• ନିଉଜ ଆଲର୍ଟJul 27, 2017

    ସଞ୍ଜୟଙ୍କ ଜେଲ୍‌ ଫେରିବା ଆଶଙ୍କା

    ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣି ଜେଲ୍‌ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସଞ୍ଜୟଙ୍କୁ ଜେଲ୍‌ରୁ ଆଗୁଆ ମୁକ୍ତ କରାଯିବା ଏବଂ ଜେଲ୍‌ରେ ଥିବା ସମୟରେ ତାଙ୍କୁ ପାରୋଲ ଓ ଫରଲୋ (ଛୁଟି) ପ୍ରଦାନରେ ଯଦି ଅନିୟମିତତା...

  • ନିଉଜ ଆଲର୍ଟJul 27, 2017

    ସେହ୍ୱାଗ ଏବଂ ପିଟି.ଉଷା ବାଛିବେ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ବିଜେତା

    ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ ଏବଂ ଦୌଡରାଣୀ ପିଟି ଉଷା ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କ ଚୟନ କରିବେ । ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ବିଜେତଙ୍କ ଚୟନ ପାଇଁ ରହିଥିବା ୧୨...

  • ନିଉଜ ଆଲର୍ଟJul 27, 2017

    ଅଲ-କାଏଦାର କାଶ୍ମୀର କମାଣ୍ଡର ହେଲା ଜାକିର ମୁଷା

    ଶ୍ରୀନଗର : ଅଲ-କାଏଦା କୁଖ୍ୟାତ ଆତଙ୍କବାଦୀ ଜାକିର ରସିଦ ଭଟ୍ଟ ଓରଫ ଜାକିର ମୁଷାକୁ କାଶ୍ମୀର ଉପତ୍ୟକାରେ କାର୍ଯ୍ୟ କରୁଥିବା ଏହାର ନୂଆ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି । ପୂର୍ବର ଜାକିର ମୁଷା ହିଜବୁଲ ମୁଜାହିଦ୍ଦିନ ସଂଗଠନ ସହିତ...

  • ନିଉଜ ଆଲର୍ଟJul 27, 2017

    ନବୀନଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ବିଜେପିର ଦାବି

     ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ନିର୍ବାଚନରେ  ନିର୍ବାଚନୀ ଖର୍ଚ୍ଚ ନେଇ ଯେଉଁ ସତ୍ୟପାଠ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ କରିଛନ୍ତି ସେଥିରେ ଅନିୟମିୟତା ରହିଛି ବୋଲି  ଭାରତୀୟ ଜନତା ପାର୍ଟି ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ନବୀନଙ୍କ...

  • ନିଉଜ ଆଲର୍ଟJul 27, 2017

    କେରଳ ଜେଡିୟୁରେ ଅସନ୍ତୋଷ

    ତିରୁଅନନ୍ତପୁରମ : ବିହାରରେ ମହାମେଣ୍ଟରୁ ଓହରି ଏନଡିଏ ସମର୍ଥନରେ ପୁଣି ମୁଖ୍ୟମନ୍ତ୍ରୀ ପଦକୁ ଫେରିଥିବା ନୀତୀଶ କୁମାରଙ୍କ ଏଭଳି ନିଷ୍ପତ୍ତିରେ କେରଳ ଜେଡିୟୁରେ ଅସନ୍ତୋଷ ଦେଖାଦେଇଛି । ନୀତୀଶଙ୍କ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତିରେ ଜେଡିୟୁ କେରଳ ଶାଖା ମୁଖ୍ୟ ତଥା ରାଜ୍ୟସଭା...

  • ନିଉଜ ଆଲର୍ଟJul 27, 2017

    ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

    ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାକୁ ୨୪ଘଣ୍ଟା ନପୁରୁଣୁ ଆଜି ସକାଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ । ବିଜେପି ତଥା ଏନଡିଏ ମେଣ୍ଟ ସହଯୋଗରେ ସରକାର ଗଢିବା ସହ ବିହାରର ମୁଖ୍ୟମନ୍ତ୍ରୀ...

  • ନିଉଜ ଆଲର୍ଟJul 27, 2017

    ନୀତିଶ ଲୋଡିବେ ଆସ୍ଥା ଭୋଟ

    ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆସନ୍ତା କାଲି ବିଧାନସଭାରେ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୀତିଶ  । ଶୁକ୍ରବାର ଦିନ ୧୧ଟା ବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଜେଡିୟୁ-ଏନଡିଏ ସରକାରଙ୍କୁ...

  • ନିଉଜ ଆଲର୍ଟJul 27, 2017

    ପାଞ୍ଚଦିନ ସ୍ୱଳ୍ପ ବର୍ଷା

    ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଓଡ଼ିଶାରୁ ଅପସରିଯାଇଛି । ମାତ୍ର ଟ୍ରଫଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମୌସୁମି  ସକ୍ରିୟ ରହିଛି । ଗତକାଲି ଗୋପାଳପୁର, ଝାରସୁଗୁଡ଼ା,...

  • ନିଉଜ ଆଲର୍ଟJul 27, 2017

    ‘ଚୀନ ଉପରେ ପରମାଣୁ ଆକ୍ରମଣ ପାଇଁ ଟ୍ରମ୍ପଙ୍କ ନିର୍ଦେଶକୁ ଅପେକ୍ଷା’

    କାନବେରା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦେଶ ଦେଲେ ଚୀନ ଉପରେ ପରମାଣୁ ଆକ୍ରମଣ କରିବାକୁ ସେ ପଛାଇବେ ନାହିଁ ବୋଲି ଆମେରିକା ପ୍ରଶାନ୍ତମହାସାଗର ନୌସେନା କମାଣ୍ଡର କହିଛନ୍ତି  । ଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସୁରକ୍ଷା ସଂର୍ପିତ ଏକ...

  • ନିଉଜ ଆଲର୍ଟJul 27, 2017

    ସିକିମ୍‌ ଅଚଳାବସ୍ଥା: ଚୀନ ପ୍ରତିପକ୍ଷଙ୍କୁ ଭେଟିଲେ ଡୋଭାଲ

    ବେଜିଂ : ଡୋକଲାମର ସିକିମ୍‌ ସେକ୍ଟରରେ ଭାରତ-ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ୍‌ ଡୋଭାଲ ଗୁରୁବାର ତାଙ୍କର ଚୀନ ପ୍ରତିପକ୍ଷ ୟାଙ୍ଗ ଜେଇଚିଙ୍କ ସହ ଆଲୋଚନା କରିଛନ୍ତି । ବି୍ରକ୍ସ...

  • ନିଉଜ ଆଲର୍ଟJul 27, 2017

    ଉତ୍ତରାଖଣ୍ଡରେ ବାଘ ସଂଖ୍ୟା ୨୪୨କୁ ବୃଦ୍ଧି

    ଡେରାଡୁନ : ଉତ୍ତରାଖଣ୍ଡରେ ବାଘ ସଂଖ୍ୟା ଇତିମଧ୍ୟରେ ୨୪୨କୁ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ୬୩ଟି ଅଧିକ ସଂଖ୍ୟକ ବାଘକୁ ଚିହ୍ନଟ କରାଯାଇଥିବା ପରିପ୍ରେକ୍ଷୀରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ...

  • ନିଉଜ ଆଲର୍ଟJul 27, 2017

    ନିଆଳିରେ ଦିନ ବେଳେ ମେଣ୍ଢାମାରିଲା ଅଜଣା ଜନ୍ତୁ

      ନିଆଳି :କଟକ ନିକଟସ୍ଥ ନିଆଳିରେ ଆଗରୁ ରାତିରେ ଅଜଣା ଜନ୍ତୁ ମେଣ୍ଢା ମାରଥଇବା ବେଳେ ଗୁରୁବାରରେ ଏହା ଦିନ ବେଳା ଗୋଟିଏ ମେଣ୍ଢାମାରିବା ସହ ଆଉ ଗୋଟାକୁ ଆହତ କରିଛି। ସ୍ଥାନୀୟ ଲୋକ ଏହି ଜନ୍ତୁଟିକୁ ଦେଖିଛନ୍ତି। କଳା ରଙ୍ଗର ଏହି...

  • ନିଉଜ ଆଲର୍ଟJul 27, 2017

    ସିବିିଆଇ ଅଦାଲତରେ ବୀରଭଦ୍ର

    ନୂଆଦିଲ୍ଲୀ : ବେଆଇନ ସମ୍ପତ୍ତି ଠୁଳ ମାମଲାରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଗୁରୁବାର ସ୍ଥାନୀୟ ସିବିିଆଇ ଅଦାଲତରେ ହାଜର ହୋଇଛନ୍ତି । ପ୍ରାୟ ୧୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଚଳିତବର୍ଷ ମାର୍ଚ୍ଚରେ ବୀରଭଦ୍ର...

  • ନିଉଜ ଆଲର୍ଟJul 27, 2017

    ଲାଲୁ, ରାହୁଲଙ୍କୁ ଉପଯୁକ୍ତ ଜବାବ ଦେବି : ନୀତୀଶ

    ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଭିଯୋଗ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ସମୟ ସୁବିଧା ଦେଖି ଉପଯୁକ୍ତ ଜବାବ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ମହାମେଣ୍ଟ ଛାଡି...

  • ନିଉଜ ଆଲର୍ଟJul 27, 2017

    ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବୁ : ଲାଲୁ

    ନୂଆଦିଲ୍ଲୀ : ବିହାର ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ଲାଗି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଧମକ ଦେଇଛନ୍ତି । ଲାଲୁ କହିଛନ୍ତି ଆରଜେଡି ରାଜ୍ୟର ଏକକ ବୃହତ ଦଳ ହୋଇଥିବାବେଳେ ରାଜ୍ୟପାଳ ଜେଡିୟୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |