• ନିଉଜ ଆଲର୍ଟJul 30, 2017

    ଯେ କୌଣସି ଶତ୍ରୁକୁ ହରାଇବାରେ ଚୀନ ସେନା ସକ୍ଷମ: ଜିନପିଙ୍ଗ୍‌

    ବେଜିଂ : ଚୀନର ନିରାପତ୍ତା, ସାର୍ବଭୌମତ୍ୱ ଓ ବିକାଶ ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି କରିବା ସହ ଚୀନ ସୀମାରେ ଅନୁପ୍ରବେଶ କରୁଥିବା ଯେ କୌଣସି ଶତ୍ରୁକୁ ପରାସ୍ତ କରିବାରେ ଚୀନ ସେନା ସକ୍ଷମ ବୋଲି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦୃଢୋକ୍ତି...

  • ନିଉଜ ଆଲର୍ଟJul 30, 2017

    ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଆଡକୁ ଏନଡିଏ

    ନୂଆଦିଲ୍ଲୀ : ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଆଡକୁ ମୁହାଁଇଛି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) । ଜେଡିୟୁ ଭଳି ପୁରୁଣା ସହଯୋଗୀକୁ ପାଇବା ପରେ ରାଜ୍ୟସଭାରେ ଏନଡିଏର ସଂଖ୍ୟା ଏବେ ୮୯ରେ ପହଞ୍ଚôଛି । ନୀତୀଶ କୁମାରଙ୍କ ନେତୃତ୍ୱ ଜେଡିୟୁର ରାଜ୍ୟସଭାରେ ୧୦ଜଣ...

  • ନିଉଜ ଆଲର୍ଟJul 30, 2017

    ଏଲଓସିରେ ସୀମା ପାର ସମ୍ପର୍କ ବଢୁ: ମେହବୁବା

    ଶ୍ରୀନଗର : ଭାରତ-ପାକିସ୍ତାନ ମଧ୍ୟରେ ସୀମା ପାର ସମ୍ପର୍କ ବୃଦ୍ଧି ଉପରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗୁରୁତ୍ୱାରୋପ କରିଛନ୍ତି । ମେହବୁବା କହିଛନ୍ତି ଯେ ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବାଣିଜ୍ୟ  ଓ...

  • ନିଉଜ ଆଲର୍ଟJul 30, 2017

    ସାଉଦି ଥାନାରେ ଏୟାର ଇଣ୍ଡିଆ କର୍ମଚାରୀ ୩ ଘଣ୍ଟା ଅଟକ

    ନୂଆଦିଲ୍ଲୀ : ମୁମ୍ବଇରୁ ଜେଦାହ ଅଭିମୁଖେ ଯାତ୍ରା କରିଥିବା ଏୟାର ଇଣ୍ଡିଆ ବିମାନର ସମସ୍ତ କର୍ମଚାରୀଙ୍କୁ ସାଉଦି ଆରବ ପୁଲିସ ପ୍ରାୟ ତିନି ଘଣ୍ଟା ଅଟକ ରଖିଥିବା ଜଣାପଡିଛି । ଜୁଲାଇ ୨୬ରେ ବିମାନଟି ସାଉଦି ଆରବର ଜେଦାହ ବିମାନବନ୍ଦରରେ ଅବତରଣ...

  • ନିଉଜ ଆଲର୍ଟJul 30, 2017

    ନବୀନ ପଟ୍ଟନାୟକଙ୍କର ଦୁର୍ନୀତି ଓ ବେହିସାବୀ ଟଙ୍କାର ଗୁମର ଫିଟୁଛି – ଧର୍ମେନ୍ଦ୍ର ପ୍ରଧାନ

    • ମୁମ୍ବାଇରୁ ବିଜେଡି ବ୍ୟାଙ୍କ ଖାତାକୁ ଶହ ଶହ କୋଟି ଟଙ୍କାର ବେନାମୀ ଟଙ୍କା ଆସିଛି • ରାଜ୍ୟରେ ବିଜେଡିର ପାପ ସରକାରର ପରିବର୍ତନ ହିଁ ସମସ୍ୟାର ସମାଧାନ • ମୋଦିଙ୍କ ନେତୃତ୍ୱରେ ବିକଳ୍ପ ସରକାର ପାଇଁ ସମର୍ଥନ ପାଇଁ ଆହ୍ୱାନ ଭୁବନେଶ୍ୱର : ବିଜେଡି...

  • ନିଉଜ ଆଲର୍ଟJul 30, 2017

    ତସଲିମାଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଗଲା

    ଔରଙ୍ଗାବାଦ : ବାଂଲାଦେଶର ବିବାଦୀୟ ଲେଖିକା ତସଲିମା ନସରିନଙ୍କୁ ମହାରାଷ୍ଟ୍ରର ଔରଙ୍ଗାବାଦ ବିମାନବନ୍ଦରରୁ ଫେରାଇ ଦିଆଯାଇଛି । ମୁମ୍ବଇରେ ଅବସ୍ଥାନ କରୁଥିବା ତସଲିମା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ତିନି ଦିନ ପାଇଁ ଔରଙ୍ଗାବାଦ ଯାତ୍ରା କରିଥିଲେ । ତେବେ ତାଙ୍କ...

  • ନିଉଜ ଆଲର୍ଟJul 30, 2017

    ୧ରେ ମୋଦିଙ୍କ ଆସାମ ଗସ୍ତ

    ଗୁଆହାଟୀ : ରାଜ୍ୟର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ପହିଲାରେ ଆସାମ ଗସ୍ତରେ ଯିବେ ବୋଲି ଜଣାପଡିଛି । ଆସାମର ପ୍ରାୟ ୨୯ଟି ଜିଲାର ୩୦ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ପ୍ରାୟ...

  • ନିଉଜ ଆଲର୍ଟJul 30, 2017

    ହାତୀଙ୍କ ପାଇଁ ଖୋଲିବ ଭାରତ-ବାଂଲାଦେଶ ସୀମାରେ ଫାଟକ

    ନୂଆଦିଲ୍ଲୀ/ଢାକା : ଅନୁପ୍ରବେଶକାରୀଙ୍କ ପାଇଁ ଭାରତ-ବାଂଲାଦେଶ ସୀମାରେ ତାରବାଡ ନିର୍ମିତ ହୋଇଥିବାବେଳେ ହାତୀଙ୍କ ଚଳପ୍ରଚଳ ପାଇଁ ସ୍ୱତନ୍ତ୍ର ଫାଟକ ନିର୍ମାଣ କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି । ଗୁରୁବାର ଦୁଇ ଦେଶର ପ୍ରତିନିଧିମଣ୍ଡଳ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ପ୍ରସଙ୍ଗକୁ...

  • ନିଉଜ ଆଲର୍ଟJul 30, 2017

    ହଜିଥିବା ବୋଫର୍ସ ଫାଇଲକୁ ଶୀଘ୍ର ଠାବ କରିବାକୁ ପିଏସିର ନିର୍ଦେଶ

    ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱହୀନତା ପ୍ରତି ପୁଣି ଅଙ୍ଗୁଳି ନିର୍ଦେଶ କରାଯାଇଛି । ଏହି ପ୍ରସଙ୍ଗରେ ହଜିଥିବା ଫାଇଲଗୁଡିକୁ ଶୀଘ୍ର ଖୋଜି ବାହାର କରିବା ସହ ଉକ୍ତ ଫାଇଲରେ ଥିବା ସମସ୍ତ ସୂଚନା ପ୍ରଦାନ...

  • ନିଉଜ ଆଲର୍ଟJul 30, 2017

    ମୁସଲମାନ ମନ୍ତ୍ରୀଙ୍କ ବିରୋଧରେ ଫତୱା

    ପାଟନା : ବିହାରର ଜଣେ ମୁସଲମାନ ମନ୍ତ୍ରୀ ‘ଜୟ ଶ୍ରୀରାମ’ ଧ୍ୱନି ଦେଇ ବିବାଦୀୟ ହୋଇପଡିଛନ୍ତି । ନୀତୀଶ କୁମାରଙ୍କ ନବଗଠିତ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଜେଡିୟୁ ନେତା ଖୁର୍ସିଦ ଓରଫ ଫିରୋଜ ଅହମ୍ମଦଙ୍କ ଏଭଳି କାର୍ଯ୍ୟ ଯୋଗୁଁ ମୁସଲମାନ ସଂଗଠନ...

  • ନିଉଜ ଆଲର୍ଟJul 30, 2017

    ସରିଫଙ୍କ ପ୍ରଶ୍ନ: ପାକିସ୍ତାନରେ କ’ଣ ସମସ୍ତେ ସଚ୍ଚୋଟ ?

    ଇସଲାମାବାଦ : ପାନାମା ପେପର ପ୍ରଘଟ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇ ଗାଦିଚ୍ୟୁତ ହେବାପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବର୍ତ୍ତମାନ ବିରୋଧୀଙ୍କ ସମେତ ରାଜନୈତିକ ମହଲରେ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ନିଜର...

  • ନିଉଜ ଆଲର୍ଟJul 30, 2017

    ଜାହାଜରୁ ୩୫୦୦ କୋଟି ଟଙ୍କାର ହେରୋଇନ ଜବତ

    ଅହମ୍ମଦାବାଦ : ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଗୁଜରାଟ ଉପକୂଳରେ ଏକ ପଣ୍ୟବାହୀ ଜାହାଜ ଉପରେ ଚଢଉ କରାଯାଇ ୧୫୦୦ କିଲୋ ଓଜନର ମାଦକଦ୍ରବ୍ୟ ହେରୋଇନ ଜବତ କରାଯାଇଛି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୩୫୦୦ କୋଟି ଟଙ୍କା ହେବ...

  • ନିଉଜ ଆଲର୍ଟJul 30, 2017

    ଖଣ୍ଡଗିରି ଓଭରବ୍ରିଜ୍‌ କାର୍ଯ୍ୟାରମ୍ଭ ଅଗଷ୍ଟରୁ

    ଭୁବନେଶ୍ୱର : ଜାତୀୟ ରାଜପଥର ଖଣ୍ଡଗିରିଠାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାପାଇଁ ଆସନ୍ତା ଅଗଷ୍ଟମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଭରବ୍ରିଜ୍‌ କାର୍ଯ୍ୟାଦେଶ ଦିଆଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓଡ଼ିଶା ମହାପ୍ରବନ୍ଧକ ଧର୍ମାନନ୍ଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।...

  • ନିଉଜ ଆଲର୍ଟJul 30, 2017

    ବିମାନବନ୍ଦରରୁ ଫେରିଲେ ତସଲିମା

    ଔରଙ୍ଗାବାଦ: ବାଂଲାଦେଶର ବିବାଦୀୟ ଲେଖିକା ତସଲିମା ନସରିନଙ୍କୁ ମହାରାଷ୍ଟ୍ରର ଔରଙ୍ଗାବାଦ ବିମାନବନ୍ଦରରୁ ଫେରାଇ ଦିଆଯାଇଛି । ମୁମ୍ବଇରେ ଅବସ୍ଥାନ କରୁଥିବା ତସଲିମା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ତିନି ଦିନ ପାଇଁ ଔରଙ୍ଗାବାଦ ଯାତ୍ରା କରିଥିଲେ । ତେବେ ତାଙ୍କ ଆଗମନ...

  • ନିଉଜ ଆଲର୍ଟJul 30, 2017

    ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ରବିବାର ୧୨ଜଣଙ୍କ ପ୍ରାଣହାନୀ ଘଟିଛି  । ରବିବାର ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବା ଫଳରେ ଭଦ୍ରକ ଜିଲାରେ ୫ଜଣଙ୍କ ମୃତୁ୍ୟ ଘଟିଛି ।...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |