• ନିଉଜ ଆଲର୍ଟJul 27, 2017

    କିଡନିର ଷ୍ଟୋନ ବିଷୟରେ ଜାଣିବେ କିପରି!

    ବର୍ତ୍ତମାନ ସମୟରେ କିଡନି(ବୃକକ)ରେ ସୃଷ୍ଟି ହେଉଥିବା ପଥର ଚିହ୍ନଟିକରଣ ଏବଂ ଏହାର ଉପ· ରୋଗ ଏକ ସାଧାରଣ ସମସ୍ୟା ।  ଏହି ମୂତ୍ରରୋଗ ସମସ୍ୟାକୁ ଚିହ୍ନଟ କରିବା ପରେ ଏହାର ବିଭିନ୍ନ ପଦ୍ଧତିରେ ଚିକିତ୍ସା କରାଯାଇଥାଏ । ଲେଜର ଶଲ୍ୟ ଚିକିତ୍ସା...

  • ନିଉଜ ଆଲର୍ଟJul 27, 2017

    ଗୁରେଜ ସେକ୍ଟରରେ ଅନୁପ୍ରବେଶ ପଣ୍ଡ;୩ ଆତଙ୍କବାଦୀ ମୃତ

    ଶ୍ରୀନଗର:ଜାମ୍ମୁ-କାଶ୍ମୀରର ଗୁରେଜ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସେନା ପକ୍ଷରୁ ପଣ୍ଡ କରାଯାଇଥିବାବେଳେ ଏଥିରେ  ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାର ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେନା ପକ୍ଷରୁ...

  • ନିଉଜ ଆଲର୍ଟJul 27, 2017

    ଭିଜିଲାନ୍ସ ଜାଲରେ ରିଜର୍ଭ ପୁଲିସ କନଷ୍ଟେବଲ

    ସୋନପୁର: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ରିଜର୍ଭ ପୁଲିସ କନଷ୍ଟେବଲ ସନତ ହୋତାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ସୋନପୁର ସମେତ ଅନ୍ୟ ଦୁଇଟି ସ୍ଥାନରେ ଚଢଉ କରାଯାଇ ଥିବା ସୂଚନା ମିଳିଛି । ସୋନପୁର...

  • ନିଉଜ ଆଲର୍ଟJul 27, 2017

    ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୮ ଗିରଫ ଓ ୩ ଫେରାର

    ଜୟପୁର: ବେଆଇନ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ୩ ଜଣ ଫେରାର ଅଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, ବିଭିନ୍ନ...

  • ନିଉଜ ଆଲର୍ଟJul 27, 2017

    ସମୟ ଆସୁ ସମସ୍ତଙ୍କୁ ଜବାବ ଦେବି : ନୀତୀଶ

    ନୂଆଦିଲ୍ଲୀ: ଗତକାଲି ଆରଜେଡି-ଜେଡିୟୁ  ମହାମେଣ୍ଟରୁ ଓହରି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେଇଥିବା ବେଳେ ଆଜି ବିଜେପି ସହଯୋଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।ତେବେ ନୀତୀଶଙ୍କ ରାଜନୀତିରେ ଏଭଳି ନାଟକୀୟ ଢଙ୍ଗ ଦେଖି...

  • ନିଉଜ ଆଲର୍ଟJul 27, 2017

    ରାଉରକେଲା ବନ୍ୟା ପରିସ୍ଥିତି, ବ୍ରାହ୍ମଣୀ ଓ କୋଏଲ ନଦୀର ଜଳସ୍ତର ବୃଦ୍ଧି

    ରାଉରକେଲା: ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ଓ କୋଏଲ ନଦୀର ଜଳସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରଭାବରେ ରାଉରକେଲା ତଳି ଅଞ୍ଚଳ ବାଲୁଘାଟ, ହମୀରପୁର, ବରକେରା, ତୁମକେଲା, ଲୁଆକେରା ଆଦି ଗାଁ ଜଳମଗ୍ନ ରହିଛି । ପ୍ରଶାସନ...

  • ନିଉଜ ଆଲର୍ଟJul 27, 2017

    ରାଜ୍ୟପାଳଙ୍କୁ ଭେଟିଲେ ତେଜସ୍ୱୀ

    ପାଟନା : ବିହାର ବିଧାନସଭାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଆରଜେଡିକୁ ସରକାର ଗଠନ ପାଇଁ ପ୍ରଥମେ ସୁଯୋଗ ମିଳିବା ଉଚିତ ବୋଲି ଦାବି କରିଛନ୍ତି ତେଜସ୍ୱୀ ଯାଦବ । ଏହାସହ ବୁଧବାର ବିଳମ୍ବିତ ରାତିରେ ହିଁ ତେଜସ୍ୱୀ ତାଙ୍କ ସମର୍ଥକ,ଭାଇ...

  • ନିଉଜ ଆଲର୍ଟJul 27, 2017

    ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ପଲ୍‌ ହାଇଟସ୍‌ ହୋଟେଲ ନିକଟରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗି ଯାଇଥିଲା । ବୁଧବାର ରାତି ୧୧.୨୦ ମିନିଟରେ ଏହି ଦୁଇ ମହଲା କୋଠାରେ ହଠାତ୍‌ ନିଆଁ ଲାଗି...

  • ନିଉଜ ଆଲର୍ଟJul 27, 2017

    ଚେହେରାରେ ଚମକ ପାଇଁ ଚକୋଲେଟ୍‌ ବ୍ୟବହାର କରନ୍ତୁ

    କଟକ : ଚକୋଲେଟ୍‌ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଏପରିକି ଚକୋଲେଟ୍‌ ଖାଇବା ଶରୀର ପାଇଁ ଉପଯୋଗୀ ମଧ୍ୟ ସାବ୍ୟସ୍ତ ହୋଇଥାଏ । ହେଲେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚକୋଲେଟର ବ୍ୟବହାର ତଥା ଉପଯୋଗ ସମ୍ପର୍କରେ ବହୁତ କମ୍‌ ଲୋକ...

  • ନିଉଜ ଆଲର୍ଟJul 27, 2017

    ଝାଡ଼ଖଣ୍ଡରେ ବର୍ଷା, ୯ ମୃତ

    ରାଞ୍ଚô: ଲଗାଣ ବର୍ଷା ଯୋଗୁଁ ଝାଡଖଣ୍ଡରେ ବିପର୍ଯ୍ୟୟ ପରିସ୍ଥିତି ଦେଖାଯାଇଛି । ବର୍ଷା ଯୋଗୁଁ ୯ଜଣଙ୍କର ମୃତୁ୍ୟ ହୋଇଛି । ରାଞ୍ଚôରେ ଏକ ଅଟୋ ରିକ୍ସାରେ ଗଛ ପଡିଯିବାରୁ ୩ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଧାନବାଦ ଓ ହଜାରିବାଗ ଜିଲାରେ...

  • ନିଉଜ ଆଲର୍ଟJul 27, 2017

    ୟେଚୁରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବନି ସିପିଏମ୍‌

    ନୂଆଦିଲ୍ଲୀ : ରାଜ୍ୟସଭା ସଭ୍ୟ ପଦ ଅବଧି ଶେଷ ହେବାକୁ ଯାଉଥିବା ସିପିଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ପୁନର୍ବାର ନିର୍ବାଚିତ କରିବାକୁ ଦଳର କେନ୍ଦ୍ରୀୟ କମିଟି ନାରାଜ । ସିପିଏମ୍‌ର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ କମିଟିର କହିବା ଅନୁଯାୟୀ ୟେଚୁରୀଙ୍କୁ...

  • ନିଉଜ ଆଲର୍ଟJul 26, 2017

    ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସର ପ୍ରତିବାଦ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ ପ୍ରଥମ ଭାଷଣକୁ ନେଇ ରାଜ୍ୟସଭାରେ ବୁଧବାର ସରକାରୀ ଓ ବିରୋଧୀ ଦଳ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ହୋଇଛି । ବିଶେଷକରି କଂଗ୍ରେସର ଆନନ୍ଦ ଶର୍ମା ଓ ବିଜେପିର ଅରୁଣ ଜେଟଲୀଙ୍କ ମଧ୍ୟରେ ଯୁକ୍ତିତର୍କରୁ...

  • ନିଉଜ ଆଲର୍ଟJul 26, 2017

    ସିକିମ୍‌ ଅଚଳାବସ୍ଥା: ଜିନ୍‌ପିଙ୍ଗଙ୍କୁ ଭେଟିବେ ଡୋଭାଲ

    ବେଜିଂ : ଡୋକଲାମର ସିକିମ୍‌ ସେକ୍ଟରରେ ଭାରତ-ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ୍‌ ଡୋଭାଲ ତାଙ୍କର ଚୀନ ଗସ୍ତ କାଳରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି । ଚୀନରେ...

  • ନିଉଜ ଆଲର୍ଟJul 26, 2017

    ୭ଦିନ ପାଇଁ ଇଡି ହାଜତକୁ ଗଲେ ସବିର

    ନୂଆଦିଲ୍ଲୀ : କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପାଣ୍ଠି ସଂଗ୍ରହ ଅଭିଯୋଗରେ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ସବିର ଶାହାଙ୍କୁ ୭ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ  (ଇଡି) ହାଜତକୁ ପଠାଇ ଦିଆଯାଇଛି । ଜାମ୍ମୁ-କାଶ୍ମୀର ଡେମୋକ୍ରାଟିକ ଫ୍ରିଡମ୍‌ ପାର୍ଟିର ନେତୃତ୍ୱ ନେଉଥିବା...

  • ନିଉଜ ଆଲର୍ଟJul 26, 2017

    ସେନାରେ ତୃତୀୟ ଲିଙ୍ଗଙ୍କ ନିଯୁକ୍ତିକୁ ଟ୍ରମ୍ପଙ୍କ ବାରଣ

    ୱାଶିଂଟନ : ଆମେରିକା ସୈନ୍ୟ ବାହିନୀର କୌଣସି ପଦରେ ତୃତୀୟ ଲିଙ୍ଗଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ନିର୍ଦେଶନାମା ଜାରି କରିଛନ୍ତି । ସୈନ୍ୟ ବାହିନୀ ସର୍ବଦା ନିଜର ବିଜୟ ଉପରେ ଲକ୍ଷ୍ୟ ନିବେଶ କରିବା...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |