• ନିଉଜ ଆଲର୍ଟMay 06, 2017

    ବିଜେଡିକୁ ପୁଣି ଝଟକା

    ନୂଆପଡ଼ା: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ଭାନୁ ପ୍ରତାପ ସିଂ ମାଝି ବିଜେଡି ପ୍ରାର୍ଥୀକୁ ପରାସ୍ତ କରି ଜିଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ  ହୋଇଛନ୍ତି । ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।ଶନିବାର...

  • ନିଉଜ ଆଲର୍ଟMay 06, 2017

    ଖାଲି ପଡ଼ିଛି ୧୦ମନ୍ତ୍ରୀଙ୍କ ପ୍ରକୋଷ୍ଠ

    ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିବା ପରେ ଶୁକ୍ରବାରଠାରୁ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ପ୍ରକାର ହତାଶ ଭାବ ଖେଳି ଯାଇଛି । ଦଳ ମୁଖିଆଙ୍କ ଇସାରାକୁ ମନରେ ଚାପି କେତେକ ମନ୍ତ୍ରୀ ଦଳର ସଙ୍ଗଠନକୁ ମଜ୍‌ବୁତ...

  • ନିଉଜ ଆଲର୍ଟMay 06, 2017

    ସଲମାନଙ୍କ‘ଟିଉବ୍‌ ଲାଇଟ’ ; ଟିଜରକୁ ସମସ୍ତଙ୍କର ପସନ୍ଦ

    ମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ’ ଭଳି ଏକ ଭିନ୍ନ ଧରଣର ଫିଲ୍ମ ‘ଟିଉବ୍‌ ଲାଇଟ’ ମାଧ୍ୟମରେ ସଲମାନ ଖାନ ପୁଣି ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।  ଗତ ଗୁରୁବାର ଦିନ ‘ଟିଉବ୍‌ ଲାଇଟ’ର ଟିଜର୍‌ ରିଲିଜ ହୋଇଛି । ଏହାକୁ ଦର୍ଶକ ଭଲ...

  • ନିଉଜ ଆଲର୍ଟMay 06, 2017

    ଦୁର୍ବଳ ହେଉଛି ସଂଗଠନ;ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

    ଭୁବନେଶ୍ୱର: ମାଓ ସଂଗଠନରୁ ଆସ୍ଥା ହରାଇ ଦିନକୁ ଦିନ ଅଧିକ ସଂଖ୍ୟାରେ ମହିଳା ମାଓବାଦୀ ଓ ମାଓ ସମର୍ଥକ ଆତ୍ମସମର୍ପଣ କରୁଛନ୍ତି । ଗତ ତିନି ଦିନ ମଧ୍ୟରେ ରାୟଗଡା ପୁଲିସ ନିକଟରେ ୨ଜଣ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଏବଂ ୫...

  • ନିଉଜ ଆଲର୍ଟMay 06, 2017

    ବିଜେଡିର ନବକଳେବର ; ଲକ୍ଷ୍ୟ ୨୦୧୯ ନା ବିଜେପି ଭୟ !

    ଭୁବନେଶ୍ୱର: ବିଜୁ ଜନତା ଦଳରେ ନବକଳେବର ଆରମ୍ଭ ହୋଇଛି । ପଂଚାୟତ ନିର୍ବଚନରେ ବିଜେପିର ଭଲ ପ୍ରଦର୍ଶନ ଏବଂ ଓଡ଼ିଶାକୁ ବିଜେପି ନିଜ ଦଖଲକୁ ନେବା ପାଇଁ ଜୋରସୋର ଉଦ୍ୟମ ଆରମ୍ଭ କରିବା ପରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

  • ନିଉଜ ଆଲର୍ଟMay 06, 2017

    ଜେଡ୍ଏଚ୍ଏଲ୍ ଓ ପିଏଚ୍ଏଫ୍ଆଇ ସହ ସରକାରଙ୍କ ଚୁକ୍ତି ସ୍ବାକ୍ଷରକୁ ବିଜେପିର ବିରୋଧ

    ଭୁବନେଶ୍ବର: ଜିକ୍ତା ହେଲ୍ଥକେୟାର ଲିମିଟେଡ୍(ଜେଡ୍ଏଚ୍ଏଲ୍) ଓ ପବଲିକ୍ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆ(ପିଏଚଏଫଆଇ) ସହ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କରିବାକୁ ଯାଉଥିବା ବୁଝାମଣା ପତ୍ର ସ୍ବାକ୍ଷରକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏନେଇ ବିଜେପି...

  • ନିଉଜ ଆଲର୍ଟMay 06, 2017

    ସଫ୍ଟୱେର କମ୍ପାନୀ ୱିପ୍ରୋକୁ ମିଳିଲା ଧମକ

    ବେଙ୍ଗାଲୁରୁ: ‘ମଇ ୨୫ ତାରିଖ ସୁଦ୍ଧା ୫ ଶହ କୋଟି ଦିଅ ନଚେତ୍‌ ଖାଦ୍ୟରେ ବିଷ ମିଶାଇ ଦିଆଯିବ’ । ଏଭଳି ଏକ ଧମକ ଭରା ଇ-ମେଲ୍‌ ଆସିଛି  ସଫ୍ଟୱେର କମ୍ପାନୀ ୱିପ୍ରୋ ପାଖକୁ । ଇ-ମେଲରେ ଯେଭଳି ଭାବରେ କୁହାଯାଇଛି...

  • ନିଉଜ ଆଲର୍ଟMay 06, 2017

    ବୁଦ୍ଧିମତାରେ ଆଇନଷ୍ଟାଇନଙ୍କୁ ବଳିଲେ ଭାରତୀୟ ଛାତ୍ରୀ

    ଇଂଲଣ୍ଡରେ ରହୁଥିବା ମୂଳତଃ ଭାରତୀୟ ଛାତ୍ରୀ ରାଜଗୌରୀ ପାୱାର ବୁଦ୍ଧିମତା ପରୀକ୍ଷାରେ ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି । ଇଂଲଣ୍ଡର ମାଞ୍ଚେଷ୍ଟରରେ ଆୟୋଜିତ ହୋଇଥିବା ବ୍ରିଟିଶ ମେନ୍ସା ସାଧାରଣ ଜ୍ଞାନ ପରୀକ୍ଷାରେ ସେ ଆଇନଷ୍ଟାଇନ...

  • ନିଉଜ ଆଲର୍ଟMay 06, 2017

    ମହୀଶୂରରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

     ମହୀଶୂର:  ଆସନ୍ତା ବର୍ଷ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବାଜିମାତ କରିବାକୁ ବିଜେପି ଏବେଠାରୁ ତାର ରଣନୀତି ପ୍ରସ୍ତୁତ କରୁଛି ।  ମହୀଶୂରରେ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆାରମ୍ଭ ହେଉଥିବା ବେଳେ ଦଳ କେମିତି ୧୫୦ରୁ ଅଧିକ...

  • ନିଉଜ ଆଲର୍ଟMay 06, 2017

    ନେପାଳ; ପ୍ରଥମ ମହିଳା ମୁଖ୍ୟ ବଚାରପତି ପୁନଃ ଅବସ୍ଥାପିତ

    କାଠମାଣ୍ଡୁ:ନେପାଳ ସୁପ୍ରିମ କୋର୍ଟର ପ୍ରଥମ ମହିଳା ମୁଖ୍ୟ ବଚାରପତି ସୁଶିଲା କାର୍କୀ ଶୁକ୍ରବାର ସନ୍ଧ୍ୟାରେ ପୁଣି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସ୍ଥଗିତ ରଖିବା ସହିତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ସୁପ୍ରିମ କୋର୍ଟ...

  • ନିଉଜ ଆଲର୍ଟMay 06, 2017

    ରୋଜଗାରର ସବୁ ରେକର୍ଡ ଭାଙ୍ଗିଲା ବାହୁବଲୀ-୨

    ମୁକ୍ତିଲାଭ କରିବା ଦିନଠାରୁ ବାହୁବଲୀ-୨ ଗୋଟିଏ ପରେ ଗୋଟିଏ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛିା ଏହି ସିନେମା ୫୩୪ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଲାଣିା ଏହାର ହୀନ୍ଦି ଡବିଂ ସାତ ଦିନରେ ୨୪୭ କୋଟିଟଙ୍କା ରୋଜଗାର କରିଛିା ସଲମାନ ଖାନଙ୍କ...

  • ନିଉଜ ଆଲର୍ଟMay 06, 2017

    କାନ୍ଧରେ ପୁଅର ମୃତ ଦେହ ବୋହିବା ଘଟଣା ; ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ

      ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଗତ ୩ ତାରିଖ ଦିନ ଜଣେ ଶ୍ରମିକ ନିଜର ୧୫ ବର୍ଷ ପୁଅର ମୃତଦେହକୁ ପ୍ରଥମେ କାନ୍ଧରେ ଓ ପରେ ଏକ ମଟର ସାଇକେଲରେ ନେବା ଘଟଣାରେ ଜାତୀୟ ମାନବାଧିକାର କମିଶନ ଉତ୍ତର...

  • ନିଉଜ ଆଲର୍ଟMay 06, 2017

    ଅନୁପ୍ରବେଶ ପାଇଁ ବାଳକକୁ ସାହାରା କଲା ପାକିସ୍ତାନ

    ଜମ୍ମୁ: ଭାରତରେ ଅନୁପ୍ରବେଶ ଏବଂ ପଶିବା ପାଇଁ ପାକିସ୍ତାନ ବର୍ତ୍ତମାନ ନୂଆ ରାସ୍ତା ଗ୍ରହଣ କରିଛି । ବାଳକ ମାନଙ୍କୁ ଅସ୍ତ୍ର କରି ସେ ଭାରତରେ ପଶିବାକୁ ଚେଷ୍ଟା ଚଳାଇ ଆସୁଛି । ଏଭଳି ଏକ ୧୨ ବର୍ଷର ବାଳକକୁ ଭାରତୀୟ...

  • ନିଉଜ ଆଲର୍ଟMay 06, 2017

    ବିିିଶ୍ୱର ସବୁଠାରୁ ବିପଦ ଜନକ ପାସୱାର୍ଡ

    ଡେସ୍କଟପ ଲ୍ୟାପଟପ ସହ ଏବେ ବିଭିନ୍ନ ସ୍ମାର୍ଟ ଫୋନରେ ପାସୱାର୍ଡ ଦେବା ଆବଶ୍ୟକ ହୋଇ ପଡିଛିା ଏବେ ଡିଜିଟାଲ କାରବାର ବୃଦ୍ଧି ପାଉଥିବାରୁ ବିଭିନ୍ନ ଆକାଉଣ୍ଟରେ ପାସୱାର୍ଡ ଦିଆଯାଉଛିା ମେଲ ଆକାଉଣ୍ଟ ପାସୱାର୍ଡ ଦେବା ଏକ ସାଧାରଣ କଥାା ତେବେ ବିଭିନ୍ନ...

  • ନିଉଜ ଆଲର୍ଟMay 06, 2017

    ବିନା ଗାଈରେ ଉତ୍ପାଦନ ହେଉଛି କ୍ଷୀର

    ଏବେ ଗାଈ କ୍ଷୀର ପାଇଁ ଗାଈର ଆବଶ୍ୟକତା ନାହିାଁଦୁଇଜଣ ଭାରତୀୟ ଯୁବ ବୈଜ୍ଞାନିକ ବିନା ଗାଈରେ ଗାଈ କ୍ଷୀର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତିା ରାୟନ ପାଣ୍ଡ୍ୟା ଓ ପେରୁମାଲ ଗାନ୍ଧୀ ନାମକ ଦୁଇଜଣ ଯୁବ ବୈଜ୍ଞାନିକ ଏବେ ଏପରି କରିବାରେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |