• ନିଉଜ ଆଲର୍ଟAug 08, 2017

    ୧୧ଲକ୍ଷ ୪୦ ହଜାର ପାନ କାର୍ଡ ନିଷ୍କ୍ରିୟ:କେମିତି ଯାଞ୍ଚ କରିବେ ପ୍ୟାନ କାର୍ଡର ଭାଲିଡିଟି

    ୧-https://incometaxindiaefiling.gov.inରେ ଲଗ୍‌ ଅନ୍‌ କରନ୍ତୁ । ଏହା ହେଉଛି ଆୟକର ଦାଖଲ ନିମନ୍ତେ କାର୍ଯ୍ୟାଳୟ ୱେବ୍‌ସାଇଟ୍‌ । ୨-ପ୍ରଥମେ ୱେବ୍‌ସାଇଟ୍‌ର ହୋମ୍‌ ପେଜ୍‌ର ବାମ ପାଶ୍ୱର୍ରେ ଥିବା ସ୍ତମ୍ଭରେ ସର୍ଭିସେସ୍‌ ହେଡିଂ ଲେଖାଥିବ । ସେଥିରୁ  ‘ନୋ ୟୋର ପ୍ୟାନ୍‌’ ବିକଳ୍ପ ସିଲେକ୍ଟ...

  • ନିଉଜ ଆଲର୍ଟAug 08, 2017

    ଶ୍ରୀଲଙ୍କାରେ ୫୦ ଭାରତୀୟ ମତ୍ସ୍ୟଜୀବୀ ଗିରଫ

    କଲମ୍ବୋ : ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରି ମାଛ ମାରୁଥିବା ପ୍ରାୟ ୫୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି  । ଶ୍ରୀଲଙ୍କା ନୌସେନା ମୁଖପାତ୍ର ଚାମୁଣ୍ଡା ବାଲାକୁଲୁଗେ ସୂଚନା ଦେଇଛନ୍ତି ଯେ ୧୨ଟି ନୌକାରେ ଭାରତୀୟ ମତ୍ସ୍ୟଜୀବୀ ଆନ୍ତର୍ଜାତିକ...

  • ନିଉଜ ଆଲର୍ଟAug 08, 2017

    ଏନଆଇଏ ପକ୍ଷରୁ ଗିଲାନୀଙ୍କ ପୁଅଙ୍କୁ ଜେରା

    ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ମଙ୍ଗଳବାର କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ କନଫରେନ୍ସ ଅଧ୍ୟକ୍ଷ ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ପୁଅ ନଇମ ଏବଂ ନସିମଙ୍କୁ ଜେରା...

  • ନିଉଜ ଆଲର୍ଟAug 08, 2017

    ‘ବିବାଦିତ ସ୍ଥାନରୁ ଦୂରରେ ନିର୍ମାଣ ହୋଇପାରିବ ମସ୍‌ଜିଦ’

    ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସିହା ବୋର୍ଡ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଛି । ରାୟ ମୁତାବକ ବିବାଦିତ ସ୍ଥାନରେ ଏକ ତୃତୀୟାଂଶରେ ସୁନ୍ନୀ ୱାକଫ୍‌ ନୁହେଁ ବରଂ ସିହାା ୱାକଫ୍‌...

  • ନିଉଜ ଆଲର୍ଟAug 08, 2017

    ମଣିଷର ଚାଲିବାରୁ ଜାଣିହେବ ଲୋକଙ୍କର ବ୍ୟକ୍ତିତ୍ୱ

    ଲୋକଙ୍କର କଥା କହିବାଶୈଳୀ ଓ ବ୍ୟବହାରକୁ ଦେଖି ଅନେକ କିଛି ଠଉରାଇ ହୋଇଥାଏ। ତେବେ ବିଶେଷଜ୍ଞଙ୍କ କହିବାନୁସାରେ ଜଣେ ବ୍ୟକ୍ତିର ଚାଲିବା ଶୈଳୀରୁ ହିଁ ତା’ ସ୍ୱଭାବ ବେଶ୍ ସହଜରେ ଜାଣିହୁଏ। କାନାଡାର ବିଶେଷଜ୍ଞ ଦଳଙ୍କ କହିବାନୁସାରେ ୧୦୦ରୁ ଅଧିକ ଲୋକ...

  • ନିଉଜ ଆଲର୍ଟAug 08, 2017

    ସ୍ବାଇନ୍ ଫ୍ଲୁ ରୋଗରୁ ବଞ୍ଚିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ୍

    ନିମ ପତ୍ର: ଦିନରେ ୪-୫ଟି ନିମ ପତ୍ର ଚୋବାଇ ଖାଇଲେ ସ୍ବାଇନ୍ ଫ୍ଲୁ ହେବାର ଆଶଙ୍କା କମ୍ ଥାଏ।   ଲେମ୍ବୁ ପାଣି: ପ୍ରତିଦିନ ଲେମ୍ବୁ ରସ ପିଇଲେ ସ୍ବାଇନ୍ ଫ୍ଲୁ ହେବାର ସମ୍ଭାବନା କମ୍ ଥାଏ। ଲେମ୍ବୁ ରସରେ ଭିଟାମିନ ସି ଥାଏ।   କର୍ପୁର:...

  • ନିଉଜ ଆଲର୍ଟAug 08, 2017

    ହାଏ ମଦଭରି ଆଖି..ଗଲା ଇଶାରାରେ ଡାକି

    ଓଡିଆ ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ଧାରା ଏବଂ ପରମ୍ପରାର ଆରମ୍ଭ କରିଥିଲେ ଶରତ ପୂଜାରୀ । ଓଡିଆ ଫିଲ୍ମ ଜଗତ ରୋମାଣ୍ଟିକ ହିରୋ ଶରତ ପୂଜାରୀ ତାଙ୍କ ଅନନ୍ୟ ଅଭିନୟ କଳା ବଳରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି...

  • ନିଉଜ ଆଲର୍ଟAug 08, 2017

    ୨୬ ବର୍ଷ ଯୁବକ ପ୍ରେମରେ ପଡିଲେ ୧୦ ବର୍ଷର ନାବାଳିକ

    ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ଦେଖେନି ବୟସ କି ସମାଜର ବନ୍ଧନ। ହେଲେ ବେଳେ ବେଳେ ପ୍ରେମରେ ଅନ୍ଧ ହୋଇଥିବା ପ୍ରେମୀଯୁଗଳ ଏମତି ପଦକ୍ଷେପ ଗ୍ରହଣ କରନ୍ତି ଯାହର ପରିଣତି ଅତି କରୁଣ ହୋଇଥାଏ। ଛାତି ଥରାଇ ଦେବାଏମିତି ଏକ...

  • ନିଉଜ ଆଲର୍ଟAug 08, 2017

    ପିଆଜ ଦର ଅଣାୟତ୍ତ; ଟପିଲାଣି ୩୦:ଖାଉଟି ହଟହଟା, ଚିନ୍ତାରେ ସରକାର

    ଭୁବନେଶ୍ୱର: ରାଜ୍ୟରେ ପିଆଜ ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଚାଲିଛି । ଖୋଲା ବଜାରରେ କିଲୋ ୩୦ଟଙ୍କା ହେଲାଣି । ପିଆଜ ପାଇଁ ଖାଉଟି ହଟହଟାର ସମ୍ମୁଖୀନ ହେଉଥିବାବେଳେ ମୂଲ୍ୟବୃଦ୍ଧିକୁ ସରକାର ଚିନ୍ତାରେ ପଡ଼ିଛନ୍ତି । ପିଆଜ ଏବେ ସରକାରଙ୍କ...

  • ନିଉଜ ଆଲର୍ଟAug 08, 2017

    ଏଲପିଜି ଗ୍ୟାସ୍ ସବସିଡି ପ୍ରତ୍ୟାହରକୁ ବିରୋଧ, ରାଜ୍ୟର ବିଭିନ୍ନ ସ୍ଥାନରେ ଗଣଧାରଣା

    କଟକ: କେନ୍ଦ୍ର ସରକାରଙ୍କ ଏଲପିଜି ଗ୍ୟାସ୍ ସିଲିଣ୍ଡରରୁ ସବସିଡି ପ୍ରତ୍ୟାହର ନିଷ୍ପତ୍ତିକୁ ବିରୋଧ କରି ବିଜୁ ମହିଳା ଜନତା ଦଳ ପୁଣି ରାସ୍ତାକୁ ଓହ୍ଲାଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶତାଧିକ ମହିଳା ଧାରଣାରେ ବସିଛନ୍ତି।   ସୁନ୍ଦରଗଡ...

  • ନିଉଜ ଆଲର୍ଟAug 08, 2017

    ପଶ୍ଚିମ, ଦକ୍ଷିଣରେ ଓଡିଶାରେ ବର୍ଷା ସମ୍ଭାବନା

     ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ  ଲଘୁଚାପରେ ପରିଣତ ହେବା ପରେ ଏହା ଏବେ ବିହାର ଉପର ଦେଇ ପଶ୍ଚିମରେ ଗତି କରୁଛି । ଏହାର ପ୍ରଭାବରେ ଆସନ୍ତା ୩ଦିନ ଧରି ପଶ୍ଚିମ...

  • ନିଉଜ ଆଲର୍ଟAug 08, 2017

    ମଶା ପ୍ରକୋପରୁ ରକ୍ଷା ପାଇବାର ୫ଟି ଘରୋଇ ଉପଚାର

    ବର୍ଷାଦିନେ ସାଧାରଣଃ ମଶା ମାନେ ଜଲଦି ବଂଶ ବିସ୍ତାର କରୁଥିବାବେଳେ ଏମାନଙ୍କ ଦ୍ୱାରା ଡେଙ୍ଗୁ , ଚିକେନଗୁନିଆ ଓ ମେଲେରିଆ ଆଦି ବହୁ ମାରାତ୍ମକ ରୋଗ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଉପଚାର ଦ୍ୱାରା ଆମେ ମଶା...

  • ନିଉଜ ଆଲର୍ଟAug 08, 2017

    ଅଗଷ୍ଟ ,୨୩ରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    କାଠମାଣ୍ଡୁ :ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ତାଙ୍କର ପ୍ରଥମ ସରକାରୀ ବୈଦେଶିକ ଗସ୍ତରେ ଚଳିତ ମାସ ଭାରତ ଆସିବା ନେଇ ନେପାଳ ବୈଦେଶିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ‘ଦି ହିମାଲୟାନ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ ଉପପ୍ରଧାନମନ୍ତ୍ରୀ...

  • ନିଉଜ ଆଲର୍ଟAug 08, 2017

    ତନ୍ତ୍ର ସାଧକ ସନ୍ଦେହରେ ବାବାଙ୍କ ମଠ ପୋଡ଼ିଦେଲେ

    ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚାୟତ ବରପଡା ଛକ ପାଖରେ ମଠ କରି ରହୁଥିବା ହରିହର ସ୍ୱାଇଁ ଓରଫ୍‌ ହରିବାବାଙ୍କୁ ଗୁଣିଗାରେଡି ତଥା ତନ୍ତ୍ର କରୁଥିବା ସନେ୍ଦହ କରି ଗ୍ରାମବାସୀ ଅଟକ ରଖିଛନ୍ତି । ଉତ୍ତ୍ୟକ୍ତ ଜନସାଧାରଣ ରାତି ପ୍ରାୟ...

  • ନିଉଜ ଆଲର୍ଟAug 08, 2017

    ରାକ୍ଷୀରେ ଘରେ ପହଁଞ୍ଚିଲା ଶହୀଦ ଯବାନଙ୍କ ମୃତଦେହ !

    ରାଜନାନ୍ଦଗାଁ: ରକ୍ଷା ବନ୍ଧନରେ ଭଉଣୀଟିଏ ଚାହିଁ ରହିଥାଏ ତାର ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ ଏହି ଦିନ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଭଉଣୀଟିଏ ତାର ଭାଇ ହାତରେ ରାକ୍ଷୀ ବାନ୍ଧିବା ପରିବର୍ତ୍ତେ ତାର ମୃତଦେହକୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |