• ନିଉଜ ଆଲର୍ଟApr 28, 2017

    ବିହାରରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ପ୍ରତିଶତ ବୃଦ୍ଧି

    ପାଟନା: ଗୁରୁବାର ବିହାର ମନ୍ତ୍ରୀ ମଣ୍ଡଳର ବସିଥିବା ବୈଠକରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ୪ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ...

  • ନିଉଜ ଆଲର୍ଟApr 27, 2017

    ‘ନକ୍ସଲ ନୁହେଁ ସୁକମାରେ ସୁରକ୍ଷାକର୍ମୀ ଲଗାଇଥିଲେ ନିଆଁ’

    ନୂଆଦିଲ୍ଲୀ: ୨୦୧୧ ମସିହାରେ ଛତିଶଗଡ ସୁକମା ଜିଲାର ତାଦାମତଲା ଗାଁରେ ହୋଇଥିବା ଅଗ୍ନିକାଣ୍ଡ ନକ୍ସଲମାଦେ ନୁହେଁ ବରଂ ସୁରକ୍ଷାକର୍ମୀ ମାନଙ୍କ ଦ୍ବାରା କରାଯାଇଥିଲା  । ସୁରକ୍ଷାକର୍ମୀଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇଛି ସିବିଆଇ । ଦୈନିକ ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ...

  • ନିଉଜ ଆଲର୍ଟApr 27, 2017

    ସାଉଦି ଆରବରୁ ଭାରତୀୟ ମହିଳା ଉଦ୍ଧାର

    ନୂଆଦିଲ୍ଲୀ:ଭାରତ ସରକାରଙ୍କ ହସ୍ତକ୍ଷେପ ଫଳରେ ସାଉଦି ଆରବରେ ନିର୍ଯ୍ୟାତିତା ହେଉଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି । ହାଇଦ୍ରାବାଦ ବାସିନ୍ଦା ସଲମା ବେଗମଙ୍କୁ ଛଳରେ କିଛି ଦଲାଲ ସାଉଦି ଆରବକୁ ବିକ୍ରି କରି ଦେଇଥିବା ବେଳେ ସେଠାରେ ତାଙ୍କୁ ଶାରିରୀକ ଓ ମାନସିକ...

  • ନିଉଜ ଆଲର୍ଟApr 27, 2017

    ବାହୁବଳୀ-୨ର ପ୍ରିମିୟର ବାତିଲ

    ବହୁଚର୍ଚ୍ଚିତ ଚଳଚ୍ଚିତ୍ର “ବାହୁବଳୀ-୨”ଏପ୍ରିଲ ୨୮ରେ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ ହେବାର ଘୋଷଣା କରାଯାଇଛି । ତେବେ ଚଳଚ୍ଚିତ୍ରର ପ୍ରିମିୟର ମୁମ୍ବଇରେ ଏପ୍ରିଲ୨୭ ସନ୍ଧ୍ୟାରେ ହେବ ବୋଲି ପୂର୍ବରୁ ସ୍ଥିରୀକୃତ ଥିଲା । ହେଲେ ବର୍ଷୀୟାନ୍‌ କଳାକାର ବିନୋଦ ଖାନ୍ନାଙ୍କ ଅକାଳ ବିୟୋଗରେ ବାହୁବଳୀ-୨ର...

  • ନିଉଜ ଆଲର୍ଟApr 27, 2017

    ନୂଆ ରୂପ ନେବ ତାଲଚେର ସାର କାରଖାନା, ୮ ହଜାର କୋଟି ନିବେଶ

    ନୂଆଦିଲ୍ଲୀ: ତାଳଚେରରେ ସାରକାରଖାନାର ପୁନରୁଦ୍ଧାର ହେବା ନେଇ ଆଜି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ କେନ୍ଦ୍ର ସାର ଓ ରାସାୟନ ମନ୍ତ୍ରୀ ଅନନ୍ତ କୁମାର, ଶକ୍ତି ମନ୍ତ୍ରୀ ପୀୟୁଷ ଗୋୟଲ ଓ ପେଟ୍ରୋଲିୟମ ମନ୍ତ୍ରୀ...

  • ନିଉଜ ଆଲର୍ଟApr 27, 2017

    ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ

    ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରୁଥିବା ଇଣ୍ଡିଗୋ ୬ଇ-୪୮୯ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିମାନ ବନ୍ଦରରୁ ଠିକ ଭାବେ ଉଡାଣ ଭରିବା ପରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଆକାଶରେ ବିମାନଟି ଉଡୁଥିବା ଅବସ୍ଥାରେ ଦୋହଲିବାକୁ...

  • ନିଉଜ ଆଲର୍ଟApr 27, 2017

    ଏଭଳି ବି ଜଣେ ଡାକ୍ତର; ଚିକିତ୍ସା ପାଇଁ ନିଅନ୍ତି ମାତ୍ର ୨ଟଙ୍କା

    ନାଗପୁର: ସୁଖ କ’ଣ କେଉଁଠି ମିଳେ? ସଫଳତାର ମାପକାଠି କ’ଣ? ଏଭଳି ଏକ ପ୍ରଶ୍ନ ଧନୀଠାରୁ ଗରିବଙ୍କୁ ବ୍ୟତିବ୍ୟସ୍ତ କରୁଥିବ । କାରଣ ଆଜିର ଦିନରେ ସଫଳତାର ମାନଦଣ୍ଡ ଭାବରେ ସାମାଜିକ ବ୍ୟବସ୍ଥା କେବଳ ବ୍ୟାଙ୍କ ବ୍ୟାଲେନ୍ସକୁ ତୁଳନା କରୁଥିବାବେଳେ ବାସ୍ତବ...

  • ନିଉଜ ଆଲର୍ଟApr 27, 2017

    ସାଧରଣ ଲୋକଙ୍କ ପାଇଁ ବିମାନ ସେବା, ୨୫୦୦ରେ ଭରିବେ ଉଡାନ

    ନୂଆଦିଲ୍ଲୀ: ‘ଉଡେ ଦେଶକା ଆମ ନାଗରିକ’ କିମ୍ବା ଉଡାନ ଯୋଜନା ଗୁରୁବାର ଆରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିମ୍‌ଳାଠାରେ ଏହି ଉଡାନ ସ୍କିମ ଉଦଘାଟନ କରିଛନ୍ତି । ଫଳରେ ସ୍ୱଳ୍ପ ମୂଲ୍ୟରେ ଦେଶର ସାଧାରଣ ନାଗରିକ ଆଞ୍ଚଳିକ...

  • ନିଉଜ ଆଲର୍ଟApr 27, 2017

    ସବୁଠୁ ମୋଟୀ ମହିଳାଙ୍କ ଡାକ୍ତର ଦେଲେ ଇସ୍ତଫା

    ବିଶ୍ୱର ସବୁଠୁ ମୋଟୀ ମହିଳା ଭାବେ ଜଣାଯାଉଥିବା ଇମାନ୍‌ ଅହମ୍ମଦ ଇଜିପ୍ଟରୁ ଭାରତ କେବଳ ଚିକିତ୍ସା ପାଇଁ ହିଁ ଆସିଥିଲେ । ଇମାନଙ୍କ ଓଜନ ମୁମ୍ବଇ ଆସିବା ସମୟରେ ୫୦୦କିଲେ ଥିଲା । ହେଲେ ତାଙ୍କ ଚିକିତ୍ସକଦଳର ନିଷ୍ଠାପର ସେବାରେ ଇମାନ୍‌...

  • ନିଉଜ ଆଲର୍ଟApr 27, 2017

    ମାଓଙ୍କୁ ଦିଆଯିବ କଡା ଯବାବ, ଇସ୍ରାଏଲରୁ ଆସିବ ରାଡାର

    ନୂଆଦିଲ୍ଲୀ: ଛତିଶଗଡ ସୁକୁମାରେ ମାଓବାଦୀ ଆକ୍ରମଣ ପରେ ମାଓ ଦମନ ପାଇଁ ଅଙ୍କ କସିବା ଆରମ୍ଭ କରିଛନ୍ତି ଭାରତ ସରକାର । ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ ହେଉଛି । ମାଓ ପ୍ରଭାବିତ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍ଗ ଗତିବିଧି...

  • ନିଉଜ ଆଲର୍ଟApr 27, 2017

    ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

    କେନ୍ଦ୍ରପଡା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ୧ ତାରିଖଠାରୁ ପର୍ଯଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭରଙ୍କ ପାଇଁ ବିଶ୍ୱରେ ପରିଚିତ ହୋଇଥିବା ଏହି ଉଦ୍ୟାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।...

  • ନିଉଜ ଆଲର୍ଟApr 27, 2017

    ସଡକ ଦୁର୍ଘଟଣାରେ ଜଣେ ମୃତ

    ପୁରୀ:ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ନିକଟରେ ଥିବା ସାକ୍ଷୀଗୋପାଳ ଠାରେ  ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ସୌମ୍ୟ ରଞ୍ଜନ ଦାସ(୪୮)ାମୃତକ ଜଣକ ପୁରୀ ହେରାଗୋହରୀ ସାହିର ହୋଇଥିବାର ସୁଚନା...

  • ନିଉଜ ଆଲର୍ଟApr 26, 2017

    ଖୋର୍ଦ୍ଧାର ୫ ଯୁବକ ଓମାନରେ ଅଟକ;ସୁଷମାଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର:  ଓମାନରେ ଅଟକ ରହିଥିବା ଖୋର୍ଦ୍ଧା ଅଞ୍ଚଳର ୫ ଯୁବକଙ୍କୁ ଫେରାଇ ଆଣିବା ଦିଗରେ ପଦକ୍ଷେପ  ନେବାକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପେଟ୍ରୋଲିଅମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ପର୍କରେ ସେ ଶ୍ରୀମତୀ...

  • ନିଉଜ ଆଲର୍ଟApr 26, 2017

    କଂଗ୍ରେସ ବିଧାୟକ ଭୁଜବଳଙ୍କୁ ୨୦ ହଜାର ତଣ୍ଡ

    ୨୦୧୬ ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ସାଂସଦ ଏନ. ଭାସ୍କର ରାଓଙ୍କ ବିରୋଧରେ ରୁଜୁ ନିର୍ବାଚନ ମାମଲାର ବିଚାର କରି ବୁଧବାର ହାଇକୋର୍ଟ ଆବେଦନକାରୀ କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ମୋକଦ୍ଦମାକୁ ଖାରଜ କରିଦେଇଛନ୍ତି। ବିଚାରପତି ବିଶ୍ୱନାଥ ରଥ ଚୂଡ଼ାନ୍ତ ଶୁଣାଣି କରି...

  • ନିଉଜ ଆଲର୍ଟApr 26, 2017

    କାଶ୍ମୀରରେ ମାସକ ପାଇଁ ଇଣ୍ଟରନେଟ ସେବା ବନ୍ଦ

    ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଦେଖାଯାଇଥିବା ଅସ୍ଥିରତା ପାଇଁ ରାଜ୍ୟ ସରକାର ଏଠାରେ ଏକମାସ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ନେତୃତ୍ୱ ଗୃହ ବିଭାଗ ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି । କାଶ୍ମୀରରେ ଛାତ୍ରମାନେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |