• ନିଉଜ ଆଲର୍ଟMay 12, 2017

    ବିଜେପି ସରକାରଙ୍କ ତିନି ବର୍ଷ ପୂର୍ତ୍ତି

    ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ତିନି ବର୍ଷ ପୂରଣ କରିବାକୁ ଯାଉଛି  । ଏହି ତିନି ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସାମର ଗୌହାଟୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

  • ନିଉଜ ଆଲର୍ଟMay 12, 2017

    ସେବିକା ଦିବସ ; ୩୫ ଜଣଙ୍କୁ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସେବିକା ଦିବସ ଶୁକ୍ରବାର ଦିନ ସାରା ଦେଶରେ ପାଳିତ ହୋଇଯାଇଛି । ୧୯୬୫ ମସିହାରୁ ପ୍ରତିବର୍ଷ ମେ’ ୧୨ ତାରିଖକୁ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଏ । ସମାଜକୁ ସେବିକାମାନଙ୍କର ବହୁମୂଲ୍ୟ ଅବଦାନ ସଂପର୍କରେ...

  • ନିଉଜ ଆଲର୍ଟMay 12, 2017

    ବେଲୁଚିସ୍ତାନରେ ବିସ୍ଫୋରଣ, ୨୫ ମୃତ

    ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ବିସ୍ଫୋରଣ ହୋଇ ୨୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାକିସ୍ତାନ ସିନେଟର ଉପାଧ୍ୟକ୍ଷ ମୌଲାନା ଅବଦୁଲ ଗଫୁର ହାଇଦେରି ଅଛନ୍ତି । ପ୍ରାଦେଶିକ ରାଜଧାନୀ କ୍ୱେଟାଠାରୁ ୫୦...

  • ନିଉଜ ଆଲର୍ଟMay 12, 2017

    ଅମର ଶତପଥୀ ମୁଖ୍ୟ ସଚେତକ

    ଭୁବନେଶ୍ୱର : ଅମର ପ୍ରସାଦ ଶତପଥୀଙ୍କୁ ରାଜ୍ୟ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଶତପଥୀଙ୍କୁ ଶୁକ୍ରବାର ଏହି ପଦରେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିବ...

  • ନିଉଜ ଆଲର୍ଟMay 12, 2017

    କେଉଁ ସାଥୀ କଥା ମନେ ପଡୁଛି ଝିଲିକଙ୍କର ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

    ଜଣେ ନାୟକଙ୍କ ସହ ଲଗାତାର ସିନେମା କରି ଲୋକପ୍ରିୟତା ହାସଲ କରିଥିବା ଝିଲିକଙ୍କର ଏବେ ସେଇ ସାଥୀଙ୍କ କଥା ମନେ ପଡିଛି। ଗୋଟିଏ ସିନେମା କରି ଅମ୍ଳାନଙ୍କ ହାତ ଛାଡିବା ପରେ ସେ ଏହି ନାୟକଙ୍କ ସହ ଲଗାତାର ନଜର ଆସିଥିଲେ। ଆପଣ ଭାବୁଛନ୍ତି କି ଏହି  ସାଥୀ...

  • ନିଉଜ ଆଲର୍ଟMay 12, 2017

    ଶନିବାର ହାଇକୋର୍ଟରେ ଲୋକ ଅଦାଲତ

    କଟକ: ଓଡ଼ିଶା ହାଇକୋର୍ଟରେ ଆସନ୍ତା କାଲି ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକଅଦାଲତରେ ୪୦୦ରୁ ଊଦ୍ଧ୍ୱର୍ ମାମଲା ଫଏସଲା କରାଯିବା ଲାଗି ତାଲିକାଭୁକ୍ତ ହୋଇଥିବା ଜଣାଯାଇଛି । ହାଇକୋର୍ଟର ୯ ଜଣ ବିଚାରପତି ୯ଟି କୋର୍ଟରେ ଏହିସବୁ...

  • ନିଉଜ ଆଲର୍ଟMay 12, 2017

    ମା ପାଇଁ ଦିନ ଟିଏ, 'ମଦର୍ସ ଡେ'

    ଭୁବନେଶ୍ୱର: ଅସୁସ୍ଥତାରେ ଛଟପଟ ହେଉଥିବା ବେଳେ ଦେହ ଖୋଜେ ତା ଛୁଆଁ । ସିଏ ଥିଲେ ଘର ଲାଗେ ପୂରା ପୂରା, ସେ ନଥିଲେ ସବୁ ଳାଗେ ବେସୁଆରା । ତା ସ୍ୱରରେ ଥାଏ ଅଭୟ, ସେ ଜାଣିଥିଲେ ଆମ ମନକଥା,...

  • ନିଉଜ ଆଲର୍ଟMay 12, 2017

    କଳିଙ୍ଗ ନଗର ପୁଲିସ ଗୁଳିକାଣ୍ଡ ତଦନ୍ତ କମିଶନଙ୍କ ରିପୋର୍ଟ

    ଭୁବନେଶ୍ୱର: ୨୦୦୬ କଳିଙ୍ଗ ନଗର ପୁଲିସ ଗୁଳିକାଣ୍ଡ ତଦନ୍ତ କମିଶନଙ୍କ ରିପୋର୍ଟକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି  । ଗୁରୁବାର ଅନୁଷ୍ଠିତ ନବଗଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ  ଅନୁମୋଦନ କରାଯାଇଛି  । ବୈଠକ ପରେ ଗୃହ ସଚିବ ଅସିତ ତ୍ରିପାଠୀ...

  • ନିଉଜ ଆଲର୍ଟMay 12, 2017

    ଫୟାଜ ହତ୍ୟାକାଣ୍ଡରେ ସଂପୃକ୍ତ ଆତଙ୍କବାଦୀଙ୍କ ଫୋଷ୍ଟର ଜାରି

    ନୂଆଦିଲ୍ଲୀ : କାଶ୍ମୀର ସୋପିଆନାରୁ ସେନା ଳେଫ୍ଟନାଣ୍ଟ ଜେନେରାଲ ଉମର ଫୟାଜଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା  । ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ଅକଥନୀୟ ଅତ୍ୟାଚାର ଦେଇ ହତ୍ୟା କରିଥିବା ଜଣାପଡ଼ିଥିଲା...

  • ନିଉଜ ଆଲର୍ଟMay 12, 2017

    ବେଲୁଚିସ୍ତାନରେ ବିସ୍ଫୋରଣ : ୨୦ ମୃତ, ୩୫ରୁ ଊଦ୍ଧ୍ୱର୍ ଆହତ

    ବେଲୁଚିସ୍ତାନ : ଆଜି ପାକିସ୍ଥାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୨୦ ଜଣଙ୍କ ମୃତୁ୍ୟ ଘଟିଥିôବାବେଳେ ୩୫ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି  । ଏହି ବିସ୍ଫୋରଣରେ ସିନେଟ୍‌ର ଉପାଧ୍ୟକ୍ଷ ଅବଦୁଲ ଗଫର ହାଇଦରୀ ମଧ୍ୟ ଆହତ ହୋଇଥିବା...

  • ନିଉଜ ଆଲର୍ଟMay 12, 2017

    ରାଷ୍ଟ୍ରପତି ନିର୍ବାଚନ : ବିଜେପିକୁ ୱାଇଏସ୍‌ଆର କଂଗ୍ରେସର ସମର୍ଥନ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ନିର୍ବାଚନ ପୂର୍ବରୁ ବିଜେପିକୁ ସମର୍ଥନ ଦେଇଛି ୱାଇଏସ୍‌ଆର କଂଗ୍ରେସ  । ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦିଆଯିବ ବୋଲି ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି  । ଶାସକ ବିଜେପି କ୍ୟାମ୍ପରେ ଭୋଟ ସଂଖ୍ୟା ବଢିବା...

  • ନିଉଜ ଆଲର୍ଟMay 12, 2017

    ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କ ମୋବାଇଲ ସିଜ୍‌

    ନୂଆଦିଲ୍ଲୀ : ଆଜି ପାକିସ୍ଥାନର ଏକ କୋର୍ଟ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ମୋବାଇଲକୁ ସିଜ୍‌ କରିଛି  । ଭାରତ- ପାକିସ୍ତାନ ସଂପର୍କ ତିକ୍ତ ହେବାରେ ଲାଗିଥିବାବେଳେ ଏହା ନିଅାଁରେ ଘିଆ ଢାଳିବା ସଦୃଶ ହୋଇଛି  । କୂଟନୀତିଜ୍ଞ ଜଣକ କୋର୍ଟରେ ମୋବାଇଲ...

  • ନିଉଜ ଆଲର୍ଟMay 12, 2017

    ବୃଷଭ କାହିଁକି ହେଲେ ଶିବଙ୍କ ବାହାନ

    ନୂଆଦିଲ୍ଲୀ: ଶିବଲିଙ୍ଗ ସମ୍ମୁଖରେ ସର୍ବଦ ନନ୍ଦୀ ବୃଷଭକୁ ଦେଖିବାକୁ ମିଳେ । ଏହା କଣ ପାଇଁ ଥାଏ ତାହା ସମସ୍ତଙ୍କୁ ଜଣାନଥାଏ । ତେବେ ବୃଷଭ ବିନା କଣ ଶିବଲିଙ୍ଗ ଅଧୁରା? ଏମିତି କିଛି ପ୍ରଶ୍ନ ଉଙ୍କି ମାରେ ଆମ ମନରେ...

  • ନିଉଜ ଆଲର୍ଟMay 12, 2017

    ରୌପ୍ୟ ପଦକ ପକ୍କା,ଏବେ ଟାର୍ଗେଟ୍‌ ସ୍ୱର୍ଣ୍ଣ

    ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିବା ଅପେକ୍ଷାରେ ରିଓ ଅଲମ୍ପିକ୍ସରେ ମହିଳା କୁସ୍ତି ବ୍ରୋଞ୍ଜ ପଦକ ବିଜୟୀ ସାକ୍ଷୀ ମଲ୍ଲିକ । ଏସୀୟ ଚାମ୍ପିଆନସିପ୍‌ ପ୍ରତିଯୋଗିତାରେ ସେ ଫାଇନାଲରେ ପହଞ୍ଚିବା ପରେ ତାଙ୍କର ରୌପ୍ୟ ପଦକ ପକ୍କା ହୋଇଛି,ତେବେ ବର୍ତ୍ତମାନ ତାଙ୍କ...

  • ନିଉଜ ଆଲର୍ଟMay 12, 2017

    ଅଗଷ୍ଟରୁ ବାରାଣାସି-କଲମ୍ବୋ ବିମାନ ଉଡ଼ାଣ : ପ୍ରଧାନମନ୍ତ୍ରୀ

    କଲମ୍ବୋ : ଆସନ୍ତା ଅଗଷ୍ଟ ମାସରୁ ବାରାଣାସିରୁ ଶ୍ରୀଲଙ୍କାର କଲେମ୍ବୋକୁ ସିଧାସଳଖ ବିମାନ ଉଡ଼ାଣ ହେବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଶୀଲଙ୍କା ଗସ୍ତର ଦ୍ୱିତୀୟ ଦିନରେ ଏକ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |