• ନିଉଜ ଆଲର୍ଟMay 09, 2017

    ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

    ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ଓରଫ ବାଇଧର ରାଉତ ପୁଲିସ ଗୁଳିରେ ଆହତ ହୋଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ସହ ୩ଟି ଜୀବନ୍ତ ଗୁଳି, ଛୁରି, ବିଭିନ୍ନ ଗାଡ଼ିର ନକଲି ଚାବି ତାଠାରୁ ଜବତ କରାଯାଇଛି। ବାଦଲର ଘର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା...

  • ନିଉଜ ଆଲର୍ଟMay 09, 2017

    ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କିରାଣୀ

     ନିମାପଡ଼ା: ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନଙ୍କ ହାତରେ ନିମାପଡ଼ାର ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପ୍ରଦୀପ କୁମାର ପାତ୍ର ଧରାପଡ଼ିଛନ୍ତି। ମନୋଜ କୁମାର ଦାସ ନାମକ ଓକିଲଙ୍କଠାରୁ ଜମି କାଗଜପତ୍ର କରାଇଦେବା ପାଇଁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।...

  • ନିଉଜ ଆଲର୍ଟMay 09, 2017

    ବସରୁ ଖସି ହେଲପର ମୃତ

    ବାଲେଶ୍ୱର: ବାଲେଶ୍ୱର ସୋର ସିନେମା ହଲ ଛକ ନିକଟରେ ବସରୁ ଖସି ପଡ଼ି ହେଲପରଙ୍କ ମୃତ୍ୟୁ ହୋଇଛି। ମୃତ ହେଲପରଙ୍କ ନାମ ଗୌତମ ପତି। ସେ ବସର ଦୁଆର ନିକଟରେ ଠିଆ ହୋଇଥିବା ବେଳେ ହାତ ଖସି ଯିବାରୁ ଖସି ପଡ଼ିଥିଲେ। ତାଙ୍କର ମୁଣ୍ଡରେ ଗଭୀର...

  • ନିଉଜ ଆଲର୍ଟMay 09, 2017

    ଓଡ଼ିଆ ନୌସେନା ଯବାନଙ୍କ ଅନ୍ତିମ ସଂସ୍କାରରେ ଦେଖା ଦେଲେନି କୌଣସି ନେତା

     ବ୍ରହ୍ମପୁର: ନୌସେନାରେ କାର୍ଯ୍ୟରତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ବେହେରା ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତ ଦେହକୁ ତାଙ୍କର ପୈତୃକ ଗ୍ରାମ ଗଞ୍ଜାମ ବୁଗୁଡ଼ା ସ୍ଥିତ ବେଠୁଆ ବରଦା ଗ୍ରାମକୁ ଅଣାଯାଇଥିଲା। ଆଇଏନ୍‌ଏସ୍‌ ଚିଲିକାର ନୌସେନା କର୍ମଚାରୀମାନେ ତୋପ...

  • ନିଉଜ ଆଲର୍ଟMay 09, 2017

    ପାରାଦ୍ୱୀପ: ଜାହାଜରେ ଲାଗିଗଲା ନିଆଁ

     ପାରାଦ୍ୱୀପ: ପାରାଦ୍ୱୀପରେ କୋଇଲା ବୋଝେଇ ସମୟରେ ତାମିଲନାଡୁ ନାମକ ଜାହାଜରେ ନିଆଁ ଲାଗି ଯାଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗିବା ବିଷୟରେ ଜଣାପଡିବା ମାତ୍ରେ ବନ୍ଦର କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟା କରିଥିଲେ। ବନ୍ଦରରେ ଥିବା ଅଗ୍ନିଶମ ବିଭାଗ ଏହି ନିଆଁକୁ ଆୟତ କରିବାରେ...

  • ନିଉଜ ଆଲର୍ଟMay 09, 2017

    ସଡ଼କ ଦୁର୍ଘଟଣାରେ ଜଣେ ମୃତ

     ବାଲେଶ୍ୱର: ବାଲେଶ୍ୱର ସୋର ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଟ୍ରକକୁ ପଛରୁ ଆଉ ଏକ ଆଳୁ ବୋଝେଇ ଟ୍ରକ ଧକ୍କାଦେବାରୁ ଘଟଣାସ୍ଥଳରେ ସେହି ଟ୍ରକର ହେଲପରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ପଶ୍ଚିମବଙ୍ଗ ପଶ୍ଚିମ-ମେଦିନାପୁର ଦାମଦୋର...

  • ନିଉଜ ଆଲର୍ଟMay 09, 2017

    ନୂଆ ଟିମକୁ ନେଇ ରାଜ୍ୟ କ୍ୟାବିନେଟ୍ ବୈଠକ ୧୧ରେ

    ଭୁବନେଶ୍ବର: ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ପରେ ଆସନ୍ତା ମେ ୧୧ ତାରିଖରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ନବୀନଙ୍କ ନୂଆ ଟିମକୁ ନେଇ ଏହା ହେଉଛି ପ୍ରଥମ କ୍ୟାବିନେଟ୍ ବୈଠକ। ଅନ୍ୟପଟେ ମେ ୧୮ ଓ ୧୯ ତାରିଖରେ ଦୁଇଦିନ ଧରି ବିଧାନସଭାରେ...

  • ନିଉଜ ଆଲର୍ଟMay 09, 2017

    ରାହୁଲଙ୍କ ସହ ଓଡିଶା ନେତାଙ୍କ ଦ୍ବିତୀୟ ଦିନ ବୈଠକ ସ୍ଥଗିତ

    ଭୁବନେଶ୍ବର: ରାହୁଲ ଗାନ୍ଧିଙ୍କ ସହ ଓଡିଶାର କଂଗ୍ରେସ ନେତାଙ୍କ ହେବାକୁ ଥିବା ଦ୍ବିତୀୟ ଦିନ ବୈଠକ ସ୍ଥଗିତ ରହିଛି। ଆଜି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ପ୍ରଫୁଲ୍ଲ ମାଝି ଏବଂ ପୂର୍ବତନ ବିଧାୟକ ଅନନ୍ତ ସେଠୀ ରାହୁଲଙ୍କୁ...

  • ନିଉଜ ଆଲର୍ଟMay 09, 2017

    ଝିମିଟି ଖେଳରୁ ମହାଭାରତ: ଆମ୍ବ ତୋଳାକୁ ନେଇ ଗୁଳି ମାଡ଼

     ଭଦ୍ରକ: ଝିମିଟି ଖେଳରୁ ମହାଭାରତର  ଆରମ୍ଭ ହୋଇଥିଲା। ସେହିପରି ଆମ୍ବ ତୋଳାକୁ ନେଇ ସାନ ଭାଇ ବଡ଼ ଭାଇକୁ ଗୁଳି ମାରିଲା। ସାନ ଭାଇ ମୃତ୍ୟୁଞ୍ଜୟ ମଲ୍ଲିକର ଗୁଳି ମାଡ଼ରେ ବଡ଼ ଭାଇ ଜିତେନ୍ଦ୍ର ମଲ୍ଲିକର ମୃତ୍ୟୁ ହୋଇଛି। ଆଗରୁ ଏହି ଦୁଇ ଭାଇଙ୍କ...

  • ନିଉଜ ଆଲର୍ଟMay 09, 2017

    ଆମେରିକାରେ ଘୃଣା ଅପରାଧର ଶିକାର ହେଲେ ଶିଖ୍‌ ଯୁବକ

     ଆମେରିକାରେ ପୁଣି ଏକ ଘୃଣା ଅପରାଧର ଶିକାର ହୋଇଛନ୍ତି ଜଣେ ଶିଖ୍‌ ଯୁବକ । ଜଣେ ଗ୍ରାହକଙ୍କୁ ସିଗାରେଟ୍‌ ବିକ୍ରି କରିବାକୁ ମନା କରିବା ପରେ ଗ୍ରାହକର ଛୁରୀ ମାଡରେ ପ୍ରାଣ ହରାଇଛନ୍ତି ଜଣେ ଶିଖ ଯୁବକ । ପ୍ରାପ୍ତ ସୂଚନା...

  • ନିଉଜ ଆଲର୍ଟMay 08, 2017

    ଫେଡେରେସନ୍‌ କପ୍‌ ଫୁଟବଲ୍‌ ; ବେଙ୍ଗାଲୁରୁ ଏଫ୍‌ସି ଓ ମୋହନବାଗାନ ବିଜୟୀ

    କଟକ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଫେଡେରେସନ୍‌ କପ ଫୁଟବଲ୍‌ ଚମ୍ପିଆନସିପ୍‌ରେ ସୋମବାର ଅନୁଷ୍ଠିତ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ଓ ମୋହନବାଗାନ ବିଜୟୀ  ହୋଇଛନ୍ତି ।  ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି  ୩-୨ ଗୋଲ୍‌ରେ ଶିଲଂ ଲାଜଙ୍ଗକୁ ପରାସ୍ତ...

  • ନିଉଜ ଆଲର୍ଟMay 08, 2017

    ଭାରତୀୟ ସେନାଙ୍କ ସମର୍ଥନରେ ଆଗକୁ ଆସିଲା ‘ଜନ ସେନା’ ; ବିଚ୍ଛିନ୍ନତାବାଦୀଙ୍କୁ କଡା ଜବାବ

    କାନପୁର : ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନାଙ୍କ ଉପରେ ହେଉଥିବା ଟେକା ପଥର ମାଡ଼କୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଉଛି । ଏବେ ‘ଜନ ସେନା’ ଭଳି ସଂଗଠନ ଭାରତୀୟ ସେନାଙ୍କୁ ସମର୍ଥନ କରିବା ପାଇଁ ଆଗେଇ...

  • ନିଉଜ ଆଲର୍ଟMay 08, 2017

    ଜୁଲାଇରେ ବିବାହ କରିବେ ଶର୍ମିଲା

    ଇମ୍ଫାଲ: ଦୀର୍ଘ ୧୬ବର୍ଷ କାଳ ଅନଶନ କରିଥିବା ମଣିପୁରର ପ୍ରଖ୍ୟାତ ମାନବାଧିକାର କର୍ମୀ ଇରମ ଶର୍ମିଲା ରାଜନୀତିରେ ବିଫଳ ହେବା ପରେ ଏବେ ବିବାହ କରିବାକୁ ସ୍ଥିର କରିଛନ୍ତି । ପୂର୍ବ ସୂଚନାନୁଯାୟୀ, ଆସନ୍ତା ଜୁଲାଇ ମାସ ଶେଷ ସପ୍ତାହରେ ସେ...

  • ନିଉଜ ଆଲର୍ଟMay 08, 2017

    ବନ୍ଧୁତ୍ୱ ଆଳରେ ପାକିସ୍ତାନୀ ଯୁବକଙ୍କ ପ୍ରବଞ୍ଚନା

    ଇସଲାମାବାଦ : ବନ୍ଧୁତ୍ୱକୁ ନେଇ ଏକ ପ୍ରବଞ୍ଚନାର କାହାଣୀ ସପ୍ତାହେ ଧରି ଭାରତ-ପାକିସ୍ତାନ ସମ୍ପର୍କ ପୃଷ୍ଠାରେ ଏକ ନୂଆ ଫର୍ଦ ଯୋଡ଼ିଛି । ବନ୍ଧୁତ୍ୱ ନାମରେ ଠକାମିର ଶିକାର ହୋଇଛନ୍ତି ଜଣେ ଭାରତୀୟ ଯୁବ ଡାକ୍ତରାଣୀ । ଜଣେ ପାକିସ୍ତାନୀ ଯୁବକଙ୍କୁ...

  • ନିଉଜ ଆଲର୍ଟMay 08, 2017

    ଏଫଏମ୍‌ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ୧୦ରେ

    ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ସ୍ନାତକ ଶ୍ରେଣୀର କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଶେଷ ବର୍ଷର ୨୦୧୭ ମସିହା ପରୀକ୍ଷା ଫଳ ଆସନ୍ତା ୧୦.୫.୧୭ରେ ପ୍ରକାଶ ପାଇବ ବୋଲି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଦେବବ୍ରତ ଆସ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |