• ନିଉଜ ଆଲର୍ଟJul 27, 2017

    ନିଆଳିରେ ଦିନ ବେଳେ ମେଣ୍ଢାମାରିଲା ଅଜଣା ଜନ୍ତୁ

      ନିଆଳି :କଟକ ନିକଟସ୍ଥ ନିଆଳିରେ ଆଗରୁ ରାତିରେ ଅଜଣା ଜନ୍ତୁ ମେଣ୍ଢା ମାରଥଇବା ବେଳେ ଗୁରୁବାରରେ ଏହା ଦିନ ବେଳା ଗୋଟିଏ ମେଣ୍ଢାମାରିବା ସହ ଆଉ ଗୋଟାକୁ ଆହତ କରିଛି। ସ୍ଥାନୀୟ ଲୋକ ଏହି ଜନ୍ତୁଟିକୁ ଦେଖିଛନ୍ତି। କଳା ରଙ୍ଗର ଏହି...

  • ନିଉଜ ଆଲର୍ଟJul 27, 2017

    ସିବିିଆଇ ଅଦାଲତରେ ବୀରଭଦ୍ର

    ନୂଆଦିଲ୍ଲୀ : ବେଆଇନ ସମ୍ପତ୍ତି ଠୁଳ ମାମଲାରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଗୁରୁବାର ସ୍ଥାନୀୟ ସିବିିଆଇ ଅଦାଲତରେ ହାଜର ହୋଇଛନ୍ତି । ପ୍ରାୟ ୧୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚଳିତବର୍ଷ ମାର୍ଚ୍ଚରେ ବୀରଭଦ୍ର...

  • ନିଉଜ ଆଲର୍ଟJul 27, 2017

    ଲାଲୁ, ରାହୁଲଙ୍କୁ ଉପଯୁକ୍ତ ଜବାବ ଦେବି : ନୀତୀଶ

    ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଭିଯୋଗ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ସମୟ ସୁବିଧା ଦେଖି ଉପଯୁକ୍ତ ଜବାବ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ମହାମେଣ୍ଟ ଛାଡି...

  • ନିଉଜ ଆଲର୍ଟJul 27, 2017

    ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବୁ : ଲାଲୁ

    ନୂଆଦିଲ୍ଲୀ : ବିହାର ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ଲାଗି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଧମକ ଦେଇଛନ୍ତି । ଲାଲୁ କହିଛନ୍ତି ଆରଜେଡି ରାଜ୍ୟର ଏକକ ବୃହତ ଦଳ ହୋଇଥିବାବେଳେ ରାଜ୍ୟପାଳ ଜେଡିୟୁ...

  • ନିଉଜ ଆଲର୍ଟJul 27, 2017

    ରାମେଶ୍ୱେରମରେ କଲାମ ସ୍ମାରକୀ ଉଦ୍‌ଘାଟିତ

    ରାମେଶ୍ୱରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତାମିଲନାଡୁର ରାମେଶ୍ୱରମଠାରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ସ୍ମୃତିରେ ନିର୍ମିତ ‘କଲାମ ସ୍ମାରକୀ’କୁ ଉଦ୍‌ଘାଟନ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କଲାମଙ୍କ ଜନ୍ମସ୍ଥାନ...

  • ନିଉଜ ଆଲର୍ଟJul 27, 2017

    ବିହାର ପ୍ରସଙ୍ଗ ନେଇ ଲୋକସଭାରେ ହଟ୍ଟଗୋଳ

    ନୂଆଦିଲ୍ଲୀ : ବିହାରର ରାଜନୈତିକ ପ୍ରସଙ୍ଗ ନେଇ ବିରୋଧୀ ଦଳ ସାଂସଦମାନେ ଗୁରୁବାର ଲୋକସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବାର ୫ ମିନିଟ ନ ଯାଉଣୁ ଆରଜେଡି ସାଂସଦ ଜୟପ୍ରକାଶ ନାରାୟଣ ଯାଦବ ବିହାର ରାଜନୀତିରେ...

  • ନିଉଜ ଆଲର୍ଟJul 27, 2017

    ଲୋକସଭାରେ ମୋବାଇଲ ବ୍ୟବହାର ନେଇ କଟକଣା

    ନୂଆଦିଲ୍ଲୀ : ଗୃହକାର୍ଯ୍ୟ ଚାଲିଥିବାବେଳେ ମୋବାଇଲ ଫୋନ ବ୍ୟବହାର ନେଇ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସଦସ୍ୟଙ୍କ ଉପରେ କଟକଣା ଜାରି କରିଛନ୍ତି । ଦୁଇ ଦିନ ପୂର୍ବେ ଲୋକସଭାରେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରୁଥିବାବେଳେ ବିଜେପି ସାଂସଦ...

  • ନିଉଜ ଆଲର୍ଟJul 27, 2017

    ମ୍ୟାନ୍‌ ବୁକର ତାଲିକାରେ ଅରୁନ୍ଧତୀଙ୍କ ଉପନ୍ୟାସ

    ନୂଆଦିଲ୍ଲୀ : ଚଳିତବର୍ଷର ମ୍ୟାନ୍‌ ବୁକର ପୁରସ୍କାର ନିମନ୍ତେ ପ୍ରସ୍ତୁତ ତାଲିକାରେ ଅରୁନ୍ଧତୀ ରାୟଙ୍କ ଉପନ୍ୟାସ ‘ଦି ମିନିଷ୍ଟ୍ରି ଅଫ୍‌ ଅଟ୍‌ମୋଷ୍ଟ ହ୍ୟାପିନେସ’ ସ୍ଥାନ ପାଇଛି । ଏଥିପାଇଁ ୧୩ଟି ପୁସ୍ତକକୁ ତାଲିକାଭୁକ୍ତ କରାଯାଇଥିବାବେଳେ ସେପ୍ଟେମ୍ବର ୧୩ରେ ସଂକ୍ଷିପ୍ତ ତାଲିକା ଓ...

  • ନିଉଜ ଆଲର୍ଟJul 27, 2017

    କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଧରମ ସିଂହଙ୍କ ପରଲୋକ

    ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଧରମ ସିଂହଙ୍କର ଗୁରୁବାର ସ୍ଥାନୀୟ ଏକ ଘରୋଇ ହାସପାତାଳରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୁଲବର୍ଗା ଜିଲା ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ସ୍ୱାଧୀନ କର୍ପୋରେଟରଭାବେ ନିର୍ବାଚିତ...

  • ନିଉଜ ଆଲର୍ଟJul 27, 2017

    ଲାଲୁଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

    ରାଞ୍ଚି : ବିହାରରେ ମହାମେଣ୍ଟ ସରକାର ଭାଙ୍ଗିବାପରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ଉପରେ ଆଉ ଏକ ଚଡକ ପଡିଛି । ରେଳବାଇ ହୋଟେଲ ଦୁର୍ନୀତି ପ୍ରସଙ୍ଗରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଲାଲୁ ଓ ତାଙ୍କ ପରିବାର ବିରୋଧରେ...

  • ନିଉଜ ଆଲର୍ଟJul 27, 2017

    ବିଜପିରେ ଯୋଗ ଦେଲେ ୩ କଂଗ୍ରେସ ବିଧାୟକ

    ଅହମ୍ମଦାବାଦ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇ ଏହାର ୩ ବିଧାୟକ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି  । ଇସ୍ତଫା ଦେଇଥିବା ବଲବନ୍ତସିଂହ ରାଜପୁତ, ତେଜଶ୍ରୀବେନ ପଟେଲ ଏବଂ ପ୍ରହଲ୍ଲାଦ...

  • ନିଉଜ ଆଲର୍ଟJul 27, 2017

    ୨୦୪୦ ମସିହାରୁ ବିକ୍ରି ବନ୍ଦ ହେବ ପେଟ୍ରୋଲ ଓ ଡିଜେଲ କାର

    ଆପଣ ଚମକି ଗଲେ କି ? ଏହା ଆମ ଭାରତରେ ନୁହେଁ ବ୍ରିଟେନରେ ୨୦୪୦ ପରେ ଆଉ ପେଟ୍ରୋଲ ଓ ଡିଜେଲ କାର ଚାଲିପାରିବ ନାହିଁ। ବ୍ରିଟେନରେ ସରକାର ବାୟୁମଣ୍ଡଳ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ନିୟମ ପ୍ରଚଳନ କରୁଛନ୍ତି...

  • ନିଉଜ ଆଲର୍ଟJul 27, 2017

    ଜେଡିୟୁରେ ଫାଟ, ବିଦ୍ରୋହରେ ଶରତ ଯାଦବ!

    ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ନୀତିଶ କୁମାର ଶପଥ ନେବାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ଦଳ ଜେଡିୟୁରେ ଫାଟ ପରିଲକ୍ଷିତ ହୋଇଛି  । ବିଜେପି ସହ ମେଣ୍ଟ ନିଷ୍ପତ୍ତିକୁ ନେଇ ଜେଡିୟୁରେ ଫାଟ...

  • ନିଉଜ ଆଲର୍ଟJul 27, 2017

    ଦିନକୁ ୨ଘଣ୍ଟା ଉଦ୍ଧ୍ୱରୁ ଗାଡି ଚାଳନା କଲେ କ୍ଷତିଗ୍ରସ୍ତ ହେବ ମସ୍ତିଷ୍କ

    ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଦିନକୁ ଲଗାତାର ୨ଘଣ୍ଟାରୁ ଉଦ୍ଧ୍ୱ ଗାଡି ଚଳାଇବା ମସ୍ତିଷ୍କ ପକ୍ଷେ ହିତକର ନୁହେଁ । ଏହାଦ୍ୱାରା ମନୁଷ୍ୟର ଇଣ୍ଟେଲିଜେନ୍ସ ଅଥବା ବୁଦ୍ଧିମତା ନଷ୍ଟ ହୋଇଥାଏ ବୋଲି ପ୍ରମାଣ ମିଳିଛି । ସର୍ଭେ ରିର୍ପୋଟ...

  • ନିଉଜ ଆଲର୍ଟJul 27, 2017

    ଜାଣନ୍ତୁ ଗୁରୁବାର କଦଳୀ ଗଛ ପୂଜା କଲେ କି ଫଳ ମିଳେ!

    ଗୁରୁବାର ଦିନ କଦଳୀ ଗଛ ପୂଜା କରିବା ଦ୍ୱାରା ଝିଅ ମାନଙ୍କୁ ଭଲ ବର ମିଳିବା ସହ ଭଲ ଚାକିରି ମଧ୍ୟ ମିଳିଥାଏ ବୋଲି ଲୋକ ବିଶା୍ୱସ ରହିଛି । ଶାସ୍ତ୍ରରେ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିବା ଲାଭଦାୟକ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |