• ନିଉଜ ଆଲର୍ଟAug 08, 2017

    ରାତ୍ରୀ ୧୧ଘଣ୍ଟା ୫୫ମିନିଟ ସମୟରେ ଚନ୍ଦ୍ର ଗ୍ରହଣର ଦୃଶ୍ୟ

  • ନିଉଜ ଆଲର୍ଟAug 07, 2017

    ବିମୁଦ୍ରାକରଣ ପାଇଁ ଆୟକର ରିଟର୍ଣ୍ଣ ସଂଖ୍ୟାରେ ୨୫% ବୃଦ୍ଧି

    ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରଭାବରେ ଦେଶରେ ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ଲୋକ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି । ପରିସଂଖ୍ୟାନରୁ ଜଣା ପଡିଛିଯେ ଅଗଷ୍ଟ ୫,୨୦୧୭ ପର୍ଯ୍ୟନ୍ତ ୨,୮୨,୯୨,୯୫୫ ଜଣ ଲୋକ ତାଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିଥିବା ବେଳେ ଗତ...

  • ନିଉଜ ଆଲର୍ଟAug 07, 2017

    ଲଜ୍ ରୁ ମିଳିଲା ମୃତଦେହ, ଆତ୍ମହତ୍ୟା ସନ୍ଦେହ

    କୋରାପୁଟ:ଆନ୍ଧ୍ର ପ୍ରଦେଶର ବିଜୟ ନଗର ଅଞ୍ଚଳ ଅର୍ନ୍ତଗତ ଭାଇଟଲା ଲଜରୁ ମା ଓ ପୁଅ ୨ଜଣଙ୍କର ମୃତ ଦେହ ମିଳିଥିବାର ଅଭିଯୋଗ ହୋଇଛି । ମା ଓ ପୁଅ ଲଜରେ ଆତ୍ମହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଥିବା ବେଳେ ଉଭୟ କୋରାପୁଟ...

  • ନିଉଜ ଆଲର୍ଟAug 07, 2017

    ୩୫ଏ ଧାରା ଉଠାଗଲେ ଆନ୍ଦୋଳନ : ଫାରୁକ ଅବଦୁଲା

    ନୂଆଦିଲ୍ଲୀ : ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରିୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ଉପରେ ବର୍ଷିଛନ୍ତି  । ବିଜେପି ଏବଂ ଆରଏସ୍‌ଏସ୍‌ର ଏଜେଣ୍ଡା ଜାମ୍ମୁକାଶ୍ମୀରର ସ୍ୱାୟତ ସଂରଚନର ଅନ୍ତ କରିବା...

  • ନିଉଜ ଆଲର୍ଟAug 07, 2017

    ୯ରୁ ତେଜସ୍ୱୀଙ୍କ ଜନାଦେଶ ଅପମାନ ଯାତ୍ରା

    ପାଟନା : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଅଗଷ୍ଟ ୯ରୁ ଜନାଦେଶ ଅପମାନ ଯାତ୍ରାରେ ଯିବେ ବୋଲି କହିଛନ୍ତି । ନିକଟରେ ଜେଡିୟୁ ନେତା ନୀତୀଶ କୁମାର ବିହାରରେ ମହାମେଣ୍ଟରୁ ଓହରିଯିବା ସହ ଏନଡିଏ...

  • ନିଉଜ ଆଲର୍ଟAug 07, 2017

    ମେଧା ପାଟକରଙ୍କ ସମେତ ୬ ଗିରଫ

    ଇନ୍ଦୋର :  ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତା ମେଧା ପାଟକରଙ୍କ ସମେତ ୬ଜଣଙ୍କୁ ପୁଲିସ ସୋମବାର ଗିରଫ କରିଛି । ସର୍ଦ୍ଦାର ସରୋବର ଡ୍ୟାମରେ କ୍ଷତିଗ୍ରସ୍ତ ଜନତାକୁ କ୍ଷତିପୂରଣ ଦେବାରେ ଅନିୟମିତତା ନେଇ ପାଟକର ୧୨ଦିନ ହେଲା ଅନଶନ ଚଳାଇଥିଲେ ।...

  • ନିଉଜ ଆଲର୍ଟAug 07, 2017

    ଆଇଏଏସ୍‌ଙ୍କ ଝିଅଙ୍କ ଗାଡ଼ିକୁ ପିଛା କରି ଅଡୁଆରେ ବିଜେପି ନେତାଙ୍କ ପୁଅ

    ଚଣ୍ଡିଗଡ : ହରିୟାଣା ରାଜ୍ୟ ବିଜେପି ସଭାପତି ସୁବାଷ ବରାଳଙ୍କ ପୁଅ ବିକାଶ ବରାଳ ଜନୈକ ଆଇଏଏସ୍‌ ଅଫିସରଙ୍କ ଝିଅକୁ ଏକତରଫା ପ୍ରେମ କରିବା ସହ ତାଙ୍କ ଗାଡ଼ିକୁ ପିଛା କରି ଅଡୁଆରେ ପଡିଛନ୍ତି । ସାଙ୍ଗଙ୍କ ସହ ଗିରଫ ହୋଇ...

  • ନିଉଜ ଆଲର୍ଟAug 07, 2017

    ୧୦ରେ ଦ୍ୱିତୀୟ ଓଜେଇ ,ବିଟେକ୍‌ ପାଇଁ ଆବେଦନ କଲେ ୫୭୬୬

    ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ଇଞ୍ଜିନିୟରିଂ ସିଟ୍‌ ପୂରଣ ପାଇଁ ଦ୍ୱିତୀୟ ଓଜେଇ ଅଗଷ୍ଟ ୧୦ରେ ଅନୁଷ୍ଠିତ ହେବ । ଏଥିପାଇଁ ୫୭୬୬ଜଣ ଛାତ୍ରଛାତ୍ରୀ ବିଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ କରିଛନ୍ତି । ସେହିପରି ଏମ୍‌ବିଏ ପାଇଁ ୯୦୫ ଏବଂ ଏମ୍‌ସିଏ...

  • ନିଉଜ ଆଲର୍ଟAug 07, 2017

    ରାଜନୈତିକ ଦଳ ଗଢିଲା ହାଫିଜ୍‌ ସଇଦ

    ଇସଲାମାବାଦ :  ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜମାତ ଉଦ୍‌ ଦାୱା (ଜେୟୁଡି) ମୁଖ୍ୟ ହାଫିଜ ସଇଦ ରାଜନୀତିରେ ଯୋଗ ଦେଇଛି । ସୋମବାର ହାଫିଜ୍‌ ମିଲ୍ଲି ମୁସଲିମ୍‌ ଲିଗ୍‌ ପାର୍ଟି ନାମକ ନୂଆ ରାଜନୈତିକ ଦଳ...

  • ନିଉଜ ଆଲର୍ଟAug 07, 2017

    କିସରେ ପରିବେଶ ଠିକ ନ ଥିବା ଖୋର୍ଦ୍ଧା ସିଡବ୍ଲୁସିଙ୍କର ପରିଦର୍ଶନପରେ ରିପୋର୍ଟ

    ଭୁବନେଶ୍ୱର: ରାଜ୍ୟର ସର୍ବବୃହତ ବେସରକାରୀ ଆବାସିକ ବିଦ୍ୟାଳୟ  ହେଉଛି କିସ୍‌। ଏଠାରେ ୨୫ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାଲିଙ୍କୁ ମାଗଣାରେ ଶିକ୍ଷାଦାନ ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୟୁନେସ୍କୋ ଓ ୟୁଏନ  ଠାରୁ କିସ୍‌ ବିଶେଷ ମାନ୍ୟତା ପାଇଛି।...

  • ନିଉଜ ଆଲର୍ଟAug 07, 2017

    ବଜ୍ରପାତରେ ଦମ୍ପତିଙ୍କ ସହ ୩ ମୃତ

     ଭଦ୍ରକ: ବଜ୍ରପାତ ପୁଣି ନେଲା ତିନି ଜୀବନ । ସୋମବାର ଅପରାହ୍ନରେ ବଜ୍ରପାତରେ ଏକ ଦମ୍ପତିଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦ୍ଦଳପୁର ପଞ୍ଚାୟତର ବାହାଦଳପୁର ଗ୍ରାମରେ ରମେଶଚନ୍ଦ୍ର...

  • ନିଉଜ ଆଲର୍ଟAug 07, 2017

    ଖାଦ୍ୟରେ ବିଷ କ୍ରିୟା : ଗୋଟିଏ ପରିବାରର ୩ ମୃତ

     ରାଇଘର,ଉମରକୋଟ : ନବରଙ୍ଗପୁର ଜିଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଶିରାପାରା ଗ୍ରାମରେ  ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଉମରକୋଟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।  ହଳଦୀ ପଞ୍ଚାୟତର ଶିରାପାରା ଗ୍ରାମର...

  • ନିଉଜ ଆଲର୍ଟAug 07, 2017

    ବିମାନରେ ବୋମା ଗୁଜବ, ନୌସେନା ଅଧିକାରୀ ଅଟକ

    ଯୋଧପୁର : ସୋମବାର ଦିଲ୍ଲୀରୁ ରାଜସ୍ଥାନର ଜୟପୁର ପର୍ଯ୍ୟନ୍ତ ଯାଉଥିବା ବିମାନରେ ବୋମା ଖଞ୍ଜାଯାଇଥିବା ଗୁଜବକୁ ନେଇ ଯାତ୍ରୀମାନେ ବେଶ ହଟହଟା ହୋଇଥିବାବେଳେ ଏ ପ୍ରସଙ୍ଗରେ ଜଣେ ନୌସେନା ଅଧିକାରୀଙ୍କୁ ପୁଲିସ ଅଟକ ରଖି ଜେରା କରୁଛି । ଦିଲ୍ଲୀରୁ ଉଡାଣ...

  • ନିଉଜ ଆଲର୍ଟAug 07, 2017

    ହାଇକୋର୍ଟରେ ମହାରାଷ୍ଟ୍ରର ଦହିହାଣ୍ଡି ପର୍ବ ମାମଲା

    ମୁମ୍ବଇ : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଦହିହାଣ୍ଡି ଭଙ୍ଗା ଉତ୍ସବକୁ ନେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ପ୍ରତିବାଦର ସ୍ୱର ଉଠାଉଥିବାବେଳେ ଏହାକୁ ନେଇ ବମ୍ବେ ହାଇକୋର୍ଟରେ ପିଟିସନ ଦାଏର ହୋଇଥିଲା । ଦହିହାଣ୍ଡି...

  • ନିଉଜ ଆଲର୍ଟAug 07, 2017

    ମୁମ୍ବଇରେ ବସ ଧର୍ମଘଟ, ଯାତ୍ରୀ ହଟହଟା

    ମୁମ୍ବଇ : ମୁମ୍ବଇ ସହରରେ ଚଳପ୍ରଚଳ କରୁଥିବା ବେଷ୍ଟ (ବମ୍ବେ ଇଲେକ୍‌ଟ୍ରିକ ସପ୍ଲାଇ ଆଣ୍ଡ୍‌ ଟ୍ରାନ୍ସପୋର୍ଟ) କମ୍ପାନୀର ପ୍ରାୟ ୩୬,୦୦୦ କର୍ମଚାରୀ ସୋମବାର ଧର୍ମଘଟ କରିବା ଫଳରେ ବସ ସେବା ଉପରେ ନିର୍ଭର କରୁଥିବା ମୁମ୍ବଇବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |