• ନିଉଜ ଆଲର୍ଟAug 06, 2017

    ସେପ୍ଟେମ୍ବର ୬ରେ ଆସୁଛନ୍ତି ଅମିତ ଶାହା

    ଭୁବନେଶ୍ୱର :   ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହା ଶାହା ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୬ଟି କାର୍ଯ୍ୟକ୍ରମରେ ଯୋଗ ଦେବେ  । ଗତ ମାସରେ ଶ୍ରୀ ଶାହା ୩ ଦିନିଆ ଓଡ଼ିଶା...

  • ନିଉଜ ଆଲର୍ଟAug 06, 2017

    ଅଫିସରେ ସ୍ମାର୍ଟ ଫୋନ୍‌ ମନା

    ଉଦୟପୁର : ସରକାରୀ କାର୍ଯ୍ୟାଳୟକୁ ସ୍ମାର୍ଟ ଫୋନ ଆଣିବା ଉପରେ ରୋକ ଲଗାଇଛନ୍ତି ରାଜସ୍ଥାନ ସରକାର । ଏହି ନିୟମକୁ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ଜୋରିମାନା ଲଗାଇବାକୁ ମଧ୍ୟ ରାଜସ୍ଥାନ  ସରକାର ନିର୍ଦେଶନାମା ଜାରି କରିଛନ୍ତି । ଉଦୟପୁର...

  • ନିଉଜ ଆଲର୍ଟAug 06, 2017

    ପିଏନବି ଗ୍ରାହକ ଦେବେ ଅଧିକ ଶୁଳ୍କ

    ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ ଏବେ ନଗଦ ଟଙ୍କା ଜମା କଲେ ସେମାନଙ୍କୁ ଶୁଳ୍କ ଦେବାକୁ ପଡିବ । ନିଜ ବେସ୍‌ ବ୍ରାଞ୍ଚ ଛଡା ଅନ୍ୟ ବ୍ରାଞ୍ଚରେ ନଗଦ ୫ହଜାର ଟଙ୍କାରୁ ଅଧିକ ଜମା କଲେ ସେଥିପାଇଁ ଗ୍ରାହକଙ୍କୁ...

  • ନିଉଜ ଆଲର୍ଟAug 06, 2017

    ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

      ବଣେଇ: ସୁନ୍ଦରଗଡ଼ ଜିଲ୍ଳା ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ହଳଦି ସୁଦର ପଞ୍ଚାୟତ ଅନ୍ତର୍ଗତ ଅନୁଗୋଳ ଗ୍ରାମରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି  । ମହୁଲପଦା ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା...

  • ନିଉଜ ଆଲର୍ଟAug 06, 2017

    ରାକ୍ଷୀ ପୂର୍ଣ୍ଣିମା ସହ ଚନ୍ଦ୍ର ଗ୍ରହଣ ଦିନ କରନ୍ତୁ ଏହି ସବୁ ଧାର୍ମିକ କାର୍ଯ୍ୟ ବଦଳି ପାରେ ଭାଗ୍ୟ

    ଏଥର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେବାର ଅଛି। ଏହିଦିନ ତଳେ ବର୍ଣ୍ଣନା କରାଯାଇଥିବା ଧାର୍ମିକ କାର୍ଯ୍ୟ କଲେ ଭାଗ୍ୟ ପରିବର୍ତ୍ତନ ହେବାର ଅଧିକ ସମ୍ଭାବନା ରହିଛି। ରକ୍ଷା ବନ୍ଧନ ପୂର୍ଣ୍ଣିମାରେ ହିନ୍ଦୁ ମତବାଦ ଅନୁସାରେ ମହାପ୍ରଭୁ...

  • ନିଉଜ ଆଲର୍ଟAug 06, 2017

    ରାଜନୈତିକ ସ୍ୱାଧୀନତା ମିଳିଛି,ସାଂସ୍କୃତିକ ସ୍ୱାଧୀନତା ନୁହେଁ:ଗୁଲଜାର

    ବେଙ୍ଗାଲୁରୁ : ଅଣ ହିନ୍ଦି ଭାଷାକୁ ଆଞ୍ଚଳିକ ଭାଷା କହିବା ଉଚିତ ନୁହେଁ । ତାମିଲ ଗୁଜୁରାଟୀ ମରାଠୀ ବଙ୍ଗାଳୀ ଏବଂ ଦେଶର ଅନ୍ୟ ଭାଷା ଗୁଡିକର ମଧ୍ୟ ସ୍ୱତନ୍ତ୍ରତା ରହିଛି । ତେଣୁ ସେହିସବୁ ଭାଷାକୁ ଆଞ୍ଚଳିକ କହିବା ଅନୁଚିତ...

  • ନିଉଜ ଆଲର୍ଟAug 06, 2017

    ମୁସଲମାନ କନ୍ୟାଙ୍କୁ ‘ବାହାଘର ଉପହାର’ ଦେବେ ମୋଦି ସରକାର !

    ନୂଆଦିଲ୍ଲୀ: ଦେଶର ସଂଖ୍ୟାଲଘୁ ଗୋଷ୍ଠିଙ୍କ ମଧ୍ୟରେ ଉଚ୍ଚଶିକ୍ଷାର ପ୍ରୋତ୍ସାହନ ନିମନ୍ତେ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅର୍ନ୍ତଗତ ଦେଶରେ ସ୍ନାତକ ଶିକ୍ଷା ଲାଭ କରିଥିବା ମୁସଲମାନ ଝିଅ ମାନଙ୍କୁ ମୋଦି ସରକାରଙ୍କ ପକ୍ଷରୁ...

  • ନିଉଜ ଆଲର୍ଟAug 06, 2017

    ୩୭ତମ ତୀର୍ଥଯାତ୍ରୀ ଦଳଙ୍କ ଅମରନାଥ ଯାତ୍ରା

    କାଶ୍ମୀର : ଶ୍ରାବଣ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶେଷ ହେଉଛି ଅମରନାଥ ଯାତ୍ରା  । ତେଣୁ ଜାମ୍ମୁରୁ ରବିବାର ସକାଳୁ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ୩୭ତମ ଅମରନାଥ ତୀର୍ଥଯାତ୍ରୀ ଦଳ କାଶ୍ମୀର ଅଭିମୁଖେ ଯାତ୍ରା ଆରମ୍ଭ କରିଛି  । ୩୦ଜଣ...

  • ନିଉଜ ଆଲର୍ଟAug 06, 2017

    ଅର୍ଥନୀତି ନା ରଣନୀତି, କେଉଁଟା ଆଗ ?

    ସମାଜ ଲାଇଭ.ଇନ: ଡୋକଲାମ ଅଞ୍ଚଳରେ ଗତ ୨୦ଦିନ ହେବ ସୀମା ବିବାଦକୁ ନେଇ ଭାରତ-ଚୀନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ନିଜ ଜିଦରେ ଅଟଳ ରହିବା କାରଣ ନେଇ  ଏସିଆର ଏହି ପ୍ରମୁଖ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ  ଯୁଦ୍ଧ ହେବା ନେଇ ପରିସ୍ଥିତି ଉପୁଜିଛି । ତେବେ ସୀମା ବିବାଦକୁ ବାଦ ଦେଲେ ଉଭୟ ରାଷ୍ଟ୍ର ପରସ୍ପରର ପଡୋଶୀ ହୋଇଥିବା ବେଳେ ବାଣିଜ୍ୟ ତଥା ଅର୍ଥନୈତିକ ଦୃଷ୍ଟିରୁ ପରସ୍ପର ର୍ନିଭରଶୀଳ । ବିଭିନ୍ନ କ୍ଷେତ୍ରରେ ଭାରତ , ଚୀନ ଉପରେ ର୍ନିଭରଶୀଳ ଥିବା ବେଳେ ଚୀନର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଭାରତର ମଧ୍ୟ ବଡ ଅବଦାନ ରହିଛି । ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏ ସର୍ମ୍ପକରେ ସୂଚନା ଦେଇ କହିଛନ୍ତିଯେ ୨୦୧୪ରେ ଚୀନ, ଭାରତରେ ୧୧୬ଶହ କୋଟି ଡଲାର ପୁଞ୍ଜୀ ବିନିଯୋଗ କରିଥିବା ବେଳେ ବର୍ତ୍ତମାନ ଏହା ୧୬୦ଶହ କୋଟି ଡଲାରରେ ପହଁଞ୍ଚିଛି । ଏଣୁ ଭାରତର ଆର୍ଥିକ ଅଭିବୃଦ୍ଧିରେ ଚୀନର ବଡ ହାତ ଅଛି ବୋଲି ସୁଷମା ମତବ୍ୟକ୍ତ କରିଛନ୍ତି । କେଉଁ କ୍ଷେତ୍ରରେ ଚୀନ ଉପରେ ର୍ନିଭର କରୁଛି ଭାରତ ? ଭାରତର ସୋଲାର ମାର୍କେଟ ଚୀନ ଉପ୍ତାଦ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ । ଶକ୍ତି କ୍ଷେତ୍ରରେ ଆବଶ୍ୟକ ହେଉଥିବା ୮୦ପ୍ରତିଶତ ଉପକରଣ ଚୀନରୁ ଆସିଥାଏ । ସେହିପରି ଚୀନ ଭାରତରୁ ମୁଖ୍ୟତଃ କୃଷି ଉତ୍ପାଦନ...

  • ନିଉଜ ଆଲର୍ଟAug 06, 2017

    ସକାଳେ ଖାଲି ପେଟରେ ପିଅନ୍ତୁ ଉଷୁମ ପାଣି! ଏହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ

      ଜାଣନ୍ତୁ ଉଷୁମ ପାଣି ପିଇଲେ କି ଲାଭ ମିଳେ   ୧. ଖାଲି ପେଟରେ ଉଷୁମ ପାଣି ପିଇଲେ ଓଜନ ନିୟନ୍ତ୍ରିତ ରହିଥାଏ। ୨. ରକ୍ତ ସଂଚଳନରେ ଠିକ୍ ଭାବରେ ହୋଇଥାଏ। ୩. କୋଷ୍ଠ କାଠିନ୍ୟ ରୋଗୀ ନିୟମିତ ଉଷୁମ ପାଣି ପିଇବା ଉଚିତ୍। ୪. ବୟସର ଚାପ...

  • ନିଉଜ ଆଲର୍ଟAug 06, 2017

    ଅବସରକାଳୀନ ଭତ୍ତା ପାଇଁ ଯିବାକୁ ପଡ଼ିବ ନାହିଁ ବ୍ୟାଙ୍କ

    ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରଥମ ଅବସରକାଳୀନ ଭତ୍ତା ପାଇବା ପାଇଁ ଏଣିକି ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ  । ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟକୁ କାର୍ମୀକ  ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ  ନିର୍ଦେଶନାମା ଜାରି କରାଯାଇଛି  ।...

  • ନିଉଜ ଆଲର୍ଟAug 06, 2017

    ‘ଭୂତ ବାରିକ’ ଆତଙ୍କ ବ୍ୟାପୁଛି

    ନୂଆଦିଲ୍ଲୀ: ଉତ୍ତର ଭାରତରେ ‘ଭୂତ ବାରିକ’ ଆତଙ୍କ ବ୍ୟାପିବାରେ ଲାଗିଛି। ରାଜସ୍ଥାନରୁ ପ୍ରାୟ ଦେଢ଼ ମାସ ପୂର୍ବେ ଆରମ୍ଭ ହୋଇଥିବା ମହିଳାଙ୍କ ମୁଣ୍ଡ ବାଳ ଚୋରି ଅଭିଯୋଗ ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ବ୍ୟାପିଲାଣି। ଦୁଇ ଦିନ ପୂର୍ବେ ଏହି...

  • ନିଉଜ ଆଲର୍ଟAug 06, 2017

    ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ରଖିବେ ଘଣ୍ଟା

    ବାସ୍ତୁଶାସ୍ତ୍ର ଘରର ଯଥା ଦିଗରେ ହିଁ ଘଣ୍ଟା ଲଗାଇବା ଉଚିତ। ଏହା ପରିବାର ସଦସ୍ୟଙ୍କ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଅନୁଚିତ। ଏହା ଘରର ମୁଖ୍ୟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟହାନିର ଆଶଙ୍କା ବଢ଼ାଇଥାଏ। କୌଣସି କବାଟ...

  • ନିଉଜ ଆଲର୍ଟAug 06, 2017

    ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୨୩ଫୁଟ

    ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ଦିନ ତିନିଟା ସୁଦ୍ଧା ୧୨ଟା ସୁଦ୍ଧା ୬୦୮.୨୩ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୬ହଜାର ୩୧୨ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚାନେଲ ଓ ବିଭିନ୍ନ କେନାଲ ମାଧ୍ୟମରେ...

  • ନିଉଜ ଆଲର୍ଟAug 06, 2017

    ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହେବ ଟ୍ରିବ୍ୟୁନାଲ !

    ନୂଆଦିଲ୍ଳୀ : ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ନିମନ୍ତେ କେନ୍ଦ୍ର ସରକାର ଏକ ଟ୍ରିବ୍ୟୁନାଲ ବା ପ୍ରାଧିକରଣ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି  । ମହାନଦୀ ଜଳ ବିବାଦକୁ ନେଇ ଦୀର୍ଘଦିନ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |