• ନିଉଜ ଆଲର୍ଟMay 06, 2017

    ବିନା ଗାଈରେ ଉତ୍ପାଦନ ହେଉଛି କ୍ଷୀର

    ଏବେ ଗାଈ କ୍ଷୀର ପାଇଁ ଗାଈର ଆବଶ୍ୟକତା ନାହିାଁଦୁଇଜଣ ଭାରତୀୟ ଯୁବ ବୈଜ୍ଞାନିକ ବିନା ଗାଈରେ ଗାଈ କ୍ଷୀର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତିା ରାୟନ ପାଣ୍ଡ୍ୟା ଓ ପେରୁମାଲ ଗାନ୍ଧୀ ନାମକ ଦୁଇଜଣ ଯୁବ ବୈଜ୍ଞାନିକ ଏବେ ଏପରି କରିବାରେ...

  • ନିଉଜ ଆଲର୍ଟMay 06, 2017

    ଝିଅ ମାନଙ୍କ ବିବାହ ବୟସ ବୃଦ୍ଧି ନେଇ ବିଧେୟକକୁ ଅଣ ଇସଲାମିକ କହି ଖାରଜ କଲେ ପାକିସ୍ତାନ ସାଂସଦ

    ଇସଲାମାବାଦ:ପାକିସ୍ତାନ ସାଂସଦଗଣ ଦେଶ ମଧ୍ୟରେ ଥିବା ଯୁବତି ମାନଙ୍କ ବିବାହ ବୟସ ସିମା ୧୬ବର୍ଷରୁ ୧୮ବର୍ଷକୁ ବୃଦ୍ଧି କରିବା ନେଇ ଆଗତ ହୋଇଥିବା ବିଧେୟକକୁ ଅଣ ଇସଲାମିକ କହି ଖାରିଜ କରିଦେଇଛନ୍ତି । ନେସନାଲ ଆସେମ୍ଲିର ଧାର୍ମିକ ମାମଲାର ସ୍ଥାୟୀ ସମିତିର...

  • ନିଉଜ ଆଲର୍ଟMay 06, 2017

    ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଓ ସାଉଦୀ ଚ୍ୟାନେଲର ଅନାଧିକାର ପ୍ରସାରଣ ବନ୍ଦ ପାଇଁ କେନ୍ଦ୍ରର ନିଦ୍ଦେଶ

    ନୁଆଦିଲ୍ଲୀ: ପାକିସ୍ତାନ ଓ ସାଉଦୀ ଚ୍ୟାନେଲର ଅନାଧିକାର ପ୍ରସାରଣକୁ ତକ୍ରାଳ ବନ୍ଦ କରିବାକୁ ଶୁକ୍ରବାର କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ସରକାରକୁ ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ ସୁତ୍ରରୁ ପ୍ରକାଶଯେ ସୁଚନା ଓ ପ୍ରସାରଣ ମନ୍ତ୍ରୀ ଏମ ଭେଙ୍କୟା ନାଇଡୁ ଏ ସମ୍ବନ୍ଧରେ...

  • ନିଉଜ ଆଲର୍ଟMay 06, 2017

    ନକଲି ଇଞ୍ଜେକ୍‌ସନକୁ ପୁଲିସର ତନାଘନା ଦୁଇ ଯୁବତୀ ଥାନାରେ ଅଟକ

    କଟକ: ଶସ୍ତାରେ ଦାମୀ ଇଞ୍ଜେକ୍‌ସନ୍‌ ଯୋଗାଣ ନାମରେ ପ୍ରଲୋଭିତ କରୁଥିବା ଦୁଇ ଯୁବତୀଙ୍କୁ ଲୋକେ ସନେ୍ଦହରେ ଧରି ପୁଲିସ ଜିମା ଦେଇଛନ୍ତି । ଉଭୟ ଯୁବତୀଙ୍କ ନିକଟରୁ ଏକ ସଂସ୍ଥାର ପରିଚୟପତ୍ର ସହିତ ବହୁ ପରିମାଣର ଇଞ୍ଜେକ୍‌ସନ, ସିରିଞ୍ଜ ମିଳିଥିବାରୁ ପୁଲିସ...

  • ନିଉଜ ଆଲର୍ଟMay 05, 2017

    ଆଫଗାନ ସେନାଙ୍କ ଦ୍ୱାରା ପାକ୍‌ ସେନାଙ୍କ ଉପରେ ଆକ୍ରମଣ

    ଆଫଗାନୀ ସେନା ଶୁକ୍ରବାର ବାଲୁଚିସ୍ଥାନ୍‌ରେ ନିୟୋଜିତ ପାକ୍‌ ସେନା ଉପରେ ଅକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୯ଜଣ ପାକ୍‌ ସେନା ମୃତୁ୍ୟବରଣ କରିଥିବାବେଳେ ୪୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଆଫଗାନ ସେନା ଚମନ ଜିଲାରେ  ପାକ୍‌ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ...

  • ନିଉଜ ଆଲର୍ଟMay 05, 2017

    ଫାଷ୍ଟଫୁଡ ବିକ୍ରି କରିବେ ରାମଦେବ

    ବାବା ରାମଦେବ ଭାରତୀୟ ବଜାରେ ଫାଷ୍ଟଫୁଡ଼ ବିକ୍ରି କରିବାକୁ ଯୋଜନା କରିଛନ୍ତି । ଏଣିକି ବାବା ଭାରତୀୟ ବଜାରରେ କେଏଫସି ଓ ମେକ୍‌ଡୋନାଲ୍ଟ ପରି କମ୍ପାନୀ ସହ ପ୍ରତିଯୋଗିତା କରିବେ । ଦେଶବାସୀଙ୍କୁ ନିରାମିଷ ଖାଦ୍ୟ ପ୍ରତି ଆକୃଷ୍ଟ କରିବାକୁ ରାମଦେବଙ୍କ...

  • ନିଉଜ ଆଲର୍ଟMay 05, 2017

    ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ; ଗୋଟିଏ ବର୍ଷରେ ୨କୋଟି ୨୦ ଲକ୍ଷ ବିପିଏଲ୍ ପରିବାରକୁ ଏଲ୍‌ ପିଜି ସଂଯୋଗ

    ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁଆଇ) ଗୋଟିଏ ବର୍ଷ ପୂରଣ କରିଛି  । ଏହି ପ୍ରଥମ ବର୍ଷରେ ୨କୋଟି ୨୦ ଲକ୍ଷ  ବିପିଏଲ୍ ପରିବାରକୁ ଏଲ୍‌ ପିଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

  • ନିଉଜ ଆଲର୍ଟMay 05, 2017

    ବୃଦ୍ଧି ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ପେନ୍‌ସନ୍‌

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦିଆଯାଉଥିବା ପେନ୍‌ସନ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।   ଏ ସଂକ୍ରାନ୍ତରେ ଅର୍ଥ ବିଭାଗକୁ ଆବଶ୍ୟକ ନିର୍ଦେଶ ଦିଆଯାଇଛି  ।  ନୂତନ ନିଷ୍ପତ୍ତି ଅନୁସାରେ ଜେଲ୍‌ ଯାଇଥିବା...

  • ନିଉଜ ଆଲର୍ଟMay 05, 2017

    ମୂଷା ପିଇ ଦେଲା ୯ଲକ୍ଷ ଲିଟର ମଦ

    ପାଟନା: ବିହାରରେ ମଦ ଉପରେ ପ୍ରତିବନ୍ଧକ ଲାଗୁ ହେବା ପରେ ସେଠାକାର ମୂଷା ମଦ୍ୟପ ପାଲଟି ଯାଇଛନ୍ତି । ଏଭଳି ତଥ୍ୟ ପ୍ରଦାନ କରିଛି ବିହାର ପୁଲିସ । ବିହାରରେ ଅପରାଧ ନିୟନ୍ତ୍ରଣ ପାଇଁ ଅନୁଷ୍ଠିତ ବୈଠକରେ ଏଭଳି ତଥ୍ୟ ପ୍ରଦାନ...

  • ନିଉଜ ଆଲର୍ଟMay 05, 2017

    ତାଳଚେର ସାର କାରଖାନାର ପୁନରୁଦ୍ଧାର ; ଉଚ୍ଚସ୍ତରୀୟ ପ୍ରତିନିଧି ଦଳର କାରଖାନା ପରିଦର୍ଶନ

    ବହୁପ୍ରତୀକ୍ଷିତ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ତାଳଚେର ସାର କାରଖାନା ପରିଦର୍ଶନ କରିଛନ୍ତି । ପ୍ରତିନିଧି...

  • ନିଉଜ ଆଲର୍ଟMay 05, 2017

    ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +ଦୁଇ ବିଜ୍ଞାନ ପରୀକ୍ଷା ଫଳ

    ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏ ସଂପର୍କରେ ସୂଚନା ଦେଇ...

  • ନିଉଜ ଆଲର୍ଟMay 05, 2017

    ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +ଦୁଇ ବିଜ୍ଞାନ ପରୀକ୍ଷା ଫଳ

    www.chseodisha.nic.in ଏବଂ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ । ତେବେ ଚଳିତମାସ ଶେଷ ସୁଦ୍ଧା +ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ପ୍ରସ୍ତୁତିଚାଲଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।"...

  • ନିଉଜ ଆଲର୍ଟMay 05, 2017

    ଦକ୍ଷିଣ ଏସିଆ ଉପଗ୍ରହ ଉତ୍‌ କ୍ଷେପଣ; ସାର୍କ ରାଷ୍ଟ୍ର ପାଇଁ ନୂଆ ସମ୍ଭାବନା

    ସଂପୂର୍ଣ୍ଣ  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦକ୍ଷିଣ ଏସିଆ ଉପଗ୍ରହକୁ ଆଜି ସପଳତାର ସହ  ଉତ୍‌କ୍ଷେପଣ କରାଯାଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଂଚ ପ୍ୟାଡ୍‌ରୁ  ଆଜି ଅପରାହ୍ନ ୪ଟା ୫୭ ମିନିଟ୍‌ରେ...

  • ନିଉଜ ଆଲର୍ଟMay 05, 2017

    ଆଜଲାନ୍ ଶାହା ହକି

    ମାଲେସିଆର ‘ଇପୋ’ଠାରେ ଚାଲିଥିବା ଆଜଲାନ୍ ଶାହା କପ୍ ହକି ପ୍ରତିଯୋଗିତାରେ ଆଜି ଭାରତ ମାଲେସିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ  ।  ଭାରତୀୟ ଦଳ ଫାଇନାଲ୍ରେ ପହଂଚିବାପାଇଁ ଏହି ମ୍ୟାଚରେ ବିଜୟୀ ହେବାର ଆବଶ୍ୟକତା ଅଛି । ଅନ୍ୟପକ୍ଷରେ ନିଜର ଆଗାମୀ...

  • ନିଉଜ ଆଲର୍ଟMay 05, 2017

    ଫାଶୀ ପାଇଁ ଚାକିରି

    ଧନଞ୍ଜୟକୁ ଯେତେବେଳେ ଫାଶୀଦଣ୍ଡ ପ୍ରଦାନ କରାଗଲା ସେତେବେଳେ ପଶ୍ଚିମବଙ୍ଗରେ କୌଣସି ଜଲ୍ଲାଦ କାର୍ଯ୍ୟରତ ନଥିଲେ । ଆଲିପୁର ଜେଲରେ ଜଲ୍ଲାଦ ଭାବରେ କାର୍ଯ୍ୟରତ ନାଟା ମଲ୍ଲିକ ମାତ୍ର କିଛି ମାସ ପୂର୍ବେ ଅବସର ଗ୍ରହଣ କରିଥିଲେ । ତେଣୁ ଧନଞ୍ଜୟକୁ ଫାଶୀଦଣ୍ଡ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |