• ନିଉଜ ଆଲର୍ଟApr 20, 2017

    ନୋଏଡା ଏଲଇଡି ବଲବ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନୀକାଣ୍ଡ ,୬ମୃତଦେହ ଉଦ୍ଧାର

    ନୋଏଡା:ଦିଲ୍ଲୀ ନିକଟସ୍ଥ ନୋଏଡାସ୍ଥିତ ଏକ ଏଲଇଡି ବଲ୍ୱ ଫ୍ୟାକ୍ଟ୍ରିରେ ବୁଧବାର  ଭୀଷଣ ଅଗ୍ନୀକାଣ୍ଡ ଘଟିଥିବାର ସୁଚନା ମିଳିଛି ।  ୪ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ନିଆଁ ଲାଗିଯିବା ଦ୍ୱାରା ଏଠାରେ ଥିବା ସମସ୍ତ ଜିନିଷ ପତ୍ର ପୋଡି ପାଉଁସ ହୋଇଯାଇଛି ।...

  • ନିଉଜ ଆଲର୍ଟApr 20, 2017

    ୨ହଜାର କିମ୍ବା ତାହାଠାରୁ କମ ଟଙ୍କା ଉଠାଇଲେ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

    ନୂଆଦିଲ୍ଲୀ:୨ହଜାର ବା ତାହାଠାରୁ କମ ରାଶିର ଟଙ୍କା ଚେକ ମାଧ୍ୟମରେ ଉଠାଇଲେ ଗ୍ରାହକ ମାନଙ୍କ ଠାରୁ ଅତିରିକ୍ତ ୧୦୦ଟଙ୍କା ଶୁଳ୍କ ଆଦାୟ କରିବ ଏସବିଆଇ କାର୍ଡ ।ତେବେ ୨ହଜାରରୁ ଉଦ୍ଧ୍ୱ ରାଶି ଉଠାଇବା ନେଇ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ...

  • ନିଉଜ ଆଲର୍ଟApr 20, 2017

    ଖୁବ ଜଲଦି ଲଞ୍ଚ ହେବ “ଉବେର ଇଟସ”

    ନୂଆଦିଲ୍ଲୀ: ଟ୍ୟାକ୍ସି ସେବା ଯୋଗାଉଥିବା ଉବେର ପକ୍ଷରୁ ଖୁବ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି ନୂଆ ଫୁଡ ଡେଲିଭର ପ୍ଲାଟଫର୍ମ “ଉବେର ଇଟସ” । ମିଳିଥିବା ସୁଚନା ଅନୁଯାୟୀ ଉବେର ଚଳିତ ବର୍ଷର ଶେଷ ସୁଦ୍ଧା ଏହି ସେବା ଭାରତର...

  • ନିଉଜ ଆଲର୍ଟApr 19, 2017

    ୨୧ରେ ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ

    କଟକ:ପ୍ରସ୍ତାବିତ ଆଡ୍ଭୋକେଟ୍ ବିଲ୍ (ସଂଶୋଧନ) ୨୦୧୭କୁ   ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧୀ ଦର୍ଶାଇ ଓଡ଼ିଶା  ରାଜ୍ୟ ବାର କାଉନସିଲ( ରାଜ୍ୟ ଆଇନଜୀବୀ ପରିଷଦ) ପକ୍ଷରୁ ଆସନ୍ତା ୨୧ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି  ନିଆଯାଇଛି। ପୂର୍ବରୁ ଏହି ପ୍ରସଙ୍ଗରେ ଦିନକ...

  • ନିଉଜ ଆଲର୍ଟApr 19, 2017

    ପୁନମ ପାଣ୍ଡେଙ୍କ ଆପକୁ ବ୍ୟାନ୍‌ କଲା ଗୁଗୁଲ

    ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସିଥିବା ପୁନମ ପାଣ୍ଡେଙ୍କ ଆପକୁ ବ୍ୟାନ କରିଛି ଗୁଗୁଲ । ଏନେଇ ପୁନମ୍‌ କହିଛନ୍ତି, ‘ମୁଁ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରେ ଅନେକ ଗୁଡିଏ ଆଡଲ୍ଟ ମ୍ୟାଗାଜିନ୍‌ ଦେଖିଛି । ହେଲେ...

  • ନିଉଜ ଆଲର୍ଟApr 19, 2017

    ଭିଭିପାଟ୍‌ ମେସିନରେ ହେବ ୨୦୧୯ ନିର୍ବାଚନ

    ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ଭିଭିପାଟ ମେସିନରେ ହେବ ବୋଲି ବୁଧବାର ନିର୍ବାଚନ କମିଶନରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି । ବୁଧବାର କ୍ୟାବିନେଟରେ ଏହି ମେସିନ କ୍ରୟ ପାଇଁ ଆବଶ୍ୟକ ଥିବା ୩୦୦୦ କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁର କରିବା ପରେ ନିର୍ବାଚନ...

  • ନିଉଜ ଆଲର୍ଟApr 19, 2017

    ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ

    ଭୁବନେଶ୍ୱର: ଚଳିତ ବର୍ଷ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ବର୍ତ୍ତମାନ ଉପଲବ୍ଧ ହୋଇଛି । ଓଜେଇଇ ଅଫିସିଆଲ ୱେବସାଇଟରୁ ଏବେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ । ତେବେ ଚଳିତ ବର୍ଷ ଓଜେଇଇ ଏଣ୍ଟ୍ରାନ୍ସ...

  • ନିଉଜ ଆଲର୍ଟApr 19, 2017

    ନଦୀକୁ ଖସି ପଡିଲା ବସ୍ : ୪୫ ଯାତ୍ରୀ ମୃତ

    ଶିମଳା: ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଯାତ୍ରୀବାହୀ ବସଟି ହିମାଚଳ ପ୍ରଦେଶ ତ୍ୟୁନିରୁ ଉତ୍ତରାଖଣ୍ଡର ବିକାଶନଗରକୁ ଯାଉଥିବା ବେଳେ ଟୋନ୍ସ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବସଟିରେ ୫୬ଜଣ...

  • ନିଉଜ ଆଲର୍ଟApr 19, 2017

    କେନ୍ଦ୍ରାପଡାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

    କେନ୍ଦ୍ରାପଡା: ଆଜି ଅପରାହ୍ନ ୩ଟା ଠାରୁ ୪୮ ଘଣ୍ଟା ପର୍ୟ୍ୟନ୍ତ କେନ୍ଦ୍ରାପଡାରେ ଇଣ୍ଟରନେଟ ସେବା ବନ୍ଦ ରହିବ ନେଇ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଅନୁଯାୟୀ, ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ପାଇଁ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା।...

  • ନିଉଜ ଆଲର୍ଟApr 19, 2017

    ଦଶ ଲକ୍ଷ ଟଙ୍କାକୁ ଚ୍ୟାଲେଞ୍ଜ କରି ନିଜେ ଲଣ୍ଡା ହେଲେ ସୋନୁ ନିଗମ

    ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ‘ଆଜାନ୍‌’ ଟୁଇଟକୁ ନେଇ ଚର୍ଚ୍ଚା ନୂଆ ମୋଡ ନେଇଛି । ପଶ୍ଚିମବଙ୍ଗର ସଂଖ୍ୟାଲଘୁ ୟୁନାଇଟେଡ୍‌ କାଉନସିଲର ଉପସଭାପତି ସୈୟଦ ଶା କାଦରିଙ୍କ ଫତୱାକୁ ଚ୍ୟାଲେଞ୍ଜ କରି ନିଜେ ଲଣ୍ଡା ହୋଇଛନ୍ତି ସୋନୁ ନିଗମ...

  • ନିଉଜ ଆଲର୍ଟApr 19, 2017

    ରାଜସ୍ଥାନ ପେଟ୍ରୋଲିୟମ କ୍ଷେତ୍ରରେ ହେବ ୭୦ହଜାର କୋଟିର ନିବେଶ:ଧର୍ମେନ୍ଦ୍ର

    ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ କ୍ଷେତ୍ର ପାଇଁ ରାଜସ୍ଥାନରେ ୭୦ ହଜାର କୋଟି ଟଙ୍କାର ନିବେଶ ଆଗାମୀ ୪ ବର୍ଷରେ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ବର୍ମର...

  • ନିଉଜ ଆଲର୍ଟApr 19, 2017

    ରବିବାର ବନ୍ଦ ରହିବ ପଟ୍ରୋଲ ପମ୍ପ, ମିଳିବନି ପେଟ୍ରୋଲ କି ଡିଜେଲ୍‌

    ଏବେ ରବିବାରରେ ବନ୍ଦ ରହିବ ପଟ୍ରୋଲ ପମ୍ପ, ମିଳିବନି ପେଟ୍ରୋଲ କି ଡିଜେଲ୍‌ । ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ତୈଳ ସଂରକ୍ଷଣ ସମେତ ପରିବେଶ ସୁରକ୍ଷା ନେଇ ଆହ୍ୱାନ ଦେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି...

  • ନିଉଜ ଆଲର୍ଟApr 19, 2017

    ସର୍ତ୍ତମୂଳକ ଜାମିନରେ ମୁକୁଳିଲେ ବାପି ସର୍ଖେଲ

    କଟକ: ଚୌଦ୍ବରା ଜେଲରୁ ସର୍ତ୍ତମୂଳକ ଜାମିନରେ ବାହାରିଲେ କଂଗ୍ରେସ ନେତା ବାପି ସର୍ଖେଲ। ଗତ ୧୭ ତାରିଖରେ ମାନ୍ୟବର ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ପାରାଦୀପ ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ବାଇଁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଚୌଦ୍ବାର...

  • ନିଉଜ ଆଲର୍ଟApr 19, 2017

    ୮.୫କୋଟି ପରିବାରଙ୍କୁ ମିଳିବ ୧ଲକ୍ଷ ଟଙ୍କାର ୠଣ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଗରିବ ଦୂର କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଦେଶର ଗ୍ରମୀଣ କ୍ଷେତ୍ରରେ ଗରିବ ଥିବା ପରିବାରଙ୍କୁ ସିଧାସଳଖ ୧ଲକ୍ଷ ଟଙ୍କା ୠଣ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।ଏହି ୠଣ...

  • ନିଉଜ ଆଲର୍ଟApr 19, 2017

    ବାରିପଦାରେ ୧୨ ଘଣ୍ଟିଆ ବନ୍ଦ ଡାକରା

    ବାରିପଦା: ବ୍ରାଉନସୁଗାର ମୁକ୍ତ ବାରିପଦା ସହର କରାଯିବା ଦାବିରେ ଜେଏମ୍ଏମ୍ ଯୁବ ଛାତ୍ର ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ପାଳନ କରା ଯାଉଛି । ଏହି ବନ୍ଦ ଡାକରାକୁ ଜ଼ିଲା ଓକିଲ ସଂଘ ମଧ୍ୟ ସମର୍ଥନ ଜ଼ଣାଇ ସାମିଲ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |