• ନିଉଜ ଆଲର୍ଟAug 03, 2017

    ଭାରତକୁ ହେରୋଇନ ଚାଲଣ ପଛରେ ଅଛି ପାକିସ୍ତାନ ହାତ

      ଅହମଦାବାଦ : ଜୁଲାଇ ୩୦ରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଗୁଜରାଟ ଊପକୂଳରୁ ଏକ ଜାହାଜକୁ ଅଟକ ରଖଯାଇ ସେଥିରେ ଥିବା ୩୫୦୦ କୋଟି ଟଙ୍କାର ହେରୋଇନ ଜବତ କରାଯାଇଥିଲା । ଏହି ଘଟଣାର ଚେର ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ବୋଲି...

  • ନିଉଜ ଆଲର୍ଟAug 03, 2017

    ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଭକ୍ତ

    ଭବାନୀପାଟଣା : ଗତ ଜୁଲାଇ ୧୫ ରୁ ୧୯ ତାରିଖ ପର୍ୟ୍ୟନ୍ତ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀ ଓ ନାଳ ରେ ପ୍ରବଳ ବନ୍ୟା ଆସି କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ସମେତ ଜିଲ୍ଲାର...

  • ନିଉଜ ଆଲର୍ଟAug 03, 2017

    କଲେଜିୟମ ବ୍ୟବସ୍ଥାରେ ଇସି ନିଯୁକ୍ତ ହେବେ ନାହିଁ: କେନ୍ଦ୍ର

    ନୂଆଦିଲ୍ଲୀ : ନିର୍ବାଚନ କମିଶନର (ଇସି) ନିଯୁକ୍ତି ପ୍ରକ୍ରିୟାରେ କୌଣସି ରାଜନୈତିକ ଦଳର ପରାମର୍ଶ ନିଆଯିବ ନାହିଁ କିମ୍ବା କଲେଜିୟମ ବ୍ୟବସ୍ଥା ଜରିଆରେ ଏହି ପ୍ରକ୍ରିୟା ସମ୍ପାଦିତ ହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ ଏକ...

  • ନିଉଜ ଆଲର୍ଟAug 03, 2017

    ଆଝାରକୁ ଆତଙ୍କବାଦୀ ଘୋଷଣା ପୁଣି ଅଟକିଲା

    ନୂଆଦିଲ୍ଲୀ : ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଲାଗି ଜାତିସଂଘର ପ୍ରସ୍ତାବ ପୁଣି କାଟ ଖାଇଛି । ଭାରତର ଅନୁରୋଧ କ୍ରମେ ଜାତିସଂଘ ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଗୁରୁବାର ପ୍ରସ୍ତାବ ଆଗତ...

  • ନିଉଜ ଆଲର୍ଟAug 03, 2017

    ଦୁର୍ଘଟଣା ପରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

    ଭବାନୀପାଟଣା : ୩ ତାରିଖ ରାତ୍ର ୯.୧୫ ମିନିଟ ସମୟରେ ଭବାନୀପାଟଣା ବ୍ଲକର କର୍ଲାପଡା ଫାଣ୍ଡି ଅଧିନର ତୁରକେଲ ଗ୍ରାମର ନୃପ ବଗର୍ତୀ ନିଜ ଦୋକାନ ବନ୍ଦ କରି ଘରକୁ ଯାଉ ଥିବା ସମୟରେ ଭବାନୀପାଟଣା - ରାୟପୁର ଯାଉଥିବା ସିଜି...

  • ନିଉଜ ଆଲର୍ଟAug 03, 2017

    ଉତ୍ତର ପୂର୍ବାଞ୍ଚଳରେ ମୃଦୁ ଭୂକମ୍ପ

    ଶିଲଂ : ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଗୁରୁବାର ବିଳମ୍ବିତ ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିଲା ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଭୂକମ୍ପ ଯୋଗୁଁ...

  • ନିଉଜ ଆଲର୍ଟAug 03, 2017

    ପୁଣି ଆରମ୍ଭ ହେବ କାରୱାଁ-ଏ-ଅମନ୍‌ ବସ୍‌ ସେବା

    ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ପାକ୍‌ ଅଧିକୃତ କାଶ୍ମୀରର ମୁଜାଫରାବାଦ ମଧ୍ୟରେ ଚାଲୁଥିବା ବସ୍‌ ସେବା ପୁଣି ଥରେ ଆରମ୍ଭ ହେବ । ଅଗଷ୍ଟ ୭ ତାରିଖରୁ କାରୱାଁ-ଏ-ଅମନ ବସ୍‌ ସେବା ପୁଣି ଥରେ ଆରମ୍ଭ ହେବ ବୋଲି ସୂଚନା ରହିଛି ।...

  • ନିଉଜ ଆଲର୍ଟAug 03, 2017

    ବିପିୟୁଟି ସମସ୍ୟା ସମାଧାନ ଦାବିରେ ଓଡ଼ିଶା ବୈଷୟିକ ଛାତ୍ରସଂଘର ଆନ୍ଦୋଳନ

      ଭୁବନେଶ୍ୱର : ବିଜୁ ପଟ୍ଟନାୟକ ୟୁନିଭର୍ସିଟ ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ବିଭିନ୍ନ ସମସ୍ୟା ସମାଧାନ ଓ  ଦାବି ପୂରଣ ପାଇଁ   ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଛକ ନିକଟରେ ଓଡ଼ିଶା ବୈଷୟିକ ଛାତ୍ର ସଂଘ ନେତ୍ୱତ୍ୱରେ ଛାତ୍ରଛାତ୍ରୀମାନେ ଗୁରୁବାର ପୂର୍ବାହ୍ଣରେ ରାସ୍ତାରୋକ କରି...

  • ନିଉଜ ଆଲର୍ଟAug 03, 2017

    ନୂଆ ତତ୍କାଳ ଟିକଟ୍‌ ବ୍ୟବସ୍ଥା, ଆଗ ବୁକିଂ, ପରେ ଟଙ୍କା

    ମୁମ୍ବଇ : ଯାତ୍ରା କରିବାର ଶେଷ ମୁହୂର୍ତ୍ତରେ ଟିକେଟ୍‌ ବୁକିଂ ବ୍ୟବସ୍ଥାକୁ ରେଳବାଇ ଅଧିକ ସହଜସାଧ୍ୟ କରିଦେଇଛି । ଏହି ଅନୁଯାୟୀ ରେଳ ଯାତ୍ରା ପୂର୍ବରୁ ଜଣେ ଯାତ୍ରୀ ତତ୍କାଳ କୋଟାରେ ଟିକେଟ୍‌ ବୁକିଂ କରି ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ୍‌...

  • ନିଉଜ ଆଲର୍ଟAug 03, 2017

    ତଳସରା ବିଧାୟକଙ୍କ କୁଶପୁତ୍ତଳିକା ଦାହ

    ସୁନ୍ଦରଗଡ଼ : ବାଲିଶଙ୍କରା ବିଜେଡ଼ି ଓ ଯୁବ ବିଜେଡ଼ିର ମିଳିତ ସହଯୋଗରେ ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା  । ନିର୍ବାଚିତ ପ୍ରତିନିଧି ହୋଇ ମହିଳାଙ୍କ ଜମିକୁ ଚଞ୍ଚକତା କରିନେବା, ଗୁଣ୍ଡାଗର୍ଦ୍ଦି...

  • ନିଉଜ ଆଲର୍ଟAug 03, 2017

    ‘୫୦ ବର୍ଷରେ ଲୋପ ପାଇବ ଭାରତର ଅର୍ଦ୍ଧାଧିକ ଭାଷା’

    ନୂଆଦିଲ୍ଲୀ: ଆସନ୍ତା ୫୦ ବର୍ଷରେ ଭାରତର ଅର୍ଦ୍ଧାଧିକ ଭାଷା ଲୋପ ପାଇଯିବ । ଏଭଳି ଏକ ଚମକାଇ ଦେଲା ଭଳି ରିପୋର୍ଟ ପ୍ରକାଶ ପାଇଛି । ପିପୁଲ୍ସ ଲିଙ୍ଗୁଇଷ୍ଟିକ ସର୍ଭେ ଅଫ୍‌ ଇଣ୍ଡିଆ(ପିଏସଏଲଆଇ) ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ପରେ ଏହି...

  • ନିଉଜ ଆଲର୍ଟAug 03, 2017

    ୧୦ରେ ସ୍ୱତନ୍ତ୍ର ଓଜେଇଇ

    କଟକ  : ଚଳିତବର୍ଷ ଓଜେଇଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆଉ ଥରେ ଓଜେଇଇ ପରୀକ୍ଷା ହେବ ବୋଲି ହାଇକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ଘରୋଇ ଇଞ୍ଜିନିୟରିଂ କଲେଜରେ...

  • ନିଉଜ ଆଲର୍ଟAug 03, 2017

    ସ୍ୱାଇନ୍‌-ଫ୍ଲୁ ରୋଗୀ ସଂଖ୍ୟା ୧୮ କୁ ବୃଦ୍ଧି

     ଭୁବନେଶ୍ୱର : ରାଜ୍ୟରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ କେତେକ ଜିଲ୍ଲାରେ ଡେଙ୍ଗୁ ସାଙ୍ଗକୁ ସ୍ୱାଇନ୍‌-ଫ୍ଲୁ  ସଂକ୍ରମଣ ବ୍ୟାପିବାରେ ଳାଗିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରଠାରେ ଗୁରୁବାର ସୁଦ୍ଧା ୧୮ଜଣଙ୍କର ନମୁନାରେ ସ୍ୱାଇନ୍‌-ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି...

  • ନିଉଜ ଆଲର୍ଟAug 03, 2017

    ଏଥର ରାକ୍ଷୀ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଦିନ ୧ଘଣ୍ଟା ୫୩ ମିନିଟରେ ହାଣ୍ଡି ଛାଡ

    ଅଗଷ୍ଟ ମାସ ୭ ତାରିଖ ସୋମବାରରେ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ତିଥି ରହିଛି।  ଏହି ଦିନ ରାକ୍ଷୀ ପୂର୍ଣ୍ଣିମା ସହ ବଳଭଦ୍ର ଜନ୍ମ ନୀତି ପାଳନ କରାଯିବ।  ସବୁଠାରୁ ବଡ କଥା ହେଉଛି ଏହି ଦିନ ଚନ୍ଦ୍ର ଗ୍ରହଣ...

  • ନିଉଜ ଆଲର୍ଟAug 03, 2017

    ରାଜନୈତିକ ଦଳ ଗଢିବ ହାଫିଜ ସୟିଦ !

    ନୂଆଦିଲ୍ଲୀ : ଗତ ୬ ମାସରୁ ପାକିସ୍ତାନରେ ନଜରବନ୍ଦ ଥିବା ଆତଙ୍କବାଦୀ ହାଫିଜ ସୟିଦ ରାଜନୀତିକୁ ଓହ୍ଲାଇବାକୁ ଘୋଷଣା କରିଛି । ହାଫିଜ ସୟିଦ ତାର ସଂଗଠନ ଜମାତ-ଉଦ-ଦାୱା ପକ୍ଷରୁ ମିଲ୍ଲି ମୁସଲିମ ଲିଗ୍‌ ନାମକ ରାଜନୈତିକ ଦଳ ଗଠନ କରିବାକୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |