• ନିଉଜ ଆଲର୍ଟMay 13, 2017

    ଏସୀୟ କୁସ୍ତି ଚମ୍ପିଆନସିପ୍‌:ସାକ୍ଷୀ, ଭିନେଶ ଓ ଦିବ୍ୟାଙ୍କୁ...

    ନୂଆଦିଲ୍ଲୀ: ଭାରତର ତିନି ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ୍‌ ଓ ଦିବ୍ୟା କାକ୍ରନ ଏଠାରେ ଚାଲିଥିବା ଏସୀୟ କୁସ୍ତି ଚମ୍ପିଆନସିପ୍‌ରେ ରୌପ୍ୟପଦକ ଜିତିଛନ୍ତି ।...

  • ନିଉଜ ଆଲର୍ଟMay 13, 2017

    ନୀତି ଆୟୋଗର ସୁପାରିସ: ବିଦ୍ୟୁତ୍ ଚାଲିତ ଗାଡ଼ିକୁ...

    ନୂଆଦିଲ୍ଲୀ: ଇନ୍ଧନର ସଞ୍ଚୟ ଏବଂ ପ୍ରଦୂଷଣ ଉପରେ କଟକଣା ପାଇଁ ପେଟ୍ରୋଲ ଓ ଡିଜେଲ୍‌ ଗାଡିର ରେଜିଷ୍ଟ୍ରେସନକୁ ହ୍ରାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ନୀତି ଆୟୋଗ...

  • ନିଉଜ ଆଲର୍ଟMay 13, 2017

    ବଦଳିବ ଟୋଲ୍‌ ଟିକସ ନିୟମ, କିଲୋମିଟର ଅନୁସାରେ...

    ନୂଆଦିଲ୍ଲୀ: ଟୋଲ ଟାକ୍ସ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ  ରହିଥିବା ବ୍ୟବସ୍ଥା ଗାଡିର ବର୍ଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ସଂଗ୍ରହ କରାଯାଉଛି...

  • ନିଉଜ ଆଲର୍ଟMay 13, 2017

    ପାକିସ୍ତାନକୁ ଆମେରିକାର ଚେତାବନୀ :ସୀମାରେ କୌଣସି ଉତ୍ତେଜନା...

    ୱାସିଙ୍ଗଟନ:ଭାରତ-ପାକିସ୍ତାନ ଦ୍ୱିପାକ୍ଷୀକ ସମ୍ପର୍କରେ ସୃଷ୍ଟି ହୋଇଥିବା ସମ୍ପର୍କର ତିକ୍ତତାକୁ ନେଇ ଆମେରିକାର ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ଦୋଷୀ କରାଯିବା ସହ ଚଳିତ ବର୍ଷ ସୀମାରେ କୌଣସି...

  • ନିଉଜ ଆଲର୍ଟMay 13, 2017

    ଚିଠି ଲେଖି ରଜନୀକାନ୍ତଙ୍କୁ ଧମକ ଦେଲେ ହାଜୀମସ୍ତାନଙ୍କ...

    ମୁମ୍ବଇ:ଏକଦା ମୁମ୍ବଇର ଅଣ୍ଡରୱାର୍ଲଡ ଡନ ଥିବା ହାଜୀ ମସ୍ତାନଙ୍କ ଚରିତ୍ରକୁ ନେଇ ବଲିଉଡରେ ଏକାଧିକ ଚଳଚ୍ଚୀତ୍ର ର୍ନିମାଣ କରାଯାଇଛି । ତେବେ ଦକ୍ଷୀଣ ଭାରତର ଲୋକପ୍ରିୟ ଅଭିନେତା...

  • ନିଉଜ ଆଲର୍ଟMay 13, 2017

    ଚୀନର “ୱାନ ବେଲ୍ଟ ୱାନ ରୋଡ”ଯୋଜନାର ର...

    କାଠମାଣ୍ଡୁ:ଏସିଆ ଓ ୟୁରୋପ ମହାଦେଶକୁ ସଂଯୋଗ କରିବା ଲାଗି ଚୀନ ରାଷ୍ଟ୍ରପତି ଶୀ ଚିନାକିଙ୍ଗଙ୍କର ମହତ୍ୱାକାଂକ୍ଷୀ  “ୱାନ ବେଲ୍ଟ ୱାନ ରୋଡ”(ଓବିଓଆର)ଯୋଜନା ରାଜିନାମାରେ ଶୁକ୍ରବାର ନେପାଳ ସ୍ୱାକ୍ଷର...

  • ନିଉଜ ଆଲର୍ଟMay 12, 2017

    ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲା

    ଭୁବନେଶ୍ୱର : ନବଦିଗନ୍ତ ଚିଟ୍‌ଫଣ୍ଡ୍‌ର ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମ୍‌ଡି) ଅଞ୍ଜନ ବଳିଆରସିଂହଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ସିଜେଏମ୍‌(ସିବିଆଇ)ଜଜ୍‌ ୪ ବର୍ଷ ଜେଲ୍‌ଦଣ୍ଡ ଦେବା ସହିତ ୧୫,୦୦୦ ଟଙ୍କା ଜୋରିମାନା...

  • ନିଉଜ ଆଲର୍ଟMay 12, 2017

    ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଉପରେ ନିଷେଦ୍ଧାଦେଶ ଲଗାଇଲା...

    ୱାସିଂଟନ : ପାକିସ୍ତାନସ୍ଥିତ କେତେକ ଆତଙ୍କବାଦୀ ସଂଗଠନ ଉପରେ ନିଷେଧାଦେଶ ଲଗାଇଛି ଯୁକ୍ତରାଷ୍ଟ୍ର ଆମେରିକା  । ସେଥିମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ ସଇଦ୍‌ର ଆତଙ୍କବାଦୀ...

  • ନିଉଜ ଆଲର୍ଟMay 12, 2017

    ବିଜେପି ସରକାରଙ୍କ ତିନି ବର୍ଷ ପୂର୍ତ୍ତି

    ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ତିନି ବର୍ଷ ପୂରଣ କରିବାକୁ ଯାଉଛି  । ଏହି ତିନି ବର୍ଷ ପୂର୍ତ୍ତି...

  • ନିଉଜ ଆଲର୍ଟMay 12, 2017

    ସେବିକା ଦିବସ ; ୩୫ ଜଣଙ୍କୁ ଫ୍ଲୋରେନ୍‌ସ...

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସେବିକା ଦିବସ ଶୁକ୍ରବାର ଦିନ ସାରା ଦେଶରେ ପାଳିତ ହୋଇଯାଇଛି । ୧୯୬୫ ମସିହାରୁ ପ୍ରତିବର୍ଷ ମେ’ ୧୨ ତାରିଖକୁ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ସେବିକା...

  • ନିଉଜ ଆଲର୍ଟMay 12, 2017

    ବେଲୁଚିସ୍ତାନରେ ବିସ୍ଫୋରଣ, ୨୫ ମୃତ

    ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ବିସ୍ଫୋରଣ ହୋଇ ୨୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାକିସ୍ତାନ ସିନେଟର ଉପାଧ୍ୟକ୍ଷ...

  • ନିଉଜ ଆଲର୍ଟMay 12, 2017

    ଅମର ଶତପଥୀ ମୁଖ୍ୟ ସଚେତକ

    ଭୁବନେଶ୍ୱର : ଅମର ପ୍ରସାଦ ଶତପଥୀଙ୍କୁ ରାଜ୍ୟ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଶତପଥୀଙ୍କୁ...

  • ନିଉଜ ଆଲର୍ଟMay 12, 2017

    କେଉଁ ସାଥୀ କଥା ମନେ ପଡୁଛି ଝିଲିକଙ୍କର...

    ଜଣେ ନାୟକଙ୍କ ସହ ଲଗାତାର ସିନେମା କରି ଲୋକପ୍ରିୟତା ହାସଲ କରିଥିବା ଝିଲିକଙ୍କର ଏବେ ସେଇ ସାଥୀଙ୍କ କଥା ମନେ ପଡିଛି। ଗୋଟିଏ ସିନେମା କରି ଅମ୍ଳାନଙ୍କ ହାତ ଛାଡିବା ପରେ...

  • ନିଉଜ ଆଲର୍ଟMay 12, 2017

    ଶନିବାର ହାଇକୋର୍ଟରେ ଲୋକ ଅଦାଲତ

    କଟକ: ଓଡ଼ିଶା ହାଇକୋର୍ଟରେ ଆସନ୍ତା କାଲି ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକଅଦାଲତରେ ୪୦୦ରୁ ଊଦ୍ଧ୍ୱର୍ ମାମଲା ଫଏସଲା କରାଯିବା ଲାଗି ତାଲିକାଭୁକ୍ତ...

  • ନିଉଜ ଆଲର୍ଟMay 12, 2017

    ମା ପାଇଁ ଦିନ ଟିଏ, 'ମଦର୍ସ ଡେ'

    ଭୁବନେଶ୍ୱର: ଅସୁସ୍ଥତାରେ ଛଟପଟ ହେଉଥିବା ବେଳେ ଦେହ ଖୋଜେ ତା ଛୁଆଁ । ସିଏ ଥିଲେ ଘର ଲାଗେ ପୂରା ପୂରା, ସେ ନଥିଲେ ସବୁ ଳାଗେ...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |