• ନିଉଜ ଆଲର୍ଟAug 02, 2017

    ୨୦୧୮ ପର୍ଯ୍ୟନ୍ତ ରିହାତି ଖାଦ୍ୟ ଶସ୍ୟ

    ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ  ନିରାପତା ଆଇନ-୨୦୧୩ ଅନୁସାରେ ସରକାର କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ ଗହମ, ୩ ଟଙ୍କା ମୂଲ୍ୟରେ ଚାଉଳ ଓ ୧ ଟଙ୍କା ମୂଲ୍ୟରେ ମୋଟା ଖାଦ୍ୟ ଶସ୍ୟ ଯୋଗାଇ ଦେଉଛନ୍ତି  । ଆସନ୍ତା ବର୍ଷ...

  • ନିଉଜ ଆଲର୍ଟAug 02, 2017

    ନୂଆ ଦଳ ଗଢିବେ ଶରଦ, ଚଳିତ ସପ୍ତାହରେ ଘୋଷଣା!

    ପାଟନା : ବିହାରରେ ମହାମେଣ୍ଟକୁ ଭାଙ୍ଗି ବିଜେପି ସହ ମିଶି ସରକାର ଗଢିବା ପାଇଁ ନୀତୀଶଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ ଏକ ନୂଆ ଦଳ ଗଠନ କରିବେ ବୋଲି ସୂଚନା ମିଳିଛି  । ବିହାରରେ ଚାଲିଥିବା...

  • ନିଉଜ ଆଲର୍ଟAug 02, 2017

    ଶୋଇବା ସମୟରେ ଆପଣାନ୍ତୁ ଏହି ଉପାୟ: ସ୍ୱାସ୍ଥ୍ୟ ପାଇଁ ଭଲ

    ନ୍ୟୁଜିଲାଣ୍ଡର ବିଶେଷଜ୍ଞ ଦଳ ୧୫ହଜାର ଲୋକଙ୍କ ଉପରେ ପରୀକ୍ଷା କରିବା ପରେ ଶୋଇବା ସମ୍ପର୍କରେ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପ୍ରମୁଖ ଅସୁବିଧା ହେଉଛି ଶୟନ ସମସ୍ୟା। ଅନିଦ୍ରା ସମସ୍ୟାରେ...

  • ନିଉଜ ଆଲର୍ଟAug 02, 2017

    ରାଜଧାନୀ ରାସ୍ତାରେ ଜଳିଗଲା କାର

    ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ନାଲକୋ କାର୍ଯ୍ୟାଳୟ ସାମ୍ନାରେ ସର୍ଟ ସର୍କିଟ ଯୋଗୁଁ ଏକ କାର ରାସ୍ତା ଉପରେ ହୁ ହୁ ହୋଇ ଜଳିଯାଇଛି। ସୌଭାଗ୍ୟ ବଶତଃ ଏଥିରେ ବସିଥିବା ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି। ନୟାଗଡ ରଣପୁରକ ଭାସ୍କର ନାମକ ବ୍ୟକ୍ତି...

  • ନିଉଜ ଆଲର୍ଟAug 02, 2017

    ରାଜ୍ୟସଭା ର୍ନିବାଚନରେ ନୋଟାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କଲା କଂଗ୍ରେସ

    ନୂଆଦିଲ୍ଲୀ:ଗୁଜରାଟରୁ ରାଜ୍ୟସଭା ପଦ ପାଇଁ ପାର୍ଥୀ ର୍ନିବାଚନ ହେବାକୁଥିବା ବେଳେ , ମତଦାନ  ପ୍ରକିୟାରେ ଥିବା ନୋଟା ବିକଳ୍ପର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯାଇଛି । ସୁପ୍ରିମ କୋର୍ଟରେ କଂଗ୍ରେସ ପକ୍ଷରୁ ଦାୟର କରାଯାଇଥିବା ମାମଲାରେ ର୍ନିବାଚନ...

  • ନିଉଜ ଆଲର୍ଟAug 02, 2017

    ଜିଏସଟି ପ୍ରଭାବ କମିଲା ଡାଲି ଦର ଆହୁରି ଖସିବ: ହରଡ଼ କିଲୋ ୫୫,ବୁଟ ଡାଲି-୪୫

     କଟକ: ଦେଶରେ ଏକକ ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ ହେବା ପରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ବିଭିନ୍ନ କିସମର ଡାଲି ଦର ହ୍ରାସ ପାଇଛି । ବଜାରରେ ହରଡ଼ ଡ଼ାଲି କିଲୋପ୍ରତି ୫୫ଟଙ୍କା ହୋଇଥିବା ବେଳେ ମୁଗ ଡାଲି...

  • ନିଉଜ ଆଲର୍ଟAug 02, 2017

    ବୁଧବାର ରାଶିଫଳ

    ମେଷ: ବୃଥାରେ ଅପବାଦ ମୁଣ୍ଡାଇ ପାରନ୍ତି । ବ୍ୟୟ ବୃଦ୍ଧି ଘଟିପାରେ । ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରନ୍ତୁ । ଉତ୍ତମ ବିଦ୍ୟାର ଅଧିକାରୀ ହେବେ । ଦ୍ରବ୍ୟ ଲାଭ ହୋଇପାରେ । ବୃଷ:...

  • ନିଉଜ ଆଲର୍ଟAug 02, 2017

    ମଙ୍ଗୁପଲି ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

    ପୁରୀ: ଡେଲାଙ୍ଗ ଥାନା ଅର୍ନ୍ତଗତ ମଙ୍ଗୁପଲି ଜଙ୍ଗଲରୁ ବୁଧବାର ପୁଲିସ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ମହିଳାଙ୍କ ମୃତଦେହଟି ସମ୍ପୁର୍ଣ୍ଣ ଉଲଗ୍ନ ଅବସ୍ଥାରେ ହାତଗୋଡ ବନ୍ଧା ହୋଇ  ଜଙ୍ଗଲରେ  ପଡି ରହିଥିବାବେଳେ ତାର ତଣ୍ଟି କାଟି ହତ୍ୟା କରାଯାଇଛି...

  • ନିଉଜ ଆଲର୍ଟAug 02, 2017

    ଅଗଷ୍ଟ ୧୬ ଯାଏଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ ଅବଧି ବଢାଇବାକୁ ନବୀନଙ୍କ ଦାବି

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ଧାର୍ଯ୍ୟ ସମୟ ସୀମାକୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ...

  • ନିଉଜ ଆଲର୍ଟAug 02, 2017

    କାର ବଜାରରେ ଜିଏସ୍‌ଟିର ସକରାତ୍ମକ ପ୍ରଭାବ

    ନୂଆଦିଲ୍ଲୀ : ଜିଏସ୍‌ଟି ଲାଗୁର ପ୍ରଥମ ମାସରେ କାର ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି  । କାର ନିର୍ମାତା ନିଜ ପୁରୁଣା ମଡେଲର ବିକ୍ରି ଶେଷ କରି ଏବେ ବଜାରରେ ନୂଆ ମଡେଲ ଛାଡିବାକୁ ପ୍ରସ୍ତୁତି ଆରମ୍ଭ କଲେଣି  ।...

  • ନିଉଜ ଆଲର୍ଟAug 02, 2017

    କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ପାକିସ୍ତାନ ପାଣ୍ଠି ଯୋଗାଉଥିବାର ପ୍ରମାଣ ନାହିଁ: ବସିତ୍‌

    ନୂଆଦିଲ୍ଲୀ : କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି  ପାଇଁ ପାକିସ୍ତାନ ସରକାର ବିଚ୍ଛିନ୍ନତାବାଦୀ ସଂଗଠନଙ୍କୁ ପାଣ୍ଠି ଯୋଗାଉଥିବାର କୌଣସି ପ୍ରମାଣ ନାହିଁ ବୋଲି ବିଦାୟୀ ପାକିସ୍ତାନ ଉଚ୍ଚାୟୁକ୍ତ (ରାଷ୍ଟ୍ରଦୂତ) ଅବଦୁଲ ବସିତ୍‌ କହିଛନ୍ତି । ହୁରିୟାତ ନେତା ସୟଦ ଅଲି ଶାହା...

  • ନିଉଜ ଆଲର୍ଟAug 02, 2017

    ମସ୍‌ଜିଦରେ ବିସ୍ଫୋରଣ : ୨୦ ମୃତ, ୩୦ ଆହତ

    ହେରାତ : ଆଫଗାନିସ୍ତାନର ପଶ୍ଚିମାଞ୍ଚଳ ହେରାତ ପ୍ରଦେଶର ଏକ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣରେ ୨୦ଜଣ ପ୍ରାଣ ହରାଇଛନ୍ତି ।  ଏହି ଆକ୍ରମଣ ଦେଶରେ ସୁରକ୍ଷା ବ୍ୟବସ୍ଥାର ଅଧୋଗତିକୁ ପଦାରେ ପକାଇଛି  । ଇରାନ-ଆଫଗାନିସ୍ତାନ ସୀମାନ୍ତ ଜାୱାଦ୍ୟା ମସଜିଦରେ ବିସ୍ଫୋରଣ ପାଇଁ କୌଣସି...

  • ନିଉଜ ଆଲର୍ଟAug 02, 2017

    ମିଥ୍ୟା ଏନକାଉଣ୍ଟର ମାମଲା : ଦୁଇ ଆଇପିଏସ ବଞ୍ଜାରା ଓ ଦିନେଶ ଦୋଷମୁକ୍ତ

    ମୁମ୍ବଇ : ସୋରାବୁଦ୍ଦିନ ଶେଖ୍‌ ଓ ତୁଲସୀରାମ ପ୍ରଜାପତି ମିଥ୍ୟା ଏନକାଉଣ୍ଟର ମାମଲାରେ ସ୍ପତନ୍ତ୍ର ସିବିଆଇ ଅଦାଲତ ମଙ୍ଗଳବାର ଦୁଇ ଅଭିଯୁକ୍ତ ଆଇପିଏସ ଅଧିକାରୀ ଡି.ଜି.ବଞ୍ଜାରା ଓ ଏମ.ଏନ.ଦିନେଶଙ୍କୁ ଦୋଷମୁକ୍ତ କରିଛନ୍ତି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୋରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଗୁଜରାଟ...

  • ନିଉଜ ଆଲର୍ଟAug 02, 2017

    ହାଫିଜର ଗୃହବନ୍ଦୀ ଅବଧି ୨ମାସ ବୃଦ୍ଧି

    ଲାହୋର : ଆତଙ୍କବାଦୀ ସଂଗଠନ ଜମାତ ଉଦ୍‌ ଦାୱା (ଜେୟୁଡି) ମୁଖ୍ୟ ତଥା ୨୦୦୮ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦର ଗୃହବନ୍ଦୀ ଅବଧିକୁ ପାକିସ୍ତାନ ପଞ୍ଜାବ ପ୍ରଦେଶ ସରକାର ୨ ମାସ ବୃଦ୍ଧି କରିଛନ୍ତି । ଜାନୁଆରୀ ୩୧ରୁ...

  • ନିଉଜ ଆଲର୍ଟAug 02, 2017

    ଜାମା ମସ୍‌ଜିଦ ବିସ୍ଫୋରଣ : ଭଟ୍ଟକଲ ବିରୋଧରେ ଚାର୍ଜଫ୍ରେମ୍‌ ଲାଗି ନିର୍ଦେଶ

    ନୂଆଦିଲ୍ଲୀ : ଜାମା ମସଜିଦ୍‌ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଆତଙ୍କବାତୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍‌) ମୁଖ୍ୟ ୟାସିନ ଭଟ୍ଟକଲ ବିରୋଧରେ ଚାର୍ଜଫ୍ରେମ ଲାଗି ମଙ୍ଗଳବାର ଦିଲ୍ଲୀର ଅତିରିକ୍ତ ସେନନ୍ସ କୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି । ଭଟ୍ଟକଲ ସହିତ ଅନ୍ୟ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |