• ନିଉଜ ଆଲର୍ଟAug 02, 2017

    ଗୋପନୀୟତା ଅଧିକାର ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

    ନୂଆଦିଲ୍ଲୀ : ଗୋପନୀୟତା ମୌଳିକ ଅଧିକାର ପରିସରଭୁକ୍ତ କି ନୁହେଁ? ଏଭଳି ଜଟିଳ ପ୍ରସଙ୍ଗ ଉପରେ ସୁପି୍ରମକୋର୍ଟଙ୍କ ୯ଜଣିଆ ସାମ୍ବିଧାନିକ ପୀଠ ବୁଧବାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି । ଆଜିର ଶୁଣାଣି ସମୟରେ ଗୁଜରାଟ ସରକାର କହିଥିଲେ...

  • ନିଉଜ ଆଲର୍ଟAug 02, 2017

    ତାଜମହଲ ପାଶ୍ୱର୍ରୁ ବେଆଇନ ରେସ୍ତୋରାଁ ହଟାଇବାକୁ ଏନଜିଟିର ନିର୍ଦେଶ

    ନୂଆଦିଲ୍ଲୀ : ଆଗ୍ରାସ୍ଥିତ ବିଶ୍ୱ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲ ପାଶ୍ୱର୍ରେ ବେଆଇନଭାବେ ନିର୍ମିତ ସବୁ ରେସ୍ତୋରାଁଗୁଡିକ ଶୀଘ୍ର ଭାଙ୍ଗିଦେବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଇତିମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତାଜମହଲ ପରିବେଶକୁ ଯଥାସମ୍ଭବ ସୁରକ୍ଷିତ...

  • ନିଉଜ ଆଲର୍ଟAug 02, 2017

    ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

    କଲମ୍ବୋ : ଗୁରୁବାରଠାରୁ ରାଜଧାନୀ ସହର କଲମ୍ବୋର ସିଂହଲିଜ୍‌ ସ୍ପୋର୍ଟସ କ୍ଲବ୍‌ ଗ୍ରାଉଣ୍ଡରେ ଭାରତୀୟ ଦଳ ସହ ୨ୟ ଟେଷ୍ଟମ୍ୟାଚ୍‌ ଖେଳିବ ଶ୍ରୀଲଙ୍କା କ୍ରିକେଟ ଦଳ । ଘରୋଇ ଦଳ ଆଶାରଖିଛି ଯେ ସ୍ଥାନ ଓ ଅଧିନାୟକ ପରିବର୍ତ୍ତନ ବୋଧହୁଏ ଏହାର...

  • ନିଉଜ ଆଲର୍ଟAug 02, 2017

    ନୋଟା ପ୍ରସଙ୍ଗ : କଂଗ୍ରେସ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ : ଆଗାମୀ ରାଜ୍ୟସଭା ନିବାଚନ ପରିପ୍ରେକ୍ଷୀରେ ଇଭିଏମ (ଇଲେକ୍‌ଟ୍ରୋନିକ୍‌ସ ଭୋଟିଂ ମେସିନ)ରେ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ବଟନ ରଖାଯିବା ଘଟଣାକୁ ଗୁଜରାଟ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏ ପ୍ରସଙ୍ଗରେ ଗୁଜରାଟ କଂଗ୍ରେସ ପକ୍ଷରୁ...

  • ନିଉଜ ଆଲର୍ଟAug 02, 2017

    ପ୍ରାର୍ଥିପତ୍ର ଦାଖଲ କଲେ ପାରିକର

    ପାଣାଜୀ : ବିଧାନସଭା ଉପ ନିର୍ବାଚନ ନିମନ୍ତେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ବୁଧବାର ପାଣାଜୀ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତ ମାର୍ଚ୍ଚରେ ଗୋଆରେ ବିଜେପି କ୍ଷମତାକୁ ଆସିବାପରେ ପାରିକର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀପଦ ଛାଡି ମୁଖ୍ୟମନ୍ତ୍ରୀ ଦାୟିତ୍ୱ...

  • ନିଉଜ ଆଲର୍ଟAug 02, 2017

    ଶତାବ୍ଦୀ ଏକ୍ସପ୍ରେସ ଇଂଜିନରୁ ୪ ବଗି ବିଚ୍ଛିନ୍ନ

    ନୂଆଦିଲ୍ଲୀ : ବୁଧବାର ଉତ୍ତର ପ୍ରଦେଶର ଅଲିଗଡ ଷ୍ଟେସନ ନିକଟରେ ଦିଲ୍ଳୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସର ଚାରିଟି ବଗି ଇଂଜିନରୁ ବିଚ୍ଛିନ୍ନ ହୋଇପଡିଥିବା ଜଣାପଡିଛି । ଟ୍ରେନଟି ସକାଳ ୮ଟା ସମୟରେ ଅଲିଗଡ ଷ୍ଟେସନ ଛାଡିବାପରେ କୌଣସି କାରଣରୁ ଚାରିଟି ବଗିର କପଲିଂ...

  • ନିଉଜ ଆଲର୍ଟAug 02, 2017

    ସଂକଟରେ ପୁରୀର ଭୂତଳ ଜଳ

    କଲକାତା : ପୁରୀର ଭୂତଳ ଜଳକୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ପରିବେଶ ଅଦାଲତ ବୁଧବାର ଓଡିଶା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି  । କଲକାତାର ପରିବେଶ କର୍ମୀ ସୁଭାଷ ଦତ୍ତ ପରିବେଶ ଅଦାଲତରେ ଦର୍ଶାଇଛନ୍ତି ଯେ ପୁରୀରେ ଭୂତଳ ମଧୁର...

  • ନିଉଜ ଆଲର୍ଟAug 02, 2017

    ପୂର୍ବତନ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ମୋହନ ଦେବଙ୍କ ପରଲୋକ

    ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆସାମର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମୋହନ ଦେବଙ୍କର ବୁଧବାର ତାଙ୍କର ସିଲଚରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ବିଗତ କିଛି ବର୍ଷ...

  • ନିଉଜ ଆଲର୍ଟAug 02, 2017

    ଆରୁଷି ହତ୍ୟାମାମଲା ; ଆହ୍ଲାବାଦ ହାଇକୋର୍ଟରେ ପୁଣି ଶୁଣାଣି

    ଆହ୍ଲାବାଦ: ବହୁଚର୍ଚ୍ଚିତ ଆରୁଷି ହତ୍ୟାମାମଲାରେ ଦୁଇ ଅଭିଯୁକ୍ତ ରାଜେଶ ଓ ନୂପୁର ତଲୱାରଙ୍କ ସାନି ଆବେଦନର ଶୁଣାଣି କରିବାକୁ ଆହ୍ଲାବାଦ ହାଇକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଆରୁଷିଙ୍କ ପିତାମାତା ରାଜେଶ ଓ ନୂପୁରଙ୍କୁ ଦୋଷୀସାବ୍ୟସ୍ତ...

  • ନିଉଜ ଆଲର୍ଟAug 02, 2017

    ତାଜମହଲ ପାଶ୍ୱର୍ରୁ ବେଆଇନ ରେସ୍ତୋରାଁ ହଟାଓ

    ନୂଆଦିଲ୍ଲୀ : ବିଶ୍ୱ ପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲ ପାଶ୍ୱର୍ରେ ବେଆଇନଭାବେ ନିର୍ମିତ ସବୁ ରେସ୍ତୋରାଁ ଗୁଡିକ ଶୀଘ୍ର ଭାଙ୍ଗିଦେବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)  ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତାଜମହଲ ପରିବେଶକୁ ଯଥାସମ୍ଭବ ସୁରକ୍ଷିତ ରଖିବାକୁ...

  • ନିଉଜ ଆଲର୍ଟAug 02, 2017

    ଭିମସାର ବିବାଦ: କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଲେ ୬୬ ଡାକ୍ତର

    ସମ୍ବଲପୁର:  ଗତ ୩ଦିନ ଧରି ଭିମସାରରେ ଡାକ୍ତରୀ ପିଜି ଛାତ୍ର ଓ ହାଉସସର୍ଜନ ମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବାରୁ ରୋଗୀ ସେବା  ବାଧାପ୍ରାପ୍ତ ହୋଇଥିଲାବେଳେ ସରକାର ପିଜି ପାସ କରିଥିବା ୧୧୬ଜଣ ଡାକ୍ତରଙ୍କୁ ଭିମସାର ଯାଇ ଯୋଗ ଦେବାକୁ ନିର୍ଦେଶ ଦେଇଛନ୍ତି...

  • ନିଉଜ ଆଲର୍ଟAug 02, 2017

    ପାଟିରେ ଫୁଙ୍କି ଲିଭାନ୍ତୁ ନାହିଁ ବାର୍ଥଡେ କେକ୍ କ୍ୟାଣ୍ଡେଲ !

    ସାଧାରଣତଃ ଆମେ ନିଜର ଜନ୍ମ ଦିନରେ ବାର୍ଥଡେ କେକ୍ ରେ ଲାଗିଥିବା କ୍ୟାଣ୍ଡେଲକୁ ପାଟିରେ ଫୁଙ୍କି ଲିଭାଇ ଥାଉ । ତେବେ ଆପଣ ଜାଣନ୍ତିକି ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏପରି କରିବା...

  • ନିଉଜ ଆଲର୍ଟAug 02, 2017

    ପାର୍ବତୀ ଚରିତ୍ରରେ ଦେଖାଦେବେ ଆକାଂକ୍ଷା !

    ନୂଆଦିଲ୍ଲୀ:ଖୁବ୍‌ ଜଲଦି ସୋନି ଟେଲିଭିଜନରେ ଦେଖିବାକୁ ମିଳିବ ଶ୍ରୀଗଣେଶଙ୍କ ପୌରାଣିକ ଗାଥାକୁ ନେଇ ‘ବିଘ୍ନହର୍ତ୍ତା ଗଣେଶ’ଧାରାବାହିକ ।ଏହି ଧାରାବାହିକ ଟିମ ପାର୍ବତୀ ଭୂମିକା ପାଇଁ ଆକାଂକ୍ଷା ପୁରୀଙ୍କୁ  ମନୋନୀତ କରିଛନ୍ତି । ଧାରାବାହିକରେ ପାର୍ବତୀଙ୍କର ପ୍ରମୁଖ  ଭୂମିକା ଥିବାରୁ  ଏହାକୁ ଜୀବନ୍ତ...

  • ନିଉଜ ଆଲର୍ଟAug 02, 2017

    ଅବୁ ଦୁଜନର ଶବ ନେବାକୁ ମନାକଲା ପାକିସ୍ତାନ

    ନୂଆଦିଲ୍ଲୀ/ଶ୍ରୀନଗର : ମଙ୍ଗଳବାର ଦକ୍ଷିଣ କାଶ୍ମୀରରେ ଭାରତୀୟ ନିରାପତ୍ତାରକ୍ଷୀଙ୍କ ଗୁଳିରେ ନିହତ ଲସ୍କର-ଇ-ତୋଇବା ଆତଙ୍କବାଦୀ ଅବୁ ଦୁଜନର ମରଶରୀରରକୁ ନେବାକୁ ପାକିସ୍ତାନ ବୁଧବାର ମନା କରିଦେଇଛି  । ଫଳରେ ଅବୁ ଦୁଜନ ଶବକୁ ଜାମ୍ମୁକାଶ୍ମୀରର ଉରି ଅଞ୍ଚଳରେ ପୋତା ଯିବ ବୋଲି...

  • ନିଉଜ ଆଲର୍ଟAug 02, 2017

    ନୀରା ଯାଦବଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ

    ନୂଆଦିଲ୍ଲୀ : ନୋଇଡ଼ା ଜମି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟ ଶାସନ ସଚିବ ନୀରା ଯାଦବଙ୍କୁ ସୁପ୍ରିମ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି  । ଏବେ ସେ ଜେଲରେ ଅଛନ୍ତି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |