• ନିଉଜ ଆଲର୍ଟJul 25, 2017

    ଦୋସା ବ୍ୟବସାୟ କରି କୋଟିପତି

    ଅନ୍ୟକୁ ଅନୁକରଣ କଲେ ସଫଳତା ମିଳିନଥାଏ, ବରଂ କଠିନ ପରିଶ୍ରମ ବଳରେ ହିଁ ଶୀର୍ଷରେ ପହଞ୍ଚିହେବ। ଏହି କଥାକୁ ବେଶ୍ ଦୃଢ଼ତାର ସହ କହିଛନ୍ତି ମୁମ୍ବଇ ନିବାସୀ ଦୋସା ବ୍ୟବସାୟୀ ପ୍ରେମ ଗଣପତି। ୪୩ ବର୍ଷୀୟ ପ୍ରେମ ତାମିଲନାଡ଼ୁର ଥୋଟୁକୁଡ଼ି ଜିଲାନିବାସୀ।...

  • ନିଉଜ ଆଲର୍ଟJul 25, 2017

    ତେଜସ୍ୱୀ ଯାଦବଙ୍କୁ ନେଇ ରାଜ୍ୟ ସରକାରଙ୍କୁ କୌଣସି ବିପଦ ନାହିଁ : ନୀତିଶ

    ପାଟନା : କଂଗ୍ରେସ ଓ ଆରଜେଡି ସହ ମେଣ୍ଟରେ ଚାଲିଥିବା ତାଙ୍କ ସରକାରକୁ କୌଣସି ବିପଦ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡୁୟି ମୁଖ୍ୟ ନୀତିଶ କୁମାର ମନ୍ତବ୍ୟ ଦେବା ପରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ...

  • ନିଉଜ ଆଲର୍ଟJul 25, 2017

    ବିଚିତ୍ର ଘର, ୨୦ବର୍ଷ ଧରି କେହି ନ ଥିଲେବି ଘର ଭିତର ରହୁଛି ପରିଷ୍କାର

    ଭୂତ-ପ୍ରେତ ତଥା ଅଶରୀରୀଙ୍କ କାର୍ଯ୍ୟକଳାପକୁ ବିଜ୍ଞାନ ଯଦିଓ ବିଶ୍ୱାସ କରୁନାହିଁ, କିନ୍ତୁ କେତୋଟି ଘଟଣା ଏସବୁର ଉପସ୍ଥିତିକୁ ପ୍ରମାଣ କରୁଛି। ନିକଟରେ ଫ୍ରାନ୍ସ ଗଣମାଧ୍ୟମରେ ଏହିଭଳି ଏକ ଖବର ଖୁବ୍ ଚର୍ଚ୍ଚିତ ହେଉଛି। ଜନୈକ ଚିତ୍ରୋତ୍ତୋଳନକାରୀ ହିଁ ଏହି ରହସ୍ୟ ଉନ୍ମୋଚନ...

  • ନିଉଜ ଆଲର୍ଟJul 25, 2017

    ସ୍କୁଲ ତଥା ସରକାରୀ ଏବଂ ବେସରକାରୀ ସଂସ୍ଥାରେ ‘ବନ୍ଦେ ମାତରମ୍ ’ବାଧ୍ୟତା ମୂଳକ

    ଚେନ୍ନାଇ:ତାମିଲନାଡୁର ସମସ୍ତ ସ୍କୁଲ ତଥା  ସରକାରୀ ଓ ବେସରକାରୀ ସଂସ୍ଥାରେ ‘ବନ୍ଦେ ମାତରମ୍ ’ ଜାତୀୟ ସଂଙ୍ଗୀତ ଗାନ କରିବା ବାଧ୍ୟତା ମୂଳକ ବୋଲି ମାଡ୍ରାସ ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି ।କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତିଯେ ରାଜ୍ୟର ସମସ୍ତ ସ୍କୁଲ...

  • ନିଉଜ ଆଲର୍ଟJul 25, 2017

    ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କୁ କଣ ମିଳିବ ବିଶେଷ ସୁବିଧା ?

    ନୂଆଦିଲ୍ଲୀ:ଦେଶର ଚତୁର୍ଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରୁଛନ୍ତି  ଶ୍ରୀଯୁକ୍ତ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ହେବା ପରେ  କୋବିନ୍ଦ ୩୩୦ ଏକର ପରିମିତ ତଥା ୭୫୦ କର୍ମଚାରୀ ଥିବା ରାଷ୍ଟ୍ରପତି ଭବନରେ ରହିବେ । ଏଥିସହ ବର୍ତ୍ତମାନ ନିୟମ...

  • ନିଉଜ ଆଲର୍ଟJul 25, 2017

    ମୁସ୍କାନ-୩ ଯୋଗୁଁ ଉଦ୍ଧାର ହେଲେ ୨୦୩୯ ଶିଶୁ

      କଟକ: କ୍ରାଇମବ୍ରାଞ୍ଚର ମୁସ୍କାନ-୩ ଯୋଜନାରେ ୨୦୩୯ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି  ବିକେ ଶର୍ମା ଏହି ସୂଚନା ଦେଇଛନ୍ତି। ରାଜ୍ୟରୁ ଓ ରାଜ୍ୟ ବାହାରୁ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର...

  • ନିଉଜ ଆଲର୍ଟJul 25, 2017

    ସୈନିକ, ବୈଜ୍ଞାନିକ, ଛାତ୍ର , ନର୍ସ,ଡାକ୍ତର ହେଉଛନ୍ତି ରାଷ୍ଟ୍ର ର୍ନିମାତା : କୋବିନ୍ଦ

    ନୂଆଦିଲ୍ଲୀ:ଦେଶର ଚତୁର୍ଦଶ ରାଷ୍ଟ୍ରପତି ଭାବେ ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ଆଜି ଶପଥ ଗ୍ରହଣ କରିଛନ୍ତି । ଦେଶର ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି କୋବିନ୍ଦଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଏହି ଅବସରରେ ଦେଶ ବାସୀଙ୍କୁ ସମ୍ବୋଧନ...

  • ନିଉଜ ଆଲର୍ଟJul 25, 2017

    ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ପିଟିଲେ ଗ୍ରାମବାସୀ

    ଚାନ୍ଦବାଲି: ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ପରେ ଅସଦାଚରଣ କରିବା ଅଭିଯୋଗରେ ଯୁବକଙ୍କୁ ସ୍ଥାନୀୟ ଗ୍ରାମବାସୀ ଗଛରେ ବାନ୍ଧି ପିଟି ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ଅର୍ନ୍ତଗତ ବାଂଶଡା ଉଚ୍ଚବିଦ୍ୟାଳୟର...

  • ନିଉଜ ଆଲର୍ଟJul 25, 2017

    ଡଲାର କୂଟନୀତିରେ ଚୀନକୁ ଟକ୍କର ଦେବ ଭାରତ

    ନୂଆଦିଲ୍ଲୀ : ଡଲାର କୂଟନୀତିରେ ଚୀନକୁ ଟକ୍କର ଦେବାକୁ ଭାରତ ପ୍ରଚେଷ୍ଟା ଆରମ୍ଭ କରିଛି । ଚୀନ ବିଶ୍ୱର ଅନେକ ଦେଶକୁ ଭିତ୍ତିଭୂମି ବିକାଶ ଏବଂ ଆର୍ଥିକ ସ୍ଥିତି ସୁଧାରିବା ନିମନ୍ତେ ଋଣ ପ୍ରଦାନ କରିଛି  । ଭାରତ ବି ଏକ୍ଷେତ୍ରରେ...

  • ନିଉଜ ଆଲର୍ଟJul 25, 2017

    କାବୁଲ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

    କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏହି ବିସ୍ଫୋରଣ ପାଇଁ ତାଲିବାନ ସଂଗଠନ ନିଜକୁ ଦାୟୀ କରିଛି । ଖଣି ମନ୍ତ୍ରାଳୟର କର୍ମଚାରୀଙ୍କୁ ନେଇ ଯାଉଥିବା...

  • ନିଉଜ ଆଲର୍ଟJul 25, 2017

    ବହୁବାଦ ଓ ସହିଷ୍ଣୁତା ଭାରତର ଆତ୍ମା: ପ୍ରଣବ

    ନୂଆଦିଲ୍ଲୀ : ବହୁବାଦ, ଅହିଂସା ଓ ସହିଷ୍ଣୁତା ହିଁ ଭାରତର ଆତ୍ମା । ଆମେ ଆମର ସମସ୍ତ ସାମାଜିକ କାର୍ଯ୍ୟକୁ ହିଂସାମୁକ୍ତ କରିବା ଦରକାର କାରଣ ହିଂସାମୁକ୍ତ ସମାଜରେ ହିଁ ପ୍ରତ୍ୟେକ ବ୍ୟକ୍ତି  ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ବିଦାୟୀ...

  • ନିଉଜ ଆଲର୍ଟJul 25, 2017

    ଅପହୃତ ୩୯ ଭାରତୀୟଙ୍କ ସ୍ଥିତି ଅସ୍ଫଷ୍ଟ: ଇରାକ ବିଦେଶୀ ମନ୍ତ୍ରୀ

    ନୂଆଦିଲ୍ଲୀ : ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୩୯ଜଣ ଭାରତୀୟଙ୍କ ସ୍ଥିତି ଏବେ ଅସ୍ପଷ୍ଟ । ସେମାନେ ଜୀବିତ ନା ମୃତ ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଇରାକ...

  • ନିଉଜ ଆଲର୍ଟJul 25, 2017

    ଆମେରିକା ବିମାନର ଗତିରୋଧ କଲେ ଚୀନ ଯୁଦ୍ଧ ବିମାନ

    ୱାଶିଂଟନ : ପୂର୍ବ ଚୀନ ସାଗରରେ ଚୀନର ଦୁଇଟି ଯୁଦ୍ଧ ବିମାନ ଆମେରିକା ନୌସେନାର ଏକ ନିରୀକ୍ଷଣ ବିମାନର ଗତିରୋଧ କରିଛନ୍ତି । ଚୀନର ଏକ ଯୁଦ୍ଧ ବିମାନ ଆମେରିକା ବିମାନର ପ୍ରାୟ ୩୦୦ ଫୁଟ୍‌ (୯୧ ମିଟର) ପାଖକୁ ଚାଲିଆସିଥିଲା...

  • ନିଉଜ ଆଲର୍ଟJul 25, 2017

    କାରଗିଲ ଯୁଦ୍ଧରେ ସରିଫ, ମୁଶରଫ ଅଳ୍ପକେ ବର୍ତ୍ତିଥିଲେ

    ନୂଆଦିଲ୍ଲୀ : ୧୯୯୯ରେ କାରଗିଲ ସେକ୍ଟରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଯୁଦ୍ଧ ଲାଗିଥିଲା, ସେଥିରେ ପାକିସ୍ତାନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ସେନାଧ୍ୟକ୍ଷ ପରଭେଜ ମୁଶରଫ ଅଳ୍ପକେ ଭାରତୀୟ ବାୟୁସେନା ଆକ୍ରମଣରୁ ବର୍ତ୍ତି ଯାଇଥିଲେ ବୋଲି ଇଣ୍ଡିଆନ...

  • ନିଉଜ ଆଲର୍ଟJul 25, 2017

    ଅରୁଣାଚଳରେ ଭାରତ ଦୁଇଟି ସୁଡଙ୍ଗ ନିର୍ମାଣ କରିବ

    ଇଟାନଗର : ସୀମା ସଡକ ସଂଗଠନ (ବିଆରଓ) ପକ୍ଷରୁ ଖୁବଶୀଘ୍ର ଅରୁଣାଚଳ ପ୍ରଦେଶର ସେଲା ପାସ୍‌ ନିକଟରେ ଦୁଇଟି ସୁଡଙ୍ଗ ନିର୍ମାଣ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ସୁଡଙ୍ଗ ନିର୍ମିତ ହେଲେ ତେଜପୁର ଘାଟୀରୁ ଚୀନ ସୀମାନ୍ତବର୍ତ୍ତୀ ତାୱାଙ୍ଗକୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |