• ନିଉଜ ଆଲର୍ଟAug 07, 2017

    ଶ୍ରୀସନ୍ଥଙ୍କ ଉପରୁ ହଟିଲା ପ୍ରତିବନ୍ଧକ

    ତିରୁବନ୍ତପୁରମ୍‌ : କ୍ରିକେଟର ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି କେରଳ ହାଇକୋର୍ଟ । ଶ୍ରୀସନ୍ଥଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଜୀବନ ବାସନ୍ଦ ପାଇଁ କଟକଣା ଲଗାଇଥିଲେ । ୨୦୧୩ ଆଇପିଏଲ ପ୍ରତିଯୋଗିତାରେ ସ୍ପଟ୍‌ ଫିକ୍ସିଂ...

  • ନିଉଜ ଆଲର୍ଟAug 07, 2017

    ମୋତେ ବି ରାକ୍ଷୀ ବାନ୍ଧ

    ସମ୍ବଲପୁର : ପବିତ୍ର ରକ୍ଷାବନ୍ଧନ ଅବସରରେ ସାରା ଦେଶ ଉତ୍ସବମୁଖର ହୋଇଥିବା ବେଳେ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଏହା ସଦ୍‌ଭାବ ଏବଂ ପବିତ୍ର ସମ୍ପର୍କର ପର୍ବ ହୋଇଥିଲେ ମଧ୍ୟ ମୁଖ୍ୟତଃ ହିନ୍ଦୁ ସମ୍ପ୍ରଦାୟରେ ଏହାର...

  • ନିଉଜ ଆଲର୍ଟAug 07, 2017

    ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ରକ୍ଷାବନ୍ଧନ

    ନୂଆଦିଲ୍ଲୀ : ଆଜି ପବିତ୍ର ରକ୍ଷାବନ୍ଧନ  । ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି  । ଭାଇର ସୁଖ ଓ ସମୃଦ୍ଧି କାମନା କରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି  । ଏହି ଅବସରରେ ରାଷ୍ଟ୍ରପତି ରାମନାଥ...

  • ନିଉଜ ଆଲର୍ଟAug 07, 2017

    ଅଧକପାଳି ବା ମାଇଗ୍ରିନର ଚିକିତ୍ସା

    ଅଧାକପାଳି ବିନ୍ଧା ବା ମାଇଗ୍ରେନ୍‌ ଏକ ବହୁ ଯନ୍ତ୍ରଣାଦାୟକ ରୋଗ । ଏହି ରୋଗୀ ଗରିଷ୍ଠ ଖାଦ୍ୟପଦାର୍ଥ,  ତେଲ, ଘିଅ, ଛଣାଛଣି ଖାଦ୍ୟ ବର୍ଜନ କରି ଶିରଶୂଳାଦି ବଜ୍ର ବଟିକା, ବୈଶ୍ୱାନର ଚୂର୍ଣ୍ଣ, ପଞ୍ଚସକାର ଚୂର୍ଣ୍ଣ, ଅମ୍ଳୋନିଲ ସେବନ କରିବା ସହ...

  • ନିଉଜ ଆଲର୍ଟAug 07, 2017

    ବିଭିନ୍ନ ଦେଶରେ ଗାଡ଼ିଚାଳକଙ୍କ ପାଇଁ ବିଚିତ୍ର ନିୟମ

    ଏକଥା ସତ ଯେ, ଯେଉଁ ରାଷ୍ଟ୍ରକୁ ଯିବେ, ସେଠାକାର ନିୟମ ମାନି ଚଳିବାକ ପଡ଼ିଥାଏ। ଖୁବ୍ କମ୍ ଲୋକେ ଏ ବାବଦରେ ଅବଗତ ଥାନ୍ତି। ତେବେ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଗାଡ଼ିଚାଳକଙ୍କ ପାଇଁ ଅନେକ କଡ଼ାକଡ଼ି ନିୟମ ରହିଛି।  ତନ୍ମଧ୍ୟରୁ ସାଇପ୍ରସର ନିୟମ...

  • ନିଉଜ ଆଲର୍ଟAug 07, 2017

    ୩ ଦିନରୁ ପଡିଛି କୁକୁର ମଲା ଦେହ

    ରାଉରକେଲା: ସ୍ୱଚ୍ଛ ଭାରତ ତଥା ପରିବେଶକୁ ସଫାସୁତୁରା ରଖିବାକୁ ସରକାର,ପ୍ରଶାସନ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ଏଥିପ୍ରତି କାହାର ନିଘା ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା  ମହାନଗର ମୁଖ୍ୟରାସ୍ତା ଉପରେ । ଏଠାରେ ଗତ...

  • ନିଉଜ ଆଲର୍ଟAug 06, 2017

    ଗ୍ୟାସ୍ ଲିକ୍ ଘଟଣା: ଦୁଇ ଝିଅ,ବାପା ପରେ ଆଖି ବୁଜିଲେ ମା

    ରାଉରକେଲା: ଇନ୍ଦିରାପାଲି ଗ୍ୟାସ୍ ଲିକ୍ ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଶିଶୁ କନ୍ୟା ଓ ବାପାଙ୍କ ମୃତ୍ୟୁ ପରେ ମା ସୁଚିତ୍ରା ତ୍ରିପାଠୀଙ୍କ ହୋଇଛି । ସୂଚନାଯୋଗ୍ୟ, ଗତ ଜୁଲାଇ ୩୧ ତାରିଖରେ ଗ୍ୟାସ ଲିକ୍ ଦୁର୍ଘଟଣାରେ...

  • ନିଉଜ ଆଲର୍ଟAug 07, 2017

    ସର୍ବଭାରତୀୟ ବିଚାର ବିଭାଗୀୟ ସେବା : ସରକାରଙ୍କ ପ୍ରସ୍ତାବକୁ ୯ଟି ହାଇକୋର୍ଟର ବିରୋଧ

    ନୂଆଦିଲ୍ଲୀ : ଆଇଏଏସ, ଆଇପିଏସ ଭଳି ନିମ୍ନ ଅଦାଲତଗୁଡିକରେ ସର୍ବଭାରତୀୟ ବିଚାର ବିଭାଗୀୟ ସେବା ଜରିଆରେ ଅଧିକାରୀଙ୍କୁ ନିଯୁକ୍ତ କରାଯିବା ପ୍ରସ୍ତାବକୁ ୯ଟି ହାଇକୋର୍ଟ ବିରୋଧ କରିଥିବା ପ୍ରକାଶ । ନିମ୍ନ ଅଦାଲତ ଉପରେ ପୂର୍ବଭଳି ନିୟନ୍ତ୍ରଣ ରଖିବାକୁ ଅଧିକାଂଶ ହାଇକୋର୍ଟ...

  • ନିଉଜ ଆଲର୍ଟAug 07, 2017

    ଯବାନଙ୍କ ପାଇଁ ସୀମାକୁ ଗଲା ସହସ୍ରାଧିକ ରାକ୍ଷୀ

    ଗ୍ୟାଙ୍ଗଟକ୍‌ : ଚୀନ ଓ ପାକିସ୍ତାନ ସଂଲଗ୍ନ ସୀମାରେ ମୁତୟନ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟର ଯୁବତୀ ଓ ମହିଳାମାନେ ସହସ୍ରାଧିକ ସଂଖ୍ୟାରେ ରାକ୍ଷୀ ପଠାଇଥିବା ଜଣାପଡିଛି । ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ସିକିମ, ଗୁଜରାଟ ଓ ତାମିଲନାଡୁର ମହିଳା ଓ...

  • ନିଉଜ ଆଲର୍ଟAug 07, 2017

    ସବିର ଶାହାଙ୍କ ସହଯୋଗୀ ଅସଲାମ ଗିରଫ

    ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ରବିବାର କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସବିର ଶାହାଙ୍କ ଘନିଷ୍ଠ ସହଯୋଗୀ ମହମ୍ମଦ ଅସଲାମ ୱାନିକୁ ଶ୍ରୀନଗରରୁ ଗିରଫ କରାଯାଇଛି । ୱାନିକୁ ଦିଲ୍ଲୀ ଅଣାଯିବାପରେ ସୋମବାର...

  • ନିଉଜ ଆଲର୍ଟAug 07, 2017

    ଆଦିତ୍ୟନାଥଙ୍କୁ ଭେଟିବାକୁ ମହିଳା ଚାଲିଲେ ୫୦୦ କିମି

    ଲକ୍ଷ୍ନୌ : ଏକ ହତ୍ୟାମାମଲାରେ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶର ଜଣେ ମହିଳା ପ୍ରାୟ ୫୦୦ କିମି ପାଦରେ ଚାଲିଚାଲି ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି । ସୋମବାର ପବିତ୍ର ରକ୍ଷାବନ୍ଧନ ପର୍ବ ପାଳିତ...

  • ନିଉଜ ଆଲର୍ଟAug 07, 2017

    ଜାପାନରେ ହିରୋସୀମା ଦିବସ ପାଳିତ

    ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ ୧୯୪୫ ଅଗଷ୍ଟ ୬ରେ ଆମେରିକା ପକ୍ଷରୁ ଜାପାନର ହିରୋସୀମା ସହରରେ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଏହା ବିଶ୍ୱର ପ୍ରଥମ ପରମାଣୁ ଆକ୍ରମଣଭାବେ ମାନ୍ୟତା ପାଇଛି । ଏହାର ତିନିଦିନ ବ୍ୟବଧାନରେ...

  • ନିଉଜ ଆଲର୍ଟAug 06, 2017

    ଡୋକଲାମ ବିବାଦ ; ଭାରତ ବିରୋଧରେ ନେପାଳକୁ ଉସୁକେଇଲା ଚୀନ

    ନୂଆଦିଲ୍ଲୀ : ଡୋକଲାମ ସୀମା ବିବାଦ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ଚୀନ ନୂଆ କୂଟନୈତିକ ଷଡଯନ୍ତ୍ର ଆରମ୍ଭ କରିଛି । ଏହି ବିବାଦୀୟ ପ୍ରସଙ୍ଗ ବାବଦରେ ଚୀନ  ଏବେ ନେପାଳ ସହିତ କୂଟନୈତିକ ଆଲୋଚନା କରିଛି ।...

  • ନିଉଜ ଆଲର୍ଟAug 06, 2017

    ଅମରନାଥ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ

    ଶ୍ରୀନଗର : ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ତିନିଜଣ ଷଡଯନ୍ତ୍ରକାରୀଙ୍କୁ ରବିବାର ଜାମ୍ମୁ-କାଶ୍ମୀର ପୁଲିସ ଗିରଫ କରିଛି ।  ଗିରଫ ଷଡଯନ୍ତ୍ରରେ ସାମିଲ ଅଭିଯୁକ୍ତମାନେ ହେଲେ ବିଲାଲ ଅହମ୍ମଦ ରେଶି, ଇଜାଜ୍‌ ୱାଗେ ଓ ଜାହୁର ଅହମ୍ମଦ...

  • ନିଉଜ ଆଲର୍ଟAug 06, 2017

    ୧୬ ବର୍ଷ ପରେ ଯୌନ ନିର୍ଯାତନା ମାମଲାରେ ନିର୍ଦୋଷ ସାବ୍ୟସ୍ତ ହେଲେ ପ୍ରାଧ୍ୟାପକ

    ନୂଆଦିଲ୍ଲୀ : ଦୀର୍ଘ ୧୬ ବର୍ଷ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ପ୍ରଫେସରଙ୍କୁ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟ ନିର୍ଦୋଷ ପ୍ରମାଣିତ କରିଛନ୍ତି । ଏଥିସହିତ ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟ ବେଆଇନ ଦର୍ଶାଇବା ସହ ତିନି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |