• ନିଉଜ ଆଲର୍ଟMay 02, 2017

    ପାର୍ବତୀଙ୍କୁ ମାଡ ଘଟଣା; ବିଜେପିର ଏରସମା ଥାନା ଘେରାଉ

    ଜଗସିଂହପୁର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇ ନିଜ ସମସ୍ୟା ଜଣାଇ ଥିବା ମହିଳାଙ୍କୁ ନେଇ ଜଗତସିଂପୁରରେ ରାଜନୀତି ଜୋର ଧରିବାରେ ଲାଗିଛି । ମହିଳା ଜଣକ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଇଥିବାରୁ ତାଙ୍କୁ ଗ୍ରାମର ବିଜେଡି ସମର୍ଥକ ଆକ୍ରମଣ କରିଛନ୍ତି ବୋଲି...

  • ନିଉଜ ଆଲର୍ଟMay 02, 2017

    ସାବଧାନ ତେଲ ମାଲିସ୍ ବି ନେଇ ପାରେ ଜୀବନ !

    ନୂଆଦିଲ୍ଲୀ:  ତେଲ ମାଲିସ୍ ଆରାମ ଦେଇଥାଏା ହେଲେ ବେଳେ ବେଳେ ଏହା ମୃତ୍ୟୁର କାରଣ ବି ବନିଯାଏା ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏ ନେଇ ଚେତାବନୀ ଦେଇଛନ୍ତିା ତେଲ ମାଲିସ କରି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା...

  • ନିଉଜ ଆଲର୍ଟMay 02, 2017

    ଫେସବୁକ ଓ ଟୁଇଟର ମାଧ୍ୟମରେ ସମସ୍ୟାର ସମାଧାନ କରିବେ ସରକାର

    ଚଣ୍ଡିଗଡ:ଆଧୁନିକ ଯୁଗରେ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାର ଓ ପ୍ରସାର ରହିଥିବା ବେଳେ ଏହା ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣିବା ତଥା ସମାଧାନ କରିବା ପାଇଁ ହରିୟାଣା ସରକାର ଏକ ଅଭିନୟ ଉପାୟ ଅବଲମ୍ବନ କରିଛନ୍ତି । ଏଥିପାଇଁ ହରିୟାଣା ରାଜ୍ୟ...

  • ନିଉଜ ଆଲର୍ଟMay 02, 2017

    ଅସ୍ତ୍ରୋପଚାର ପରେ ଭାରତୀୟ ଯୁବତୀ ୩୦୦ କିଲୋରୁ ହେଲେ ୧୨୫ କିଲୋ

    ପୁନେ: ଏବେ ଭାରତରେ ଚିକିତ୍ସିତ ହେଉଥିବା ବିଶ୍ୱର ସବୁଠାରୁ ମୋଟି ମହିଳା ଇଜିପ୍ଟର ଇମାନ ଅହମ୍ମଦଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛିା ସେ ଆଗରୁ ୫୦୦ କିଲୋ ଥିବା ବେଳେ ଏବେ ଅସ୍ତ୍ରୋପଚାର ପରେ ୧୭୬ କିଲୋ ହୋଇଥିବା କୁହାଯାଉଛିା ଏକ...

  • ନିଉଜ ଆଲର୍ଟMay 02, 2017

    ମହିଳା ସହକର୍ମୀଙ୍କୁ ରେଳ ଦୁର୍ଘଟଣାରୁ ବଞ୍ଚାଇଥିବା ଯୁବକ ହେଲେ ଲୁଟର ଶିକାର

    ନ୍ୟୁୟର୍କ: ନ୍ୟୁୟର୍କରେ କାମ କରୁଥିବା ଭାରତୀୟ ବଂଶୋଦ୍ଭବ ଅନୀଲ  ବାଣବଲ୍ଲୀ  ଜଣେ ମହିଳା ସହକର୍ମୀଙ୍କୁ ରେଳ ଦୁର୍ଘଟଣାରୁ ବଞ୍ଚାଇବା ପରେ ନିଜେ ଲୁଟର ଶିକାର ହୋଇଛନ୍ତିା ସେ ମାନହାଟ୍ଟନକୁ ଯିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ରେଳଗାଡି ଆସୁଥିବା...

  • ନିଉଜ ଆଲର୍ଟMay 02, 2017

    ଚେତେଶ୍ୱର ପୁଜାରା ଓ ହରମନପ୍ରିତ୍‌ କୌର୍‌ ପାଇବେ ଅର୍ଜୁନ ସମ୍ମାନ !

    ଭାରତୀୟ ଜାତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୁଜାରା ଓ ମହିଳା କ୍ରିକେଟ୍‌ ଦଳର ଷ୍ଟାର ଖେଳାଳି ହରମନପ୍ରିତ୍‌ କୌର୍‌ ପାଇବେ ଅର୍ଜୁନ ପୁରସ୍କାର! ବିସିସିଆଇ ପକ୍ଷରୁ ଏହି ଦୁଇଜଣଙ୍କ ନାମ ସୁପାରିଶ୍‌ କରଯାଇଛି । ଚଳିତ ବର୍ଷ ପୁଜାରା...

  • ନିଉଜ ଆଲର୍ଟMay 02, 2017

    ଅଧିନାୟକ କୋହଲିଙ୍କ କୋଳରେ କିଏ ଏହି କୁନି ଝିଅ ? ଜାଣନ୍ତୁ ଏହି ରିପୋର୍ଟରେ

    ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ କୋହଲିଙ୍କ ଖରାପ ପଦର୍ଶନ ସମସ୍ତଙ୍କୁ ନିରାଶ କରିଥିବା ବେଳେ ମଙ୍ଗଳବାର ଇନଷ୍ଟାଗ୍ରାମରେ ସେ ପୋଷ୍ଟ କରିଥିବା ଏକ ଫଟୋରେ ପୁରା ଅଲଗା ଅନ୍ଦାଜରେ ନଜର ଆସିଛନ୍ତି । ନିଜ ଖରାପ ପ୍ରଦର୍ଶନ...

  • ନିଉଜ ଆଲର୍ଟMay 02, 2017

    ଦୂଷିତ ପାନୀୟ ଜଳ ଯୋଗୁଁ ୪୦ରୁ ଉର୍ଦ୍ଧ ଆକ୍ରନ୍ତ

    କେନ୍ଦୁଝର/କଳାହାଣ୍ଡି: ଆନନ୍ଦପୁର ଓ ଭବାନୀପାଟଣା ଅଞ୍ଚଳରେ ୪୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାଧୀନ ଅଛନ୍ତି । ପାଇପ ଯୋଗେ ଦିଆଯାଉଥିବା ଦୂଷିତ ପାଣି ଯୋଗୁଁ ଆନନ୍ଦପୁର ବେଲବାହାଳି ଅଞ୍ଚଳରେ...

  • ନିଉଜ ଆଲର୍ଟMay 02, 2017

    ୧୦,୦୦୦ ଆମେରିକୀୟଙ୍କୁ ନିଯୁକ୍ତି ଦେବ ଇମ୍ଫୋସିସ୍‌

    ସେନ ଫ୍ରାନସିସକୋ: ଆଇଟି କ୍ଷେତ୍ରରେ ପ୍ରଭାବଶାଳୀ ଅନୁଷ୍ଠାନ ଇମ୍ଫୋସିସ୍‌ ୧୦,୦୦୦ ଆମେରିକୀୟଙ୍କୁ ନିଯୁକ୍ତି ପ୍ରଦାନ କରିବ । ଏହି ଘୋଷଣା ଏଭଳି ସମୟରେ କରାଯାଇଛି ଯେତେବେଳେ ଇମ୍ଫୋସିସ୍‌ ସମେତ ଟିସିଏସ୍‌, ୱିପ୍ରୋ ପରି ଭାରତୀୟ କମ୍ପାନୀ ଆମେରିକାରେ ରାନୈତିକ ନିଶାଣରେ ରହିଛନ୍ତି...

  • ନିଉଜ ଆଲର୍ଟMay 02, 2017

    ସନ୍ତୋଷୀଙ୍କୁ ମିଳିଲା ଭବାନିପାଟଣା ବ୍ଲକ ଅଧ୍ୟକ୍ଷା ଦାୟିତ୍ଵ

    କଳହାଣ୍ଡି: ଭବାନାପାଟଣା ବ୍ଲକ ଅଧ୍ୟକ୍ଷା ଭାବରେ ବିଜେପି ସମର୍ଥିତ ପ୍ରାଥୀ ଯୁଗସାଏପାଟଣା ସମିତିସଭ୍ୟା ଶ୍ରୀମତୀ ସନ୍ତୋଷୀ ଦାସ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ଦାସ ୨୧ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ମୂଖ୍ୟ ପ୍ରତିଦ୍ବନ୍ଦୀ ପୂର୍ବତନ ଭବାନାପାଟଣା ବିଧାୟକ ଦୁଷ୍ମନ୍ତ ନାଏକଙ୍କ...

  • ନିଉଜ ଆଲର୍ଟMay 02, 2017

    କାଶ୍ମୀର ଉପ-ନିର୍ବାଚନ ବାତିଲ

    ଶ୍ରୀନଗର: ନିର୍ବାଚନ କମିଶନ ପକ୍ଷରୁ କାଶ୍ମୀରର ଅନନ୍ତନାଗଠାରେ ହେବାକୁ ଥିବା ଲୋକସଭା ଉପ ନିର୍ବାଚନକୁ ବାତିଲ କରି ଦେଇଛନ୍ତି । କାଶ୍ମୀର ପରିସ୍ଥିତିରେ ଉପୁଜି ଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଏଭଳି ବ୍ୟବସ୍ତା କରାଯାଇଛି । ଅନନ୍ତନାଗଠାରେ ହେବାକୁ...

  • ନିଉଜ ଆଲର୍ଟMay 02, 2017

    ଝାଡ଼ଖଣ୍ଡ ଶ୍ରମିକଙ୍କୁ ୭୫୦ଟଙ୍କା ମାସିକ ଭତ୍ତା

    ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବସ ଦାସ ରାଜ୍ୟର ଶ୍ରମିକଙ୍କ ଭର୍ତ୍ତା ମାସିକ ୫୦୦ଟଙ୍କାରୁ ବୃଦ୍ଧି କରି ୭୫୦ଟଙ୍କା କରିଛନ୍ତି । ଶ୍ରମିକ ଦିବସ ଅବସରରେ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଶ୍ରମିକ ପରିବାରବର୍ଗଙ୍କୁ ମାସିକ ମିଳୁଥିବା...

  • ନିଉଜ ଆଲର୍ଟMay 01, 2017

    ତାଇୱାନ ରେ ଭୁମିକମ୍ପ ଅନୁଭୁତ

    ବେଜିଙ୍ଗ: ତାଇୱାନର ନାଏଦୋଙ୍ଗ ଉପକୂଳରେ ରବିବାର ସକାଳେ ଭୁମିକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୁମିକମ୍ପର ତୀବ୍ରତା ୫ ରହିଥିବାର ସୁଚନା ମିଳିଛି । ସମାଚାର ଏଜେନ୍ସୀ ସିହ୍ନୁଆର ସୁଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ର ୨୧.୪୩ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ...

  • ନିଉଜ ଆଲର୍ଟMay 01, 2017

    ମିଶ୍ରରେ ବାଗଡି ଘୋନିମଙ୍କୁ ମୃତ୍ୟୁଦଣ୍ଡ

    କାହିରା:ମିଶ୍ରର ଏକ ସ୍ଥାନୀୟ ଅଦାଲତ ଇସଲାମି ରାଷ୍ଟ୍ରପତି ମହମ୍ମଦ ମୁଶାଙ୍କୁ କ୍ଷମତାଚୁ୍ୟତ କରିବା ତଥା ଆତଙ୍କବାଦୀ ସଂଗଠନ ର୍ନିମାଣ କରିବା ଅଭିଯୋଗରେ ମୁସଲିମ ବ୍ରଦରହୁଡର ନେତା ତଥା କଟ୍ଟର ଇସଲାମି ନେତା ବାଗଡି ଘୋନିମଙ୍କୁ ତାଙ୍କ ଅନୁପସ୍ଥିତିରେ  ମୃତୁ୍ୟଦଣ୍ଡ ଶୁଣାଇଛନ୍ତି ।...

  • ନିଉଜ ଆଲର୍ଟMay 01, 2017

    ଦଳିତଙ୍କୁ ସଜ୍ଜା, କୂଅରେ ମିଶାଇଲେ କିରୋସିନ

    ଭୋପାଳ:ସ୍ୱାଧୀନତାକୁ ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ଦେଶରେ ଦଳିତ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ଜାରୀ ରହିଛି । ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ମାନା ଗ୍ରାମରେ । ଏହି ଗ୍ରାମର ଏକ ଦଳିତ ପରିବାରର ଝିଅର ଗ୍ରାମରେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |