• ନିଉଜ ଆଲର୍ଟMay 06, 2017

    ଏଚଆଇଭି ଆକ୍ରାନ୍ତ ପିଲାଙ୍କୁ ନିଃଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା;ସୁପ୍ରିମ କୋର୍ଟ

    ନୂଆଦିଲ୍ଲୀ:ଏଚଆଇଭି ଆକ୍ରାନ୍ତ ପିଲାମାନଙ୍କୁ ବଂଚିତ ସମୁଦାୟ ଗୋଷ୍ଠୀ ଆଧାରରେ ନିଃଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ  ସୁପ୍ରିମ କୋର୍ଟ ରାଜ୍ୟ ସରକାର ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି । ଏ ସଂପର୍କୀତ  ଆଇନ-୨୦୦୯ ଅନୁସାରେ ସରକାରୀ ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମ...

  • ନିଉଜ ଆଲର୍ଟMay 06, 2017

    ଓଡ଼ିଆ ଚଳଚ୍ଚିତ୍ରରେ ଋତୁରାଜଙ୍କ ଇନିଂସ୍‌

    ଇଣ୍ଡିଆଜ୍‌ ର’ ଷ୍ଟାର୍‌ ଖ୍ୟାତ ଓଡ଼ିଆପୁଅ ଋତୁରାଜ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ରରେ ଇନିଂସ୍‌ ଆରମ୍ଭ କରିଛନ୍ତି । ତରଙ୍ଗର ନୂଆ ଚିତ୍ର ‘ସିଷ୍ଟର ଶ୍ରୀଦେବୀ’ରେ ତାଙ୍କୁ  କଣ୍ଠଦାନ କରିବାର ସୁଯୋଗ ମିଳିଛି । ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱର ସଂଯୋଜନାରେ ଋତୁ...

  • ନିଉଜ ଆଲର୍ଟMay 06, 2017

    ନାରୀ ଭୂମିକାରେ ନାୟକ

    ନାୟକ ପୁଣି ନାରୀ ଭୂମିକାରେ । କଥାଟି କେମିତି କେମିତି ଲାଗୁଥାଇ ପାରେ । କିନ୍ତୁ ଏହା ସତ ପ୍ରମାଣିତ ହୋଇଛି ନାୟକ ବାବୁଶାନଙ୍କ କ୍ଷେତ୍ରରେ । ଆଗାମୀ ରଜ ପାଇଁ ପ୍ରସ୍ତୁତି ପଥେ ଥିବା ତରଙ୍ଗର ନୂଆ ଓଡ଼ିଆ ଚଳଚ୍ଚିତ୍ର...

  • ନିଉଜ ଆଲର୍ଟMay 06, 2017

    ରବିବାରଠାରୁ ବାରବାଟୀରେ ଫେଡେରେସନ୍‌ କପ୍‌ ଫୁଟ୍‌ବଲ୍‌

    କଟକ: କଟକର ବାରବାଟୀ ଷ୍ଟାଡିୟମ୍‌ରେ ରବିବାରଠାରୁ ସର୍ବଭାରତୀୟ ଫେଡେରେସନ୍‌ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ହେଉଛି । ଭାରତୀୟ ଫୁଟ୍‌ବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କଟକରେ ତୃତୀୟଥର ଲାଗି ଅନୁଷ୍ଠିତ ହେଉଛି  । ଇଷ୍ଟ ବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ,...

  • ନିଉଜ ଆଲର୍ଟMay 06, 2017

    ବିଜେଡିକୁ ପୁଣି ଝଟକା

    ନୂଆପଡ଼ା: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ଭାନୁ ପ୍ରତାପ ସିଂ ମାଝି ବିଜେଡି ପ୍ରାର୍ଥୀକୁ ପରାସ୍ତ କରି ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ  ହୋଇଛନ୍ତି । ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।ଶନିବାର...

  • ନିଉଜ ଆଲର୍ଟMay 06, 2017

    ଖାଲି ପଡ଼ିଛି ୧୦ମନ୍ତ୍ରୀଙ୍କ ପ୍ରକୋଷ୍ଠ

    ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିବା ପରେ ଶୁକ୍ରବାରଠାରୁ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ପ୍ରକାର ହତାଶ ଭାବ ଖେଳି ଯାଇଛି । ଦଳ ମୁଖିଆଙ୍କ ଇସାରାକୁ ମନରେ ଚାପି କେତେକ ମନ୍ତ୍ରୀ ଦଳର ସଙ୍ଗଠନକୁ ମଜ୍‌ବୁତ...

  • ନିଉଜ ଆଲର୍ଟMay 06, 2017

    ସଲମାନଙ୍କ‘ଟିଉବ୍‌ ଲାଇଟ’ ; ଟିଜରକୁ ସମସ୍ତଙ୍କର ପସନ୍ଦ

    ମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ’ ଭଳି ଏକ ଭିନ୍ନ ଧରଣର ଫିଲ୍ମ ‘ଟିଉବ୍‌ ଲାଇଟ’ ମାଧ୍ୟମରେ ସଲମାନ ଖାନ ପୁଣି ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।  ଗତ ଗୁରୁବାର ଦିନ ‘ଟିଉବ୍‌ ଲାଇଟ’ର ଟିଜର୍‌ ରିଲିଜ ହୋଇଛି । ଏହାକୁ ଦର୍ଶକ ଭଲ...

  • ନିଉଜ ଆଲର୍ଟMay 06, 2017

    ଦୁର୍ବଳ ହେଉଛି ସଂଗଠନ;ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

    ଭୁବନେଶ୍ୱର: ମାଓ ସଂଗଠନରୁ ଆସ୍ଥା ହରାଇ ଦିନକୁ ଦିନ ଅଧିକ ସଂଖ୍ୟାରେ ମହିଳା ମାଓବାଦୀ ଓ ମାଓ ସମର୍ଥକ ଆତ୍ମସମର୍ପଣ କରୁଛନ୍ତି । ଗତ ତିନି ଦିନ ମଧ୍ୟରେ ରାୟଗଡା ପୁଲିସ ନିକଟରେ ୨ଜଣ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଏବଂ ୫...

  • ନିଉଜ ଆଲର୍ଟMay 06, 2017

    ବିଜେଡିର ନବକଳେବର ; ଲକ୍ଷ୍ୟ ୨୦୧୯ ନା ବିଜେପି ଭୟ !

    ଭୁବନେଶ୍ୱର: ବିଜୁ ଜନତା ଦଳରେ ନବକଳେବର ଆରମ୍ଭ ହୋଇଛି । ପଂଚାୟତ ନିର୍ବଚନରେ ବିଜେପିର ଭଲ ପ୍ରଦର୍ଶନ ଏବଂ ଓଡ଼ିଶାକୁ ବିଜେପି ନିଜ ଦଖଲକୁ ନେବା ପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିବା ପରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

  • ନିଉଜ ଆଲର୍ଟMay 06, 2017

    ଜେଡ୍ଏଚ୍ଏଲ୍ ଓ ପିଏଚ୍ଏଫ୍ଆଇ ସହ ସରକାରଙ୍କ ଚୁକ୍ତି ସ୍ବାକ୍ଷରକୁ ବିଜେପିର ବିରୋଧ

    ଭୁବନେଶ୍ବର: ଜିକ୍ତା ହେଲ୍ଥକେୟାର ଲିମିଟେଡ୍(ଜେଡ୍ଏଚ୍ଏଲ୍) ଓ ପବଲିକ୍ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆ(ପିଏଚଏଫଆଇ) ସହ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କରିବାକୁ ଯାଉଥିବା ବୁଝାମଣା ପତ୍ର ସ୍ବାକ୍ଷରକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏନେଇ ବିଜେପି...

  • ନିଉଜ ଆଲର୍ଟMay 06, 2017

    ସଫ୍ଟୱେର କମ୍ପାନୀ ୱିପ୍ରୋକୁ ମିଳିଲା ଧମକ

    ବେଙ୍ଗାଲୁରୁ: ‘ମଇ ୨୫ ତାରିଖ ସୁଦ୍ଧା ୫ ଶହ କୋଟି ଦିଅ ନଚେତ୍‌ ଖାଦ୍ୟରେ ବିଷ ମିଶାଇ ଦିଆଯିବ’ । ଏଭଳି ଏକ ଧମକ ଭରା ଇ-ମେଲ୍‌ ଆସିଛି  ସଫ୍ଟୱେର କମ୍ପାନୀ ୱିପ୍ରୋ ପାଖକୁ । ଇ-ମେଲରେ ଯେଭଳି ଭାବରେ କୁହାଯାଇଛି...

  • ନିଉଜ ଆଲର୍ଟMay 06, 2017

    ବୁଦ୍ଧିମତାରେ ଆଇନଷ୍ଟାଇନଙ୍କୁ ବଳିଲେ ଭାରତୀୟ ଛାତ୍ରୀ

    ଇଂଲଣ୍ଡରେ ରହୁଥିବା ମୂଳତଃ ଭାରତୀୟ ଛାତ୍ରୀ ରାଜଗୌରୀ ପାୱାର ବୁଦ୍ଧିମତା ପରୀକ୍ଷାରେ ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି । ଇଂଲଣ୍ଡର ମାଞ୍ଚେଷ୍ଟରରେ ଆୟୋଜିତ ହୋଇଥିବା ବ୍ରିଟିଶ ମେନ୍ସା ସାଧାରଣ ଜ୍ଞାନ ପରୀକ୍ଷାରେ ସେ ଆଇନଷ୍ଟାଇନ...

  • ନିଉଜ ଆଲର୍ଟMay 06, 2017

    ମହୀଶୂରରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

     ମହୀଶୂର:  ଆସନ୍ତା ବର୍ଷ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବାଜିମାତ କରିବାକୁ ବିଜେପି ଏବେଠାରୁ ତାର ରଣନୀତି ପ୍ରସ୍ତୁତ କରୁଛି ।  ମହୀଶୂରରେ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆାରମ୍ଭ ହେଉଥିବା ବେଳେ ଦଳ କେମିତି ୧୫୦ରୁ ଅଧିକ...

  • ନିଉଜ ଆଲର୍ଟMay 06, 2017

    ନେପାଳ; ପ୍ରଥମ ମହିଳା ମୁଖ୍ୟ ବଚାରପତି ପୁନଃ ଅବସ୍ଥାପିତ

    କାଠମାଣ୍ଡୁ:ନେପାଳ ସୁପ୍ରିମ କୋର୍ଟର ପ୍ରଥମ ମହିଳା ମୁଖ୍ୟ ବଚାରପତି ସୁଶିଲା କାର୍କୀ ଶୁକ୍ରବାର ସନ୍ଧ୍ୟାରେ ପୁଣି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସ୍ଥଗିତ ରଖିବା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ସୁପ୍ରିମ କୋର୍ଟ...

  • ନିଉଜ ଆଲର୍ଟMay 06, 2017

    ରୋଜଗାରର ସବୁ ରେକର୍ଡ ଭାଙ୍ଗିଲା ବାହୁବଲୀ-୨

    ମୁକ୍ତିଲାଭ କରିବା ଦିନଠାରୁ ବାହୁବଲୀ-୨ ଗୋଟିଏ ପରେ ଗୋଟିଏ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛିା ଏହି ସିନେମା ୫୩୪ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଲାଣିା ଏହାର ହୀନ୍ଦି ଡବିଂ ସାତ ଦିନରେ ୨୪୭ କୋଟିଟଙ୍କା ରୋଜଗାର କରିଛିା ସଲମାନ ଖାନଙ୍କ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |