• ନିଉଜ ଆଲର୍ଟAug 03, 2017

    ପୂଜାରା ଏବଂ ହରମନପ୍ରୀତଙ୍କୁ ଅର୍ଜୁନ ପୁରସ୍କାର

    ନୂଆଦିଲ୍ଲୀ : ଚଳିତ ବର୍ଷ ୧୭ ଜଣଙ୍କୁ ମିଳିବ ଅର୍ଜୁୁନ ପୁରସ୍କାର । ନିକଟରେ ଇଂଲଣ୍ଡରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍‌ କ୍ରିକେଟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ହରମନପ୍ରୀତ କୌର ଏବଂ ଭାରତୀୟ ପୁରୁଷ କ୍ରିକେଟ ଦଳର ଚେତେଶ୍ୱର ପୂଜାରାଙ୍କୁ...

  • ନିଉଜ ଆଲର୍ଟAug 03, 2017

    ପତଞ୍ଜଳିର ସ୍ୱଦେଶୀ ପୋଷାକ ବଜାର

    ନୂଆଦିଲ୍ଲୀ : ଔଷଧ, ଖାଦ୍ୟ ଏବଂ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ଷେତ୍ରରେ ନିଜର ସ୍ଥିତ ସୁଦୃଢ କରିବା ପରେ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଏବେ ବ୍ରାଣ୍ଡେଡ୍‌ ପୋଷାକପତ୍ର ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି । ମିଳିଥିବା ରିପୋର୍ଟ...

  • ନିଉଜ ଆଲର୍ଟAug 03, 2017

    ମୈତ୍ରୀରେ ମିଳିବ ସୁଲଭ ଦରରେ ପିଆଜ

    ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ  । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଓ ସୁଲଭ ମୂଲ୍ୟ ଦୋକାନ(ମୈତ୍ରୀ)ରେ ପିଆଜ ବିକ୍ରି ପାଇଁ  ନିର୍ଦେଶ ଦିଆଯାଇଛି  । କେତେକ...

  • ନିଉଜ ଆଲର୍ଟAug 03, 2017

    ହାତରେ ବିଶି ଆଙ୍ଗୁଠି ତଳେ ଥିବା ଚିହ୍ନରୁ ଜାଣନ୍ତୁ ବ୍ୟକ୍ତିତ୍ୱ

    ହାତ ପାପାୁଲିର ବିଶି ଆଙ୍ଗୁଠି ତଳେ ତାରକା ଚିହ୍ନ ଥିଲେ ଅତି ଭଲ । ଏପରି ଲୋକ ବେଶ ପ୍ରସିଦ୍ଧି ଲାଭ କରି ଥାଆାନ୍ତି । ଏମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏମାନେ ବେଶ ଲୋକ ପ୍ରିୟ ।  ସିଡି...

  • ନିଉଜ ଆଲର୍ଟAug 03, 2017

    ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ ସମାବେଶ

    ଭୁବନେଶ୍ୱର: କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ରର ଏନ୍‌ଡିଏ ସରକାର ସାଧାରଣ ଲୋକଙ୍କୁ ଗ୍ୟାସ୍‌ ରିଆତିରେ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା,ଏହା ପରେ ଗ୍ୟାସ୍‌ ନେବାପାଇଁ ଆଧାରକାର୍ଡ ସଂଯୋଗ ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଭଳି ବିଭିନ୍ନ ନୀତି ଆପଣାଇଲା । ପରେ...

  • ନିଉଜ ଆଲର୍ଟAug 03, 2017

    ଜେଡିୟୁ ଛାଡିବେ ଶରଦ ଯାଦବ !

     ପାଟନା: ମହାମେଣ୍ଟ ସରକାର ଭାଙ୍ଗିବା ପରେ ବିହାରରେ ରାଜନୈତିକ ମାହୋଲ ଏବେ ବି ଗରମ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରୁଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଏପରିକି ନୀତିଶଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଦଳୀୟ ନେତା...

  • ନିଉଜ ଆଲର୍ଟAug 03, 2017

    ମଜବୁତ ସ୍ଥିତିରେ ଭାରତ : ୩୪୪/୩

    ମଜବୁତ ସ୍ଥିତିରେ ଭାରତ : ୩୪୪/୩ କଲମ୍ବୋ : କଲମ୍ବୋର ସିଂହଲିଜ୍‌ ସ୍ପୋର୍ଟସ କ୍ଲବ୍‌ ଗ୍ରାଉଣ୍ଡରେ ଗୁରୁବାରଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ମଜବୁତ ସ୍ଥିତିରେ ରହି ବିଶାଳ ସ୍କୋର ଆଡକୁ ଅଗ୍ରସର ହେଉଛି  । ପ୍ରଥମ...

  • ନିଉଜ ଆଲର୍ଟAug 03, 2017

    ଯେ କୌଣସି ସମୟରେ ଭାଙ୍ଗିଯିବ ଜରାଜୀର୍ଣ୍ଣ ଶହେ ପୋଲ:ଗଡକରୀ

    ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ଶହେ ପୋଲ ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡିବ । ସଂସଦରେ ଏଭଳି ଚମକପ୍ରଦ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଭୂତଳ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏଭଳି ପୋଲ...

  • ନିଉଜ ଆଲର୍ଟAug 03, 2017

    ଭିମସାର ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ସ୍ଥଗିତ

    ବୁର୍ଲା/ସମ୍ବଲପୁର : ଗତ ୩୦ ତାରିଖରୁ ଚାଲିଥିବା ବୁର୍ଲା ଭିମସାର ମେଡିକାଲ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସେମାନେ ଘୋଷଣା କରିଛନ୍ତି । ଗୁରୁବାର ସନ୍ଧ୍ୟାରୁ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ...

  • ନିଉଜ ଆଲର୍ଟAug 03, 2017

    ମୋଦୀଙ୍କ ପତ୍ର ପଢ଼ି ଭାବ ବିହ୍ୱଳ ହେଲେ ପ୍ରଣବ ଦା’

    ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପାଇଥିବା ଏକ ପତ୍ରକୁ ସାର୍ବଜନୀନ କରିଛନ୍ତି । ଶ୍ରୀ ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ...

  • ନିଉଜ ଆଲର୍ଟAug 03, 2017

    ସଡକ ସୁର୍ଘଟଣା, ଜଣେ ଆହତ

    ଢେଙ୍କାନାଳ: ଭୂଷଣ କାରଖାନା ଭି ପି ନରେନ୍ଦ୍ର ପ୍ରସାଦ କାରଖାନା  ପରିସରରେ   କାର ଯୋଗେ ଯାଉଥିବା ବେଳେ ଆଜି ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ  ହୋଇଛି।  ଶ୍ରୀ ପ୍ରସାଦ ଗୁରୁତର ଭାବରେ ଆହତ ହୋଇଥିଲେ ତାଙ୍କୁ  ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟ...

  • ନିଉଜ ଆଲର୍ଟAug 03, 2017

    ଜୀବନ ରକ୍ଷା ପାଇଁ ପ୍ରଶଂସକ ଦେଲେ ରକ୍ତ; ରୋଗରେ ଆକ୍ରାନ୍ତ ହେଲେ ଅମିତାଭ

    ନିକଟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏକ ଟୁଇଟରେ ତାଙ୍କ ପ୍ରଶଂସକଙ୍କୁ  ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତିଯେ ଜୀବନର ଏପରି ଗୋଟେ ସମୟ ଆସିଥିଲା ଯେତେବେଳେ ମୁଁ ମୃତୁ୍ୟ ସହ ସଂଗ୍ରାମ କରୁଥିଲି ଓ ବଞ୍ଚିବାର କୌଣସି ଆଶା...

  • ନିଉଜ ଆଲର୍ଟAug 03, 2017

    ଗୁରୁବାର ଦିନ ମହିଳାମାନେ କରନ୍ତୁ ନାହିଁ ଏହି ସବୁ କାମ ! ହାନି ହୋଇପାରେ ସ୍ୱାମୀ ଓ ସନ୍ତାନଙ୍କ ଜୀବନ

    କଣ  କରିବା ଅନୁଚିତ୍‌! ୧. ଗୁରୁଗ୍ରହ ଅର୍ଥାତ ବୃହସ୍ପତିଙ୍କର ସ୍ୱାମୀ ଓ ସନ୍ତାନଙ୍କ ଜୀବନ ଉପରେ ଅଧିକ ପ୍ରଭାବ ପଡିଥାଏ । ତେଣୁ ଏହି ଦିନ ମହିଳାମାନେ କେଶ ଧୋଇଲେ ବା କେଶ କାଟିବା ଅନୁଚିତ୍‌ । ଏପରି କଲେ ସନ୍ତାନ ଓ ସ୍ୱାମୀର...

  • ନିଉଜ ଆଲର୍ଟAug 03, 2017

    ଆସନ୍ତୁ ଜାଣିବା ହଳଦିର ଉପକାରିତା......

    ୧. କଞ୍ଚା ହଳଦିରେ ଚା ପ୍ରସ୍ତୁତ କରି ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ।  ୨.ନିୟମିତ ହଳଦି ସେବନ କଲେ ଓଜନ କମ୍‌ ହୋଇଥାଏ । ୩. ହଳଦି ଯକୃତକୁ ସୁସ୍ଥ ରଖିବାକୁ ସାହାର୍ଯ୍ୟ କରେ । ପ୍ରତିଦିନ ହଳଦୀ ସେବନ କଲେ ଯକୃତ ସଠିକ...

  • ନିଉଜ ଆଲର୍ଟAug 03, 2017

    ସରଦାର ସିଂହ ଓ ଦେବେନ୍ଦ୍ର ଝାଝରିଆଙ୍କୁ ଖେଳରତ୍ନ ପୁରସ୍କାର

    ନୂଆଦିଲ୍ଲୀ: ରିଓ ପାରାଅଲିମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା  ଦେବେନ୍ଦ୍ର ଝାଝରିଆ ଓ ହକି ଖେଳାଳୀ ସରଦାର ସିଂହଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଚଳିତ ବର୍ଷ ଏହି ପୁରସ୍କାର ଉଭୟ ଖେଳାଳୀଙ୍କୁ ଏକାସଂଙ୍ଗେ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |