• ନିଉଜ ଆଲର୍ଟAug 08, 2017

    କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରି ଛେଚା...

    ବାଲେଶ୍ୱର: କଲେଜ ଛାତ୍ରୀଙ୍କୁ ଛକରେ ହଇରାଣ କରିବା ଓ ଫୋନରେ ଅଶ୍ଳୀଳ କଥାବାର୍ତ୍ତା କରିବାରୁ ଯୁବକଙ୍କୁ ଦୁଇ ଜଣ ଛାତ୍ରୀ ମାଡ଼ ମାରିଥିବା ଏକ ଭିଡିଓ ଭାଇରାଲ୍...

  • ନିଉଜ ଆଲର୍ଟAug 08, 2017

    ଘରୋଇ ହିଂସାରେ ପଶ୍ଚିମବଙ୍ଗ ପ୍ରଥମ

    କଲକାତା : ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ(ଏନସିଆରବି) ରିପୋର୍ଟ ଅନୁଯାୟୀ ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗ ତାଲିକାର ସର୍ବାଗ୍ରେ ରହିଛି । ୨୦୧୬ରେ ପଶ୍ଚିମବଙ୍ଗରେ ମହିଳାଙ୍କ ବିରୋଧରେ...

  • ନିଉଜ ଆଲର୍ଟAug 08, 2017

    ଜଷ୍ଟିସ୍‌ ଦୀପକ ମିଶ୍ର ପରବର୍ତ୍ତୀ ମୁଖ୍ୟ ବିଚାରପତି...

    ନୂଆଦିଲ୍ଲୀ : ଜଷ୍ଟିସ୍‌ ଦୀପକ ମିଶ୍ର ସୁପ୍ରିମକୋର୍ଟ ତଥା ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ବୋଲି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।...

  • ନିଉଜ ଆଲର୍ଟAug 08, 2017

    ମିଥ୍ୟା ଏଭରେଷ୍ଟ ଆରୋହଣ ମାମଲା : ପୁଣେର...

    ପୁଣେ : ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିବା ପ୍ରସଙ୍ଗରେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗରେ ପୁଣେରେ କାର୍ଯ୍ୟରତ ପୁଲିସ ଦମ୍ପତିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି...

  • ନିଉଜ ଆଲର୍ଟAug 08, 2017

    କେଜରିୱାଲ, ସିସୋଡିଆଙ୍କ ବିରୋଧରେ ମାନହାନି ମକଦ୍ଦମା

    ନୂଆଦିଲ୍ଲୀ : ଏକ ମାନହାନି ମକଦ୍ଦମାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଚଳିତମାସ ୨୩ରେ ଚାର୍ଜଫ୍ରେମ କରାଯିବ ବୋଲି ମେଟ୍ରୋପଲିଟାନ...

  • ନିଉଜ ଆଲର୍ଟAug 08, 2017

    ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ସମନ

    ଇସଲାମାବାଦ : ପାକିସ୍ତାନ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସର ଉପ ଉଚ୍ଚାୟୁକ୍ତ ଜେ.ପି.ସିଂହଙ୍କୁ ସମନ ଜାରି କରାଯାଇ ସୀମାନ୍ତରେ ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ...

  • ନିଉଜ ଆଲର୍ଟAug 08, 2017

    ପାକ୍‌ ସୀମାନ୍ତରେ ସେନ୍‌ସର ଲାଗିବ

    ନୂଆଦିଲ୍ଲୀ : ପାକିସ୍ତାନ ସଂଲଗ୍ନ ଆନ୍ତର୍ଜାତିକ ସୀମାର ଅଧିକାଂଶ ଅଞ୍ଚଳରେ ତାରବାଡ ନିର୍ମିତ ହୋଇଥିବାବେଳେ ବର୍ତ୍ତମାନ ସେଠାରେ ଅତ୍ୟାଧୁନିକ ସେନ୍‌ସର ଖଞ୍ଜାଯିବ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ...

  • ନିଉଜ ଆଲର୍ଟAug 08, 2017

    ହିଜବୁଲ ଆଡ୍ଡା ଠାବ, ୩ ଗିରଫ

    ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲିସ ସହାୟତାରେ ରାଷ୍ଟ୍ରୀୟ ରାଇଫଲ୍‌ସ ଓ ସିଆରପିଏଫ ଯବାନମାନେ ମଙ୍ଗଳବାର ବାରମୂଳା ଜିଲାରେ ହିଜବୁଲ ମୁଜାଉଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଆଡ୍ଡାସ୍ଥଳୀକୁ...

  • ନିଉଜ ଆଲର୍ଟAug 08, 2017

    ‘ରାହୁଲ ନିଖୋଜ ! ସୂଚନା ଦେଲେ ମିଳିବ...

    ନୂଆଦିଲ୍ଲୀ : କଂଗ୍ରେସ ଉପାଧ୍ୟକ୍ଷ ତଥା ଆମେଥି ସାଂସଦ ରାହୁଲ ଗାନ୍ଧୀ ନିଖୋଜ ବୋଲି ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ରାହୁଲଙ୍କ...

  • ନିଉଜ ଆଲର୍ଟAug 08, 2017

    ୩୧ ମତ୍ସ୍ୟଜୀବୀଙ୍କୁ ହତ୍ୟା କଲା ବୋକୋହରାମ

    ନୂଆଦିଲ୍ଲୀ : ଉତ୍ତର-ପୂର୍ବ ନାଇଜିରିଆ ଚାଡ ହ୍ରଦ ଦ୍ୱୀପରେ ଆତଙ୍କବାଦୀ ସଙ୍ଗଠନ ବୋକୋହରାମର ଆକ୍ରମଣରେ  ୩୧ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ପୃଥକ ପୃଥକ ଆକ୍ରମଣରେ ୩୧...

  • ନିଉଜ ଆଲର୍ଟAug 08, 2017

    ‘ଶତାବ୍ଦୀର ସବୁଠାରୁ ବଡ ଘୋଟାଲା କରିଛନ୍ତି ମୋଦି...

    ନୂଆଦିଲ୍ଲୀ : ଶତାବ୍ଦୀର ସବୁଠାରୁ ବଡ ଘୋଟାଲା କରିଛନ୍ତି ମୋଦି ସରକାର । ଅଲଗା ଅଲଗା ୫ ଶହ ଟଙ୍କିଆ ନୋଟ୍‌ ଛାପିବା ନିଷ୍ପତ୍ତି ଦେଶର ସବୁଠାରୁ...

  • ନିଉଜ ଆଲର୍ଟAug 08, 2017

    ନଭେମ୍ବରରେ ଭାରତ ଆସିବେ ଟ୍ରମ୍ପଙ୍କ ଝିଅ ଇଭାଙ୍କା

    ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଏନ୍ତରପ୍ରେନରସିପ ସମ୍ମିଟ (ଜିଇଏସ୍‌) ବା ବିଶ୍ୱ ଓଦୌଗିକ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି...

  • ନିଉଜ ଆଲର୍ଟAug 08, 2017

    ୧୧ଲକ୍ଷ ୪୦ ହଜାର ପାନ କାର୍ଡ...

    ୧-https://incometaxindiaefiling.gov.inରେ ଲଗ୍‌ ଅନ୍‌ କରନ୍ତୁ । ଏହା ହେଉଛି ଆୟକର ଦାଖଲ ନିମନ୍ତେ କାର୍ଯ୍ୟାଳୟ ୱେବ୍‌ସାଇଟ୍‌ । ୨-ପ୍ରଥମେ ୱେବ୍‌ସାଇଟ୍‌ର ହୋମ୍‌ ପେଜ୍‌ର ବାମ ପାଶ୍ୱର୍ରେ ଥିବା ସ୍ତମ୍ଭରେ...

  • ନିଉଜ ଆଲର୍ଟAug 08, 2017

    ଶ୍ରୀଲଙ୍କାରେ ୫୦ ଭାରତୀୟ ମତ୍ସ୍ୟଜୀବୀ ଗିରଫ

    କଲମ୍ବୋ : ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରି ମାଛ ମାରୁଥିବା ପ୍ରାୟ ୫୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି  । ଶ୍ରୀଲଙ୍କା ନୌସେନା ମୁଖପାତ୍ର...

  • ନିଉଜ ଆଲର୍ଟAug 08, 2017

    ଏନଆଇଏ ପକ୍ଷରୁ ଗିଲାନୀଙ୍କ ପୁଅଙ୍କୁ ଜେରା

    ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ମଙ୍ଗଳବାର କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ କନଫରେନ୍ସ...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |