• ନିଉଜ ଆଲର୍ଟApr 19, 2017

    ମହାମେଣ୍ଟର ଇସାରା ଦେଲେ ମମତା ବାନାର୍ଜି

    ଭୁବନେଶ୍ବର: ଓଡିଶା ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସବୁ ଆଞ୍ଚଳିକ ଦଳ ଗୁଡିକୁ ଏକାଠି ହେବା ପାଇଁ ମମତା ଆହ୍ବାନ ଦେଇଛନ୍ତି। ବିଜେପି ଉପରେ ବର୍ଷି ସେ କହିଛନ୍ତି ଯେ, ଭାରତର ହିନ୍ଦୁତ୍ଵକୁ...

  • ନିଉଜ ଆଲର୍ଟApr 19, 2017

    ଜଳିଗଲା ବରଗଡ ଡେଲି ମାର୍କେଟ, ୨୦ରୁ ଅଧିକ ଦୋକାନ ଭସ୍ମ

    ବରଗଡ: ହାଟପହା ଡେଲି ମାର୍କେଟ‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ରୁ ଅଧିକ ଦୋକାନ ଭସ୍ମ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା...

  • ନିଉଜ ଆଲର୍ଟApr 19, 2017

    ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଗୋମାଂସ ଖାଇବା ଅପରାଧ ନୁହେଁ: ଏନସିପି ନେତା

    ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜଣେ ନେତା କହିଛନ୍ତି ଯେ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଗୋ ମାଂସ ଭକ୍ଷଣ ଅପରାଧ ନୁହେଁ , ଏହା ସହିତ ସେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ମଧ୍ୟ ଏ ନେଇ ଚର୍ଚ୍ଚା...

  • ନିଉଜ ଆଲର୍ଟApr 19, 2017

    ଏମସିଡି ର୍ନିବାଚନ ନେଇ ବୁଧବାର ଆପ ପକ୍ଷରୁ ଜାରୀ ହେବ ଘୋଷଣା ପତ୍ର

    ନୂଆଦିଲ୍ଲୀ:ଦିଲ୍ଲୀ ନଗର ନିଗମ ର୍ନିବାଚନ ନିମନ୍ତେ ଆମ ଆଦମି ପାର୍ଟି ପକ୍ଷରୁ ବୁଧବାର ର୍ନିବାଚନୀ ଇସ୍ତହାର ବା ଘୋଷଣାପତ୍ର ଜାରୀ କରାଯିବ । ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରୀୱାଲ ବୁଧବାର ମୁଖ୍ୟମନ୍ତ୍ରୀ ନିବାସରେ ଏହି ଘୋଷଣା...

  • ନିଉଜ ଆଲର୍ଟApr 19, 2017

    ମଇ ’୧୪ରୁ ପ୍ରତି ରବିବାର ବନ୍ଦ ରହିବ ୮ଟି ରାଜ୍ୟର ପେଟ୍ରୋଲ ପମ୍ପ

    ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ବଞ୍ଚାଅ ଆହ୍ୱାନ କ୍ରମେ ତାମିଲନାଡୁ, ହରୀଆନା ଓ ମହାରାଷ୍ଟ୍ର ସମେତ ୮ଟି ରାଜ୍ୟରେ ପେଟ୍ରୋଲପମ୍ପ ମାଲିକ ମାନେ ପ୍ରତି ରବିବାର ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ପମ୍ପ ମାଲିକ...

  • ନିଉଜ ଆଲର୍ଟApr 19, 2017

    ସାମ୍ବାଦିକ ଗୋପିନାଥ ବାରୀକଙ୍କୁ “ବେଷ୍ଟ ସିନେ ଜର୍ଣ୍ଣାଲିଷ୍ଟ ” ସମ୍ମାନ

    ‘ସମାଜ’ର ବରୀଷ୍ଠ ସାମ୍ବାଦିକ ଶ୍ରୀ ଗୋପିନାଥ ବାରୀକଙ୍କୁ  “ବେଷ୍ଟ ସିନେ ଜର୍ଣ୍ଣାଲିଷ୍ଟ ” ସମ୍ମାନରେ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଉକ୍ରଳ ମଣ୍ଡପ ଠାରେ ଆୟୋଜିତ ୭ମ ଓଡିଆ ଫିଲ୍ମ ପେୟାର ଆୱାର୍ଡ-୨୦୧୬ରେ ଶ୍ରୀ ବାରୀକଙ୍କୁ ଏହି ସମ୍ମାନରେ ସମ୍ମାନୀତ...

  • ନିଉଜ ଆଲର୍ଟApr 18, 2017

    ପୁରୀରେ ପହଁଞ୍ଚିଲେ ମମତା , ସକାଳେ କରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ

    ଭୁବନେଶ୍ୱର:ତିନି ଦିନିଆ ଓଡିଶା ଗ୍ରସ୍ତରେ ଆସି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆସି ଓଡିଶାରେ ପହଁଞ୍ଚିଛନ୍ତି । ଆଜି ମମତା ପୂରୀ ଯାଇ ସେଠାରେ ସର୍କିଟ ହାଉସରେ ରାତ୍ରୀ ଯାପନ କରିବା ପରେ ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ...

  • ନିଉଜ ଆଲର୍ଟApr 18, 2017

    ଆଳୁ ଚଡକ, ଦୁଇ ଦିନ ମଧ୍ୟରେ ୨୦୦ ଟଙ୍କା ବୃଦ୍ଧି

    ଭୁବନେଶ୍ବର: ଖାଉଟିଙ୍କ ଠାରୁ ଆରମ୍ଭ କରି ବେପାରିଙ୍କ ମୁଣ୍ଡରେ ପଡିଛି ଆଳୁ ଚଡକ । ଦୁଇ ଦିନ ତଳେ ଆଳୁ କୁଇଣ୍ଟାଲ ପିଛା ୫୫୦ ଟଙ୍କା ଥିବା ବେଳେ ଆଜି ଏହା ୭୫୦ ଟଙ୍କା ଛୁଇଁଛି । ଖୁଚୁରା ବଜାରରେ ଆଳୁ...

  • ନିଉଜ ଆଲର୍ଟApr 18, 2017

    ମହିଳା ମାଓବାଦୀର ଆତ୍ମସମର୍ପଣ

    ଆଜି କୋରାପୁଟଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ ସାଇନିଙ୍କ ନିକଟରେ ଜୀବନି ନାମକ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି ।  ଜୀବନି ମାଓ ସଙ୍ଗ‌ଠନରେ ମାତ୍ର ୧୨ବର୍ଷ ବୟସରେ ଯୋଗଦେଇଥିଲା ଓ ବର୍ତ୍ତମାନ ସେ ମାଓ କମାଣ୍ଡର ସୁରେଶର ବଡିଗାର୍ଡଭାବେ କାମ...

  • ନିଉଜ ଆଲର୍ଟApr 18, 2017

    ମହଙ୍ଗା ପଡିଲା ମଧ୍ୟସ୍ଥତା, ସୁନ୍ଦରଗଡ ଓ ରାୟଗଡାରେ ଅଭାବନୀୟ କାଣ୍ଡ

    ସୁନ୍ଦରଗଡ/ରାୟଗଡା: ମଧ୍ୟସ୍ଥତା କରି ଜୀବନ ହାରିଲେ ମହିଳା। ଦୁଇଜଣଙ୍କ ଝଗଡାରେ ମଧ୍ୟସ୍ଥି ସାଜିବାରୁ ଜଣେ ଉତ୍ତ୍ୟକ୍ତ ଯୁବକ ତାଙ୍କୁ ହତ୍ୟା କରିଛି। ଏହି ଘଟଣାଟି ଘଟିଛି ସୁନ୍ଦରଗଡ ଜିଲା ବଣାଇ ଅନ୍ତର୍ଗତ ସାନରକ୍ସି ଗାଁରେ। ସୂଚନାଯେ, ଗତକାଲି ବିଳମ୍ବିତ ରାତିରେ ସାନରକ୍ସି...

  • ନିଉଜ ଆଲର୍ଟApr 18, 2017

    ବିରାଟଙ୍କ ତିର୍‌ଛି ନଜର, ଫଟୋ ଭାଇରାଲ

    ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ଆଇପିଏଲ ଏଙ୍କର ଅର୍ଚ୍ଚନା ବିଜୟା ପିନ୍ଧିଥିବା ଏକ ଫଟା ଜିନ୍ସକୁ ବିରାଟ ଅନେଇଥିବା ଦେଖାଯାଉଛି । ଠିକଣା ସମୟରେ ଫଟୋଗ୍ରାଫରଙ୍କ...

  • ନିଉଜ ଆଲର୍ଟApr 18, 2017

    କାବୁରେ ଆସିଲା ଚିତା, ଦୁଇ କର୍ମଚାରୀ ଆହାତ

    ବଲାଙ୍ଗିର: ଦୀର୍ଘ ୧୨ଘଣ୍ଟା ପରିଶ୍ରମ ପରେ କାବୁରେ ଆସିଛି ଚିତା ବାଘ। କଣ୍ଟାବାଞ୍ଜି କୁରୁଲି ଗାଁରେ ଚିତାକୁ ଆୟତ୍ତରେ ଆଣିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଛି। ବାଘଟିକୁ ପିଞ୍ଜରାରେ ଆବଦ୍ଧ କରିବା ପରେ ବଲାଙ୍ଗିର ବନ...

  • ନିଉଜ ଆଲର୍ଟApr 18, 2017

    ମନନ ବୋହ୍‌ରାଙ୍କ ୯୫ ସତ୍ତ୍ୱେ ସନ୍‌ରାଇଜର୍ସ ବିଜୟୀ

    ହାଇଦରାବାଦ: ସୋମବାର ଆଇପିଏଲ୍‌-୧୦ର ୧୯ଶ ମ୍ୟାଚ୍‌ରେ ଦୁଇ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଓ ମନନ ବୋହ୍‌ରା ସ୍ମରଣୀୟ ଇନିଂସ ଖେଳିଥିଲେ । ତେବେ ୱାର୍ଣ୍ଣରଙ୍କ ଦଳ ଜିତାପଟ ପାଇଥିବା ବେଳେ ବୋହରାଙ୍କ ପ୍ରୟାସ ନିଷ୍ଫଳ ହୋଇଛି । ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ...

  • ନିଉଜ ଆଲର୍ଟApr 18, 2017

    ଶେଷ ବଲ୍‌ରେ କେକେଆର୍‌କୁ ଜିତାଇଲେ ମନୀଷ ପାଣ୍ଡେ

    ନୂଆଦିଲ୍ଲୀ:  ଆଇପିଏଲ୍‌-୧୦ରେ ଅଦ୍ୟାବଧି ସବୁଠାରୁ ରୋମାଞ୍ଚକର ମୁକାବିଲା ସୋମବାର ଦେଖିବାକୁ ମିଳିଛି । ୟୁସୁଫ୍‌ ପଠାନ୍‌ ଓ ମନୀଷ ପାଣ୍ଡେଙ୍କ ଚିତ୍ତାକର୍ଷକ ଇନିଂସ ବଳରେ ଶେଷ ବଲ୍‌ରେ ଦିଲ୍ଲୀ ଡେୟାରଡେଭିଲ୍‌ସକୁ ପରାସ୍ତ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍‌) । ଶେଷ...

  • ନିଉଜ ଆଲର୍ଟApr 18, 2017

    ଜାତୀୟ ଯୁବ ଆଥ୍‌ଲେଟିକ୍ସରେ ୧୦ ଓଡ଼ିଆ

    କଟକ: ଚଳିତମାସ ୨୧ରୁ ୨୩ ପର୍ଯ୍ୟନ୍ତ ହାଇଦରାବାଦରେ ଆୟୋଜନ ହେବ ୧୪ଶ ଜାତୀୟ ଯୁବ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ । ଏହି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶାର ୧୦ ଜଣିଆ ଦଳ ଭାଗନେବ । ଓଡ଼ିଶା ଆଥ୍‌ଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଘୋଷିତ ୧୦ ଜଣିଆ ଦଳରେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |