• ନିଉଜ ଆଲର୍ଟAug 05, 2017

    ଯବାନଙ୍କ ପାଇଁ ୧୦୦ ଫୁଟ ଲମ୍ବ ରାଖୀ

    ମୋରାଦାବାଦ : ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଉତ୍ତର ପ୍ରଦେଶର ମୋରାଦାବାଦସ୍ଥିତ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ୧୦୦ ଫୁଟ ଲମ୍ବର ରାଖୀ ପ୍ରସ୍ତୁତ କରି ଜାମ୍ମୁ କାଶ୍ମୀରରେ ମୁତୟନ ଭାରତୀୟ ଯବାନଙ୍କ ଉଦେ୍ଦଶ୍ୟରେ ପଠାଇଛନ୍ତି । ଏହି ରାଖୀରେ ବିଭିନ୍ନ...

  • ନିଉଜ ଆଲର୍ଟAug 05, 2017

    ଲୋକସଭାରୁ ଆଦିତ୍ୟନାଥଙ୍କ ଇସ୍ତଫା

    ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚରେ ମତଦାନ କରିସାରିବା ପରେ ସେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।  ୨୦୧୪ ନିର୍ବାଚନରେ ଆଦିତ୍ୟନାଥ ଗୋରଖପୁର...

  • ନିଉଜ ଆଲର୍ଟAug 05, 2017

    ସ୍ୱାଇନ୍‌ଫ୍ଲୁରେ ଜଣେ ମୃତ ; ଆକ୍ରାନ୍ତଙ୍କ ସଂଖ୍ୟା ୩୨

    ଭୁବନେଶ୍ୱର : ରାଜ୍ୟରେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଶନିବାର ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସୁଦ୍ଧା ୧୦ଜିଲାକୁ ସ୍ୱାଇନ୍‌ଫ୍ଲୁ ଭୂତାଣୁ (ଏଚ୍‌ୱାନ୍‌ଏନ୍‌ୱାନ) ସଂକ୍ରମିତ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨୪ ଥିଲା । ମାତ୍ର...

  • ନିଉଜ ଆଲର୍ଟAug 05, 2017

    ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଫଲୋଅନ ପରେ ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ସ୍କୋର ୧/୮୯ରନ

    କଲୋମ୍ବୋ:ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ଭାରତ ପ୍ରଥମ ଇନିଂସରେ ୯ୱିକେଟରେ ୬୨୨ରନର ବିଶାଳ ସ୍କୋର କରି ଇନିଂସ ଘୋଷଣା କରିଥିବା ବେଳେ ମ୍ୟାଚର ତୃତୀୟ ଦିନ ମଧ୍ୟାହ୍ନ...

  • ନିଉଜ ଆଲର୍ଟAug 05, 2017

    ଏପରି କଲେ ହେବ ନାହିଁ ୯୦ ପ୍ରତିଶତ ରୋଗ: ଏହା ବରିଷ୍ଠ ଡାକ୍ତରଙ୍କ ପରାମର୍ଶ

    ଆମେ ସମସ୍ତେ ଚାହିଁଲେ ନିଜକୁ ସୁସ୍ଥ ରଖିପାରିବା । ଏବେ ବର୍ଷାଦିନ । ଯେକୌଣସି ମୁହୂର୍ତ୍ତରେ ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି ।  ଏଣୁ ସମସ୍ତେ ନିଜକୁ ସୁସ୍ଥ ରଖିବାକୁ ହେଲେ ନିୟମିତ ଫୁଟା ପାଣି ବ୍ୟବହାର କରନ୍ତୁ ।    ଉଷୁମ...

  • ନିଉଜ ଆଲର୍ଟAug 05, 2017

    ଫଲୋଅନ୍‌ ପରେ ଶ୍ରୀଲଙ୍କା ୨୩୦ ରନ୍‌ ପଛରେ

    କଲମ୍ବୋ : ଦ୍ୱିତୀୟ ଟେଷ୍ଟରେ ଫଲୋଅନ୍‌ ର ସମ୍ମୁଖୀନ ହୋଇ ଶ୍ରୀଲଙ୍କା  ଆହୁରି ୨୩୦ ରନ୍‌ ପଛରେ ରହିଛି  । ହାତରେ ଆଉ ୮ ୱିକେଟ ଥାଇ ଭାରତର ୬୨୨ରନ୍‌ର ମୁକାବଲା କରିବାକୁ ଶ୍ରୀଲଙ୍କା ସଂଘର୍ଷ ଜାରି ରଖିଛି  । କଲମ୍ବୋର...

  • ନିଉଜ ଆଲର୍ଟAug 05, 2017

    ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ

    ନୂଆଦିଲ୍ଳୀ : ଭାରତର ନୂତନ ଉପରାଷ୍ଟ୍ରପତି ଭାବେ ଏମ୍‌. ଭେଙ୍କେୟା ନାଇଡୁ  ନିର୍ବାଚିତ ହୋଇଛନ୍ତି  । ସେ ୟୁପିଏ ସମର୍ଥିତ ବିରୋଧୀ ଦଳ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ୨୭୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି  । ଶନିବାର ଅନୁଷ୍ଠିତ ନିର୍ବାଚନରେ ବିଜେପି...

  • ନିଉଜ ଆଲର୍ଟAug 05, 2017

    ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ ଉତ୍ସବରେ ଓଡ଼ିଶାରୁ ୪ ସ୍ୱାଧୀନତା ସଂଗ୍ରାମୀ

    ଭୁବନେଶ୍ୱର : ଅଗଷ୍ଟ ୯ ତାରିଖରେ ଭାରତ ଛାଡ଼ ଆନ୍ଦୋଳନ ପୂର୍ତ୍ତିରେ ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ ଉତ୍ସବରେ ଯୋଗ ଦେବେ ଓଡ଼ିଶାର ୪ ସ୍ୱାଧୀନତା ସଂଗ୍ରାମୀ । ଆସନ୍ତାକାଲି ଏହି ୪ ସଂଗ୍ରାମୀ ଦିଲ୍ଲୀ ଯିବେ ଏବଂ ସେମାନଙ୍କୁ ସହାୟତା ନିମନ୍ତେ...

  • ନିଉଜ ଆଲର୍ଟAug 05, 2017

    ୬ଡକାୟତ ଗିରଫ ସହ ଟଙ୍କା ଓ ମାରଣାସ୍ତ୍ର ଜବତ

    ବଣାଇ: ରାଉରକେଲା ପୁଲିସ   ଚୋରୀ ଓ ଡକାୟତୀ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିବା ବେଳେ ସେହି ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ନାଗ, ଲୋହାର କୁମ୍ଭାର, ବନେଶ୍ୱର ଭୁମିଜି...

  • ନିଉଜ ଆଲର୍ଟAug 05, 2017

    ଦର୍ଶକଙ୍କୁ ନିରାଶ କଲା ‘ଜବ ହେରି ମେଟ ସେଜଲ’!

    ଗତ ଶୁକ୍ରବାର ରିଲିଜ ହୋଇଛି ଶାହାରୁଖ ଓ ଅନୁଷ୍କାଙ୍କ ଅଭିନୀତ ଫିଲ୍ମ ‘ଜବ ହେରି ମେଟ ସେଜଲ’ । ଏହି ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଥିବା ବେଳେ ଫିଲ୍ମଟି ସିନେ ପ୍ରେମୀ ମାନଙ୍କୁ ଆକର୍ଷିତ କରିବାରେ ବିଫଳ...

  • ନିଉଜ ଆଲର୍ଟAug 05, 2017

    ଉପରାଷ୍ଟ୍ରପତି ର୍ନିବାଚନ: ପ୍ରଧାନମନ୍ତ୍ରୀ ମୋଦି, ଆଦିତ୍ୟନାଥ ଓ ଭେଙ୍କିୟାଙ୍କ ମତଦାନ

    ନୂଆଦିଲ୍ଲୀ:ଦେଶର ଉପରାଷ୍ଟ୍ରପତି ର୍ନିବାଚନ ଲାଗି ଶନିବାର ସକାଳ ୧୦ଟାରୁ ସଂସଦରେ ମତଦାନ ପ୍ରକିୟା ଆରମ୍ଭ ହୋଇଯାଇଛି । ମତଦାନ ପ୍ରକିୟାରେ ସର୍ବପ୍ରଥମେ ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି ନିଜର ମତଦାନ କରିଥିବା ବେଳେ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

  • ନିଉଜ ଆଲର୍ଟAug 05, 2017

    ହାତରେ ଏମ ‘M’ ଚିହ୍ନ ଥିଲେ ଜୀବନରେ ଧନ ପ୍ରାପ୍ତିର ସୁଯୋଗ ଥାଏ

     ହାତରେ ମସ୍ତକ ରେଖା, ହୃଦୟ ରେଖା ଓ ଜୀବନ ରେଖାରେ ମିଳନରେ ଇଂରାଜୀ ଅକ୍ଷର ‘M’ ପରି ଚିହ୍ନ ସୃଷ୍ଟି ହୋଇଥାଏ। ଏହା ସ୍ପଷ୍ଟ ଭାବରେ ହାତରେ ଦେଖାଯାଉଥିଲେ ଅତି ଭଲ ଫଳ ପ୍ରାପ୍ତି ହୋଇଥାଏ। ଏମିତି ଚିହ୍ନ ଥିଲେ ଲୋକଙ୍କର ...

  • ନିଉଜ ଆଲର୍ଟAug 05, 2017

    ମାଣ୍ଡିଆ ଉତପମ

    ଆବଶ୍ୟକୀୟ ସାମଗ୍ରୀ ୩/୪ କପ ମାଣ୍ଡିଆ, ୧/୨ କପ ସୁଜି, ୧ କପ୍ ଦହି, ଗୋଟିଏ କଟା ପିଆଜ, କଟା ସିମଲା ଲଙ୍କା, କଟା କଞ୍ଚା ଲଙ୍କା, ଏକ ଚାମଚ ଜିରା, ଏକ ଚାମଚ ସୋରିଷ, ଏକ ଚାମଚ ବେକିଙ୍ଗ୍ ସୋଢ, ୧୦ଟି...

  • ନିଉଜ ଆଲର୍ଟAug 05, 2017

    ଆଣ୍ଠୁଗଣ୍ଠିରେ ଯନ୍ତ୍ରଣାର କାରଣ ଓ ଏହର ନିରାକରଣ

    ସାଧାରଣତଃ ଶରୀରର ଯେକୌଣସି ଗଣ୍ଠିର ବିନ୍ଧା ବା ଯନ୍ତ୍ରଣାକୁ ଗଣ୍ଠିବାତ କୁହାଯାଏ । ଶରୀରର ଅଙ୍ଗ ଚାଳନାରେ ଗଣ୍ଠିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣ୍ଠିରେ ଥିବା ହାଡ଼ ଏକ ମସୃଣ ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଥାଏ; ଯାହା ତରୁଣାସ୍ଥି ଭାବେ ପରିଚିତ...

  • ନିଉଜ ଆଲର୍ଟAug 05, 2017

    ହୋମଗାର୍ଡଙ୍କ ଦାଦାଗିରି, ଭାଇରାଲ ହେଲା ଭିଡିଓ

    ବାରିପଦା: ପୂର୍ବରୁ ରାସ୍ତା ଘାଟରେ ପୁଲିସମାନଙ୍କ ଦାଦାଗିରର ଅନେକ ନଜିର ରହିଥିବା ବେଳେ ଏବେ ଏକ ଜନଗହଳି ପୂର୍ଣ୍ଣ ରାସ୍ତା‌ରେ ଜଣେ ହୋମ୍ଗାର୍ଡଙ୍କ ଦାଦାଗିରି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଜଣେ ସାଧାରଣ ଲୋକର ହାତ ବାନ୍ଧି ରାସ୍ତା ମଝିରେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |