• ନିଉଜ ଆଲର୍ଟMay 05, 2017

    ଘର ସମ୍ମୁଖରେ ର୍ନିମିତ ପବ୍ଲିକ ଟୟଲେଟକୁ ବିରୋଧ କଲେ ସଲିମ ଓ ୱାହିଦା ରହେମନ

    ମୁମ୍ବଇ:ମୁମ୍ବଇର ବେଣ୍ଡଷ୍ଟେଣ୍ଡ ଅଞ୍ଚଳରେ ର୍ନିମାଣ କରାଯାଉଥିବା ସର୍ବସାଧାରଣ ଶୌଚାଳୟ(ପବ୍ଲିକ ଟୟଲେଟ)କୁ ନେଇ ସେଲିବ୍ରିଟି ଓ ବିଏମସି ମଧ୍ୟରେ ଏକ ପ୍ରକାର ଖଣ୍ଡ ଯୁଦ୍ଧ ଦେଖାଯାଇଛି । ବାନ୍ଦ୍ରାସ୍ଥିତ ବଲିଉଡ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନ ଓ ଅଭିନେତ୍ରୀ ୱାହିଦା...

  • ନିଉଜ ଆଲର୍ଟMay 04, 2017

    ମହାଭାରତ, ମହାଦେବ ଓ ନାଗିନ;ଚୀନରେ ଲୋକପ୍ରିୟ ଧାରାବାହିକ

    ଦକ୍ଷିଣ ଏସିଆର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ-ଚୀନ ମଧ୍ୟରେ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଭାରତୀୟ ଟେଲିଭିଜନରେ ପ୍ରସାରିତ ଧାରାବାହିକ ଗୁଡିକ ପ୍ରତି ଚାଇନାବସୀଙ୍କ ଆଗ୍ରହ ସଂପର୍କରେ ଏକ ରୋଚକ ତଥ୍ୟ ପ୍ରକାଶ ପ୍ରକାଶ ପାଇଛି ।...

  • ନିଉଜ ଆଲର୍ଟMay 04, 2017

    ସରିଲା ଜେଇଇ ଆଡ୍‌ଭାନ୍ସଡ୍‌ ପାଇଁ ପଞ୍ଜୀକରଣ

    ଭୁବନେଶ୍ୱର: ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ମେ’ ୨୧ରେ ଅନୁଷ୍ଠିତ ହେବ । ଏଥିପାଇଁ ସର୍ବଭାରତୀୟ ସ୍ତରରେ ୨,୨୦,୦୦ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶାରୁ ପ୍ରାୟ ୩୭୦୦ ଛାତ୍ରଛାତ୍ରୀ ନାମପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଜେଇଇ ଆଡଭାନ୍ସଡ୍‌ ପାଇଁ ଏପ୍ରିଲ୍‌ ୨୮ରୁନାମ ପଞ୍ଜୀକରଣ...

  • ନିଉଜ ଆଲର୍ଟMay 04, 2017

    ବାରିପଦା ମେଡ଼ିକାଲ କଲେଜ

    ଭୁବନେଶ୍ୱର: ବାରିପଦାରେ ନିର୍ମାଣାଧୀନ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚଳିତ ବର୍ଷ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୟୂରଭଞ୍ଜର ଯୁବ ବିଜେପି ନେତା ଡ଼. ପ୍ରିୟବ୍ରତ ମାଝି । ଶ୍ରୀ ମାଝି...

  • ନିଉଜ ଆଲର୍ଟMay 04, 2017

    କିପରି ହୁଏ ମାଓବାଦୀଙ୍କ ପ୍ରଜାକୋର୍ଟ

    ଭୁୂବନେଶ୍ଵର: ଓଡ଼ିଶା- ଛତିଶଗଡ଼ ସୀମାରେ ମାଓବାଦୀ ନିଜ ସ୍ଥିତି ଓ ସାଂଗଠନିକ ଶକ୍ତିକୁ କ୍ରମଶଃ ବୃଦ୍ଧି କରି ଚାଲିଥିବାବେଳେ ସେମାନେ ସେଠାକାର ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରେ ମଧ୍ୟ ତୀକ୍ଷ୍ନ ନଜର ରଖିଛନ୍ତି। ତେଣୁ ଅଞ୍ଚଳବାସୀ ନା’ ଏପଟେ ସ୍ଥାନୀୟ ପ୍ରଶାସନ ଉପରେ...

  • ନିଉଜ ଆଲର୍ଟMay 04, 2017

    ତାଲିମ ନେଉଛନ୍ତି ମାଓବାଦୀ

    ଭୁବନେଶ୍ୱର: ଲାଲ କରିଡରରେ ଲାଲ ବାହିନୀର ଚାଲିଛି ଜୋରଦାର ଟ୍ରେନିଂ। ତେବେ ଏଭଳି ତାଲିମ କେଉଁଠି ଓ କେବେ ଏ ସମ୍ପର୍କରେ ମିଳି ନାହିଁ କୌଣସି ସୂଚନା। ମାଲକାନଗିରିର ଘଞ୍ଚ ଜଙ୍ଗଳର କେଉଁ କୋଣରେ ରହିଛି ଏହି ତାଲିମ ଶିବିର। ଜଣପଡ଼ୁଛି...

  • ନିଉଜ ଆଲର୍ଟMay 04, 2017

    ବାବା ରାମଦେବ ଖୋଲିବେ ସହିଦଙ୍କ ପିଲାଙ୍କ ପାଇଁ ମାଗଣା ଆବାସିକ ବିଦ୍ୟାଳୟ

    ନୂଆଦିଲ୍ଲ: ଯୋଗଗୁରୁ ବାବା ରାମଦେବ ସହିଦଙ୍କ ପିଲାମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ ଖୋଲିବେ ବୋଲି ଘୋଷଣା କରିଛନ୍ତିା ଏହି ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ଦିଆଯିବା ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହି ବିଦ୍ୟାଳୟ ନିର୍ମାଣ କରାଯିବା ଏକ ସାମ୍ବାଦିକ ସମ୍ମିଳନୀରେ ବାବା ଏ ବିଷୟରେ...

  • ନିଉଜ ଆଲର୍ଟMay 04, 2017

    ଜିମେଲରେ ୧୦୦ କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଭାଇରସ ଆକ୍ରମଣ!

    ଗୁଗୁଲମେଲ ଓ ଗୁଗୁଲ ଡକୁ୍ୟମେଣ୍ଟ ଆପ୍‌କୁ ଏବେ ଏକ ଭାଇରସ ଆକ୍ରମଣ କରୁଛିା ସାରା ବିଶ୍ୱରେ ଏହା ବ୍ୟାପି ଯାଇଛିା ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଜିମେଲ ବ୍ୟବହାରକାରୀ ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତିାଏଥିଯୋଗୁଁ ମେଲ ଆକାଉଣ୍ଟ ଓ କଣ୍ଟାକ୍ଟ ତାଲିକା ପ୍ରଭାବିତ ହେଉଛିା...

  • ନିଉଜ ଆଲର୍ଟMay 04, 2017

    ୨ ହଜାର କୋଟି ଠକେଇ ମାମଲାରେ ବ୍ୟବସାୟୀ ଗିରଫ

     ମୁମ୍ବାଇ: ଏକ ବଡ ଠକେଇ ମାମଲାରେ ପର୍ଦ୍ଦାଫାସ ହୋଇଛା ଟିକସ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛିା ଜୁମ୍‌ ଡେଭଲପରର ନିର୍ଦେଶକ ଥିବା ବିଜୟ ଚୌଧୁରୀଙ୍କୁ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ୨,୬୫୦ କୋଟି ଟଙ୍କା ଠକେଇ...

  • ନିଉଜ ଆଲର୍ଟMay 04, 2017

    ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ସ୍ଥାନରେ

    ଭୁବନେଶ୍ୱର: ସମଗ୍ର ଦେଶର ସ୍ୱଚ୍ଛ ସହର ମାନଙ୍କୁ ନେଇ ହୋଇଥିବା ସର୍ବେକ୍ଷଣରେ ଓଡିଶା ରାଜଧାନୀ ଭୁବନେଶ୍ୱର ୯୪ ତମ ସ୍ଥାନରେ ରହିଛି । ଏହି କ୍ରମରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶର ଇନ୍ଦୋର ସହର ଏବଂ ଦ୍ୱିତୀୟରେ ରହିଛି ଭୋପାଳ ।...

  • ନିଉଜ ଆଲର୍ଟMay 04, 2017

    ବିଲକିସ୍‌ ବାନୋ ମାମଲାରେ ୧୧ ଜଣଙ୍କ ଦଣ୍ଡାଦେଶ କାଏମ୍‌

    ବିଲକିସ୍‌ ବାନୋ ମାମଲାରେ ତଳ କୋର୍ଟ ରାୟକୁ ବଜାୟ ରଖିଛନ୍ତି ବମ୍ବେ ହାଇକୋର୍ଟ । ଏହାସହ ୧୧ ଦୋଷୀଙ୍କୁ ମିଳିଥିବା ଆଜୀବନ କାରାଦଣ୍ଡକୁ ହାଇକୋର୍ଟ କାଏମ ରଖିଛନ୍ତି । ତେବେ ସେମାନଙ୍କ ଭିତରୁ ୩ ଜଣଙ୍କୁ ମୃତ୍ୟ ଦଣ୍ଡ ଦେବାକୁ ସିବିଆଇ...

  • ନିଉଜ ଆଲର୍ଟMay 04, 2017

    ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    ବାଲେଶ୍ୱର: ଭଦ୍ରକ ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୨ ର ସଫଳ ପରୀକ୍ଷଣ କରାଯାଇଛି । ଆଜି ସକାଳ ୧୦. ୨୩ ମିନିଟରେ ୪ନଂ ଲଞ୍ଚ ପ୍ୟାଡରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୨ ମଧ୍ୟମ-ଦୂରଗାମୀ ଲକ୍ଷ୍ୟ...

  • ନିଉଜ ଆଲର୍ଟMay 04, 2017

    ଭଉଣୀକୁ ରକ୍ଷା କରିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିରେ ଭାଇ ମୃତ

    ମଥୁରା: ଉତ୍ତରପ୍ରଦେଶର ମଥୁରାରେ ଏକ ଦୁଃଖଦ ଘଟଣା ଘଟିଯାଇଛିା ଦୁର୍ବୃତ୍ତଙ୍କ କବଳରୁ ନିଜ ଭଉଣୀକୁ ରକ୍ଷା କରିବା ସମୟରେ ଭାଇର ମୃତୁ୍ୟ ହୋଇଛିା ମୃତକ ଜଣକ ଚନ୍ଦ୍ରଶେଖର ବୋଲି ପୁଲିସ ଚିହ୍ନଟ କରିଛିା ଚନ୍ଦ୍ରଶଖର ନିଜ ଭଉଣୀଙ୍କ ସହ ଯାଉଥିବା ସମୟରେ କିଛି...

  • ନିଉଜ ଆଲର୍ଟMay 04, 2017

    ୩୩୦ କିଲୋ କମ୍‌ ହେବାପରେ ସ୍ୱଦେଶ ଫେରିବେ ଇମାନ

     ମୁମ୍ବାଇ:  ବିଶ୍ୱର ସବୁଠାରୁ ମୋଟି ମହିଳାଙ୍କ କୁହାଯାଉଥିବା ଇମାନ ଅହମ୍ମଦଙ୍କର ମୁମ୍ବାଇସ୍ଥିତ ସାଇଫି ଡାକ୍ତରଖାନାରେ ଅସ୍ତ୍ରୋପଚାର ସହ ମୋଟାପଣ କମ କରିବାକୁ ଚିକିତ୍ସା କରାଯାଇଥିଲାା ଏବେ ସେ ୫୦୦ କିଲୋରୁ ୧୭୦ କିଲୋରେ ପହଞ୍ଚିଲେଣିା ୩୩୦ କିଲୋ କମ ହେବାପରେ ଇମାନ...

  • ନିଉଜ ଆଲର୍ଟMay 04, 2017

    ଅତ୍ମରକ୍ଷା ପାଇଁ ଏମସ୍‌ ଡାକ୍ତର ଶିଖିବେ ଟାଏକୋଣ୍ଡୋ

    ନୂଆଦିଲ୍ଲୀ: ଏବେ ବିଭିନ୍ନ ଡାକ୍ତରଖାନାରା କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାକୁ ଲାଗିଛିା ମାର୍ଚ୍ଚ ମାସରେ ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ବା ଏମସ୍‌ ର ଡାକ୍ତରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲାା ଏବେ ଏମସ୍‌ ୧୫୦୦...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |