• ନିଉଜ ଆଲର୍ଟAug 02, 2017

    କର୍ଣ୍ଣାଟକ ଶକ୍ତି ମନ୍ତ୍ରୀଙ୍କ ଘରୁ ୧୦ କୋଟି ଜବତ

    ବେଙ୍ଗାଲୁରୁ : କର୍ଣ୍ଣାଟକ ଶକ୍ତି ମନ୍ତ୍ରୀ ଡି କେ ଶିବକୁମାରଙ୍କ ଘରୁ ଆୟକର ବିଭାଗ ଅଧିକାରୀମାନେ ବୁଧବାର ୧୦କୋଟି ଟଙ୍କା ଜବତ କରିଛନ୍ତି । ଶିବକୁମାରଙ୍କ ବେଙ୍ଗାଲୁରୁ ଓ ଦିଲ୍ଲୀସ୍ଥିତ ବାସଭବନ ସହିତ ତାଙ୍କ ମାଲିକାନାରେ ଥିବା ୩୯ଟି ଘର ଉପରେ...

  • ନିଉଜ ଆଲର୍ଟAug 02, 2017

    ୟୁପିରେ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ

    ଲକ୍ଷ୍ନୌ : ସୁପ୍ରିମକୋର୍ଟ ନିର୍ଦେଶନାମା ପ୍ରକାଶ ପାଇବାର ଦୀର୍ଘ ୧୧ ବର୍ଷ ପରେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ବିବାହ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ...

  • ନିଉଜ ଆଲର୍ଟAug 02, 2017

    ନୋଏଡା ଜମି ଦୁର୍ନୀତି ମାମଲାରେ ୟୁପିର ପୂର୍ବତନ ମୁଖ୍ୟ ଶାସନ ସଚିବ ଦୋଷୀ ସାବ୍ୟସ୍ତ

    ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ନୋଏଡାଠାରେ ୧୯୯୩-୯୫ରେ ହୋଇଥିବା ଜମି ଆବଣ୍ଟନ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ନୀରା ଯାଦବ ଓ ଅନ୍ୟ ଜଣେ ଆଇଏଏସ ଅଫିସର ରାଜୀବ କୁମାରଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଏ...

  • ନିଉଜ ଆଲର୍ଟAug 02, 2017

    ପାକିସ୍ତାନ କାମରେ ଲାଗୁନି ଚୀନର ‘ଫ୍ରେଣ୍ଡସିପ୍‌’ ରୋଡ

    ବେଜିଂ : ଚୀନର ପଶ୍ଚିମାଞ୍ଚଳ ଜିନଜିଆଙ୍ଗରୁ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ସଂଯୋଗ କରୁଥିବା ଚୀନ-ପାକିସ୍ତାନ ଫ୍ରେଣ୍ଡସିପ୍‌ ହାଇୱେ ବା କୋରାକୋରମ୍‌ ହାଇୱେ (ରାଜପଥ)କୁ ନେଇ ପାକିସ୍ତାନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ୧୩୦୦ କିମି ଲମ୍ବ ଏହି ରାଜପଥ ପାକିସ୍ତାନ...

  • ନିଉଜ ଆଲର୍ଟAug 02, 2017

    ଗୋପନୀୟତା ଅଧିକାର ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

    ନୂଆଦିଲ୍ଲୀ : ଗୋପନୀୟତା ମୌଳିକ ଅଧିକାର ପରିସରଭୁକ୍ତ କି ନୁହେଁ? ଏଭଳି ଜଟିଳ ପ୍ରସଙ୍ଗ ଉପରେ ସୁପି୍ରମକୋର୍ଟଙ୍କ ୯ଜଣିଆ ସାମ୍ବିଧାନିକ ପୀଠ ବୁଧବାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି । ଆଜିର ଶୁଣାଣି ସମୟରେ ଗୁଜରାଟ ସରକାର କହିଥିଲେ...

  • ନିଉଜ ଆଲର୍ଟAug 02, 2017

    ତାଜମହଲ ପାଶ୍ୱର୍ରୁ ବେଆଇନ ରେସ୍ତୋରାଁ ହଟାଇବାକୁ ଏନଜିଟିର ନିର୍ଦେଶ

    ନୂଆଦିଲ୍ଲୀ : ଆଗ୍ରାସ୍ଥିତ ବିଶ୍ୱ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲ ପାଶ୍ୱର୍ରେ ବେଆଇନଭାବେ ନିର୍ମିତ ସବୁ ରେସ୍ତୋରାଁଗୁଡିକ ଶୀଘ୍ର ଭାଙ୍ଗିଦେବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଇତିମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତାଜମହଲ ପରିବେଶକୁ ଯଥାସମ୍ଭବ ସୁରକ୍ଷିତ...

  • ନିଉଜ ଆଲର୍ଟAug 02, 2017

    ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

    କଲମ୍ବୋ : ଗୁରୁବାରଠାରୁ ରାଜଧାନୀ ସହର କଲମ୍ବୋର ସିଂହଲିଜ୍‌ ସ୍ପୋର୍ଟସ କ୍ଲବ୍‌ ଗ୍ରାଉଣ୍ଡରେ ଭାରତୀୟ ଦଳ ସହ ୨ୟ ଟେଷ୍ଟମ୍ୟାଚ୍‌ ଖେଳିବ ଶ୍ରୀଲଙ୍କା କ୍ରିକେଟ ଦଳ । ଘରୋଇ ଦଳ ଆଶାରଖିଛି ଯେ ସ୍ଥାନ ଓ ଅଧିନାୟକ ପରିବର୍ତ୍ତନ ବୋଧହୁଏ ଏହାର...

  • ନିଉଜ ଆଲର୍ଟAug 02, 2017

    ନୋଟା ପ୍ରସଙ୍ଗ : କଂଗ୍ରେସ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ : ଆଗାମୀ ରାଜ୍ୟସଭା ନିବାଚନ ପରିପ୍ରେକ୍ଷୀରେ ଇଭିଏମ (ଇଲେକ୍‌ଟ୍ରୋନିକ୍‌ସ ଭୋଟିଂ ମେସିନ)ରେ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ବଟନ ରଖାଯିବା ଘଟଣାକୁ ଗୁଜରାଟ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏ ପ୍ରସଙ୍ଗରେ ଗୁଜରାଟ କଂଗ୍ରେସ ପକ୍ଷରୁ...

  • ନିଉଜ ଆଲର୍ଟAug 02, 2017

    ପ୍ରାର୍ଥିପତ୍ର ଦାଖଲ କଲେ ପାରିକର

    ପାଣାଜୀ : ବିଧାନସଭା ଉପ ନିର୍ବାଚନ ନିମନ୍ତେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବୁଧବାର ପାଣାଜୀ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତ ମାର୍ଚ୍ଚରେ ଗୋଆରେ ବିଜେପି କ୍ଷମତାକୁ ଆସିବାପରେ ପାରିକର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀପଦ ଛାଡି ମୁଖ୍ୟମନ୍ତ୍ରୀ ଦାୟିତ୍ୱ...

  • ନିଉଜ ଆଲର୍ଟAug 02, 2017

    ଶତାବ୍ଦୀ ଏକ୍ସପ୍ରେସ ଇଂଜିନରୁ ୪ ବଗି ବିଚ୍ଛିନ୍ନ

    ନୂଆଦିଲ୍ଲୀ : ବୁଧବାର ଉତ୍ତର ପ୍ରଦେଶର ଅଲିଗଡ ଷ୍ଟେସନ ନିକଟରେ ଦିଲ୍ଳୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସର ଚାରିଟି ବଗି ଇଂଜିନରୁ ବିଚ୍ଛିନ୍ନ ହୋଇପଡିଥିବା ଜଣାପଡିଛି । ଟ୍ରେନଟି ସକାଳ ୮ଟା ସମୟରେ ଅଲିଗଡ ଷ୍ଟେସନ ଛାଡିବାପରେ କୌଣସି କାରଣରୁ ଚାରିଟି ବଗିର କପଲିଂ...

  • ନିଉଜ ଆଲର୍ଟAug 02, 2017

    ସଂକଟରେ ପୁରୀର ଭୂତଳ ଜଳ

    କଲକାତା : ପୁରୀର ଭୂତଳ ଜଳକୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ପରିବେଶ ଅଦାଲତ ବୁଧବାର ଓଡିଶା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  । କଲକାତାର ପରିବେଶ କର୍ମୀ ସୁଭାଷ ଦତ୍ତ ପରିବେଶ ଅଦାଲତରେ ଦର୍ଶାଇଛନ୍ତି ଯେ ପୁରୀରେ ଭୂତଳ ମଧୁର...

  • ନିଉଜ ଆଲର୍ଟAug 02, 2017

    ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବଙ୍କ ପରଲୋକ

    ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସାମର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୋହନ ଦେବଙ୍କର ବୁଧବାର ତାଙ୍କର ସିଲଚରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ବିଗତ କିଛି ବର୍ଷ...

  • ନିଉଜ ଆଲର୍ଟAug 02, 2017

    ଆରୁଷି ହତ୍ୟାମାମଲା ; ଆହ୍ଲାବାଦ ହାଇକୋର୍ଟରେ ପୁଣି ଶୁଣାଣି

    ଆହ୍ଲାବାଦ: ବହୁଚର୍ଚ୍ଚିତ ଆରୁଷି ହତ୍ୟାମାମଲାରେ ଦୁଇ ଅଭିଯୁକ୍ତ ରାଜେଶ ଓ ନୂପୁର ତଲୱାରଙ୍କ ସାନି ଆବେଦନର ଶୁଣାଣି କରିବାକୁ ଆହ୍ଲାବାଦ ହାଇକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଆରୁଷିଙ୍କ ପିତାମାତା ରାଜେଶ ଓ ନୂପୁରଙ୍କୁ ଦୋଷୀସାବ୍ୟସ୍ତ...

  • ନିଉଜ ଆଲର୍ଟAug 02, 2017

    ତାଜମହଲ ପାଶ୍ୱର୍ରୁ ବେଆଇନ ରେସ୍ତୋରାଁ ହଟାଓ

    ନୂଆଦିଲ୍ଲୀ : ବିଶ୍ୱ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲ ପାଶ୍ୱର୍ରେ ବେଆଇନଭାବେ ନିର୍ମିତ ସବୁ ରେସ୍ତୋରାଁ ଗୁଡିକ ଶୀଘ୍ର ଭାଙ୍ଗିଦେବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)  ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତାଜମହଲ ପରିବେଶକୁ ଯଥାସମ୍ଭବ ସୁରକ୍ଷିତ ରଖିବାକୁ...

  • ନିଉଜ ଆଲର୍ଟAug 02, 2017

    ଭିମସାର ବିବାଦ: କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଲେ ୬୬ ଡାକ୍ତର

    ସମ୍ବଲପୁର:  ଗତ ୩ଦିନ ଧରି ଭିମସାରରେ ଡାକ୍ତରୀ ପିଜି ଛାତ୍ର ଓ ହାଉସସର୍ଜନ ମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବାରୁ ରୋଗୀ ସେବା  ବାଧାପ୍ରାପ୍ତ ହୋଇଥିଲାବେଳେ ସରକାର ପିଜି ପାସ କରିଥିବା ୧୧୬ଜଣ ଡାକ୍ତରଙ୍କୁ ଭିମସାର ଯାଇ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |