• ନିଉଜ ଆଲର୍ଟAug 16, 2017

    ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

    ଭୂବନେଶ୍ୱର: ବ୍ଲକ ଗ୍ରାଣ୍ଟ ପଥାର ଉଚ୍ଛେଦ ତଥା ଶିକ୍ଷକ ମାନଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ଦାବିରେ ବୁଧବାର ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀମାର୍ଗ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ପକ୍ଷରୁ...

  • ନିଉଜ ଆଲର୍ଟAug 16, 2017

    ଭଞ୍ଜନଗର: କଲେଜଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଗିରଫ

    ଭଞ୍ଜନଗର: ମଙ୍ଗଳବାର ଦିନ ଦ୍ୱିପହର ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ୪ଜଣ ଯୁବକ ନଦୀ ପଠାକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ସର୍ମ୍ପକରେ ଖବର ପାଇ  ପୁଲିସ ୪ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।  ପୁଲିସ ସୂଚନା ଅନୁଯାୟୀ...

  • ନିଉଜ ଆଲର୍ଟAug 16, 2017

    ଡକାୟତଙ୍କ ଗୁଳି ମାଡରେ ୨ଗୁରୁତର

    ସୁବର୍ଣ୍ଣପୁର :ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ବହଲପଦାର ସରପଞ୍ଚ ସୁର୍ଯ୍ୟକାନ୍ତି ଦନ୍ତାଙ୍କ ଘରେ କିଛି ଦୁବୃର୍ତ୍ତ ଡକାୟତି ଉଦ୍ୟମ କରୁଥିବା ସହ ସେମାନଙ୍କ ଗୁଳିମାଡରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଗତ କାଲି ରାତିରେ ସରପଞ୍ଚ ସୁର୍ଯ୍ୟକାନ୍ତିଙ୍କ...

  • ନିଉଜ ଆଲର୍ଟAug 16, 2017

    ବେଙ୍ଗାଲୁରୁରେ ଖୋଲିଲା ‘ଇନ୍ଦିରା କ୍ୟାଣ୍ଟିନ’, ୧୦ଟଙ୍କାରେ ମିଳିବ ପେଟ ପୁରା ଖାଦ୍ୟ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶ୍ରମିକ ଶ୍ରେଣୀ ତଥା ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କୁ ଅନାହାରରୁ ବଞ୍ଚାଇବା ପାଇଁ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଛି  ‘ଇନ୍ଦିରା କ୍ୟାଣ୍ଟିନ’ । ବୁଧବାର ସକାଳେ ବେଙ୍ଗାଲୁରୁରେ ପହଁଞ୍ଚି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ‘ଇନ୍ଦିରା...

  • ନିଉଜ ଆଲର୍ଟAug 16, 2017

    କାଶ୍ମୀର:ଆତଙ୍କବାଦୀଙ୍କୁ ଫଣ୍ଡ ଯୋଗାଇବା ଅଭିଯୋଗରେ ଏନଆଇଏ ପକ୍ଷରୁ ଚଢଉ

    ନୂଆଦିଲ୍ଲୀ: କାଶ୍ମୀରରେ ଫଥର ଫିଙ୍ଗାଳି ତଥା ଆତଙ୍କବାଦୀ ମାନଙ୍କୁ ଅର୍ଥ ଯୋଗାଣକୁ ରୋକିବା ପାଇଁ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ  ଜାମ୍ମୁ-କାଶ୍ମୀରର ୧୨ଟି ସ୍ଥାନରେ ଚଢଉ କରିଛନ୍ତି । ଟିମର ସଦସ୍ୟ ମାନେ ଶ୍ରୀନଗର , ହନ୍ଦୱାଡା ଆଦି ୧୨ଟି...

  • ନିଉଜ ଆଲର୍ଟAug 16, 2017

    ହସ୍ପିଟାଲରେ ଚିକିତ୍ସିତ ଡିଏମକେ ମୁଖ୍ୟ କରୁଣାନିଧୀ

    ଚେନ୍ନାଇ:ବୁଧବାର  ଡିଏମକେ ପ୍ରମୁଖ କରୁଣାନିଧୀଙ୍କ ଶରୀରରେ ପିଇଜି ଟ୍ୟୁବ ପରିବର୍ତ୍ତନ ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାବେରୀ ହସ୍ପିଟାଲର କାର୍ଯ୍ୟକାରୀ ନିର୍ଦେଶକ ଏସ ଅରବିନ୍ଦନଙ୍କ ସୂଚନା ଅନୁଯାୟୀ ୯୩ବର୍ଷିୟ କରୁଣାନିଧୀଙ୍କ ଶରୀରରେ ‘ପରକ୍ୟୁଟେନସ ଇଣ୍ଡୋସ୍କୋପିକ ଗ୍ୟାସଷ୍ଟ୍ରୋନୋମି’ (ପିଇଜି)  ଟ୍ୟୁବର ପରିବର୍ତ୍ତନ...

  • ନିଉଜ ଆଲର୍ଟAug 15, 2017

    ଧମକରୁ ପଛକୁ ହଟିଲା ଉତ୍ତରକୋରିଆ

    ହାଗାତ୍ନା/ଗୁଆମ :  ଗୁଆମ ଦ୍ୱୀପରେ ୪ଟି କ୍ଷପଣାସ୍ତ୍ର ମାଡ଼ କରିବାକୁ ଉତ୍ତରକୋରିଆ ଦେଇଥିବା ଧମକରୁ ଏବେ ପଛକୁ ହଟିଛି  । ଫଳରେ ଏହି ଦ୍ୱୀପରେ ରହୁଥିବା ଆମେରିକୀୟ ଏବେ ଆଶ୍ୱସ୍ଥି ଲାଭ କରିଛନ୍ତି  । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଟୋନିରିୟୋ କହିଛନ୍ତି ଯେ...

  • ନିଉଜ ଆଲର୍ଟAug 15, 2017

    ଜୋତା ସଂଗ୍ରହ ପାଇଁ ଗିନିଜ ବୁକ ଅଫ ଓ୍ୱାର୍ଲଡ ରେର୍କଡ

    ବ୍ୟକ୍ତିତ୍ବ, ନାମ, ଚେହେରା ପରି ପ୍ରତ୍ୟେକ ଲୋକଙ୍କ ସଉକ୍ ମଧ୍ୟ ଭିନ୍ନ ଭିନ୍ନ। ବିଶ୍ବରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ବିଚିତ୍ର ସଉକକୁ ନେଇ ରେକର୍ଡ ସ୍ଥାପନ କରିବାକୁ ଚାହିଁଥାନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆମେରିକାନିବାସୀ ଜୋର୍ଡାନ୍ ଗେଲର୍।...

  • ନିଉଜ ଆଲର୍ଟAug 15, 2017

    ୧୧ ଜଣଙ୍କୁ ପୁଲିସ୍‌ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦେଶର ୭୧ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟର ୧୧ ଜଣ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ୍‌ ପଦକ ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି  । ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ...

  • ନିଉଜ ଆଲର୍ଟAug 15, 2017

    ସମାଜକୁ ବିଭାଜିତ କରୁଥିବା ଶକ୍ତି ବିରୋଧରେ ଲଢନ୍ତୁ : ସୋନିଆ

    ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ସମାଜରେ ଘୃଣା ବଢାଉଥିବା ସମସ୍ତ ଶକ୍ତିଙ୍କ ମୁକାବିଲା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆହ୍ୱାନ ଦେଇଛନ୍ତି  । ଭାରତର ୭୧ତମ ସ୍ୱାଧୀନତା ଦିବସ ଅବସରରେ ସୋନିଆ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇ ପ୍ରଗତି...

  • ନିଉଜ ଆଲର୍ଟAug 15, 2017

    ୫୦୦ ପାକିସ୍ତାନୀ ୱେବସାଇଟକୁ ଅଚଳ କଲେ ଭାରତୀୟ ହ୍ୟାକର

    ନୂଆଦିଲ୍ଲୀ/ଇସଲାମାବାଦ : ଅଗଷ୍ଟ ୧୪ ପାକିସ୍ତାନ ସ୍ୱାଧୀନତା ଦିବସରେ ପାକିସ୍ତାନର ପାଖାପାଖି ୫୦୦ ସରକାରୀ ଓ ବେସରକାରୀ ୱେବସାଇଟ ହ୍ୟାକ ହୋଇଥିଲା  । ପାକିସ୍ତାନ ପ୍ରାୟ ୱେବସାଇଟ ସାଇବର ଆକ୍ରମଣ ମଧ୍ୟରେ ଜାମ ହୋଇଯାଇଥିଲା  । ହ୍ୟାକରମାନେ ପ୍ରତି ୱେବସାଇଟରେ ଭାରତ...

  • ନିଉଜ ଆଲର୍ଟAug 15, 2017

    ୧୫ ଅଗଷ୍ଟରେ ମୁକ୍ତିଲାଭ କରିଥିଲା ଶୋଲେ

    ନୂଆଦିଲ୍ଲୀ :  ସୁପରହିଟ ବଲିଉଡ଼ ଚଳିଚିତ୍ର ଶୋଲେ ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା  । ଏହାକୁ ଏବେ ୪୨ ବର୍ଷ ପୂରିଯାଇଛି  । ଅମତିଭା ବଚ୍ଚନ, ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଭଳି ବଡ଼ତାରକାଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମକୁ...

  • ନିଉଜ ଆଲର୍ଟAug 15, 2017

    ଆୟକର ବିଭାଗ ନଜରରେ ଅମିତାଭ

    ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଏବେ ଆୟକର ବିଭାଗର ସନ୍ଦେହଘେରକୁ ଆସିଛନ୍ତି । ଏହି ମାମଲାର ତଦନ୍ତକୁ ନେଇ ଆୟକର ବିଭାଗ ଏବେ ତତ୍ପର ହୋଇପଡିଛି । ବିଭାଗ ମାମଲା ସମ୍ପର୍କରେ ସବିଶେଷ ତଥ୍ୟ...

  • ନିଉଜ ଆଲର୍ଟAug 15, 2017

    ନିଯୁକ୍ତ ହେବେ ୩ କାର୍ଯ୍ୟକାରୀ ସଭାପତି !

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗତ ତିନିଦିନ ଧରି ଏଆଇସିସି ପକ୍ଷରୁ ଚାଲିଥିବା ମନ୍ଥନ ଇତିମଧ୍ୟରେ ଶେଷ ହୋଇଛି । ପିସିସି ପରିବର୍ତ୍ତନ ନେଇ ନିର୍ଯାସ କ’ଣ ବାହାରିବ ତାହା ଉପରେ ସମସ୍ତ ନଜର ରହିଥିବାବେଳେ ଆଗାମୀ ଦିନରେ ଦଳକୁ କିପରି ସୁଦୃଢ଼...

  • ନିଉଜ ଆଲର୍ଟAug 15, 2017

    ରେକର୍ଡ ବୁକ୍‌ରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌

    ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ  ପୂର୍ବରୁ  ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ ବିଜୟୀ ହୋଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ବହୁଗୁଣିତ କରି ଦେଇଛି ଟିମ୍‌ ଇଣ୍ଡିଆ । ଦେଶବାସୀଙ୍କ  ପାଇଁ ଏହା ସ୍ୱାଧୀନତା ଦିବସର ଭେଟି କହିଲେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |