• ନିଉଜ ଆଲର୍ଟAug 06, 2017

    ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ

      ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏବେ ଦୁଇଟି ରାଜଧାନୀ ଏକ୍ସପ୍ରେସ୍‌ ଯିବା ଆସିବା କରୁଛି  । ଯଦି ରେଳବାଇ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ; ତେବେ ରାଜଧାନୀ...

  • ନିଉଜ ଆଲର୍ଟAug 06, 2017

    ଅଟୋରିକ୍ସାରେ ଜନ୍ମ ହେଲା ଶିଶୁ କନ୍ୟା

    ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଖାଣ୍ଡା ପଞ୍ଚାୟତ କରଣ୍ଡିଆଗୁଡାର ପ୍ରତିମା ଗଣ୍ଡ ଏକ ଅଟୋ ରିକ୍ସାରେ ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋମନାଥ ଗଣ୍ଡଙ୍କ...

  • ନିଉଜ ଆଲର୍ଟAug 06, 2017

    ନାବାଳିକାକୁ ଅସଦାଚରଣ: ଭାରତୀୟ ଡାକ୍ତର ଗିରଫ

    ନ୍ୟୁୟର୍କ : ନ୍ୟୁଜର୍ସି ଅଭିମୁଖେ ଉଡାଣ କରିଥିବା ୟୁନାଇଟେଡ ଏୟାର ଲାଇନ୍ସର  ଏକ ବିମାନରେ ଜନୈକ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଭାରତୀୟ ଡାକ୍ତର ଗିରଫ...

  • ନିଉଜ ଆଲର୍ଟAug 06, 2017

    ୫ ଲକ୍ଷ ଟପିଲା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଅନୁଗାମୀଙ୍କ...

    ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଅନୁଗାମୀଙ୍କ ଅଧ ନିୟୁତ (୫୦୦ ହଜାର) ଅତିକ୍ରମ କରିଛି  । ଦ୍ରୁତ ଅନୁଗାମୀଙ୍କ ସଂଖ୍ୟା କ୍ଷେତ୍ରରେ ଓଡ଼ିଶାରେ ନବୀନ ପଟ୍ଟନାୟକ...

  • ନିଉଜ ଆଲର୍ଟAug 06, 2017

    ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ଛୁଇଁଲା

    ଭୁବନେଶ୍ୱର: ରାଜ୍ୟରେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲରେ  ଜଣେ ରୋଗୀ ଚିକିତ୍ସା ହେଉଥିବାବେଳେ ଘରୋଇ ଚିକିତ୍ସାଳୟରେ ପ୍ରାୟ...

  • ନିଉଜ ଆଲର୍ଟAug 06, 2017

    ଅମିର ଖାନ ଓ କିରଣ ରାଓଙ୍କୁ ସ୍ୱାଇନ...

    ମୁମ୍ବାଇ : ବଲିଉଡ ଅଭିନେତା ଅମିର ଖାନ ଏବଂ ତାଙ୍କ ପତ୍ନୀ କିରଣ ରାଓ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା  ଜଣାପଡିଛି । ତେବେ ଦୁଇ ଜଣ...

  • ନିଉଜ ଆଲର୍ଟAug 06, 2017

    ୨୪ବର୍ଷ ପରେ ମହିଳାଙ୍କୁ ମିଳିଲା ନ୍ୟାୟ

    ନୂଆଦିଲ୍ଲୀ: ପୁଅରମୃତ୍ୟୁ ପାଇଁ କ୍ଷତିପୂରଣ ଦାବି କରିଥିବା ବାକିଆମ୍‌ ନାମକ ଜନୈକା ମହିଳାଙ୍କୁ ୨୪ବର୍ଷ ପରେ ନ୍ୟାୟ ମିଳିଛି । ୧୯୯୩ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା...

  • ନିଉଜ ଆଲର୍ଟAug 06, 2017

    ସ୍ୱାଇନ୍‌ ଫ୍ଲୁ ମାର୍ଗଦର୍ଶିକା ଅନୁସରଣ କରିବାକୁ...

    ଭୁବନେଶ୍ୱର : ସ୍ୱାଇନଫ୍ଲୁ ଆକ୍ରାନ୍ତ ତଥା ଏଚ୍‌ୱାନ୍‌ଏନ୍‌ୱାନ୍‌ ଭୂତାଣୁକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ମାର୍ଗଦର୍ଶିକାର କଡାକଡ଼ି ଅନୁପାଳନ କରିବା ଲାଗି ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା...

  • ନିଉଜ ଆଲର୍ଟAug 06, 2017

    ଶେଷ ଦୌଡରେ ହାରିଲେ ବୋଲ୍ଟ

    ଲଣ୍ଡନ : ଜାମାଇକା ଆଥଲେଟ୍‌ ଉସେନ ବୋଲ୍ଟ ତାଙ୍କ ଶେଷ ରେସ୍‌ରେ ପରାସ୍ତ ହୋଇଛନ୍ତି । ଉସେନ ବୋଲ୍ଟ ୯.୯୫ ସେକେଣ୍ଡରେ ଦୌଡ ଶେଷ କରିବା ସହ...

  • ନିଉଜ ଆଲର୍ଟAug 06, 2017

    ୩ୟ ଟେଷ୍ଟରୁ ଜାଡେଜା ନିଲମ୍ବିତ

    କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟ  ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ ଉଭୟ...

  • ନିଉଜ ଆଲର୍ଟAug 06, 2017

    ଆସନ୍ତା କାଲି ଗ୍ରହଣ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର...

    କଟକ: ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା। ମାତ୍ର ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଗ୍ରହଣ ହେବାର ଅଛି । ଏଥି ପାଇଁ ଦିନ ୧ଘଣ୍ଟା...

  • ନିଉଜ ଆଲର୍ଟAug 06, 2017

    ନାଳକୁ ଖସି ପଡିଲା କାର,୪ ମୃତ

    ଜବଲପୁର : ଜବଲପୁରରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ନାଳରେ ଏକ କାର୍‌ ଖସି ପଡିବା ପରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ...

  • ନିଉଜ ଆଲର୍ଟAug 06, 2017

    ସେପ୍ଟେମ୍ବର ୬ରେ ଆସୁଛନ୍ତି ଅମିତ ଶାହା

    ଭୁବନେଶ୍ୱର :   ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହା ଶାହା ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୬ଟି କାର୍ଯ୍ୟକ୍ରମରେ...

  • ନିଉଜ ଆଲର୍ଟAug 06, 2017

    ଅଫିସରେ ସ୍ମାର୍ଟ ଫୋନ୍‌ ମନା

    ଉଦୟପୁର : ସରକାରୀ କାର୍ଯ୍ୟାଳୟକୁ ସ୍ମାର୍ଟ ଫୋନ ଆଣିବା ଉପରେ ରୋକ ଲଗାଇଛନ୍ତି ରାଜସ୍ଥାନ ସରକାର । ଏହି ନିୟମକୁ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ...

  • ନିଉଜ ଆଲର୍ଟAug 06, 2017

    ପିଏନବି ଗ୍ରାହକ ଦେବେ ଅଧିକ ଶୁଳ୍କ

    ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଏବେ ନଗଦ ଟଙ୍କା ଜମା କଲେ ସେମାନଙ୍କୁ ଶୁଳ୍କ ଦେବାକୁ ପଡିବ । ନିଜ ବେସ୍‌ ବ୍ରାଞ୍ଚ ଛଡା...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |