• ନିଉଜ ଆଲର୍ଟJul 24, 2017

    କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣ ୩୫ ମୃତ ୪୦ରୁ ଅଧିକ ଆହତ

    କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲ୍ରେ ସେମବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩୫ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ  ଆହତ ହୋଇଛନ୍ତି  । ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଛି  । ଆଫଗାନିସ୍ତାନରେ ଆଭ୍ୟନ୍ତରୀଣ...

  • ନିଉଜ ଆଲର୍ଟJul 24, 2017

    ମାଛ ଜାଲରେ ଛୁଆ କୁମ୍ଭୀର

    ବଡ଼ମ୍ବା : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶଂଖାମେରୀ ଗ୍ରାମରେ ଏକ ଛୁଆ କୁମ୍ଭୀରକୁ ରବିବାର ମହାନଦୀରୁ ଉଦ୍ଧାର କରାଯାଇଛି । ନଦୀରେ ମାଛ ଧରିବାକୁ ପକାଯାଇଥିବା ଜାଲରେ  କୁମ୍ଭୀର ଛୁଆଟି ଫସିଯାଇଥିଲା । ଶଂଖାମେରୀ ଶିଶୁବଗିଚା ସାହିର ଗୋଲଖବିହାରୀ ମହାନ୍ତିଙ୍କ ଜାଲରେ...

  • ନିଉଜ ଆଲର୍ଟJul 24, 2017

    ମାଛ ଖାଆନ୍ତୁ ହୃଦଘାତକୁ ଦୂର କରନ୍ତୁ

    ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ବୟସ୍କ ଲୋକେ ଆଜିକାଲି ହୃଦଘାତ ରୋଗ ପାଇଁ ଆଶଙ୍କାରେ ରହୁଛନ୍ତି। ସୁସ୍ଥ ଜୀବନଯାପନ ନିମନ୍ତେ ଖାଦ୍ୟପେୟ ବାବଦରେ ସଚେତନ ମଧ୍ୟ ରହୁଥିବାର ଜଣାପଡ଼ିଛି। ହେଲେ ଖାଦ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସପ୍ତାହକୁ ଅନ୍ତତଃ ଥରୁଟିଏ ମାଛ...

  • ନିଉଜ ଆଲର୍ଟJul 24, 2017

    ଖୁସୀ ରହିବା ପାଇଁ କଦଳୀ ଖାଆନ୍ତୁ : ସ୍ୱାସ୍ଥ୍ୟ ପାଇଁ ଏହା ଅତି ଭଲ

    ଭାରତୀୟ ଜଳବାୟୁରେ କଦଳୀ ଚାଷ ପ୍ରତ୍ୟେକ ପ୍ରାନ୍ତରେ ହୋଇଥାଏ। ଏହା ସହ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଗରିବ ଠାରୁ ଧନୀ ସମସ୍ତ ବର୍ଗର ଲୋକେ ଏହାକୁ ଖାଇଥାନ୍ତି। ୨୦୧୪ ଶେଷଭାଗରେ ଲସଭଗୋସର ଏକ ବିଶେଷଜ୍ଞ ଦଳ ଭାରତୀୟ ଲୋକଙ୍କ ଉପରେ...

  • ନିଉଜ ଆଲର୍ଟJul 24, 2017

    ଧବଳେଶ୍ୱର ପୀଠରେ ଜଣେ କାଉଡିଆଙ୍କ ମୃତ୍ୟୁ

    କଟକ: ଧବଳେଶ୍ୱର ପୀଠରେ ପ୍ରବଳ ଭିଡରେ ଅଣନିଶ୍ବାସ ହୋଇ ଜଣେ କାଉଡିଆ ଭକ୍ତଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଗୁରୁଡୀଝାଟିଆ ଅଞ୍ଚଳର ଠୁକୁରି ପ୍ରଧାନ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ ପଠାଇଛି ।  ସୂଚନା...

  • ନିଉଜ ଆଲର୍ଟJul 24, 2017

    ରାଜଧାନୀରେ ଯୁବକଙ୍କୁ ନୃଶଂସ ହତ୍ୟା

    ଭୁବନେଶ୍ୱର:ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ  । ରବିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନବିହାର ଫେଜ୍‌-୨ ଅଞ୍ଚଳରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି  । ତେବେ ହତ୍ୟା ପଛର କାରଣ ଜଣାପଡିନାହିଁ  । ଖବରପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ...

  • ନିଉଜ ଆଲର୍ଟJul 24, 2017

    ତୃତୀୟ ‘ଦଧୀଚି ସମ୍ମାନ’ ପ୍ରଦାନ ସମାରୋହ:‘ଅଙ୍ଗଦାନ ପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ’

    ଭୁବନେଶ୍ୱର:  ଯିଏ ଜନ୍ମ ନେଇଛି ତା’ର ମୃତୁ୍ୟ ନିଶ୍ଚିତ । ମୃତୁ୍ୟ ପରେ ନିଜ ଶରୀରକୁ ମାଟିରେ ମିଶିବାକୁ ନ ଦେଇ ତାହା ଅନ୍ୟମାନଙ୍କ ଉପକାର ପାଇଁ ଦାନ କରିବା ଦରକାର । ମୃତୁ୍ୟର ବି ଜୀବନ ଅଛି ଓ ମୃତୁ୍ୟ...

  • ନିଉଜ ଆଲର୍ଟJul 24, 2017

    ଲୋକନାଥ ମନ୍ଦିରରେ ଭକ୍ତ,ସେବକ ଓ ପୁଲିସ ମୁହାଁମୁହିଁ

    ପୁରୀ: ପୁରୀ ଲୋକନାଥ ମନ୍ଦିରରେ ଜଳଲାଗିକୁ କେନ୍ଦ୍ର କରି ଭକ୍ତ, ସେବକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଜଣେ ଭକ୍ତ ଓ ୩ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଆହତ ଭକ୍ତଙ୍କ ସମେତ ପୁଲିସ ୯ ଜଣଙ୍କୁ ଅଟକ...

  • ନିଉଜ ଆଲର୍ଟJul 24, 2017

    ଭାରତୀୟ ସେନା ଦେଶବାସୀଙ୍କ ଆଶାର କେନ୍ଦ୍ର: ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ସେନା କେବଳ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନାବାହିନୀ ନୁହେଁ, ସମସ୍ତ ଦେଶବାସୀଙ୍କ ଆଶାର କେନ୍ଦ୍ର  । ବିଭିନ୍ନ ଯୁଦ୍ଧ ଓ ଦେଶର ସୁରକ୍ଷା ପାଇଁ ସେମାନଙ୍କ ଅଦମ୍ୟ ସାହସକୁ ଓ ପ୍ରାଣବଳିକୁ ଯେତେ ସମ୍ମାନ ଦେଲେ ମଧ୍ୟ...

  • ନିଉଜ ଆଲର୍ଟJul 24, 2017

    ରାଷ୍ଟ୍ରପତିଙ୍କ ଦେଶ ଉଦେଶ୍ୟରେ ଉଦ୍‌ବୋଧନ

      ନୂଆଦିଲ୍ଲୀ : ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି (ସୋମବାର) ଦେଶ ଉଦେଶ୍ୟରେ ବିଦାୟୀ ଉଦ୍‌ବୋଧନ ଦେବେ  । ରାଷ୍ଟ୍ରପତି ଭାବେ ତାଙ୍କର ଶେଷ କାର୍ଯ୍ୟକାଳ ଅବସରରେ ସେ ଆଜି  ସଂଧ୍ୟା ୭.୩୦ ମିନିଟରେ ଦେଶବାସୀଙ୍କ ଉଦେଶ୍ୟରେ ଉଦ୍‌ବୋଧନ ଦେବେ  । ଆକାଶବାଣୀର...

  • ନିଉଜ ଆଲର୍ଟJul 24, 2017

    ୩ ବର୍ଷରେ ୭୧,୯୪୧ କୋଟି ଅଘୋଷିତ ଆୟ ଠାବ

    ନୂଆଦିଲ୍ଲୀ : ଗତ ୩ବର୍ଷ ମଧ୍ୟରେ ସରକାର ଦେଶରୁ ପାଖାପାଖି ୭୧,୯୪୧କୋଟି ଟଙ୍କାର ଅଘୋଷିତ ଆୟ ବାବଦ ଅର୍ଥ ଠାବ କରିଛନ୍ତି । ଆୟକର ବିଭାଗ ପକ୍ଷରୁ ବ୍ୟାପକ ମାତ୍ରାରେ ଚଢଉ, ଜବତ ଏବଂ ସର୍ଭେ ଜରିଆରେ ଏହି ଅର୍ଥ ଠାବ...

  • ନିଉଜ ଆଲର୍ଟJul 24, 2017

    ଆନ୍ଧ୍ର ବିଜେପି ଦାୟିତ୍ୱରେ ରାମ ମାଧବ

      ହାଇଦରାବାଦ : ବିଜେପି ରାଷ୍ଟ୍ରୀୟ ସାଧାରଣ ସାଧାରଣ ସଂପାଦକ ରାମ ମାଧବଙ୍କୁ ଆନ୍ଧ୍ରପ୍ରଦେଶର ଦଳୀୟ ଦାୟିତ୍ୱ ପ୍ରଦାନ କରାଯାଇଛି । ଏମ୍‌.ଭେଙ୍କେୟା ନାଇଡୁ ଦଳୀୟ ରାଜନୀତିରୁ ଓହରିବା ପରେ ରାମମାଧବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ମୋଦୀ ଓ ଅମିତ...

  • ନିଉଜ ଆଲର୍ଟJul 24, 2017

    ସେଲଫି ନେବାବେଳେ ୩ ମୃତ

    ଡାମନ : ସେଲଫି ନେବାବେଳେ ତିନିଜଣ ବୁଡି ପ୍ରାଣ ହରାଇଛନ୍ତି । ଡାମନ ଡିୟୁସ୍ଥିତ ଆରବସାଗରର କୂଳରେ ଯୁବକମାନେ ସେଲଫି ନେବାବେଳେ ଜୁଆରରେ ବୁଡି ପ୍ରାଣ ହରାଇଛନ୍ତି । ଡିୟୁ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ରାଜସ୍ଥାନର ୪ଜଣ ଯୁବକ ଛୁଟି...

  • ନିଉଜ ଆଲର୍ଟJul 24, 2017

    କେ.ଶ୍ରୀକାନ୍ତ-ବିଶ୍ୱର ସର୍ବାଧିକ ଆୟକାରୀ ବ୍ୟାଡ୍‌ମିଣ୍ଟନ ଖେଳାଳି

    ନୂଆଦିଲ୍ଲୀ: ଚଳିତ ବର୍ଷ ସର୍ବାଧିକ ଆୟକାରୀ ବ୍ୟାଡ଼ମିଣ୍ଟନ ଖେଳାଳିଙ୍କ ତାଲିକାରେ ଭାରତୀୟ ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଡ଼ମିଣ୍ଟନ ୱାଲର୍ଡ ଫେଡେରେସନ ତରଫରୁ ପ୍ରକାଶିତ ତାଲିକା ଅନୁଯାୟୀ କିଦାମ୍ବି ଚଳିତବର୍ଷ ବିଭିନ୍ନ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ...

  • ନିଉଜ ଆଲର୍ଟJul 24, 2017

    ଚାଇନା ଜିନିଷ ବିକ୍ରି ବନ୍ଦ ନିଷ୍ପତ୍ତିକୁ ସମର୍ଥନ

    ଭୁବନେଶ୍ୱର : ସମ୍ପ୍ରତି ଭାରତୀୟ ସୀମାରେ ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରି ବାରମ୍ବାର ଭାରତକୁ ଧମକ ଦେଉଥିବା ଚାଇନା ନିର୍ମିତ ସମସ୍ତ ଜିନିଷ ଓଡ଼ିଶାରେ ବିକ୍ରି ବନ୍ଦ କରିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ଯେଉଁ ନିଷ୍ପତ୍ତି ନେଇଛି, ତାକୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |