• ନିଉଜ ଆଲର୍ଟAug 17, 2017

    ଭାନଗଡ ଦୁର୍ଗ :ରାତିରେ ନାଚନ୍ତି ନର୍ତ୍ତକୀଙ୍କ ଆତ୍ମା !

    ଏସିଆର ଭୀତିପ୍ରଦ ସ୍ଥାନମାନଙ୍କ ମଧ୍ୟରେ ରାଜସ୍ଥାନର ଅଲବର ଜିଲାସ୍ଥିତ ଭାନଗଡ ଦୁର୍ଗ ଅନ୍ୟତମ । ଏହା ଏପରି ଏକ ଭୟାନକ ସ୍ଥାନ ଯେଉଁଠାରେ ସଂନ୍ଧ୍ୟାପରେ ପ୍ରାୟ କୌଣସି ଲୋକ ଦେଖିବାକୁ ମିଳନ୍ତି ନାହିଁ । କୁହାଯାଏ ଏହା ଏକ ଅଭିଶପ୍ତ ସ୍ଥାନ...

  • ନିଉଜ ଆଲର୍ଟAug 17, 2017

    ଇଲେକ୍ଟ୍ରୋନିକ ଟୋଲ୍ ଆଦାୟ ପାଇଁ ଏନଏଚଏଆଇ ପକ୍ଷରୁ ଫାଷ୍ଟଟ୍ୟାଗ ବ୍ୟବସ୍ଥା

      ନୂଆଦିଲ୍ଲୀ : ଲେକ୍ଟ୍ରୋନିକ୍ ଟୋଲ୍ ଆଦାୟ ପାଇଁ ଫାଷ୍ଟଟ୍ୟାଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ RBI ଏବଂ NPCI ସହ ଆଲୋଚନା କରି NHAI ଦୁଇଟି ବୈପ୍ଲବିକ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଅନୁସାରେ ଅନଲାଇନରେ ଫାଷ୍ଟଟ୍ୟାଗ ବିକ୍ରୟ ସହ ଟୋଲ...

  • ନିଉଜ ଆଲର୍ଟAug 17, 2017

    ପଶ୍ଚିମବଙ୍ଗ ପୌର ନିର୍ବାଚନ : ଟିଏମ୍‌ସିର ବାଜିମାତ, ଦ୍ୱିତୀୟ ସ୍ଥାନରେ ବିଜେପି

    କଲକତା : ପଶ୍ଚିମବଙ୍ଗର ୭ ପୌର ପରିଷଦରେ ଅନୁଷ୍ଠିତ ପୌର ନିର୍ବାଚନରେ ତୃଣମମୂଳ କଂଗ୍ରେସ (ଟିଏମ୍‌ସି) ବିଜୟୀ ହୋଇଛି  । ସମସ୍ତ ପୌର ପରିଷଦକୁ ନିଜ କବଜାକୁ ନେଇ ତୃଣମୂଳ କଂଗ୍ରସ ୧ ନମ୍ବର ସ୍ଥାନରେ ଥିବାବେଳେ ବାମ ଦଳକୁ ହଟାଇ...

  • ନିଉଜ ଆଲର୍ଟAug 17, 2017

    ଦିଲ୍ଲୀ ହାଇକୋର୍ଟରେ ବମ ;କୋର୍ଟ ପରିସରକୁ ଖାଲି କଲା ପୁଲିସ

    ନୂଆଦିଲ୍ଲୀ:ଗୁରୁବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ବମ ଥିବାର ସୂଚନା ମିଳିବା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା । ବମ ଥିବାର ସୂଚନା ମିଳିବା ପରେ ପୁଲିସ ପକ୍ଷରୁ  ସମଗ୍ର କୋର୍ଟ ଅଞ୍ଚଳକୁ ନିଜ ଅଧୀନକୁ ନିଆଯାଇଥିବା ବେଳେ ଘଟଣା ସ୍ଥଳରେ...

  • ନିଉଜ ଆଲର୍ଟAug 17, 2017

    ବାରମ୍ବାର ଦେଖୁଥିବା କିଛି ସ୍ୱପ୍ନ ଓ ଏହାର ରହସ୍ୟ

    ସାଧାରଣତଃ ଅନେକ ଲୋକ ଶୋଇବା ସମୟରେ ସ୍ୱପ୍ନ ଦେଖିଥାଆନ୍ତି। ଭୋର ସମୟରେ ସ୍ୱପ୍ନ ଦେଖିଲେ ଏହା ସତ ହୁଏ ବୋଲି ବିଶ୍ୱାସ ରହିଛି। କେତେଜଣ କୁହନ୍ତୁ ନିଦ ଭଲ ନହେଲେ ସ୍ୱପ୍ନ ଦେଖାଯାଏ। ଏପରିକି ଅବଚେତନ ମନରେ ଥିବା କିଛି ଚିନ୍ତା ...

  • ନିଉଜ ଆଲର୍ଟAug 17, 2017

    ନବୀନ -ଧର୍ମେନ୍ଦ୍ରଙ୍କ ବୈଠକକୁ ନେଇ ଦାମଙ୍କ କଟାକ୍ଷ

    ଭୂବନେଶ୍ୱର:ଦିଲ୍ଲୀଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ପ୍ରସଙ୍ଗକୁ ନେଇ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ...

  • ନିଉଜ ଆଲର୍ଟAug 17, 2017

    ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି

      ବାଲେଶ୍ବର: ବାଲେଶ୍ବର ଜିଲା ନୂଆବଜାର ସ୍ଥିତ ଏକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି।   

  • ନିଉଜ ଆଲର୍ଟAug 17, 2017

    ବାଂଲାଦେଶ: ହିନ୍ଦୁଙ୍କୁ ବହୁ ବିବାହର ଅନୁମତି କିନ୍ତୁ ତଲାକ ଉପରେ ପ୍ରତିବନ୍ଧକ

    ନ୍ୟୁୟର୍କ :ମଙ୍ଗଳବାର ୱାସିଙ୍ଗଟନ ପକ୍ଷରୁ ଜାରି କରାଯାଇଥିବା ଆର୍ନ୍ତଜାତୀୟ ଧାର୍ମିକ ସ୍ୱାଧୀନତା ସର୍ମ୍ପକିତ ରିପୋର୍ଟରେ ଦର୍ଶାଯାଇଛିଯେ  ବାଂଲାଦେଶରେ ହିନ୍ଦୁ ମାନଙ୍କୁ ବହୁ ବିବାହର ଅନୁମତି ଦିଆଯାଇଛି । ରିପୋର୍ଟ ଅନୁସାରେ ବାଂଲାଦେଶରେ ହିନ୍ଦୁ ନାଗରିକ ମାନଙ୍କୁ ବହୁପତ୍ନୀ ବିବାହର ଅନୁମତି ମିଳିଥିବାବେଳେ...

  • ନିଉଜ ଆଲର୍ଟAug 17, 2017

    ଟ୍ରକକୁ ପଛରୁ ପିଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ମୃତ ଓ ୩ ଆହତ

      ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।...

  • ନିଉଜ ଆଲର୍ଟAug 17, 2017

    ନିଆଁରେ ପୋଡି ହୋଇ ଦୁଇ ଭଉଣୀ ମୃତ

      ଅନୁଗୁଳ: ବନ୍ତଳ ବ୍ଳକ୍ ତଳ ସାହି ଅଗ୍ନିକାଣ୍ଡରେ ଦୁଇ ଭଉଣୀଙ୍କ ଜୀବନ ହାନି ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଭଉଣୀ ହେଲେ ବିମଳା ଗହନା(୪୬) ଏବଂ ଉଦୟ ଗହନା(୪୦)। ସୂଚନା ଯୋଗ୍ୟ, ସେମାନେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘରେ...

  • ନିଉଜ ଆଲର୍ଟAug 17, 2017

    ପାରାଦୀପ ବନ୍ଦରରେ କାର୍ଯ୍ୟବନ୍ଦ ଆନ୍ଦୋଳନ

      ପାରାଦୀପ: ପାରାଦୀପ ବନ୍ଦରରେ କାର୍ୟ୍ୟରତ ଟିପ୍ପର, ଡ୍ରାଇଭର ଓ ହେଲପରମାନେ ବିଭିନ୍ନ ଦାବି ନେଇ ଆଜି କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହି ଧର୍ମଘଟ ଯୋଗୁଁ ବନ୍ଦରରେ ଆନ୍ତଃପରିବହନ ଠପ୍ ହୋଇଯାଇଛି। ଦାବି ପୂରଣ ନ ହେବା ଯାଏଁ ଧର୍ମଘଟ ଜାରି ରହିବ...

  • ନିଉଜ ଆଲର୍ଟAug 17, 2017

    ଗୁରୁବାର ରାଶିଫଳ

    ମେଷ: ମାନସିକ ସ୍ଥିତି ଭଲ ରହିବ । ସମ୍ମାନିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇ ଆର୍ଥିକ ସ୍ଥିତି ଦୃଢ଼ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଦିଅଁ ଦର୍ଶନର ସୁଯୋଗ ଅଛି । ସରକାରୀ...

  • ନିଉଜ ଆଲର୍ଟAug 17, 2017

    ଏମପି ପୌର ନିର୍ବାଚନରେ କଂଗ୍ରେସକୁ ଲାଭ

    ଭୋପାଳ : ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେପି ବୃହତ୍‌ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ତାର ଭୋଟା ହାର ହ୍ରାସ ପାଇଛି । ଅପରପକ୍ଷେ କଂଗ୍ରେସ ଦଳ ଗତ ନିର୍ବାଚନ ଅପେକ୍ଷା ସି୍ଥତି ସୁଦୃଢ କରିବା ସହ...

  • ନିଉଜ ଆଲର୍ଟAug 17, 2017

    ଲୋକଙ୍କ ସେବା ପାଇଁ ‘ମୁକ୍ତିରଥ‘ ଲୋକାର୍ପିତ

     ସମ୍ବଲପୁର : ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ କୁଚିଣ୍ଡା ଜନସାଧାରଣଙ୍କ ସେବାରେ ନିୟୋଜିତ ପାଇଁ ଏକ ଶବବାହକ ଗାଡି(ମୁକ୍ତିରଥ)ର ଲୋକାର୍ପଣ ହୋଇଛି । ସ୍ୱାଧୀନତା ଦିବସ ଅବସରରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଆୟୋଜିତ ପ୍ୟାରେଡ ଉତ୍ସବରେ ଏହି ‘ମୁକ୍ତି ରଥ’ ଚାବିକୁ...

  • ନିଉଜ ଆଲର୍ଟAug 17, 2017

    ନିରଞ୍ଜନଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ରୀକାନ୍ତ

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ରାଜନୈତିକ ପରିବେଶ ବେଶ୍‌ ଗରମ ରହିଥିବା ବେଳେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ ବଦଳକୁ ନେଇ ଟଣାଓଟରା ରାଜନୀତି ଚାଲିଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |