• ନିଉଜ ଆଲର୍ଟMay 10, 2017

    ଦେଶରେ ଦିନରେ ଗାଡ଼ିର ଲାଇଟ ଜଳାଇ ରଖିବାକୁ ନିୟମ

    ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ନିୟମରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଏକ ପରିବର୍ତ୍ତନ ଆଣିଛି।  ଏପ୍ରିଲ ମାସରୁ ଦିନ ବେଳେ ବାଇକ୍‌ ବା ଦୁଇ ଚକିଆ ମଟର ସାଇକେଲ୍‌ ଲାଇଟ୍‌ ଲଗାଇବା ପାଇଁ ନିୟମ ପ୍ରଣୟନ କରାଯାଇଛି। ଦୁର୍ଘଟଣା କମାଇବା...

  • ନିଉଜ ଆଲର୍ଟMay 10, 2017

    ଦକ୍ଷିଣ କୋରିଆ ; ନୂଆ ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ଙ୍କ ଶପଥ ଗ୍ରହଣ

    ସିିଓଲ: ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତି ମୁନ୍‌ଜେ-ଇନ୍‌  ବୁଧବାର ଦେଶର ୧୯ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମଙ୍ଗଳବାର  ଅନୁଷ୍ଠିତ ନିର୍ବାଚନରେ ସେ ୪୦ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି । ପୂର୍ବରୁ ସେ ଜଣେ...

  • ନିଉଜ ଆଲର୍ଟMay 10, 2017

    ଥାନାରେ ପୋଲିସ ଅଧିକାରୀଙ୍କୁ ଚାପୁଡା

    ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ଶାସନ କ୍ଷମତାରେ ନଥିଲେ ମଧ୍ୟ ତାର ଦଳୀୟ ନେତାଙ୍କ ସମ୍ପର୍କୀୟଙ୍କ ଦାଦାଗିରି ନିଶା ଏପର୍ଯ୍ୟନ୍ତ ଉତୁରିନାହିଁ । ସମାଜବାଦୀ ପାର୍ଟି ବରିଷ୍ଠ ନେତା ରମେଶ ଯାଦବଙ୍କ ପୁତୁରା ମୋହିତ ଯାଦବ(୨୫) ଥାନାରେ ଉନ୍ମତ୍ତକାଣ୍ଡ ଘଟାଇବା ସହ ପୋଲିସ...

  • ନିଉଜ ଆଲର୍ଟMay 10, 2017

    ବିଏସ୍‌ପିର ବିତାଡିତ ହେଲେ ନସିମୁଦ୍ଦିନ ସିଦ୍ଦିକି

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭାରେ ଶୋଚନୀୟ ପରାଜୟ ପରେ ବହୁଜନ ସମାଜ ପାର୍ଟି(ବିଏସପି) ଏବେ କଡା ପଦକ୍ଷେପ ନେବା ଆରମ୍ଭ କରିଛି । ଏହି କ୍ରମରେ ଦଳରୁ ବିଦା ହୋଇଛନ୍ତି ନସିମୁଦ୍ଦିନ ସିଦ୍ଦିକି ।  ଏହାସହ ତାଙ୍କ ପୁଅ ଅଫଜଲ ସିଦ୍ଦିକଙ୍କୁ ମଧ୍ୟ...

  • ନିଉଜ ଆଲର୍ଟMay 10, 2017

    କର୍ମଚାରୀ ଛଟେଇ କରିବ ଇନଫୋସିସ୍‌

    ବେଙ୍ଗାଲୁରୁ: ସଫ୍ଟୱେର କମ୍ପାନୀ ଇନଫୋସିସ୍କ ର୍ମଚାରୀ ଛଟେଇ କରିବା ନେଇ ଘୋଷଣା କରିଛି । ଯେଉଁ କର୍ମଚାରୀଙ୍କ ପ୍ରଦର୍ଶନ ନିମ୍ନମାନର ରହିଛି ସେମାନଙ୍କୁ ବାହାର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସେଥିପାଇଁ ସମସ୍ତ କର୍ମଚାରୀଙ୍କ ଗତ ୬ ମାସର...

  • ନିଉଜ ଆଲର୍ଟMay 10, 2017

    ସହାରନପୁରରେ ପୁଣି ଦଙ୍ଗା

    ସହାରନପୁର: ଉତ୍ତରପ୍ରଦେଶର ସହରାନପୁରରେ ପୁଣି ଦଙ୍ଗା ସୃଷ୍ଟି ହୋଇଛି । ଗୋଟିଏ ମାସ ଭିତରେ ସେଠାରେ ତୃତୀୟ ଥର ପାଇଁ ଏଭଳି ଦଙ୍ଗା ହୋଇଛି । ମହାରାଣା ପ୍ରତାପ ଜୟନ୍ତୀ ଅବସରରେ ହେବାକୁ ଥିବା ଶୋଭାଯାତ୍ରା ସମୟରେ ପୁଣି ଥରେ ଦଙ୍ଗା...

  • ନିଉଜ ଆଲର୍ଟMay 10, 2017

    କାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ଗୁଳୀ ବିନିମୟ

    ଜାମ୍ମୁ:ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନାର ଚେକପୋଷ୍ଟ ଉପରକୁ ମଙ୍ଗଳବାର ସମାଳ ୮.୪୦ରେ  ପାକିସ୍ତାନ ସୈନ୍ୟ ଗୁଳୀ ଚାଳନା କରିଛନ୍ତି । ରକ୍ଷା ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ ପାକିସ୍ତାନୀ ସେନା ମେଂଢର ସେକ୍ଟରର...

  • ନିଉଜ ଆଲର୍ଟMay 10, 2017

    ବିଜେପି, କଂଗ୍ରେସ ଓ ଆପକୁ ବିଦେଶୀ ଚାନ୍ଦାର ବିବରଣୀ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିଦ୍ଦେଶ

    ନୁଆଦିଲ୍ଲୀ:କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଶାସକ ବିଜେପି ଦଳ ସମେତ କଂଗ୍ରେସ , ଆପ ଓ ଅନ୍ୟ ଦଳ ଗୁଡିକୁ ସେମାନଙ୍କର ବିଦେଶରୁ ଆସୁଥିବା ଚାନ୍ଦାର ପୁରା ବିବରଣୀ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରୀ କରାଯାଇଥିବା...

  • ନିଉଜ ଆଲର୍ଟMay 10, 2017

    କାଶ୍ମୀରରେ ଜିହାଦ ପାଇଁ ଲାଡେନ ଠାରୁ ଅର୍ଥ ନେଉଥିଲେ ନୱାଜ ଶରିଫ

    ଇସଲାମାବାଦ:କାଶ୍ମୀରରେ ଜିହାଦ ସୃଷ୍ଟି କରିବାରେ ଲାଡେନ ଠାରୁ ନୱାଜ ଶରୀଫ ଧନ ନେଉଥିବାର ପାକିସ୍ତାନର ବିପକ୍ଷୀ ନେତା ଇମରାନ ଖାନଙ୍କ ଦଳ ଅଭିଯୋଗ କରିଥିବା ବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କ ଉପରେ ମକଦ୍ଦମା ଚଲାଇବା ଲାଗି ଦାବୀ କରିଛି...

  • ନିଉଜ ଆଲର୍ଟMay 09, 2017

    ବିହାର ପରେ ଉଦୟ ପୁରରେ ମଦ ପିଇଲେ ମୂଷା

    ଜୟପୁର:ମୂଷା ମଦ ପିଇବା ଘଟଣା ପୁଣି ଥରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ସେତେବେଳେ ଲୋକ ଲୋଚନକୁ ଆସିଲା ଯେତେବେଳେ ଉଦୟପୁରର ସ୍ଥାନୀୟ କୋର୍ଟରେ ଅବକାରୀ ବିଭାଗର ଜଣେ କର୍ମଚାରୀ ପୂରବ ସିଂହ ନିଜ ବୟାନରେ ମୂଷା ମଦ ପିଇବା...

  • ନିଉଜ ଆଲର୍ଟMay 09, 2017

    ମାପଓଜନ ବିଭାଗର ପେଟ୍ରୋଲ୍‌ପମ୍ପ ଉପରେ ଚଢ଼ଉ

    ଭୁବନେଶ୍ୱର: ପେଟ୍ରୋଲ୍‌ ପମ୍ପଗୁଡ଼ିକରେ ଗ୍ରାହକଙ୍କୁ ତେଲ ମାପରେ ଠକେଇ କରାଯାଉଥିବା ଭଳି ଅଭିଯୋଗ ପାଇବା ପରେ ମଙ୍ଗଳବାର ରାଜଧାନୀର ପ୍ରାୟ ୨୦ଟି ପେଟ୍ରୋଲ୍‌ପମ୍ପ ଉପରେ ମାପ ଏବଂ ଓଜନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ୪ଟି ପେଟ୍ରୋଲ ପମ୍ପରେ ଏହି...

  • ନିଉଜ ଆଲର୍ଟMay 09, 2017

    ଘରେ ପହଞ୍ଚିବ ରେଳ ଟିକଟ

    ନୂଆଦିଲ୍ଲୀ : ରେଳଯାତ୍ରୀ ଏଣିକି ଅନ୍‌ଲାଇନରେ ବିନା ଖର୍ଚ୍ଚ କରି ଟିକଟ କରି ପାରିବେ । ଘରେ ଟିକଟ ପହଞ୍ଚôବା ପରେ ଯାଇ ଯାତ୍ରୀ ଏହାର ଅର୍ଥରାଶି ପ୍ରଦାନ କରିବେ । ରେଲୱେ କମ୍ପାନୀ ଆଇଆରସିଟିସି (ଇଣ୍ଡିଆନ ରେଲୱେ କ୍ୟାଟରିଂ ଏଣ୍ଡ...

  • ନିଉଜ ଆଲର୍ଟMay 09, 2017

    ବିମାନଯାତ୍ରା କରିପାରିଲେ ନାହିଁ ଉପମୁଖ୍ୟମନ୍ତ୍ରୀଙ୍କ ମଦ୍ୟପ ପୁଅ

    ଅହମ୍ମଦାବାଦ୍‌: ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲଙ୍କ ପୁଅ କାତାର ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରିବାକୁ ଥିବା ବେଳେ ସେ ପ୍ରବଳ ମଦ ପିଇଥିବା ଜଣାପଡ଼ିବା ପରେ ତାଙ୍କୁ ଯାତ୍ରା ନିମନ୍ତେ ଅନୁମତି ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି । ପ୍ରାପ୍ତ...

  • ନିଉଜ ଆଲର୍ଟMay 09, 2017

    ଆମେରିକା ପାଇଁ ଯୁଦ୍ଧ ବିମାନ ନିର୍ମାଣ କରିବେ ଭାରତୀୟ ଯୁବକ

    ଜୟପୁର: ରାଜସ୍ଥାନର ଯୁବ ବୈଜ୍ଞାନିକ ମୋନାର୍କ ଶର୍ମା ଆମେରିକା ସେନା ନିମନ୍ତେ ଯୁଦ୍ଧରେ ବ୍ୟବହାର କରାଯାଉଥିବା ହେଲିକପ୍ଟର ଏଏଚ୍‌-୬୪ଇ ନିର୍ମାଣ କାର୍ଯ୍ୟରେ ସାମିଲ ହେବାକୁ ଯାଉଛନ୍ତି  । ଏଥିପାଇଁ ତାଙ୍କୁ ବର୍ଷକୁ ୧କୋଟି ୨୦ଲକ୍ଷ ଟଙ୍କା ପାରିଶ୍ରମିକ ଭାବେ ମିଳିବ ।ଆମେରିକାର...

  • ନିଉଜ ଆଲର୍ଟMay 09, 2017

    ୧୦୦୦କୋଟି ଅତିକ୍ରମ କରିବା ପରେ ବି ହେଉଛି କ୍ଷତି

    ବାହୁବଲୀ-୨ ରିଲିଜ ହେବାର ମାତ୍ର ୧୦ଦିନ ମଧ୍ୟରେ ୧୦୦୦କୋଟିରୁ ଊର୍ଦ୍ଧ୍ଵ ବ୍ୟବସାୟ କରି ସାରିଥିଲେ ମଧ୍ୟ ଏବେ ଏହା କ୍ଷତିର ସମ୍ମୁଖୀନ ହୋଇ ପଡ଼ିଛି । ବାହୁବଳୀ-୨କୁ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ୍‌ ପ୍ରଶଂସା କରାଯାଇଛି ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |