• ନିଉଜ ଆଲର୍ଟJul 30, 2017

    ଆରଏସଏସ କର୍ମୀଙ୍କୁ ହତ୍ୟା ଘଟଣାରେ ୫ ଗିରଫ

    ତିରୁଅନନ୍ତପୁରମ: କେରଳର ରାଜଧାନୀ ତିରୁଅନନ୍ତପୁରମରେ ଜଣେ ଆରଏସଏସ କର୍ମୀଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ୩୪ ବର୍ଷୀୟ ଆରଏସଏସ କର୍ମୀ ରାଜେଶଙ୍କୁ କେତେକ ଅସାମାଜିକ ବ୍ୟକ୍ତି ଶନିବାର ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ବୀଭତ୍ସଭାବେ ହତ୍ୟା...

  • ନିଉଜ ଆଲର୍ଟJul 30, 2017

    ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ପ୍ରସାରଣକୁ ଗୁରୁତ୍ୱ ଦିଅ

    ନୂଆଦିଲ୍ଲୀ: ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ଅଧିକ ପ୍ରସାର କରିବାକୁ କେନ୍ଦ୍ର ସରକାର ଘରୋଇ ଟିଭି ଓ ରେଡିଓ ଚ୍ୟାନେଲଗୁଡିକୁ ନିର୍ଦେଶ ଦେଇଛନ୍ତି । ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ ବୟସର ନବଜାତକଙ୍କ ସମ୍ପୂର୍ଣ୍ଣ ଟୀକାକରଣ ନିମନ୍ତେ ମୋଦି ସରକାର...

  • ନିଉଜ ଆଲର୍ଟJul 30, 2017

    ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଅନନ୍ୟ ଓ ମନଛୁଆଁ : ଜୟନ୍ତ ମହାପାତ୍ର

    କଟକ : ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଅନନ୍ୟ ଓ ମନଛୁଆଁ ବୋଲି ପତି୍ରକାର ଅଗଷ୍ଟ ସଂଖ୍ୟାକୁ ଲୋକାର୍ପଣ କରି ବିଶିଷ୍ଟ କବି ଡ. ଜୟନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି ।  ‘ସମାଜ’ କାର୍ଯ୍ୟାଳୟସ୍ଥିତ ଗୋପବନ୍ଧୁ ଭବନଠାରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ...

  • ନିଉଜ ଆଲର୍ଟJul 30, 2017

    କମିବ ଟମାଟୋ ଦର

    ନୂଆଦିଲ୍ଲୀ: ରୋଷେଇ ଘରେ ଟମାଟୋର ଅଭାବ ଦୂର ହେବାକୁ ଯାଉଛି  । ଖୁବ୍‌ ଶୀଘ୍ର ଟମାଟୋ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି  । ଦକ୍ଷିଣାଞ୍ଚଳ ସହ ଅନ୍ୟ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଯୋଗାଣ ପରିସ୍ଥିତିରେ ସୁଧାର ଆସୁଥିବା ଯୋଗୁ ଆସନ୍ତା...

  • ନିଉଜ ଆଲର୍ଟJul 30, 2017

    ଭାରତର ୨୯ଟି ସହର ଭୂକମ୍ପ ପ୍ରବଣ

    ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ସମେତ ଭାରତର ୨୯ଟି ସହର ଭୂକମ୍ପ ପ୍ରବଣ ବୋଲି ଜାତୀୟ ଭୂମିକମ୍ପ କେନ୍ଦ୍ର (ଏନସିଏସ) ପକ୍ଷରୁ  ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଏହି ତାଲିକାରେ ୯ଟି ରାଜ୍ୟର ରାଜଧାନୀ ଯଥା ପାଟନା, ଶ୍ରୀନଗର, କୋହିମା, ଗୁଆହାଟୀ, ଗ୍ୟାଙ୍ଗଟକ୍‌, ସିମଳା,...

  • ନିଉଜ ଆଲର୍ଟJul 30, 2017

    ୨୦୧୭କୁ ସଂକଳ୍ପର ବର୍ଷ ରୂପେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

    ନୂଆଦିଲ୍ଳୀ : ୨୦୧୭ ମସିହାକୁ ସଂକଳ୍ପର ବର୍ଷ ରୂପେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଜଣାଇଛନ୍ତି ।  ଭାରତକୁ ଦାରିଦ୍ର୍ୟ, ଦୁର୍ନୀତି, ସନ୍ତ୍ରାସବାଦ, ଜାତିବାଦ ଓ ସମ୍ପ୍ରଦାୟ ମୁକ୍ତ କରିବାଲାଗି ଏହି ଅଗଷ୍ଟ ମାସରେ ଏକତ୍ର ହୋଇ ସଂକଳ୍ପ...

  • ନିଉଜ ଆଲର୍ଟJul 30, 2017

    ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗ - ସତ ଥିଲେ ମୁଁ ଇସ୍ତଫା ଦେବି : ଜୁଏଲ

    ଭୁବନେଶ୍ୱର  : ନିର୍ବାଚନୀ ପାଣ୍ଠି ପ୍ରସଙ୍ଗରେ ବିଜେଡ଼ିର ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଓ କପୋଳକଳ୍ପିତ  । ଏ ସମ୍ପର୍କରେ ବିଜେଡ଼ି ନିର୍ବାଚନ କମିଶନ ବା ଅଦାଲତରେ ମାମଲା ରୁଜୁ କଲେ ତାହାକୁ ସମ୍ମୁଖୀନ ହେବାରେ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ...

  • ନିଉଜ ଆଲର୍ଟJul 30, 2017

    ସିଙ୍ଗଲ ରହିବାର ୫ଟି ଫାଇଦା!

    ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସିଙ୍ଗଲ୍‌ ବା ଅବିବାହିତ ରହିବାକୁ ବେଶି ପସନ୍ଦ କରିଥାଆନ୍ତି ।ସିଙ୍ଗଲ ଥିବା ଲୋକେ ମୁଖ୍ୟତଃ ନିଜ ତଥା ନିଜର ଘର ଓ ବ୍ୟକ୍ତିଗତ ଲକ୍ଷ୍ୟ ଉପରେ ବେଶି ଗୁରୁତ୍ୱ ଦେଇଥାଆନ୍ତି ।ତେବେ ଆସନ୍ତୁ ଜାଣିବା...

  • ନିଉଜ ଆଲର୍ଟJul 30, 2017

    ୪୮ତମ ଗ୍ରାଁ ପ୍ରି କୁସ୍ତିରେ ଭାରତ ୮ ପଦକ ବିଜୟୀ

    ନୂଆଦିଲ୍ଲୀ : ୪୮ତମ ଗ୍ରାଁ ପ୍ରି କୁସ୍ତି ନାଦ୍ ଲାବେମରେ ଭାରତୀୟ ମୁଷ୍ଟିଯୋଦ୍ଧା ୫ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହ ଏକ ବଡ଼ ସଫଳତା ହାସଲ କରିଛନ୍ତି  । ଚେକ ଗଣରାଜ୍ୟରେ ଚାଲିଥଆବା ବିଶ୍ୱ ଚାମ୍ପିୟନ୍ ବ୍ରୋଞ୍ଜ୍...

  • ନିଉଜ ଆଲର୍ଟJul 30, 2017

    ହଲିଉଡରେ ଅଭିନୟ କରିବେ ବାହୁବଳୀର ଭଲ୍ଲାର ଦେବ

    ନୂଆଦିଲ୍ଲୀ: ‘ବାହୁବଳୀ’ ଚଳଚ୍ଚିତ୍ରର ସଫଳତା ପରେ ଏଥିରେ ଭଲ୍ଲାର ଦେବ ଚରିତ୍ରରେ ଅଭିନୟ କରିଥିବା ରାଣା ଦଗୁବାତୀଙ୍କୁ ହଲିଉଡ ଫିଲ୍ମରେ ଅଭିନୟ କରିବା ଲାଗି ଅଫର ମିଳିଛି ।ରାଣା ଗୋଟିଏ ପଟେ ‘ନେନେ ରାଜୁ ନେନେ ମନ୍ତ୍ରୀ’ ଫିଲ୍ମରେ ଅଭିନୟ କରୁଥିବା...

  • ନିଉଜ ଆଲର୍ଟJul 30, 2017

    ରେଭେନ୍ସା ଛାତ୍ରୀଙ୍କୁ ଅସଦାଚରଣ; ରସାୟନ ବିଭାଗର ଅଧ୍ୟାପକ ନିଲମ୍ବିତ

    କଟକ:ଛାତ୍ରୀଙ୍କୁ ଅସଦାଚରଣ ତଥା ଯୌନ ଉତ୍ପୀଡନ କରିବା ଅଭିଯୋଗରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ରସାୟନ (କେମେଷ୍ଟ୍ରି)ବିଭାଗର ସହକାରୀ  ପ୍ରାଧ୍ୟାପକ ଡ. ଅଲେଖ କୁମାର ସୁତାରଙ୍କୁ ଶନିବାର ସଂନ୍ଧ୍ୟାରେ କୂଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ନିଲମ୍ବିତ କରିଛନ୍ତି ।କୂଳପତି ପ୍ରଫେସର ଷଡଙ୍ଗୀଙ୍କ...

  • ନିଉଜ ଆଲର୍ଟJul 30, 2017

    ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର,ଭଦ୍ରକ, ଚାନ୍ଦବାଲି ଓ କେନ୍ଦୁଝର, ଯଶୀପୁରରେ ବଜ୍ରପାତରେ ଏହି ଜୀବନ ଯାଇଛି ।...

  • ନିଉଜ ଆଲର୍ଟJul 30, 2017

    ସ୍ୱାମୀଙ୍କ ଦୀର୍ଘାୟୁ ଚାହାଁନ୍ତି କି? ତେବେ କରନ୍ତୁ ଏହି ଉପାୟ

    ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଶ୍ରାବଣ ମାସ ମଙ୍ଗଳବାର ଦିନ ବିଧି ବିଧାନ ଅନୁସାରେ ଗୌରୀ ମାତାଙ୍କୁ ପୂଜା କରନ୍ତୁ । ପୂରା ଦିନ ବ୍ରତ ରଖି ମା ଗୌରୀଙ୍କ ଗାଥା ଶ୍ରବଣ କରିବା ସହ ଦରିଦ୍ର୍ୟମାନଙ୍କୁ ଦାନ କରନ୍ତୁ । ବିବାହରେ...

  • ନିଉଜ ଆଲର୍ଟJul 30, 2017

    ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ.......

    ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ.......(ଫଟୋ- ବିଭୁତି ଭୂଷଣ ଦାସ)

  • ନିଉଜ ଆଲର୍ଟJul 30, 2017

    ହୀରାକୁଦର ୨ଟି ଗେଟ୍‌ ଖୋଲା

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟକୁ ବନ୍ଦ କରି ଦିଆଯାଇଛି  । ଶନିବାର ୪ଟି ସ୍ଲୁଇସ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ରବିବାର ୨ଟି ଗେଟ୍‌ ବନ୍ଦ କରି ଦିଆଯାଇଛି  । ଆଜି ଦିନ ଗୋଟାଏ ସୁଦ୍ଧା...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |