• ନିଉଜ ଆଲର୍ଟJul 24, 2017

    ଫାଇନାଲରେ କଶ୍ୟପ-ପ୍ରଣୟ

    ଆନାହମ୍‌ (ଆମେରିକା):  ୟୁଏସ୍‌ ଓପନ ଗ୍ରାଁ ପ୍ରି ଗୋଲ୍‌ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲସ୍‌ର ଫାଇନାଲ ମ୍ୟାଚ୍‌ ଦୁଇ ଭାରତୀୟ ଖେଳାଳି ପାରୁପାଲ୍ଲି କଶ୍ୟପ ଓ ଏଚ୍‌.ଏସ୍‌. ପ୍ରଣୟଙ୍କ ମଧ୍ୟରେ ଖେଳାଯିବ । ଦୀର୍ଘଦିନ ହେଲା ଆହତ ରହିବା ପରେ ବ୍ୟାଡ୍‌ମିଣ୍ଟନ...

  • ନିଉଜ ଆଲର୍ଟJul 24, 2017

    ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‌ସିପ ଲାଗି ଭାରତୀୟ ଦଳରେ ଜଉନା

    କଟକ : ଅଗଷ୍ଟ ୪ରୁ ୧୩ ପର୍ଯ୍ୟନ୍ତ ଲଣ୍ଡନ୍‌ରେ ଆୟୋଜନ ହେବ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‌ସିପ । ଏହି ଚମ୍ପିଆନ୍‌ସିପ୍‌ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଉଲ୍ଲେଖନୀୟ କଥା ହେଉଛି...

  • ନିଉଜ ଆଲର୍ଟJul 24, 2017

    ଆଧାର ସଂଯୁକ୍ତ ହୋଇନି ୭୫% ପ୍ୟାନ୍‌ କାର୍ଡ

    ମାଡ୍ରାସ : ଆୟକର ବିଭାଗ ପକ୍ଷରୁ ନିକଟରେ ପ୍ୟାନ୍‌କାର୍ଡକୁ ଆଧାର ନମ୍ବର ସହ ସଂଯୁକ୍ତ କରିବା ନେଇ ନିର୍ଦେଶନାମା ଜାରି କରାଯାଇଥିଲା । ତେବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯିବା ପରେ ଏ ନେଇ...

  • ନିଉଜ ଆଲର୍ଟJul 23, 2017

    ରାଜ୍ୟ ନ୍ୟାୟ ପ୍ରାଧିକରଣ ସେବା କାର୍ଯ୍ୟାଳୟରେ ଭିଡିଓ କନଫେରେନ୍ସ ସେବାର ଶୁଭ ଉଦ୍‌ଘାଟନ

    କଟକ:ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରବିବାର  ଓଡିଶା ରାଜ୍ୟ ନ୍ୟାୟ ପ୍ରାଧୀକରଣ କାର୍ଯ୍ୟାଳୟରେ  ଭିଡିଓ କନଫେରେନ୍ସ ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଜଷ୍ଟିସ ମିଶ୍ର ରାଜ୍ୟରେ ଥିବା ବିଭିନ୍ନ ଜେଲରଙ୍କ ସହିତ କର୍ତ୍ତାବର୍ତ୍ତା ହେବା ସହ...

  • ନିଉଜ ଆଲର୍ଟJul 24, 2017

    କଏଦୀଙ୍କୁ ପକ୍ଷ ରଖିବାର ସୁଯୋଗ ମିଳୁ: ଜଷ୍ଟିସ ଦୀପକ ମିଶ୍ର

    କଟକ : ଜେଲ୍‌ରେ ରହୁଥିବା ବିଚାରାଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀମାନେ ଯେପରି ନିଜର ପକ୍ଷ ରଖିବା ପାଇଁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଯତ୍ନଶୀଳ ହେବାକୁ ଉଚ୍ଚତମ ନ୍ୟାୟାଳୟ ବିଚାରପତି ତଥା ଜାତୀୟ ଆଇନସେବା ପ୍ରାଧିକରଣ କାର୍ଯ୍ୟକାରୀ...

  • ନିଉଜ ଆଲର୍ଟJul 24, 2017

    ପୁଣି ବନ୍ୟା ଭୟ

    ଭୁବନେଶ୍ୱର : ଆସନ୍ତା କାଲିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି  । ୬ଟି ଜିଲାରେ ଅତିପ୍ରବଳ ଓ ୯ଟି ଜିଲାରେ ପ୍ରବଳ ବର୍ଷା ହୋଇପାରେ । ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ...

  • ନିଉଜ ଆଲର୍ଟJul 23, 2017

    ଅଗଷ୍ଟ ପହିଲାରୁ ଏୟାର ଏସିଆର ଘରୋଇ ଉଡ଼ାଣ

    ଭୁବନେଶ୍ୱର:  କ୍ୱାଲାଲମ୍ପୁରୁ  ବିମାନ ଚଳାଚଳ ପରେ ଏବେ ଭୁବନେଶ୍ୱରରୁ ଘରୋଇ ବିମାନସେବା ଉପରେ ଆଖି ପକାଇଛି ଏୟାର ଏସିଆ । ଖୁବ୍‌ ଶୀଘ୍ର ଭୁବନେଶ୍ୱରରୁ କଲକତା ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ କରିବ ବୋଲି ସୂଚନା ମିଳିଛି  । ସମ୍ଭବତଃ...

  • ନିଉଜ ଆଲର୍ଟJul 23, 2017

    ‘ପାଇଖାନା ନିର୍ମାଣ କରିପାରିବନି ତ ସ୍ତ୍ରୀକୁ ବିକି ଦିଅ’

    ଔରଂଗାବାଦ : ବିହାର ଔରଂଗାବାଦ ଜିଲାପାଳ ଏକ ବିବାଦୀୟ ବୟାନ ଏବେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି  । ଜିଲାପାଳ କମଳ ତନୁଜ ଶନିବାର ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ ଯିଏ ନିଜ ପତ୍ନୀଙ୍କ ପାଇଁ ଶୌଚାଳୟ...

  • ନିଉଜ ଆଲର୍ଟJul 23, 2017

    ୫କୋଟି ଲିଟର ଅଶୋଧିତ ତୈଳ ଚୋରି; ୨୫ଗିରଫ

    ଜୟପୁର : ରାଜସ୍ଥାନର ବାରମେରଠାରେ ଥିବା ଭାରତର ସର୍ବବୃହତ୍‌ ତୈଳ ଭଣ୍ଡାରରୁ ୫୦ନିୟୁତ(୫କୋଟି) ଲିଟର ଅଶୋଧିତ ତୈଳ ଚୋରି ହୋଇଯାଇଛି । ଏହି ତୈଳର ମୂଲ୍ୟ ଅନୂ୍ୟନ ୫୦କୋଟି ବୋଲି ଜଣାପଡ଼ିଛି । ଏହି ଚୋରି ଗତ ୬ବର୍ଷ ଧରି ଜାରି...

  • ନିଉଜ ଆଲର୍ଟJul 23, 2017

    ପ୍ରଣବଙ୍କ ନୂଆ ଠିକଣା ୧୦ ରାଜାଜୀ ମାର୍ଗ

    ନୂଆଦିଲ୍ଲୀ : ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନୂଆ ଠିକଣା ହେବାକୁ ଯାଉଛି ନୂଆଦିଲ୍ଲୀର ୧୦ ରାଜାଜୀ ମାର୍ଗ । ପୂର୍ବରୁ ଏହି ଠିକଣାରେ ରହୁଥିଲେ ଦିବଗଂତ ପୂର୍ବତନ ରାଷ୍ଟ୍ରପତି  ଏପିଜେ ଅବଦୁଲ କଲାମ । କଲାମଙ୍କ ମୃତୁ୍ୟ ପରେ ଏହି...

  • ନିଉଜ ଆଲର୍ଟJul 23, 2017

    ୧୧୦୦ଟି ଷ୍ଟେସନରେ ଲାଗିବ ପାନୀୟ ଜଳ ମେସିନ

    ନୂଆଦିଲ୍ଲୀ : ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ପାଇଁ ରେଳବାଇ ପକ୍ଷରୁ ଖୁବଶୀଘ୍ର ଆଉ ୪୫୦ଟି ଷ୍ଟେସନରେ ୧୧୦୦ଟି ବିଶୁଦ୍ଧ ପାନୀୟ ଜଳଯୋଗାଣ ମେସିନ ଡବ୍ଲ୍ୟୁଭିଏମ (ୱାଟର ଭେଣ୍ଡିଂ ମେସିନ) ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି...

  • ନିଉଜ ଆଲର୍ଟJul 23, 2017

    ଯାତ୍ରୀଙ୍କଠୁ ନିଆଯାଇଛି ୧୧.୧୭ କୋଟି ସୁପରଫାଷ୍ଟ ସରଚାର୍ଜ

    ନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ, ଦୂରନ୍ତ ଭଳି ଟ୍ରେନରେ ଯାତ୍ରା କରିବାକୁ ହେଲେ ରେଳବାଇ ପକ୍ଷରୁ ମୂଳ ଟିକଟ ଉପରେ ସୁପରଫାଷ୍ଟ ସରଚାର୍ଜ ଲାଗୁ କରାଯାଉଛି । ବିଗତ ତିନି ବର୍ଷ ମଧ୍ୟରେ ଯାତ୍ରୀଙ୍କଠାରୁ ପ୍ରାୟ ୧୧.୧୭ କୋଟି...

  • ନିଉଜ ଆଲର୍ଟJul 23, 2017

    ଗୋର୍ଖାଲାଣ୍ଡ ଆନ୍ଦୋଳନ : ମାଓବାଦୀଙ୍କ ସହ ହାତ ମିଳାଇବାକୁ ଜିଜେଏମର ଯୋଜନା

    ଦାର୍ଜିଲିଂ : ସ୍ୱତନ୍ତ୍ର ଗୋର୍ଖାଲାଣ୍ଡ ରାଜ୍ୟ ଗଠନ ଦାବିରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଉପତ୍ୟକାରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିଜେଏମ (ଗୋର୍ଖା ଜନମୁକ୍ତି ମୋର୍ଚ୍ଚା) ସଂଗଠନ ଏହାକୁ ଦୀର୍ଘମିଆଦୀ କରିବା ଲକ୍ଷ୍ୟରେ ବର୍ତ୍ତମାନ ମାଓବାଦୀଙ୍କ ସହ ହାତ ମିଳାଇବାକୁ ଉଦ୍ୟମ କରୁଥିବା...

  • ନିଉଜ ଆଲର୍ଟJul 23, 2017

    ରାଷ୍ଟ୍ରପତି ନିର୍ବାଚନ : ଡଟ୍‌, କମା ପାଇଁ ୭୭ ଭୋଟ ନାକଚ ହେଲା

    ନୂଆଦିଲ୍ଲୀ : ଜୁଲାଇ ୨୦ରେ ରାଷ୍ଟ୍ରପତି ପଦ ପାଇଁ ଭୋଟଗ୍ରହଣ ହୋଇଥିବାବେଳେ ୭୭ଟି ଭୋଟ ନାକଚ ହୋଇଥିଲା । ଏମାନଙ୍କ ମଧ୍ୟରେ ଥିଲେ ୨୧ଜଣ ସାଂସଦ ଓ ୫୬ଜଣ ବିଧାୟକ । ତେବେ ସଂପୃକ୍ତ ସାଂସଦ ଓ ବିଧାୟକଙ୍କ ସାମାନ୍ୟ ଭୁଲ...

  • ନିଉଜ ଆଲର୍ଟJul 23, 2017

    ଡାହାଣୀ ସନ୍ଦେହରେ ମାଆ ଓ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା

    ରାଇରଙ୍ଗପୁର: ଏବେ ବି ଅନ୍ଧ ବିଶ୍ୱାସରୁ ମୁକ୍ତି ପାଇ ପାରୁନି ମଣିଷ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ନିଆଁ ଚେଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ଡାହାଣୀ ଓ ଗୁଣି ଗାରୋଡ଼ି ସନ୍ଦେହରେ ଅନେକ ନିଷ୍ପାପ ଜୀବନ ଚାଲିଯାଉଛି। ମୟୁରଭଞ୍ଜ ଜିଲ୍ଲାର...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |