• ନିଉଜ ଆଲର୍ଟApr 17, 2017

    ତିନି ତଲାକର କାର୍ଯ୍ୟକାରିତା ନେଇ ଆଚରଣ ବିଧି ଲାଗୁ କରିବ ଏଆଇଏମ୍‌ପିଏଲବି

    ନୂଆଦିଲ୍ଲୀ: ତିନି ତଲାକ ମାମଲାର ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଏନେଇ ସୁପ୍ରିମ କୋର୍ଟରେ ଶୁଣାଣି ହେଉଥିବା ବେଳେ ଉପଯୁକ୍ତ କାରଣ ନଥିଲେ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ମୁସଲିମ ଲ’ ବୋର୍ଡ କହିଛି...

  • ନିଉଜ ଆଲର୍ଟApr 17, 2017

    କେନ୍ଦୁଝର ଉପ ନଗରପାଳଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ

    କେନ୍ଦୁଝର: ଜିଲାର କାଉନସିଲରମାନେ ଉପ-ନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯୋଡା ପୌରପାଳିକାରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ୧୦ ଜଣ କାଉନସିଲର ଉପ ନଗରପାଳ ସୁରେନ୍ଦ୍ରନାଥ ଜେନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏନେଇ...

  • ନିଉଜ ଆଲର୍ଟApr 17, 2017

    ମୁମ୍ବଇରେ ହେବ ବିଶ୍ୱର ଉଚ୍ଚତମ କୋଠା

    ନୂଆଦିଲ୍ଲୀ,: କ୍ୟାବିନେଟ୍‌ ମଞ୍ଜୁରୀ ମିଳିଲେ ମୁମ୍ବଇଠାରେ ଦୁବାଇର ୧୬୩ମହଲା ବିଶିଷ୍ଟ ବୁର୍ଜ ଖଲିଫା(ବିଶ୍ୱରେ ସର୍ବୋଚ୍ଚ)ଠାରୁ ଉଚ୍ଚ କୋଠା ନିର୍ମାଣ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇ...

  • ନିଉଜ ଆଲର୍ଟApr 17, 2017

    ସୌଭାଗ୍ୟକ୍ରମେ ବଞ୍ଚିଗଲା ୧୨ ବର୍ଷର ପୁଅ

    ଶାଳଗାଁ, (ନି.ପ୍ର): ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥର କଜଳଖଣା ନିକଟରେ ରବିବାର ଅପରାହ୍ଣରେ ଏକ କାର ଦୁର୍ଘଟଣାରେ ବାପ-ମା’ଙ୍କ ମୃତ୍ୟୁ ଘଟିଥିବାବେଳେ ବଞ୍ଚି ଯାଇଛି ୧୨ ବର୍ଷର ପୁଅ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଗ୍ୟାରେଜ୍ ଛକରୁ...

  • ନିଉଜ ଆଲର୍ଟApr 16, 2017

    ତିନ ତଲାକ ନେଇ ଅଲଇଣ୍ଡିଆ ମୁସଲିମ ଲ ବୋର୍ଡର ବୟାନ

    ଲକ୍ଷ୍ନୌ:ଧାର୍ମିକ ନୀତି ନିୟମ ତଥା ଆଇନ କାନୁନରେ କୌଣସି ପ୍ରକାର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଲକ୍ଷ୍ନୌ ଠାରେ ଅଲ ଇଣ୍ଡିଆ ମୁସଲିମ ବୋର୍ଡ ପକ୍ଷରୁ ଆୟୋଜିତ ବୈଠକରେ ଦାବୀ କରାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛିଯେ ହିନ୍ଦୁସ୍ତାନରେ ଥିବା...

  • ନିଉଜ ଆଲର୍ଟApr 16, 2017

    ଆନ୍ଥା୍କ୍ସ କବଳରେ କାଶୀପୁର

    ଭୋକ ଓ ପିଲାବିକ୍ରୀର ଗାଁ କୁହାଯାଉଥିବା କାଶୀପୁର ବ୍ଲକରେ ଆନ୍ଥ୍ରାକ୍ସ ଭଳି ଆଉଏକ ଭୟାବହ ରୋଗ ମାଡି ଚାଲିଛି  । ଏକ ନିୟମିତ ବ୍ୟବଧାନରେ ଗୋଟିଏ ପରେ  ଗାଁରୁ ଅନ୍ୟୁନ ୪ରୁ ୫ଜଣଙ୍କୁ ଏହିରୋଗ ଖାଇ ଚାଲିଛି  । ରାୟଗଡା ଜିଲାର...

  • ନିଉଜ ଆଲର୍ଟApr 16, 2017

    ତେଲେଙ୍ଗାନାରେ ମୁସଲିମ ସଂରକ୍ଷଣ ୧୨ ପ୍ରତିଶତକୁ ବୃଦ୍ଧି

    ହାଇଦ୍ରାବାଦ: ମୁସଲମାନ ସମ୍ପ୍ରଦାୟର ସମାଜିକ ତଥା ଆର୍ଥିକ ସ୍ତରରେ ପଛୁଆ ବର୍ଗର ଲୋକଙ୍କ ପାଇଁ ତେଲେଙ୍ଗାନା ସରକାର ସଂରକ୍ଷଣ ସୀମା ୧୨ପ୍ରତିଶତକୁ ବୃଦ୍ଧି କରିଥିବାର ସୁଚନା ମିଳିଛି । ସୁଚନାଅନୁଯାୟୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ...

  • ନିଉଜ ଆଲର୍ଟApr 16, 2017

    ପିତାଙ୍କୁ ଋଣ ଭାରରୁ ବଞ୍ଚାଇବା ଲାଗି ଯୁବତୀଙ୍କ ଆତ୍ମହତ୍ୟା

    ମୁମ୍ବଇ: ମହାରାଷ୍ଟ୍ର ଅନ୍ତର୍ଗତ ଲାତୁରର ଭିସେ ବାଧୋଲୀ ଗାଁର ୨୦ବର୍ଷିୟ ଯୁବତୀ ଜଣକ ନିଜ ପିତାଙ୍କୁ ଋଣ ଭାରରୁ ବଞ୍ଚାଇବା ଲାଗି କୂଅକୁ ଡେଇଁ  ଆତ୍ମହତ୍ୟା କରିଥିବାର ସୁଚନା ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦାରୀଦ୍ର ଓ ଫସଲ ହାନୀ...

  • ନିଉଜ ଆଲର୍ଟApr 16, 2017

    ରିୟଲ ମର୍ଦାନୀ ରେଖାମିଶ୍ର

    ମୁମ୍ବଇ:୨୦୧୪ର ବଲିଉଡ ମୁଭି “ମର୍ଦାନୀ” ରେ ରାଣୀ ମୁଖାର୍ଜି ଏପରି ଏକ ପୁଲିସ ଅଧିକାରୀଙ୍କ ଭୁମିକାରେ ଅଭିନୟ କରିଥିଲେ ଯେ କି ଦେହ ବ୍ୟାପାରରେ ଜବଦରଦସ୍ତ ନିୟୋଜିତ କରାଯାଉଥିବା ଯୁବତୀ ମାନଙ୍କୁ ବଞ୍ଚାଉଥିବାର ଲକ୍ଷୟ କରାଯାଇଥିଲା । ତେବେ ରିୟଲ ଲାଇଫରେ...

  • ନିଉଜ ଆଲର୍ଟApr 16, 2017

    ୩ଟି ବିମାନବନ୍ଦରରେ ହାଇଆଲର୍ଟ ଜାରି

    ମୁମ୍ବାଇ: ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦ ଏହି ୩ଟି ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ବିମାନ ଅପହରଣ କରିବା ନେଇ ଷଡଯନ୍ତ୍ର ଚାଲିଥିବା ଗୁଇନ୍ଦା ପକ୍ଷରୁ ସୂଚନା ମିଳିବାପରେ ବିମାନବନ୍ଦର ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନାନୁଯାୟୀ, ଚେନ୍ନାଇ ଏୟାରପୋର୍ଟରେ ୬ଜଣ ସନ୍ଦିଗ୍ଧମାନେ...

  • ନିଉଜ ଆଲର୍ଟApr 16, 2017

    ଖାସ୍‌ ମୋଦିଙ୍କ ପାଇଁ

    ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଫଳାଫଳ କ’ଣ ହେବ ତାହା ସମୟ କହିବ । ମାତ୍ର ଶନିବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଲୋକମାନଙ୍କ ଉତ୍ସାହ ଓ ତାଙ୍କୁ ଦେଖିବାକୁ ଆଗ୍ରହ ମୋଦିଙ୍କ ଲୋକପ୍ରିୟତା ପ୍ରମାଣିତ କରିଛି  । ମୁଣ୍ଡଫଟା ଖରାରେ ଘଣ୍ଟା...

  • ନିଉଜ ଆଲର୍ଟApr 15, 2017

    ଯୋଗୀଙ୍କୁ ଦେଖିବାକୁ ଭିଡ଼

    ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଶନିବାର ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଧରି ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଗମନ ହୋଇଛି । ତେବେ ମୋଦିଙ୍କ ପରେ ଲୋକେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ଦେଖିବାପାଇଁ...

  • ନିଉଜ ଆଲର୍ଟApr 15, 2017

    ଫେରିଲା ବିଜୟଙ୍କ ଫୁଲତୋଡ଼ା

    ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ଜଣାଇବାକୁ ଯାଇଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କଠାରୁ ଫୁଲ ତୋଡ଼ା ଗ୍ରହଣ ନ କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜୟଙ୍କଠାରୁ ମୋଦି ଇଚ୍ଛାକୃତ ଭାବରେ ଫୁଲ ନ ନେଇ ନିଜର...

  • ନିଉଜ ଆଲର୍ଟApr 15, 2017

    ଆମେରିକାର ବୋମାମାଡ଼ରେ ୯୪ ଆଇଏସ୍‌ ଆତଙ୍କି ନିହତ

    କାବୁଲ: ଆଫଗାନିସ୍ତାନରେ ସକ୍ରିୟ ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କୁ ନିଶାଣ କରି ଆମେରିକା କରିଥିବା ବୋମାମାଡରେ ମୃତୁ୍ୟସଂଖ୍ୟା ୯୪ରେ ପହଞ୍ଚôଛି । ଗୁରୁବାର ସନ୍ଧ୍ୟାରେ ନଙ୍ଗହାର ପ୍ରଦେଶର ଆଚିନ ଜିଲାରେ ଥିବା ଆଇଏସ୍‌ର ଆଡ୍ଡାସ୍ଥଳକୁ ଲକ୍ଷ୍ୟ କରି ଆମେରିକା ଏହାର ସର୍ବବୃହତ...

  • ନିଉଜ ଆଲର୍ଟApr 15, 2017

    ହିମାଚଳ ପ୍ରଦେଶରେ ବେକାରୀ ଭତ୍ତା ଯୋଜନା

    ସିମଲା: ଶିକ୍ଷତ ବେକାର ଯୁବକ ଯୁବତୀଙ୍କ ପାଇଁ ହିମାଚଳ ପ୍ରଦେଶ ସରକାର ବେକାରୀ ଭତ୍ତା ଯୋଜନା ଆରମ୍ଭ କରିଛନ୍ତି । ଶନିବାର ରାଜ୍ୟର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ଚାମ୍ବାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଏହି ଯୋଜନା...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |