• ନିଉଜ ଆଲର୍ଟApr 29, 2017

    ପୁରୁଷ ପଢ଼ନ୍ତୁ ଗୃହବିଜ୍ଞାନ; ମହିଳା ଶିଖନ୍ତୁ ସମର କଳା

    ନୂଆଦିଲ୍ଲୀ: ପୁରୁଷମାନେ ଗୃହ ବିଜ୍ଞାନ ପଢ଼ନ୍ତୁ ଓ ଘର କାମ କରିବା ଶିଖନ୍ତୁ ଏବଂ ସ୍ତ୍ରୀମାନେ ସମର କଳା ଶିକ୍ଷା କରନ୍ତୁ । ଏହା ମହିଳାଙ୍କ ପ୍ରତି ରହିଥିବା ପାରମ୍ପରିକ ରକ୍ଷଣଶୀଳ ମନୋଭାବ ହଟାଇବାରେ ସହାୟକ ହେବ ।- ଏଭଳି ପରାମର୍ଶ...

  • ନିଉଜ ଆଲର୍ଟApr 29, 2017

    ଉତ୍ତର କୋରିଆ ଉପରେ ଆମେରିକାର ଚାପ ବଢ଼ିଲା

    ଜାତିସଂଘ: ଆଣବିକ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଲାଗି ଉତ୍ତର କୋରିଆ ଉପରେ ଆମେରିକାର ଚାପ ବଢିଛି । ଶୁକ୍ରବାର ଆମେରିକା କହିଛି ଯେ ନୀତି ଓ ଆଦର୍ଶ ଭିତ୍ତିରେ ଧୈର୍ଯ୍ୟ ଧରିବା ଆଉ ସମ୍ଭବ ନୁହେଁ । ଉତ୍ତର କୋରିଆକୁ ଦମନ...

  • ନିଉଜ ଆଲର୍ଟApr 29, 2017

    କାଶ୍ମୀରରେ ଶାନ୍ତି ପାଇଁ କେନ୍ଦ୍ର ସରକାର ଓ ଆଇନଜୀବୀଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ପରାମର୍ଶ

    ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଶାନ୍ତି ଫେରାଇ ଆଣିବା ପାଇଁ ବିଚ୍ଛିନ୍ନତାବାଦୀ ଓ ଆଇନଜୀବୀମାନଙ୍କ ସହ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପି୍ରମ କୋର୍ଟ । କେନ୍ଦ୍ର ସରକାର ବର୍ତ୍ତମାନ ପରିସ୍ଥିତିରେ ବିଚ୍ଛିନ୍ନତାବାଦୀଙ୍କ ସହ କଥାବାର୍ତ୍ତା ସମ୍ଭବ ନୁହେଁ...

  • ନିଉଜ ଆଲର୍ଟApr 29, 2017

    ‘ଅନର କିଲିଂ’ ଆଶଙ୍କାରେ ସୁରକ୍ଷା ଲୋଡ଼ିଲେ ଯୋଗ ଶିକ୍ଷୟିତ୍ରୀ

    ଅହମ୍ମଦାବାଦ: ଯୋଗ ଶିକ୍ଷା ଦେଉଥିବା ଜଣେ ମହିଳାଙ୍କୁ ‘ସମ୍ମାନ ପାଇଁ ହତ୍ୟା’ ଅଭିଯୋଗକ୍ରମେ ତାଙ୍କ ବାପା ଓ ସ୍ୱାମୀଙ୍କଠାରୁ ସୁରକ୍ଷା ଯୋଗାଇ ଦେବାକୁ ଗୁଜରାଟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସମ୍ପୃକ୍ତ ମହିଳା ରାଶେଶା ଦେଶାଇ ହେଉଛନ୍ତି କଂଗ୍ରେସ ନେତା ତଥା...

  • ନିଉଜ ଆଲର୍ଟApr 29, 2017

    ସାହସୀ ଋଷିଙ୍କ ଯୋଗୁଁ ବର୍ତ୍ତିଗଲା ବଡ଼ ଅଘଟଣ

    କୁପୱାଡ଼ା: କୁପୱାଡ଼ା ସେନା ଶିବିରରେ ଗୁରୁବାର ଭୋର ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଧିକ ଭାରତୀୟ ସେନା ମୃତାହତ ହୋଇଥାନ୍ତେ; ଯଦି ଯବାନ ଋଷି କୁମାର ଅପୂର୍ବ ସାହସିକତା ପ୍ରଦର୍ଶନ କରି ନଥାନ୍ତେ । ଋଷିଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏକ...

  • ନିଉଜ ଆଲର୍ଟApr 29, 2017

    ବିହାର ମାନିବନି ଲାଲ ବତି କଟକଣା

    ପାଟଣା: କେନ୍ଦ୍ର ସରକାରଙ୍କ ଲାଲ ବତି ଉଚ୍ଛେଦ ସଂକ୍ରାନ୍ତ ନିର୍ଦେଶକୁ ବିହାର ମାନିବ ନାହିଁ । ରାଜ୍ୟ ପରିବହନ ଆୟୁକ୍ତ ଆର. କେ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଲାଲ ବତି ଉପରେ କଟକଣା ଜାରି କରିବା ପୂର୍ବରୁ ମୋଟର...

  • ନିଉଜ ଆଲର୍ଟApr 29, 2017

    ମଧ୍ୟପ୍ରଦେଶ: ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

    ଶିବପୁରୀ:ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଅହମ୍ମଦାବାଦରୁ ଭିଣ୍ଡ ଯାଉଥିବା ରାସ୍ତାରେ ଶୁକ୍ରବାର ସକାଳେ ଏକ କାର ଓ ଟ୍ରକ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରରୁ ୭ଜଣଙ୍କ ମୃତୁ୍ୟ ଘଟିଥିବାର ଅନ୍ୟ ୨ଜଣ ଆହତ ହୋଇଥିବାର ସୁଚନା ମିଳିଛି । ପୁଲିସ ସୁଚନା ଅନୁଯାୟୀ...

  • ନିଉଜ ଆଲର୍ଟApr 29, 2017

    ବିହାର:ଗୟାରେ ୬କିଲୋର ସିଲିଣ୍ଡର ବମ ଜବତ

    ଗୟା:ବିହାରର ନକ୍ସଲ ପ୍ରବଣ ଗୟା ଜିଲ୍ଲାରେ ନକ୍ସଲ ମାନଙ୍କ ବିରୋଧରେ କରାଯାଇଥିବା ଅଭିଯାନରେ ନକ୍ସଲ ମାନଙ୍କ ଏକ ବଡ ଚକ୍ରାନ୍ତକୁ ପଣ୍ଡ କରିବା ସହ ପୁଲିସ ଏକ ୬କିଲୋ ଓଜନର ସିଲିଣ୍ଡର ବମ ଜବତ କରିଛି । ପୁଲିସ ଅଧିକାରୀଙ୍କ କହିବା...

  • ନିଉଜ ଆଲର୍ଟApr 29, 2017

    ଚୀନ ପକ୍ଷରୁ ଆମେରିକାକୁ ସ୍ୱାଗତ, କହିଲା ଆଲୋଚନା ଲାଗି ପ୍ରସ୍ତୁତ ଅଛି ଉତ୍ତର କୋରିଆ

    ଉତ୍ତର କୋରୀଆର ପରମାଣୁ ଓ ମିଜାଇଲ ସଂଙ୍କଟ ନେଇ ଆମେରିକାର ନରମ ମନୋଭାବକୁ ଚୀନପକ୍ଷରୁ ସ୍ୱାଗତ କରାଯାଇଛି । ତେବେ ଦକ୍ଷୀଣ କୋରିଆରେ ସ୍ଥାପନ କରାଯାଇଥିବା ଆମେରିକୀୟ ମିଜାଇଲ ଡିଫେନ୍ସ ସିଷ୍ଟମ ନେଇ ଆପତ୍ତି କରିଛି । ଉତ୍ତର କୋରିଆ ପକ୍ଷରୁ...

  • ନିଉଜ ଆଲର୍ଟApr 29, 2017

    ଆମେରିକାର ଗୁଳୀକାଣ୍ଡରେ ଭାରତୀୟଙ୍କ ମୃତ୍ୟୁ

    ଆମେରିକାର ଟେନେସୀ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଘଟିଥିବା ଗୁଳୀକାଣ୍ଡରେ ଜଣେ ଭାରତୀୟଙ୍କ ମୃତୁ୍ୟ ହୋଇଥିବାର ସୁଚନା ମିଳିଛି । ମୃତକ ଜଣକ ହେଉଛନ୍ତି ଆମେରିକାର ହ୍‌ôାଇଟହେବେନ ସ୍ଥିତ ଆମେରିକାଜ ବେଷ୍‌ଯ ବେଲୁ୍ୟ ଇନରେ କାର୍ଯ୍ୟ କରୁଥିବା ଖାଣ୍ଡୁ ପଟେଲ ।...

  • ନିଉଜ ଆଲର୍ଟApr 29, 2017

    ମହାପୁରୁଷଙ୍କ ନାମରେ ହେଉଥିବା ଛୁଟିକୁ ରଦ୍ଦ କରିବେ ଦିଲ୍ଲୀ ସରକାର

    ଉତ୍ତର ପ୍ରଦେଶରେ ମହାପୁରୁଷଙ୍କ ନାମରେ ହେଉଥିବା ଛୁଟି ଗୁଡିକୁ ଯୋଗୀ ସରକାର ରଦ୍ଦ କରିବା ପରେ ଅନୁରୁପ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀର ଆପ ସରକାର ।  ଦିଲ୍ଲୀର ଲାଲବତୀ କଲଚର ଓ ମହୋଲ୍ଲା ସଫେଇକୁ ଦେଶ ସାରା ଆଦୃତ କରାଯାଉଥିବା ବେଳେ...

  • ନିଉଜ ଆଲର୍ଟApr 28, 2017

    ‘ପ୍ରେମ ବ୍ୟାପାରରେ ମହିଳାଙ୍କ ଉପରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ’

    ନୂଆଦିଲ୍ଲୀ: ମହିଳାମାନେ କାହାକୁ ପ୍ରେମ କରିବେ ବା ନକରିବେ ଏହା ସେମାନଙ୍କର ବ୍ୟକ୍ତିଗତ ଅଧିକାରଭୁକ୍ତ । ଏ କ୍ଷେତ୍ରରେ ସେମାନଙ୍କର ପସନ୍ଦ ଅପସନ୍ଦ ନେଇ କେହି ଆପତ୍ତି ଉଠାଇ ପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ କେହି ବାଧ୍ୟ ମଧ୍ୟ କରିପାରିବେ...

  • ନିଉଜ ଆଲର୍ଟApr 28, 2017

    ଆଇଏସଆଇ ଏଜେଣ୍ଟଙ୍କ ଆତ୍ମସମର୍ପଣକୁ ନେଇ ସନ୍ଦେହ

    ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଘଟଣାଟି ହେଉଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ଜଣେ ଏଜେଣ୍ଟ ସ୍ୱେଚ୍ଛାକୃତ ଭାବେ ଆତ୍ମସମର୍ପଣ କରିଛନ୍ତି । ଏଜେଣ୍ଟ ଜଣଙ୍କ...

  • ନିଉଜ ଆଲର୍ଟApr 28, 2017

    ବିଜେପିରେ ଯୋଗଦେଲେ ୪ କଂଗ୍ରେସ ବିଧାୟକ

    ଇମ୍ଫାଲ: ମଣିପୁରର ୪ଜଣ କଂଗ୍ରେସ ବିଧାୟକ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେଇଥିବା ବିଧାୟକମାନେ ହେଲେ ୱାଇ ସୁରଚନ୍ଦ୍ରା, ନାଗାମଥାଙ୍ଗ ହାଓକିପ୍‌, ଓ ଲୁଖୋଇ ଏବଂ ଏସ ବିରା । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଓ ରାଜ୍ୟ...

  • ନିଉଜ ଆଲର୍ଟApr 28, 2017

    ଡଙ୍ଗା ବୁଡ଼ି ୧୩ ମୃତ

    ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ଅନ୍ତର୍ଗତ ଇରାଟିମ୍ମା ରାଜୁ ହ୍ରଦରେ ଶୁକ୍ରବାର ଡଙ୍ଗା ବୁଡି ୧୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୭ ମହିଳା ଓ ୬ ଶିଶୁ ଅଛନ୍ତି। ପୁଲିସ କହିବା...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |