରର ସ୍ଥାନ ସ୍ବତନ୍ତ୍ର ରହିଛି। ଡାଲି ହେଉ ଅବା ବିରିୟାନୀ ତେଜପତ୍ରର ବ୍ୟବହାର ଜରୁରୀ ଅଟେ। ଏହା କେବଳ ସୁଗନ୍ଧ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ ତେଜପତ୍ରରେ ବହୁ ମାତ୍ରାରେ ଔଷଧୀୟ ଗୁଣ ଲୁଚି ରହିଛି। ଯାହା...

  • ନିଉଜ ଆଲର୍ଟJul 23, 2017

    କଳା ବ୍ୟାଚ ପିନ୍ଧି କାର୍ଯ୍ୟ କଲେ ହୀରାକୁଦ ଡ୍ୟାମ କର୍ମଚାରୀ

    ସମ୍ବଲପୁର:ଆବଶ୍ୟକ କର୍ମଚାରୀ ନିଯୁକ୍ତି ତଥା ପଦୋନ୍ନତି ନେଇ ହୀରାକୁଦ ଡ୍ୟାମ କର୍ମଚାରୀ ସଂଘ ପକ୍ଷରୁ କଳା ବ୍ୟାଚ ପିନ୍ଧି କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି  ।ସଂଘ ପକ୍ଷରୁ କୁହାଯାଇଛିଯେ ଡ୍ରାମରେ କାର୍ଯ୍ୟ କରିବା ପାଇଁ ୩ଶହ କର୍ମଚାରୀ ଆବଶ୍ୟକ ହେଉଥିବା...

  • ନିଉଜ ଆଲର୍ଟJul 23, 2017

    ଅନୁପ୍ରବେଶ ପଣ୍ଡ, ଜଣେ ଆତଙ୍କବାଦୀ ନିହତ

    ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲୱାମା ଜିଲା ମାଛିଲ ସେକ୍ଟରରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛି  । ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି  । ସେନାର ମୁଖପାତ୍ରଙ୍କ...

  • ନିଉଜ ଆଲର୍ଟJul 23, 2017

    ରାଜ୍ୟ ମାନଙ୍କ ସ୍ୱତନ୍ତ୍ର ପତାକା ଜାତୀୟତାବାଦ ବିରୋଧୀ ନୁହେଁ :ଶଶି ଥରୁର

    ନୂଆଦିଲ୍ଲୀ:କର୍ଣ୍ଣାଟକ ରାଜ୍ୟର ସିଦ୍ଧାରମୈୟା ସରକାର ରାଜ୍ୟ ପାଇଁ ସ୍ୱତନ୍ତ୍ର ପତାକା ଦାବି କରୁଥିବା ବେଳେ ଏନେଇ ରବିବାର ପୂର୍ବତନ ବୈଦେଶିକ ରାଜ୍ୟ ମନ୍ତ୍ରୀ  ଶଶି ଥରୁରୁ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।ଥରୁର କହିଛନ୍ତିଯେ ରାଜ୍ୟର ସ୍ୱତନ୍ତ୍ର ପତାକା ଦାବି ନେଇ...

  • ନିଉଜ ଆଲର୍ଟJul 23, 2017

    ଅବସାଦଗ୍ରସ୍ତ ଅଛନ୍ତି କମେଡିଆନ କପିଲ ଶର୍ମା

    ମୁମ୍ବାଇ:ବର୍ତ୍ତମାନ କମେଡି କିଙ୍ଗ କପିଲ ,ଅବସାଦଗ୍ରସ୍ତ ତଥା (ଡିପ୍ରେସନ)ର ଶିକାର ଅଟନ୍ତି ବୋଲି ଗଣ ମାଧ୍ୟମକୁ  କହିଛନ୍ତି ତାଙ୍କ ଭଉଣୀ ପୂଜା ଦେବଗନ ।ଶରୀର ଅସୁସ୍ଥତା ନେଇ ବାରମ୍ବାର ସୁଟିଂ ସ୍ଥଗିତ ରଖିବା   କାରଣରୁ କପିଲଙ୍କୁ ଅନ ପ୍ରୋଫେସନାଲ କୁହାଯାଉଥିବା...

  • ନିଉଜ ଆଲର୍ଟJul 23, 2017

    ରାଷ୍ଟ୍ରପତି ହେବା ପରେ ପ୍ରଥମେ ଲଦାଖ ଯାଇପାରନ୍ତି କୋବିନ୍ଦ

    ନୂଆଦିଲ୍ଲୀ:ଦେଶର ନବ ର୍ନିବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜାମ୍ମୁ-କାଶ୍ମୀରର ଲଦାଖ ଅଞ୍ଚଳ ଗସ୍ତରେ ଯାଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ପ୍ରଥମେ ଲଦାଖ ଯାଇ ସେଠାରେ ସେନାଙ୍କ...

  • ନିଉଜ ଆଲର୍ଟJul 23, 2017

    ଆଜି ଖୋଲିବ ହୀରାକୁଦ ଗେଟ୍‌

    ସମ୍ବଲପୁର : ହୀରାଦୁଦ ନଦୀବନ୍ଧ ଉପରମୁଣ୍ଡରୁ ଜଳପ୍ରବାହ ଗତ ୪୮ଘଣ୍ଟା ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଥିବାରୁ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର  ୬୦୬.୫୪ ଫୁଟରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ହୀରାକୁଦର ଜଳସ୍ତର ୨ଫୁଟ ବୃଦ୍ଧି ପାଇଥିବା...

  • ନିଉଜ ଆଲର୍ଟJul 23, 2017

    କରିନାଙ୍କ ପାଇଁ ବଲିଉଡରେ ଏଣ୍ଟ୍ରି କରିଛି :ଅନୁଷ୍କା

    ନିକଟରେ ଶାହାରୁଖ ଓ ଅନୁଷ୍କାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜବ ହେରି ମେଟ ସେଜଲ’ର ଟ୍ରେଲର ରିଲିଜ ହୋଇଛି ।ଏହି ଅବସରରେ ଅନୁଷ୍କା କହିଛନ୍ତିଯେ ବିକାନିରରେ ସେ  ତାଙ୍କ ପରିବାର ବର୍ଗଙ୍କ ସହ କରିନାଙ୍କ ‘ଜବ ଉଇ ମେଟ’ଫିଲ୍ମଟି ଦେଖିଥିବା ବେଳେ ଏହା...

  • ନିଉଜ ଆଲର୍ଟJul 23, 2017

    ବିହାରରେ ଲାଗୁ ହେବ ଡାଏଲ -୧୦୦

    ଭୋପାଳ:ମଧ୍ୟ ପ୍ରଦେଶରେ ପୁଲିସ ସେବା ଡାଏଲ -୧୦୦ର ସଫଳତା ପରେ ବିହାରରେ ଏହି ସେବା ଖୁବ ଜଲଦି ଲାଗୁ କରାଯିବା ନେଇ ଯୋଜନା କରାଯାଇଛି ।ବିହାର  ପୁଲିସ ଅଧିକାରୀ ଅମିତ କୁମାର ଜୈନଙ୍କ କହିବା ଅନୁଯାୟୀ ରାଜ୍ୟରେ ଖୁବ ଶୀଘ୍ର ଡାଏଲ...

  • ନିଉଜ ଆଲର୍ଟJul 23, 2017

    ଅଗଷ୍ଟ ୯ରେ ସମ୍ବର୍ଦ୍ଧିିତ ହେବ ୪ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

      ଭୁବନେଶ୍ୱର : ପବିତ୍ର ଅଗଷ୍ଟକ୍ରାନ୍ତି ଦିବସ ଅଗଷ୍ଟ ୯ରେ  ୪ ଜଣ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିିତ ହେବ  । ନୂଆ ରାଷ୍ଟ୍ରପତି ରାକନାଥ କୋବିନ୍ଦ ସେମାନଙ୍କୁ ସମ୍ବର୍ଦ୍ଧିିତ କରିବେ  । ସହଦେବ ସାହୁ (କଣ୍ଟିଲୋ), ଦଧୀଚି ସାହୁ(କାଇପଡ଼ା,ଯାଜପୁର), ଗନ୍ଧର୍ବ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |