• ନିଉଜ ଆଲର୍ଟApr 23, 2017

    କଳାପଥର ଖାଦନରୁ ପଥର ଖସି ୨ ମୃତ, ଜଣେ ଆହତ

    ଯାଜପୁର: ଧର୍ମଶାଳ ନିକଟରେ ଥିବା କଳାପଥର ଖାଦନରୁ ବେଆଇନ କ୍ୱାରୀ ଅପରେସନ ବେଳେ ପଥର ଅତଡା ଖସିଛି । ଫଳରେ ଘଟଣାସ୍ଥଳରେ କାର୍ଯ୍ୟରତ ଥିବା ଜଣେ ଶ୍ରମିକ ଚନ୍ଦା ଦେହୁରୀ ଓ ଖାଦାନ ମାଲିକ ଶତୃଘ୍ନ ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ...

  • ନିଉଜ ଆଲର୍ଟApr 23, 2017

    ଚର୍ଚ୍ଚାରେ ମହିଳା ପୁଲିସ ଏଏସଆଇଙ୍କ ସମଲିଙ୍ଗି ବିବାହ

    ପଞ୍ଜାବ: ସମଲିଙ୍ଗି ବିବାହର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି ପଞ୍ଜାବରେ । ଦୁଇ ଜଣ ଯୁବତୀ ପରିବାର ଲୋକଙ୍କ ସହମତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପଞ୍ଜାବ ପୁଲିସ ସେବାରେ ମହିଳା ଏଏସଆଇ ଭାବେ କାର୍ଯ୍ୟ କରୁଥିବା ସଞ୍ଜିତ...

  • ନିଉଜ ଆଲର୍ଟApr 23, 2017

    ଦିଲ୍ଲୀ ରାଜରାସ୍ତାରେ ବାୟୁସେନା ଅଧିକାରୀଙ୍କୁ ମାଡ; ତିନି ଗିରଫ

    ନୂଆଦିଲ୍ଲୀ: ଆମକୁ ସୁରକ୍ଷା ଯୋଗାଉଥିବା ସେନାଙ୍କୁ କଣ ଆମେ ପ୍ରକୃତରେ ସମ୍ମାନ ଦେଇଥାଉ । ନିକଟରେ ଜମ୍ମୁ-କଶ୍ମୀରରେ ଜବାନଙ୍କ ଉପରେ ସ୍ଥାନୀୟ ଲୋକ ଆକ୍ରମଣ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ଏବେ ଦିଲ୍ଲୀ ରାଜରାସ୍ତାରେ ଘଟିଛି ପୁଣି...

  • ନିଉଜ ଆଲର୍ଟApr 23, 2017

    ଘର କ୍ରୟ ପାଇଁ ପିଏଫରୁ ଉଠାଇ ହେବ ୯୦% ଅର୍ଥ

    ନୂଆଦିଲ୍ଲୀ: ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଇପିଏଫ ନିୟମ ୧୯୫୨ରେ ସଂଶୋଧନ ଆଣିଛନ୍ତି । ଏହି ନୂତନ ସଂଶୋଧନ ଅନୁସାରେ ଘର କ୍ରୟ କିମ୍ବା ନିର୍ମାଣ ପାଇଁ କର୍ମଚାରୀ ତାଙ୍କ ପିଏଫର ୯୦% ଅର୍ଥ...

  • ନିଉଜ ଆଲର୍ଟApr 23, 2017

    ଭଦ୍ରକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

    ଭଦ୍ରକ: ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ଆର୍ଥିକ ସହାୟତା ପ୍ରଦାନ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ଷତିଗ୍ରସ୍ତଙ୍କୁ ସର୍ବନିମ୍ନ ୧୫ ହଜାର ଟଙ୍କା ଓ...

  • ନିଉଜ ଆଲର୍ଟApr 23, 2017

    ୟୁପିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

    ଆଦିତ୍ୟନାଥଙ୍କ ସୁରକ୍ଷା ବଢ଼ିଲା, ଦାୟିତ୍ୱ ନେଲେ ନୂଆ ପୁଲିସ ମହାନିର୍ଦେଶକଲକ୍ଷ୍ନୌ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ୱାରା ପ୍ରାୟୋଜିତ ଆଙ୍କବାଦୀମାନେ ଉତ୍ତରପ୍ରଦେଶରେ ବଡ଼ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିଛି । ଏହି ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ...

  • ନିଉଜ ଆଲର୍ଟApr 22, 2017

    ସୁଷମାଙ୍କ ଦସ୍ତଖତ ଜାଲ୍‌ କରି ଦୁଇ ଗିରଫ

    ବେଙ୍ଗାଲୁରୁ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦସ୍ତଖତ କାଲ୍‌ କରି ଦୁଇଜଣ ଗିରଫ ହୋଇଛନ୍ତି । ପାସ୍‌ପୋର୍ଟ ହାସଲ କରିବା ଉଦେ୍ଦଶ୍ୟରେ ଦୁଇ ଭାଇ ସୁପାରିଶ ପତ୍ରରେ ସୁଷମାଙ୍କ ଦସ୍ତଖତ ଜାଲ୍‌ କରି ପାସ୍‌ପୋର୍ଟ ଅଫିସକୁ ପଠାଇଥିଲେ । ସୁପାରିଶ...

  • ନିଉଜ ଆଲର୍ଟApr 22, 2017

    ମୋଦିଙ୍କ ଜନ୍ମସ୍ଥାନ ହେବ ମୁ୍ୟଜିୟମ;ଚମକିବ ଚା’ ବିକୁଥିବା ଷ୍ଟେସନ୍‌

    ଅହମ୍ମଦାବାଦ: ମୋଦିପ୍ରେମୀଙ୍କ ପାଇଁ ଏକ ଭଲ ଖବର । ଯେଉଁମାନେ ଇଚ୍ଛୁକ ଗୁଜରାଟର ବଦନଗର ଯାଇ ଏକ ମୁ୍ୟଜିୟମ ବୁଲିଆସିବେ; ଯେଉଁଠି ମୋଦିଙ୍କର ଅତୀତକୁ ଦେଖିପାରିବେ । ହଁ; ବଦନଗରଠାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନରେ ନିର୍ମାଣ ହେବାକୁ ଯାଉଛି...

  • ନିଉଜ ଆଲର୍ଟApr 22, 2017

    ଡାକ୍ତର ଲେଖିବେ କେବଳ ଜେନେରିକ ଔଷଧ

    ନୂଆଦିଲ୍ଲୀ: ଡାକ୍ତରମାନେ ରୋଗୀଙ୍କୁ ଔଷଧ କିଣିବାକୁ ପରାମର୍ଶ ଦେବାବେଳେ ଏଣିକି ଏହାର ଜେନେରିକ ନାମ ଉଲ୍ଲେଖ କରିବେ । ରୋଗୀଙ୍କ ପାଇଁ ଲେଖାଯାଉଥିବା ପ୍ରେସ୍‌କ୍ରିପସନରେ ଡାକ୍ତରମାନେ ଔଷଧର ବ୍ରାଣ୍ଡ ନାମ ପରିବର୍ତ୍ତେ ଏହାର ଜେନେରିକ ନାମ ଉଲ୍ଲେଖ କରିବେ । ଏ...

  • ନିଉଜ ଆଲର୍ଟApr 22, 2017

    ଯୁକ୍ତ ଦୁଇ ପଢାଇବେ ସ୍ନାତକୋତ୍ତର ଶିକ୍ଷକ

    ଭୁବନେଶ୍ୱର:  ଡିଗ୍ରୀ କଲେଜରୁ ଯୁକ୍ତ ଦୁଇ ପୃଥକ କରାଯିବା ପରେ ଏବେ ଯୁକ୍ତ ଦୁଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି । ଯୁକ୍ତ ଦୁଇ ପାଇଁ ସ୍ୱତନ୍ତ୍ର ଶିକ୍ଷକ ପଦରେ ନିଯୁକ୍ତି ଦିଆଯାଇ ନଥିବାରୁ ଅଧିକାଂଶ କଲେଜରେ ଡ଼ିଗ୍ରୀ...

  • ନିଉଜ ଆଲର୍ଟApr 22, 2017

    ୟୁରୋପରେ ପ୍ରଦୂଷଣ ,ଭାରତରେ ମରୁଡ଼ି!

    ଲଣ୍ଡନ: ୟୁରୋପରେ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି । ଏଭଳି ରିପୋର୍ଟ ଦେଇଛି ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟ । ଏହି ପରିସ୍ଥିତି ଯୋଗୁଁ ୨୦୦୦ମସିହାରେ ଭାରତର ୧୩୦ମିଲିୟନ ଜନତା ପ୍ରଭାବିତ ହୋଇଥିଲେ ବୋଲି ରିପୋର୍ଟରେ...

  • ନିଉଜ ଆଲର୍ଟApr 22, 2017

    ମାଟ୍ରିକ ପାସ୍ ପିଲାଙ୍କୁ ଡାକ ବିଭାଗରେ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

    ମାଟ୍ରିକ୍ ପାସ୍ କରିଥିଲେ ଡାକ ବିଭାଗରେ ମିଳିବ ଚାକିରି।  ଭାରତୀୟ ଡାକ ବିଭାଗ ପକ୍ଷରୁ ଗ୍ରାମୀଣ ଗ୍ରାମ ସେବକ ପଦବୀ ପାଇଁ ଆବେଦନ କରିବାକୁ ନୋଟିସ୍‌ ବାହାର କରାଯାଇଛି। ଡାକ ବିଭାଗ ଗ୍ରାମୀଣ ଡାକ ସେବକର ୧୦୪୮ଟି ପୋଷ୍ଟ ବାହାର କରିଛି...

  • ନିଉଜ ଆଲର୍ଟApr 22, 2017

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ନଜର ଆସିଲେନି ବିଜୟ ଓ ଦିଲ୍ଲୀପ୍‌

    ବାରିପଦା: ଆଜିଠାରୁ ବାରିପଦାରେ ଆରମ୍ଭ ହୋଇଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ଏହାକୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତା କରୁଥିବା ବେଳେ ଭାରତୀୟ ଜନତା ପାର୍ଟୀର ବହୁ ନେତା ଯୋଗ ଦେଇଛନ୍ତି । ଏହି ବୈଠକ...

  • ନିଉଜ ଆଲର୍ଟApr 22, 2017

    ପନିରଙ୍କ ସର୍ତ୍ତ ପୂରଣ ପାଇଁ ପଲାନିଙ୍କ ୭ଜଣିଆ କମିଟି

    ଚେନ୍ନଇ: ଏଆଇଏଡିଏମ୍‌କେର ଦୁଇ ଗୋଷ୍ଠୀ ମିଳାମିଶା ପର୍ବ ଆଗେଇ ଚାଲିଥିବାବେଳେ ପିନିରସେଲଭମ୍‌ଙ୍କ ପକ୍ଷରୁ ରଖା ଯାଇଥିବା ସର୍ତ୍ତ ଉପରେ ବିଚାର ବିମର୍ଶ ପାଇଁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଏକ ୭ଜଣିଆ କମିଟି ଗଠନ କରିଛନ୍ତି । କମିଟି ଶୁକ୍ରବାର ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ...

  • ନିଉଜ ଆଲର୍ଟApr 22, 2017

    ସମୁଦ୍ର ମଧ୍ୟରେ କରିହେବ କାର ରେସ୍‌

    ସମୁଦ୍ରରେ ହେବ କାର ରେସ୍‌ । ଏହା ଆପଣଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସମ୍ଭବ ହେବ । ଏକ ବିଳାସପୂର୍ଣ୍ଣ ଜାହାଜ ନିର୍ମାଣ ହୋଇଛି; ଯେଉଁଥିରେ ଆପଣ କାର ରେସ୍‌ କରିପାରିବେ । ଜାହାଜର ଉପର ଭାଗରେ ଦୁଇଟି ରେସ୍‌...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |