• ନିଉଜ ଆଲର୍ଟJul 25, 2017

    ୨୪ଟି ଐତିହାସିକ କୀର୍ତ୍ତିରାଜିର ପତ୍ତା ମିଳୁନି

    ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ଥିବା ୨୪ଟି ଐତିହାସିକ କୀର୍ତ୍ତିରାଜିର ପତ୍ତା ମିଳୁନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ସୋମବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ...

  • ନିଉଜ ଆଲର୍ଟJul 24, 2017

    ସିଆରପିଏଫ୍‌ କମାଣ୍ଡରଙ୍କୁ ଛେଚିଲେ ଯବାନ

    ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ତଳପାହ୍ୟା ଯବାନଙ୍କ ନିସ୍ତୁକ ମାଡରେ ସିଆରପିଏଏଫ୍‌ର ଜଣେ କମ୍ପାନୀ କମାଣ୍ଡର ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ମୁତୟନ ହୋଇଥିବା ସିଆରପିଏଫ୍‌ର ୨୮ ବାଟାଲିୟନରେ କାର୍ଯ୍ୟରତ ଖୁପ୍‌ମଣି...

  • ନିଉଜ ଆଲର୍ଟJul 24, 2017

    କାଶ୍ମୀରୀ ପଣ୍ଡିତଙ୍କୁ ଗଣହତ୍ୟା ମାମଲା : ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ୧୯୮୯-୯୦ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚରମ ସୀମାରେ ପହଞ୍ଚିଥିବାବେଳେ ୭୦୦ରୁ ଊଦ୍ଧ୍ୱର୍ କାଶ୍ମୀରୀ ପଣ୍ଡିତଙ୍କୁ ଯେଭଳିଭାବେ ଗଣହତ୍ୟା କରାଯାଇଥିଲା, ସେହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ...

  • ନିଉଜ ଆଲର୍ଟJul 24, 2017

    ସ୍ଥାପନ ହେବ ୬୫୦୦ ସ୍ୱୟଂଚାଳିିତ ପାଣିପାଗ କେନ୍ଦ୍ର

    ଭୁବନେଶ୍ୱର : କୃଷକମାନଙ୍କୁ କିଭଳି ହାତ ପାଆନ୍ତାରେ ବନ୍ୟା, ବାତ୍ୟା ଓ ମରୁଡି ସମ୍ବନ୍ଧୀୟ ତଥ୍ୟ ଯୋଗାଇ ହେବ ସେନେଇ ସରକାର ତତ୍ପରତା ଦେଖାଇଛନ୍ତି । ଏନେଇ ଖୁବ୍‌ଶୀଘ୍ର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଏକ କୃଷକ ଉପଦେଷ୍ଟା...

  • ନିଉଜ ଆଲର୍ଟJul 24, 2017

    ଦାର୍ଜିଲିଂରେ ନେପାଳୀ ଟିଭି କାର୍ଯ୍ୟାଳୟ ସିଲ୍‌

    ଦାର୍ଜିଲିଂ : ଗୋର୍ଖାଲାଣ୍ଡ ଆନେ୍ଦାଳନ ଦିନକୁ ଦିନ ତୀବ୍ରତର ହେଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦାର୍ଜିଲିଂସ୍ଥିତ ନେପାଳୀ ଟିଭି କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି । ଏହି ଆନ୍ଦୋଳନକୁ ଉସ୍‌କାଇବା ଭଳି କାର୍ଯ୍ୟକ୍ରମ ପ୍ରସାରିତ କରାଯାଉଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ...

  • ନିଉଜ ଆଲର୍ଟJul 24, 2017

    ଗୁଜରାଟ, ରାଜସ୍ଥାନରେ ବନ୍ୟା ବିଭୀଷିକା

    ଅହମ୍ମଦାବାଦ/ଜୟପୁର : ବିଗତ କିଛି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଭାରତର ଦୁଇଟି ରାଜ୍ୟ ଗୁଜରାଟ ଓ ରାଜସ୍ଥାନରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି । ଏଥିଯୋଗୁଁ ରାଜ୍ୟର ଅହମ୍ମଦାବାଦ, ସୁରତ୍‌, ସୁରେନ୍ଦ୍ର ନଗର, ସାବରକଣ୍ଠ, ବନସକଣ୍ଠ ଓ ଭାଲସାଡ...

  • ନିଉଜ ଆଲର୍ଟJul 24, 2017

    ଭାରତର ସଂସଦ ମୋର ମନ୍ଦିର ଏବଂ ଭାରତର ସମ୍ବିଧାନ ମୋର ପବିତ୍ର ଗ୍ରନ୍ଥ

    ପ୍ରିୟ ଦେଶବାସୀ,  ମୁଁ ପଦମୁକ୍ତ ହେବାର ପୂର୍ବ ସନ୍ଧ୍ୟାରେ ମୋ ପ୍ରତି ବ୍ୟକ୍ତ କରାଯାଇଥିବା ବିଶ୍ୱାସ ଏବଂ ଭରସା ପାଇଁ ଭାରତର ଜନସାଧାରଣ, ସେମାନଙ୍କ ନିର୍ବାଚିତ ପ୍ରତିନିଧି ଏବଂ ରାଜନୈତିକ ଦଳଗୁଡ଼ିକର ହାର୍ଦ୍ଦିକ ସହଯୋଗ ଦ୍ୱାରା ଅଭିଭୂତ ଅଟେ । ମୁଁ ସେମାନଙ୍କ...

  • ନିଉଜ ଆଲର୍ଟJul 24, 2017

    ପ୍ରଥମ ବ୍ୟାଚ୍ ହଜ୍ ଯାତ୍ରାର ଶୁଭାରମ୍ଭ

     ନୂଆଦିଲ୍ଲୀ:  ନୂଆଦିଲ୍ଲୀ ବିମାନବନ୍ଦରରୁ  ସୋମବାର ପ୍ରଥମ ବ୍ୟାଚର ୩୦୦ ହଜ୍ ଯାତ୍ରୀ ଯାତ୍ରାରମ୍ଭ  କରିଛନ୍ତି । ସେମାନେ ଦେଶର ନିରାପତ୍ତା ଓ ସମୃଦ୍ଧିର ପ୍ରାର୍ଥନା ସହ ଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର (ସ୍ୱାଧୀନ) ଏବଂ ସଂସଦୀୟ ବ୍ୟାପାର...

  • ନିଉଜ ଆଲର୍ଟJul 24, 2017

    ଲଣ୍ଡନରେ ଭୁରି ଭୁରି ପ୍ରଶଂସା ପାଇଲା କଳାହାଣ୍ଡିର ଲୋକନୃତ୍ୟ

    ଭବାନୀପାଟଣା:  ଗତ ଜୁଲାଇ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଲଣ୍ଡନରେ ଅନୁଷ୍ଠିତ ହେଉଥିବା  ଲଣ୍ଡନ ଟ୍ରାଇବାଲ ଫେଷ୍ଟିଭାଲରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣ ସ୍ଥିତ ପ୍ରତିଭା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଶିଙ୍ଗାରୀ, ବଜାଶାଲ, ଢ଼ାପ, ବନାବାଡି ଓ ଘୁମୁରା ଆଦି...

  • ନିଉଜ ଆଲର୍ଟJul 24, 2017

    କାଶ୍ମୀର: ଡିଏସ୍‌ପିଙ୍କୁ ହତ୍ୟା ଅଭିଯୋଗରେ ୨୦ ଗିରଫ

    ଶ୍ରୀନଗର : କାଶ୍ମୀରରେ ଆୟୁବ ପଣ୍ଡିତ ନାମକ ଜଣେ ପୁଲିସ ଡିଏସ୍‌ପିଙ୍କୁ ନିର୍ମମଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ମୋଟ ୨୦ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଆଗକୁ ଆଉ କେତେକଙ୍କୁ ଗିରଫ କରାଯିବ ବୋଲି...

  • ନିଉଜ ଆଲର୍ଟJul 24, 2017

    ମଧୁମିତା ଦାସ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି

      ଭୁବନେଶ୍ୱର : ଫକିରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଡ.ମଧୁମିତା ଦାସ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଏସ.ସି.ଜମିର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ପ୍ରଫେସର ଥିବା ଡକ୍ଟର ଦାସ...

  • ନିଉଜ ଆଲର୍ଟJul 24, 2017

    ୭ ବିଚ୍ଛିନ୍ନତାବାଦୀ ଗିରଫ

      ଶ୍ରୀନଗର : ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୋମବାର ୭ ଜଣ ବିଚ୍ଛନ୍ନତାବାଦୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅଲ୍‌ତାଫ ଅହମଦ ଶାହା, ଆୟଜ୍‌ ଅାକ୍‌ବର୍‌, ପୀର୍‌ ସାଇଫୁଲ୍ଲା, ମେହେରାଜ-ଉଦ-ଦିନ କଲ୍‌ଓ୍ଵାଲ୍‌, ସାହିଦ୍‌-ଉଲ୍‌-ଇସ୍‌ଲାମ୍‌, ନଇମ୍‌...

  • ନିଉଜ ଆଲର୍ଟJul 24, 2017

    ଭାରତର ଅର୍ଥିକ ଅଭିବୃଦ୍ଧି ହାର ୭.୨ପ୍ରତିଶତ ହେବ : ଆଇଏମ୍‌ଏଫ୍‌

    ନୂଆଦିଲ୍ଲୀ : ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର  ୭.୨ ଭାଗ ରହିବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି  ଅନୁମାନ କରିଛି  । ଗତବର୍ଷ ଏହା ୭.୧ ଭାଗ ଥିଲା  । ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସର୍ବଶେଷ ବାର୍ଷିକ ଅର୍ଥନୈତିକ ଭବିଷ୍ୟତ...

  • ନିଉଜ ଆଲର୍ଟJul 24, 2017

    ୬ କଂଗ୍ରେସ ସାଂସଦ ୫ ଦିନ ପାଇଁ ନିଲମ୍ବିତ

    ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ୬ଜଣ କଂଗ୍ରେସ ସାଂସଦଙ୍କୁ ୫ଦିନ ପାଇଁ ନିଲମ୍ବିତ କରିଛନ୍ତି  । ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି  । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ...

  • ନିଉଜ ଆଲର୍ଟJul 24, 2017

    ମହାକାଶ ବିଜ୍ଞାନୀ ୟୁ.ଆର. ରାଓଙ୍କ ପରଲୋକ

    ବେଙ୍ଗାଲୁରୁ : ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ୟୁ.ଆର୍. ରାଓଙ୍କର ସୋମବାର ଦିନ  ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |