• ନିଉଜ ଆଲର୍ଟJul 30, 2017

    "ଗୁରୁଶିଷ୍ୟ ପରମ୍ପରା' ତାଲିମ ଅଗଷ୍ଟ ୨୪ରେ ସରିବ; ଏ ବର୍ଷର ଖର୍ଚ୍ଚ ୬ଲକ୍ଷ

    କଟକ: କଟକର ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି) ଦ୍ୱାରା ପରିଚାଳିତ ବର୍ଷିକିଆ ହସ୍ତଶିଳ୍ପର ତାଲିମ ଭିତ୍ତିକ କାର୍ୟ୍ୟକ୍ରମ ‘ଗୁରୁ ଶିଷ୍ୟ ପରମ୍ପରା' ଅଗଷ୍ଟ ୨୪ ତାରିଖରେ ଶେଷ ହେବ। ଅଦ୍ୟାବଧି ତିନିଟି ସ୍ଥାନରେ ଚାଲିଥିବା ଏହି କାର୍ୟ୍ୟକ୍ରମରେ ୫ଲକ୍ଷ ୫୭ହଜାର ୪୨୫ଟଙ୍କା...

  • ନିଉଜ ଆଲର୍ଟJul 30, 2017

    ଜାମ୍ମୁ-କାଶ୍ମୀର: ପୁଲବାମା ଏନକାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ

    ନୂଆଦିଲ୍ଲୀ:ରବିବାର,ଦକ୍ଷୀଣ କାଶ୍ମୀରର ପୁଲବାମା ଜିଲାର ତହାବ ଗ୍ରାମରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଭିଷଣ ଗୁଳି ବିନିମୟ ଘଟିଛି । ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାର ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ଆତଙ୍କବାଦୀ ଥିବାର...

  • ନିଉଜ ଆଲର୍ଟJul 30, 2017

    କୋବି ସହ ସାପ ଖାଇ ୨ ଗୁରୁତର

    ଇନେ୍ଦାର : ତରକାରୀ ସହ ଭୁଲ କ୍ରମେ ଗୋଟିଏ ଛୋଟ ସାପକୁ ଖାଇଯିବା ପରେ ଜଣେ ୩୫ ବର୍ଷ ମହିଳା ଏବଂ ତାଙ୍କର ଝିଅ ଗୁରୁତର ଆହତ ହୋଇଯାଇଛନ୍ତି । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଫଜାନ ଇମାମ...

  • ନିଉଜ ଆଲର୍ଟJul 30, 2017

    ୨୦୨୬ ସୁଦ୍ଧା ଭାରତରେ ହେବ ଦୁଗ୍ଧ କ୍ରାନ୍ତି

    ନୂଆଦିଲ୍ଲୀ : ଆଗାମୀ ୧୦ ବର୍ଷରେ ଭାରତ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ହୋଇଯିବ । ଦଶନ୍ଧିର ପ୍ରଥାମ ଭାଗରେ ହିଁ ଭାରତରେ ଦୁଗ୍ଧ ଉତ୍ପାଦନ ହାର ତିନି ଗୁଣ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଖାଦ୍ୟ ଏବଂ କୃଷି...

  • ନିଉଜ ଆଲର୍ଟJul 30, 2017

    ବନ୍ଦେ ମାତରମ୍ ନ ଗାଇଲେ କେହି ଦେଶଦ୍ରୋହୀ ହୋଇ ଯିବେନି : ମୁକ୍ତାର ଆବାସ

    ନୂଆଦିଲ୍ଲୀ : ବନ୍ଦେ ମାତରମ୍ ଗାଇବାକୁ କେହି ମନା କଲେ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଇ ପାରିବନାହିଁ । ଏହା ବ୍ୟକ୍ତିଗତ ପସନ୍ଦର କଥା ଏବଂ ଏଥିପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର...

  • ନିଉଜ ଆଲର୍ଟJul 30, 2017

    ୩୭୦ ଧାରା ପ୍ରତ୍ୟାହାର ହେଲେ ତ୍ରିରଙ୍ଗା ଧରିବୁନି: ମେହବୁବା

    ଶ୍ରୀନଗର: ଜାମ୍ମୁ-କାଶ୍ମୀରବାସୀଙ୍କୁ ପ୍ରଦାନ କରାଯାଇଥିବା ବିଶେଷ ଅଧିକାର ପ୍ରତ୍ୟାହାର କରିନିଆଗଲେ କେହି ଜଣେ ହେଲେ ତ୍ରିରଙ୍ଗା ଧରିବେ ନାହିଁ । ‘ସ୍ୱତନ୍ତ୍ର ପାହ୍ୟା ଓ ବିଶେଷ ଅଧିକାର ବିନା ଭାରତ ସହିତ ରହିବା କଷ୍ଟକର’ । ଏଭଳି ଧମକ ଦେଇଛନ୍ତି ଜାମ୍ମୁ...

  • ନିଉଜ ଆଲର୍ଟJul 30, 2017

    ଲସ୍କର ଆତଙ୍କବାଦୀ ସଂଗଠନ ନୁହେଁ: ମୁଶରଫ

    ନୂଆଦିଲ୍ଲୀ : ଲସ୍କର-ଇ-ତୋଇବା ଏକ ଆତଙ୍କବାଦୀ ସଂଗଠନ ନୁହେଁ କି ଏହାର ମୁଖ୍ୟ ସୟଦ ସଲାହୁଦ୍ଦିନ ଆତଙ୍କବାଦୀ ନୁହେଁ,ବରଂ ସେ ଜଣେ ମୁଜାହିଦ୍ଦିନ ବୋଲି କହିଛନ୍ତି ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ । ନୱାଜ ସରିଫଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ଅଯୋଗ୍ୟ...

  • ନିଉଜ ଆଲର୍ଟJul 29, 2017

    ଭିମସାର ଅଶାନ୍ତ,୩ ମାମଲା ରୁଜୁ

    ବୁର୍ଲା : ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ(ଭିମସାର) ଆଶୁ ଚିକିତ୍ସା କେନ୍ଦ୍ରରେ ଶୁକ୍ରବାର ରାତିରେ ଜଣେ ରୋଗୀ ସଂପର୍କୀୟଙ୍କୁ ପିଜି ଡାକ୍ତରଙ୍କ ମାଡ଼ ପରେ ନିର୍ଦେଶକଙ୍କ ଘରେ ଭଙ୍ଗାରୁଜା ଘଟଣା ଭିନ୍ନ ମୋଡ଼ ନେଇଛି । ରୋଗୀ ଚିକିତ୍ସାରେ ଡାକ୍ତରଙ୍କ ଅବହେଳା,...

  • ନିଉଜ ଆଲର୍ଟJul 29, 2017

    ଜିଆରଏସ୍ ଭିଜିଲାନ୍ସ ହାତରେ ଗିରଫ

    ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ର ମୋହନଗିରୀ ଗ୍ରାମପଞ୍ଚାୟତ ର ସିଟ୍ରୁବାଲି ଗ୍ରାମର ରାଜୀବ ଭୋଇ ର ନିର୍ମାଣଧିନ ବିଜୁ ପକାଘର  ବାବଦ ର  ୧୬ ହଜର ୫୦୦ ଟଙ୍କା ବିଲ୍ କରି ଦେବାପାଇଁ  ଉକ୍ତ ପଞ୍ଚାୟତ ର...

  • ନିଉଜ ଆଲର୍ଟJul 29, 2017

    ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

    ଭୁବନେଶ୍ୱର : ରାଜ୍ୟର ୫ଟି ଆଦିବାସୀ ବହୁଳ ଜିଲାରେ ଶିଶୁଙ୍କ ସ୍ୱାସ୍ଥ୍ୟରକ୍ଷା ଓ ଅନାହାର ରୋକିବା ପାଇଁ ଭଏସ୍‌ ଫର୍‌ ଚାଇଲ୍ଡ ରାଇଟ୍ସ ଇନ୍‌ ଓଡ଼ିଶା (ଭିସିଆରଓ) ଏବଂ କ୍ରାଏ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୬ ମାସ...

  • ନିଉଜ ଆଲର୍ଟJul 29, 2017

    ଚିଟ୍‌ଫଣ୍ଡ ଠକେଇ ମାମଲା : ରୋଜଭ୍ୟାଲି ମୁଖ୍ୟଙ୍କୁ କମିଶନଙ୍କ ନୋଟିସ୍‌

    କଟକ : ଚିଟଫଣ୍ଡ କମିଶନ ଜଷ୍ଟିସ ମଦନ ମୋହନ  ଦାସ ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ୍ ପରେ ଠକ ସଂସ୍ଥା ରୋଜଭ୍ୟାଲି ଗ୍ରୁପ ଅଫ୍ କମ୍ପାନୀର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସମେତ ୨୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟଙ୍କୁ କ୍ଷୁଦ୍ର ଜମାକରୀଙ୍କ...

  • ନିଉଜ ଆଲର୍ଟJul 29, 2017

    ଏକ୍ସପ୍ରେସ ଟ୍ରେନ ଧକ୍କାରେ ହାତୀ ଛୁଆର ମୃତ୍ୟୁ

    ସୁନ୍ଦରଗଡ: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଥିବା ବେଳେ ଏ ଘଟଣା ନେଇ ଉଚ୍ଚତମ ନ୍ୟାୟାଳୟର ନିର୍ଦେଶନାମାକୁ ରେଳ ବିଭାଗ ଉପେକ୍ଷା କରୁଥିବା  ଅଭିଯୋଗ ହୋଇଛି  । ଗତକାଲି ସୁନ୍ଦରଗଡ଼ ବନ ଖଣ୍ଡ ଅନ୍ତର୍ଗତ ହେମଗିର ରେଞ୍ଜ୍‌ର ଘାଗରା ରେଳ...

  • ନିଉଜ ଆଲର୍ଟJul 29, 2017

    ସହିଦ ଖାକ୍ୱାନ ଆବାସୀ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ !

    ଇସଲାମାବାଦ : ଖାକ୍ୱାନ ଆବାସୀ  ହେବେ ପାକିସ୍ତାନର  କାମଚଳା ପ୍ରଧାନମନ୍ତ୍ରୀ  । ପାକିସ୍ତାନ ମୁସଲିମ ଲିଗ୍‌ (ପିଏମଏଲ) ପକ୍ଷରୁ ଏକ ବୈଠକରେ ଏ ନେଇ ସ୍ଥିର କରାଯାଇଥିଲେ ବିଧିବଦ୍ଧ ଭାବେ ଘୋଷଣା ହୋଇ ନାହିଁ । ପାନାମା ପେପର ପ୍ରଘଟ ମାମଲାରେ...

  • ନିଉଜ ଆଲର୍ଟJul 29, 2017

    ଯୋଡ଼ାମୁଣ୍ଡ ଶିଶୁର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧କୋଟି ଟଙ୍କା ମଞ୍ଜୁର

    ଭୁବନେଶ୍ୱର : ଦିଲ୍ଲୀର ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ହନି ଓ ସିଂହ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉଭୟଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ପରାମର୍ଶକ୍ରମେ...

  • ନିଉଜ ଆଲର୍ଟJul 29, 2017

    ବନ୍ୟା ପ୍ରଭାବିତ ଭଦ୍ରକ ଓ ରାୟଗଡ଼ା ଜିଲାରେ ତୁରନ୍ତ ସହାୟତା ଦେବାକୁ ନିର୍ଦେଶ

    ଭୁବନେଶ୍ୱର : ବନ୍ୟା ପ୍ରଭାବିତ ରାୟଗଡ଼ା ଓ ଭଦ୍ରକ ଜିଲାରେ ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହର ପୁନଃ ନିର୍ମାଣ ପାଇଁ ଏନ୍‌ଡିଆରଏଫ୍‌...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |