• ନିଉଜ ଆଲର୍ଟApr 20, 2017

    ମାସିକ ୫ହଜାର ଟଙ୍କା ବିନିଯୋଗ କରି ପାଆନ୍ତୁ ୨.୩୮କୋଟି ଟଙ୍କା (ଟ୍ୟାକ୍ସ ଫ୍ରି)

    ନୂଆଦିଲ୍ଲୀ: ଜୀବନରେ କୋଟିପତି ହେବାକୁ କଏ ବା ନ ଚାହେଁ । ସମସ୍ତଙ୍କର ସ୍ୱପ୍ନ ଥାଏ କିପରି ଅଳ୍ପ ଟଙ୍କା ବିନିଯୋଗ କରି ଅଧିକରୁ ଅଧିକ ଲାଭ ପାଇବା । ତେବେ ଏ ସ୍ୱପ୍ନ ସ୍ୱପ୍ନ ରେ ହିଁ ରହିଯାଏ ।...

  • ନିଉଜ ଆଲର୍ଟApr 20, 2017

    ପୁଲିସ ଏନକାଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ଆହତ

    ଗଞ୍ଜାମ: ବହ୍ମପୁର ଗୁରୁପଡର ନିକଟରେ ଶେରଗଡ ଥାନା ପୁଲିସ ଏନକାଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ମହାରାଣା ଓରଫ ମିଟୁ ଆହତ ହୋଇଛି । ଆହତ ମିଟୁର ବାମ ଗୋଡରେ ଗୁଳି ବାଜିଛି ଏବଂ ତାକୁ ଚିକିତ୍ସା ପାଇଁ ବହ୍ମପୁର ବଡ ଡାକ୍ତରଖାନାରେ...

  • ନିଉଜ ଆଲର୍ଟApr 20, 2017

    ଓଡ଼ିଶାକୁ ମିଳିବ ବୁଲେଟ୍‌ ପ୍ରୁଫ୍‌ ବୋଟ୍‌

    ଭୁବନେଶ୍ୱର: ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ସକ୍ଷମ କରିବା ଲାଗି କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଦୁଇଟି ବୁଲେଟ୍‌ ପ୍ରୁଫ୍‌ ବୋଟ୍‌ ଯୋଗାଇ ଦେବେ ବୋଲି କହିଛନ୍ତି ବିଏସ୍‌ଏଫ୍‌ ଡିଜି କେ.କେ. ଶର୍ମା । ଓଡ଼ିଶା ଗସ୍ତରେ ଆସିଥିବା ବିଏସ୍‌ଏଫ୍‌ ଡିଜି...

  • ନିଉଜ ଆଲର୍ଟApr 20, 2017

    ୭ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଇରୁ ଜୁଲାଇ ମାସ ମଧ୍ୟରେ ୭ଟି ବିଦେଶ ରାଷ୍ଟ୍ର ଗସ୍ତରେ ଯିବେ । ଏହି ସମୟ ମଧ୍ୟରେ ମୋଦି ଶ୍ରୀଲଙ୍କା, ଆମେରିକା, ଇସ୍ରାଏଲ୍‌, ରୁଷିଆ, ଜର୍ମାନୀ, ସ୍ପେନ ଏବଂ କାଜକିସ୍ତାନ ଗସ୍ତରେ ଯିବେ ।...

  • ନିଉଜ ଆଲର୍ଟApr 20, 2017

    ନୋଏଡା ଏଲଇଡି ବଲବ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନୀକାଣ୍ଡ ,୬ମୃତଦେହ ଉଦ୍ଧାର

    ନୋଏଡା:ଦିଲ୍ଲୀ ନିକଟସ୍ଥ ନୋଏଡାସ୍ଥିତ ଏକ ଏଲଇଡି ବଲ୍ୱ ଫ୍ୟାକ୍ଟ୍ରିରେ ବୁଧବାର  ଭୀଷଣ ଅଗ୍ନୀକାଣ୍ଡ ଘଟିଥିବାର ସୁଚନା ମିଳିଛି ।  ୪ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ନିଆଁ ଲାଗିଯିବା ଦ୍ୱାରା ଏଠାରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ପାଉଁସ ହୋଇଯାଇଛି ।...

  • ନିଉଜ ଆଲର୍ଟApr 20, 2017

    ୨ହଜାର କିମ୍ବା ତାହାଠାରୁ କମ ଟଙ୍କା ଉଠାଇଲେ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

    ନୂଆଦିଲ୍ଲୀ:୨ହଜାର ବା ତାହାଠାରୁ କମ ରାଶିର ଟଙ୍କା ଚେକ ମାଧ୍ୟମରେ ଉଠାଇଲେ ଗ୍ରାହକ ମାନଙ୍କ ଠାରୁ ଅତିରିକ୍ତ ୧୦୦ଟଙ୍କା ଶୁଳ୍କ ଆଦାୟ କରିବ ଏସବିଆଇ କାର୍ଡ ।ତେବେ ୨ହଜାରରୁ ଉଦ୍ଧ୍ୱ ରାଶି ଉଠାଇବା ନେଇ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ...

  • ନିଉଜ ଆଲର୍ଟApr 20, 2017

    ଖୁବ ଜଲଦି ଲଞ୍ଚ ହେବ “ଉବେର ଇଟସ”

    ନୂଆଦିଲ୍ଲୀ: ଟ୍ୟାକ୍ସି ସେବା ଯୋଗାଉଥିବା ଉବେର ପକ୍ଷରୁ ଖୁବ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ନୂଆ ଫୁଡ ଡେଲିଭର ପ୍ଲାଟଫର୍ମ “ଉବେର ଇଟସ” । ମିଳିଥିବା ସୁଚନା ଅନୁଯାୟୀ ଉବେର ଚଳିତ ବର୍ଷର ଶେଷ ସୁଦ୍ଧା ଏହି ସେବା ଭାରତର...

  • ନିଉଜ ଆଲର୍ଟApr 19, 2017

    ୨୧ରେ ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ

    କଟକ:ପ୍ରସ୍ତାବିତ ଆଡ୍ଭୋକେଟ୍ ବିଲ୍ (ସଂଶୋଧନ) ୨୦୧୭କୁ   ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧୀ ଦର୍ଶାଇ ଓଡ଼ିଶା  ରାଜ୍ୟ ବାର କାଉନସିଲ( ରାଜ୍ୟ ଆଇନଜୀବୀ ପରିଷଦ) ପକ୍ଷରୁ ଆସନ୍ତା ୨୧ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି  ନିଆଯାଇଛି। ପୂର୍ବରୁ ଏହି ପ୍ରସଙ୍ଗରେ ଦିନକ...

  • ନିଉଜ ଆଲର୍ଟApr 19, 2017

    ପୁନମ ପାଣ୍ଡେଙ୍କ ଆପକୁ ବ୍ୟାନ୍‌ କଲା ଗୁଗୁଲ

    ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସିଥିବା ପୁନମ ପାଣ୍ଡେଙ୍କ ଆପକୁ ବ୍ୟାନ କରିଛି ଗୁଗୁଲ । ଏନେଇ ପୁନମ୍‌ କହିଛନ୍ତି, ‘ମୁଁ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରେ ଅନେକ ଗୁଡିଏ ଆଡଲ୍ଟ ମ୍ୟାଗାଜିନ୍‌ ଦେଖିଛି । ହେଲେ...

  • ନିଉଜ ଆଲର୍ଟApr 19, 2017

    ଭିଭିପାଟ୍‌ ମେସିନରେ ହେବ ୨୦୧୯ ନିର୍ବାଚନ

    ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ଭିଭିପାଟ ମେସିନରେ ହେବ ବୋଲି ବୁଧବାର ନିର୍ବାଚନ କମିଶନରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି । ବୁଧବାର କ୍ୟାବିନେଟରେ ଏହି ମେସିନ କ୍ରୟ ପାଇଁ ଆବଶ୍ୟକ ଥିବା ୩୦୦୦ କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁର କରିବା ପରେ ନିର୍ବାଚନ...

  • ନିଉଜ ଆଲର୍ଟApr 19, 2017

    ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ

    ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ବର୍ତ୍ତମାନ ଉପଲବ୍ଧ ହୋଇଛି । ଓଜେଇଇ ଅଫିସିଆଲ ୱେବସାଇଟରୁ ଏବେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ । ତେବେ ଚଳିତ ବର୍ଷ ଓଜେଇଇ ଏଣ୍ଟ୍ରାନ୍ସ...

  • ନିଉଜ ଆଲର୍ଟApr 19, 2017

    ନଦୀକୁ ଖସି ପଡିଲା ବସ୍ : ୪୫ ଯାତ୍ରୀ ମୃତ

    ଶିମଳା: ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଯାତ୍ରୀବାହୀ ବସଟି ହିମାଚଳ ପ୍ରଦେଶ ତ୍ୟୁନିରୁ ଉତ୍ତରାଖଣ୍ଡର ବିକାଶନଗରକୁ ଯାଉଥିବା ବେଳେ ଟୋନ୍ସ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବସଟିରେ ୫୬ଜଣ...

  • ନିଉଜ ଆଲର୍ଟApr 19, 2017

    କେନ୍ଦ୍ରାପଡାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

    କେନ୍ଦ୍ରାପଡା: ଆଜି ଅପରାହ୍ନ ୩ଟା ଠାରୁ ୪୮ ଘଣ୍ଟା ପର୍ୟ୍ୟନ୍ତ କେନ୍ଦ୍ରାପଡାରେ ଇଣ୍ଟରନେଟ ସେବା ବନ୍ଦ ରହିବ ନେଇ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଅନୁଯାୟୀ, ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ପାଇଁ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା।...

  • ନିଉଜ ଆଲର୍ଟApr 19, 2017

    ଦଶ ଲକ୍ଷ ଟଙ୍କାକୁ ଚ୍ୟାଲେଞ୍ଜ କରି ନିଜେ ଲଣ୍ଡା ହେଲେ ସୋନୁ ନିଗମ

    ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ‘ଆଜାନ୍‌’ ଟୁଇଟକୁ ନେଇ ଚର୍ଚ୍ଚା ନୂଆ ମୋଡ ନେଇଛି । ପଶ୍ଚିମବଙ୍ଗର ସଂଖ୍ୟାଲଘୁ ୟୁନାଇଟେଡ୍‌ କାଉନସିଲର ଉପସଭାପତି ସୈୟଦ ଶା କାଦରିଙ୍କ ଫତୱାକୁ ଚ୍ୟାଲେଞ୍ଜ କରି ନିଜେ ଲଣ୍ଡା ହୋଇଛନ୍ତି ସୋନୁ ନିଗମ...

  • ନିଉଜ ଆଲର୍ଟApr 19, 2017

    ରାଜସ୍ଥାନ ପେଟ୍ରୋଲିୟମ କ୍ଷେତ୍ରରେ ହେବ ୭୦ହଜାର କୋଟିର ନିବେଶ:ଧର୍ମେନ୍ଦ୍ର

    ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ କ୍ଷେତ୍ର ପାଇଁ ରାଜସ୍ଥାନରେ ୭୦ ହଜାର କୋଟି ଟଙ୍କାର ନିବେଶ ଆଗାମୀ ୪ ବର୍ଷରେ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ବର୍ମର...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |