• ନିଉଜ ଆଲର୍ଟMay 08, 2017

    ଭାରତୀୟ ସେନାଙ୍କ ସମର୍ଥନରେ ଆଗକୁ ଆସିଲା ‘ଜନ ସେନା’ ; ବିଚ୍ଛିନ୍ନତାବାଦୀଙ୍କୁ କଡା ଜବାବ

    କାନପୁର : ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନାଙ୍କ ଉପରେ ହେଉଥିବା ଟେକା ପଥର ମାଡ଼କୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଉଛି । ଏବେ ‘ଜନ ସେନା’ ଭଳି ସଂଗଠନ ଭାରତୀୟ ସେନାଙ୍କୁ ସମର୍ଥନ କରିବା ପାଇଁ ଆଗେଇ...

  • ନିଉଜ ଆଲର୍ଟMay 08, 2017

    ଜୁଲାଇରେ ବିବାହ କରିବେ ଶର୍ମିଲା

    ଇମ୍ଫାଲ: ଦୀର୍ଘ ୧୬ବର୍ଷ କାଳ ଅନଶନ କରିଥିବା ମଣିପୁରର ପ୍ରଖ୍ୟାତ ମାନବାଧିକାର କର୍ମୀ ଇରମ ଶର୍ମିଲା ରାଜନୀତିରେ ବିଫଳ ହେବା ପରେ ଏବେ ବିବାହ କରିବାକୁ ସ୍ଥିର କରିଛନ୍ତି । ପୂର୍ବ ସୂଚନାନୁଯାୟୀ, ଆସନ୍ତା ଜୁଲାଇ ମାସ ଶେଷ ସପ୍ତାହରେ ସେ...

  • ନିଉଜ ଆଲର୍ଟMay 08, 2017

    ବନ୍ଧୁତ୍ୱ ଆଳରେ ପାକିସ୍ତାନୀ ଯୁବକଙ୍କ ପ୍ରବଞ୍ଚନା

    ଇସଲାମାବାଦ : ବନ୍ଧୁତ୍ୱକୁ ନେଇ ଏକ ପ୍ରବଞ୍ଚନାର କାହାଣୀ ସପ୍ତାହେ ଧରି ଭାରତ-ପାକିସ୍ତାନ ସମ୍ପର୍କ ପୃଷ୍ଠାରେ ଏକ ନୂଆ ଫର୍ଦ ଯୋଡ଼ିଛି । ବନ୍ଧୁତ୍ୱ ନାମରେ ଠକାମିର ଶିକାର ହୋଇଛନ୍ତି ଜଣେ ଭାରତୀୟ ଯୁବ ଡାକ୍ତରାଣୀ । ଜଣେ ପାକିସ୍ତାନୀ ଯୁବକଙ୍କୁ...

  • ନିଉଜ ଆଲର୍ଟMay 08, 2017

    ଏଫଏମ୍‌ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ୧୦ରେ

    ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ସ୍ନାତକ ଶ୍ରେଣୀର କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଶେଷ ବର୍ଷର ୨୦୧୭ ମସିହା ପରୀକ୍ଷା ଫଳ ଆସନ୍ତା ୧୦.୫.୧୭ରେ ପ୍ରକାଶ ପାଇବ ବୋଲି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଦେବବ୍ରତ ଆସ...

  • ନିଉଜ ଆଲର୍ଟMay 08, 2017

    ରେକର୍ଡ଼ କରିଛି ଦେଶୀ ବଧୂର ନୃତ୍ୟ ଭିଡିଓ

    ବିବାହ ଉତ୍ସବରେ ବରଯାତ୍ରୀଙ୍କ ନୃତ୍ୟକୁ ପଛରେ ପକାଇ ସମ୍ପ୍ରତି ନିଜ ବିବାହରେ ବଧୂର ନୃତ୍ୟ ସମ୍ପ୍ରତି ଫ୍ୟାସନରେ ପରିଣତ ହୋଇଛି । କେବଳ ପୁଅ କାହିଁକି ଝିଅ ମାନେ ମଧ୍ୟ ନିଜ ବିବାହରେ ଏଭଳି କିଛି ସ୍ମରଣୀୟ ଘଟଣାକ୍ରମ ଦ୍ୱାରା ନିଜ...

  • ନିଉଜ ଆଲର୍ଟMay 08, 2017

    ଷ୍ଟେସନରେ ଏକ ଟଙ୍କାରେ ମିଳିବ ସ୍ୱାସ୍ଥ୍ୟସେବା

     ମୁମ୍ବାଇ: ଏବେ ମୁମ୍ବାଇର ବିଭିନ୍ନ ଷ୍ଟେସନମାନଙ୍କରେ ଏକ ଟଙ୍କାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।  ରେଳ ଷ୍ଟେସନମାନଙ୍କରେ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉ ନ ଥିବାରୁ ବିଭିନ୍ନ ସମୟରେ ଯାତ୍ରୀମାନଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।ଏବେ ରେଳ ଷ୍ଟେସନମାନଙ୍କରେ ବିଭିନ୍ନ ଡାକ୍ତରଙ୍କ ସହ ଭଲ କ୍ଲିନିକ...

  • ନିଉଜ ଆଲର୍ଟMay 08, 2017

    ଦେଶର ପ୍ରଥମ ପୁସ୍ତକ ଗ୍ରାମ

     ଭିଲାର(ମହାରାଷ୍ଟ୍ର): ମହାରାଷ୍ଟ୍ର ମହାବଳେଶ୍ୱର ଜିଲ୍ଲାର ଭିଲାର ଗ୍ରାମ ଏବେ ଦେଶର ପ୍ରଥମ ପୁସ୍ତକ ଗ୍ରାମର ମାନ୍ୟତା ପାଇଛି। ବ୍ରିଟେନର ହେ-ଅନ୍‌-ଓ୍ୱେ ଦ୍ୱାରା ପ୍ରଭାବିତ ହୋଇ ଏପରି ଗ୍ରାମକୁ ନିର୍ମାଣ କରାଯାଇଛି। ଏହାର ନାମ ମରାଠୀରେ ପୁସ୍ତକାଂଚେ ଗାଁଓ ରଖାଯାଇଛି। ରାଜ୍ୟ ମରାଠୀ ଭାଷା ବିଭାଗ ଓ...

  • ନିଉଜ ଆଲର୍ଟMay 08, 2017

    ଜାମ୍ମୁ-କାଶ୍ମୀର ଗୁଳି ବିନିମୟ : ଦୁଇ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଅଧିକାରୀ ଗୁରୁତର

    ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରର ଡୋଡା ଜିଲ୍ଲା ନିକଟରେ ଥିବା ସ୍ୱତନ୍ତ୍ର ଟାସ୍କ ଫୋର୍ସ କେନ୍ଦ୍ର ନିକଟରେ ସୋମବାର ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଭୋର୍ ୨ଟା ବେଳେ ତାନ୍ତା ପର୍ବତାଂଚଳରେ...

  • ନିଉଜ ଆଲର୍ଟMay 08, 2017

    ତୋଗଲକାବାଦ ଗ୍ୟାସ ନିର୍ଗତ ଘଟଣା

    ନୂଆଦିଲ୍ଲୀ : ତୋଗଲକାବାଦ କଣ୍ଟେନର ଡିପୋରୁ ରାସାୟନିକ ଗ୍ୟାସ ନିର୍ଗତ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ସୋମବାର ନୋଟିସ୍ ଜାରି କରିଛନ୍ତି । ଭାରତୀୟ କଣ୍ଟେନର ନିଗମର ତୋଗଲକାବାଦ ୟୁନିଟ୍ କାହିଁକି ଅନ୍ୟ ସ୍ଥାନକୁ...

  • ନିଉଜ ଆଲର୍ଟMay 08, 2017

    ଇଂଲଣ୍ଡରେ ସବୁଠାରୁ ଧନୀ ତାଲିକା ଶୀର୍ଷରେ ଭାରତର ଦୁଇ ଭାଇ

     ଲଣ୍ଡନ:  ଇଂଲଣ୍ଡର ଧନୀ ତାଲିକାର ଶୀର୍ଷସ୍ଥାନ ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ଭାଇମାନେ ରହିଛନ୍ତି। ୧୦୦୦ ଜଣ ଧନୀମାନଙ୍କର ତାଲିକା ପ୍ରକାଶ କରାଯାଇଥିଲା। ଏଥିରେ ଶ୍ରୀଚନ୍ଦ ହିନ୍ଦୁଜା ଓ ଗୋପିଚନ୍ଦ ହିନ୍ଦୁଜା ଶୀର୍ଷସ୍ଥାନ ଦଖଲ କରିଛନ୍ତି। ଏମାନେ ସ୍ୱାସ୍ଥ୍ୟସେବା, ତୈଳ ଓ ପ୍ରାକୃତିକ ଗ୍ୟାସ ପରି ବିଭିନ୍ନ କ୍ଷେତ୍ରରେ...

  • ନିଉଜ ଆଲର୍ଟMay 08, 2017

    ଇମାନୁଏଲ ଫ୍ରାନ୍ସର ନୂଆ ରାଷ୍ଟ୍ରପତି

    ପ୍ୟାରିସ : ଇମାନୁଏଲ୍ ମ୍ୟାକରନ ଫ୍ରାନ୍ସର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୩୯ବର୍ଷ ବୟସ୍କ ମ୍ୟାକରନ ଜଣେ ପୂର୍ବତନ ବ୍ୟାଙ୍କ ନିବେଶକ । ପ୍ରତ୍ୟକ୍ଷ ରାଜନୈତିକ କୌଣସି ପୃଷ୍ଠଭୂମି ନଥାଇ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।...

  • ନିଉଜ ଆଲର୍ଟMay 08, 2017

    ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପର ମାସ୍କଟ ଓ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପର ମାସ୍କଟ ଓ ଲୋଗୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏନେଇ ରବିବାର କଳିଙ୍ଗ ଷ୍ଟାଡିୟମରେ ଏକ ବର୍ଣ୍ଣାଢ଼୍ୟ...

  • ନିଉଜ ଆଲର୍ଟMay 08, 2017

    ଇଟାଲିୟ ସୁପର ବାଇକ କମ୍ପାନୀ ଡୁକାଟିକୁ କିଣିବ ଭାରତର ରୟାଲ ଏନଫିଲ୍ଡ!

    ନୂଆଦିଲ୍ଲୀ:  ଇଟାଲିୟ ସୁପର ବାଇକ କମ୍ପାନୀ ଡୁକାଟିକୁ ଖୁବଶୀଘ୍ର ଭାରତର ଦମଦାର ବାଇକ ନିର୍ମାତା ରୟାଲ ଏନଫିଲ୍ଡ କିଣିବ ବୋଲି ସୂଚନା ମିଳିଛି। ଡୁକାଟି ଏବେ ବିଭିନ୍ନ ସମସ୍ୟା ଘେରରେ ଥିବାରୁ  ଏହାର ବିକ୍ରି ହେବାର ସମ୍ଭାବନା ଦେଖା ଦେଇଛି। ଏବେ ଏହାର ମୂଲ୍ୟ ଭାରତୀୟ...

  • ନିଉଜ ଆଲର୍ଟMay 08, 2017

    ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା

    ମୁମ୍ବାଇ: ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ରୋହିତ ଶର୍ମା,ଯୁବରାଜ ସିଂହ,ଆଜିଙ୍କ୍ୟା ରାହାଣେ,କେଦାର ଯାଦବ,ଶିଖର ଧାୱନ,ମନୀଷ ପାଣ୍ଡେ,ଆର.ଅଶ୍ୱିନ,ଜସପ୍ରୀତ ବୁମରାହ,ଭୁବନେଶ୍ୱର କୁମାର,ଉମେଶ ଯାଦବ,ମହମ୍ମଦ ସାମି,ରବିନ୍ଦ୍ର ଜାଡେଜା,ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ରହିଛି...

  • ନିଉଜ ଆଲର୍ଟMay 08, 2017

    କାଠଯୋଡ଼ି ପୋଲରେ ଅଜଣା ଗାଡ଼ି ଧକ୍କାରେ ବାପା ପୁଅଙ୍କ ମୃତ୍ୟୁ

    କଟକ: କାଠଯୋଡ଼ି ପୋଲ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଓଡି-୩୩-୫୨୫୬ ବାଇକରେ ଏହି ଦୁଇ ଜଣ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ପୋଲ ଉପରେ ଏକ ଟ୍ରକ ଏମାନଙ୍କୁ ଧକ୍କା ଦେବାପରେ ଦୃତ ଗତିରେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |