• ନିଉଜ ଆଲର୍ଟMay 13, 2017

    ପ୍ରଥମ ପଞ୍ଜୀକୃତ କିନ୍ନର ମାଟ୍ରିକ ପାଶ୍‌ ପରେ କହିଲେ ଡାକ୍ତର ହେବେ!

    ଚେନ୍ନାଇ: ପଞ୍ଜୀକୃତ ହେବାପରେ ମାଟ୍ରିକ ପାଶ୍‌ କରିଥିବା ପ୍ରଥମ କିନ୍ନର ତାରିକା ଡାକ୍ତର ହେବାକୁ ଇଚ୍ଛା ଅଛି ବୋଲି କହିଛନ୍ତି। ତାଙ୍କର ଆହୁରି ତିନିଜଣ ଭାଇ ଅଛନ୍ତି। ସେ ଭାଇମାନଙ୍କ ମଧ୍ୟରେ ସବୁଠାରୁ ସାନ। ପିଲାବେଳୁ ସେ ଝିଅଙ୍କ ପରି ରହିବାକୁ...

  • ନିଉଜ ଆଲର୍ଟMay 13, 2017

    ଶତାଧିକ ଦେଶରେ ସାଇବର ଆକ୍ରମଣ

    ନୂଆଦିଲ୍ଲୀ : ୟୁରୋପ ସମେତ ପାଖାପାଖି ୧୦୦ରୁ ଊଦ୍ଧ୍ୱର୍ ଦେଶର କେତେକ ସଂଗଠନ ଉପରେ ସାଇବର ଆକମ୍ରଣ ହୋଇଛି  । ଏହି ସାଇବର ଆକ୍ରମଣ ପରେ କମ୍ପୁ୍ୟଟରଗୁଡ଼ିକ ଅଚଳ ହୋଇପଡ଼ିଥିଲା  । ୟୁରୋପ, ଦକ୍ଷିଣ ଆମେରିକା ଏବଂ ଏସିଆର କେତେକ ଦେଶ...

  • ନିଉଜ ଆଲର୍ଟMay 13, 2017

    କୁଇନ୍ସବେରି ସହ ଚୁକ୍ତି ବାତିଲ କଲେ ବକ୍ସର ବିଜେନ୍ଦ୍ର

    ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ଭାରତୀୟ ବକ୍ସର ବିଜେନ୍ଦ୍ର ଇତିମଧ୍ୟରେ ବ୍ରିଟିଶ କମ୍ପାନୀ କୁଇନ୍ସବେରି ପ୍ରମୋସନ୍‌ସ ସହ ଚୁକ୍ତିକୁ ବାତିଲ କରିଛନ୍ତି । ୨୦୧୬ରେ କମ୍ପାନୀ ଚୁକ୍ତି ମୁତାବକ ସର୍ତ୍ତ ପାଳନ କରିବାରେ ବିଫଳ ହୋଇଥିବାରୁ ବିଜେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛନ୍ତି...

  • ନିଉଜ ଆଲର୍ଟMay 13, 2017

    ଏସୀୟ କୁସ୍ତି ଚମ୍ପିଆନସିପ୍‌:ସାକ୍ଷୀ, ଭିନେଶ ଓ ଦିବ୍ୟାଙ୍କୁ ରୌପ୍ୟ

    ନୂଆଦିଲ୍ଲୀ: ଭାରତର ତିନି ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ୍‌ ଓ ଦିବ୍ୟା କାକ୍ରନ ଏଠାରେ ଚାଲିଥିବା ଏସୀୟ କୁସ୍ତି ଚମ୍ପିଆନସିପ୍‌ରେ ରୌପ୍ୟପଦକ ଜିତିଛନ୍ତି । ଶୁକ୍ରବାର ମହିଳା ୬୦ କିଗ୍ରା ବର୍ଗ ଫାଇନାଲରେ ଜାପାନର ଅଲିମ୍ପିକ ଚମ୍ପିଆନ ରିସାକୋ...

  • ନିଉଜ ଆଲର୍ଟMay 13, 2017

    ନୀତି ଆୟୋଗର ସୁପାରିସ: ବିଦ୍ୟୁତ୍ ଚାଲିତ ଗାଡ଼ିକୁ ମିଳୁ ପ୍ରୋତ୍ସାହନ

    ନୂଆଦିଲ୍ଲୀ: ଇନ୍ଧନର ସଞ୍ଚୟ ଏବଂ ପ୍ରଦୂଷଣ ଉପରେ କଟକଣା ପାଇଁ ପେଟ୍ରୋଲ ଓ ଡିଜେଲ୍‌ ଗାଡିର ରେଜିଷ୍ଟ୍ରେସନକୁ ହ୍ରାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ନୀତି ଆୟୋଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ରେଜିଷ୍ଟ୍ରେସନ ଲଟେରୀ ଆଧାରରେ କରାଯିବାକୁ ପରାମର୍ଶ ଦିଆଯାଇଛି...

  • ନିଉଜ ଆଲର୍ଟMay 13, 2017

    ବଦଳିବ ଟୋଲ୍‌ ଟିକସ ନିୟମ, କିଲୋମିଟର ଅନୁସାରେ ପଡ଼ିବ ଟିକସ

    ନୂଆଦିଲ୍ଲୀ: ଟୋଲ ଟାକ୍ସ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ  ରହିଥିବା ବ୍ୟବସ୍ଥା ଗାଡିର ବର୍ଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ସଂଗ୍ରହ କରାଯାଉଛି । ତେବେ ନୂତନ ନିୟମ ପରିପ୍ରେକ୍ଷୀରେ ଗାଡି ଯେତେ କିଲୋମିଟର ଯିବ ସେହି...

  • ନିଉଜ ଆଲର୍ଟMay 13, 2017

    ପାକିସ୍ତାନକୁ ଆମେରିକାର ଚେତାବନୀ :ସୀମାରେ କୌଣସି ଉତ୍ତେଜନା ଦେଖାଦେଲେ ଦ୍ୱିପାକ୍ଷୀକ ସମ୍ପର୍କ ବିଗିଡିବ

    ୱାସିଙ୍ଗଟନ:ଭାରତ-ପାକିସ୍ତାନ ଦ୍ୱିପାକ୍ଷୀକ ସମ୍ପର୍କରେ ସୃଷ୍ଟି ହୋଇଥିବା ସମ୍ପର୍କର ତିକ୍ତତାକୁ ନେଇ ଆମେରିକାର ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ଦୋଷୀ କରାଯିବା ସହ ଚଳିତ ବର୍ଷ ସୀମାରେ କୌଣସି ବଡ ଉତ୍ତେଜନା ସୃଷ୍ଟିହେଲେ ଦ୍ୱିପାକ୍ଷୀକ ସମ୍ପର୍କ ବିଗିଡିବ ବୋଲି ଚେତାବନୀ ଦେଇଛି ।...

  • ନିଉଜ ଆଲର୍ଟMay 13, 2017

    ଚିଠି ଲେଖି ରଜନୀକାନ୍ତଙ୍କୁ ଧମକ ଦେଲେ ହାଜୀମସ୍ତାନଙ୍କ ପୁଅ

    ମୁମ୍ବଇ:ଏକଦା ମୁମ୍ବଇର ଅଣ୍ଡରୱାର୍ଲଡ ଡନ ଥିବା ହାଜୀ ମସ୍ତାନଙ୍କ ଚରିତ୍ରକୁ ନେଇ ବଲିଉଡରେ ଏକାଧିକ ଚଳଚ୍ଚୀତ୍ର ର୍ନିମାଣ କରାଯାଇଛି । ତେବେ ଦକ୍ଷୀଣ ଭାରତର ଲୋକପ୍ରିୟ ଅଭିନେତା ରଜନୀ କାନ୍ତ ହାଜୀ ମସ୍ତାନକୁ ନେଇ “ଗଡଫାଦର”ନାମକ ଚଳଚ୍ଚିତ୍ର ର୍ନିମାଣ କରୁଥିବା ବେଳେ...

  • ନିଉଜ ଆଲର୍ଟMay 13, 2017

    ଚୀନର “ୱାନ ବେଲ୍ଟ ୱାନ ରୋଡ”ଯୋଜନାର ର ଅଂଶ ବନିଲା ନେପାଳ, ଚିନ୍ତାରେ ଭାରତ!

    କାଠମାଣ୍ଡୁ:ଏସିଆ ଓ ୟୁରୋପ ମହାଦେଶକୁ ସଂଯୋଗ କରିବା ଲାଗି ଚୀନ ରାଷ୍ଟ୍ରପତି ଶୀ ଚିନାକିଙ୍ଗଙ୍କର ମହତ୍ୱାକାଂକ୍ଷୀ  “ୱାନ ବେଲ୍ଟ ୱାନ ରୋଡ”(ଓବିଓଆର)ଯୋଜନା ରାଜିନାମାରେ ଶୁକ୍ରବାର ନେପାଳ ସ୍ୱାକ୍ଷର କରିଛି । ନେପାଳ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଭାରତ ପାଇଁ...

  • ନିଉଜ ଆଲର୍ଟMay 12, 2017

    ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲା

    ଭୁବନେଶ୍ୱର : ନବଦିଗନ୍ତ ଚିଟ୍‌ଫଣ୍ଡ୍‌ର ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମ୍‌ଡି) ଅଞ୍ଜନ ବଳିଆରସିଂହଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ସିଜେଏମ୍‌(ସିବିଆଇ)ଜଜ୍‌ ୪ ବର୍ଷ ଜେଲ୍‌ଦଣ୍ଡ ଦେବା ସହିତ ୧୫,୦୦୦ ଟଙ୍କା ଜୋରିମାନା କରିଛନ୍ତି । ଅଞ୍ଜନ ଗତ ମଙ୍ଗଳବାର କୋର୍ଟରେ ହାଜର ହୋଇ ନିଜଆଡୁ ଦୋଷ...

  • ନିଉଜ ଆଲର୍ଟMay 12, 2017

    ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଉପରେ ନିଷେଦ୍ଧାଦେଶ ଲଗାଇଲା ଆମେରିକା

    ୱାସିଂଟନ : ପାକିସ୍ତାନସ୍ଥିତ କେତେକ ଆତଙ୍କବାଦୀ ସଂଗଠନ ଉପରେ ନିଷେଧାଦେଶ ଲଗାଇଛି ଯୁକ୍ତରାଷ୍ଟ୍ର ଆମେରିକା  । ସେଥିମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ ସଇଦ୍‌ର ଆତଙ୍କବାଦୀ ସଂଗଠନ ଜମାତ ଉଦ୍‌ ଦବା ଉପରେ ମଧ୍ୟ ନିଷେଧାଦେଶ ଲଗାଯାଇଛି  । ଏହି...

  • ନିଉଜ ଆଲର୍ଟMay 12, 2017

    ବିଜେପି ସରକାରଙ୍କ ତିନି ବର୍ଷ ପୂର୍ତ୍ତି

    ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ତିନି ବର୍ଷ ପୂରଣ କରିବାକୁ ଯାଉଛି  । ଏହି ତିନି ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସାମର ଗୌହାଟୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

  • ନିଉଜ ଆଲର୍ଟMay 12, 2017

    ସେବିକା ଦିବସ ; ୩୫ ଜଣଙ୍କୁ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସେବିକା ଦିବସ ଶୁକ୍ରବାର ଦିନ ସାରା ଦେଶରେ ପାଳିତ ହୋଇଯାଇଛି । ୧୯୬୫ ମସିହାରୁ ପ୍ରତିବର୍ଷ ମେ’ ୧୨ ତାରିଖକୁ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଏ । ସମାଜକୁ ସେବିକାମାନଙ୍କର ବହୁମୂଲ୍ୟ ଅବଦାନ ସଂପର୍କରେ...

  • ନିଉଜ ଆଲର୍ଟMay 12, 2017

    ବେଲୁଚିସ୍ତାନରେ ବିସ୍ଫୋରଣ, ୨୫ ମୃତ

    ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ବିସ୍ଫୋରଣ ହୋଇ ୨୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାକିସ୍ତାନ ସିନେଟର ଉପାଧ୍ୟକ୍ଷ ମୌଲାନା ଅବଦୁଲ ଗଫୁର ହାଇଦେରି ଅଛନ୍ତି । ପ୍ରାଦେଶିକ ରାଜଧାନୀ କ୍ୱେଟାଠାରୁ ୫୦...

  • ନିଉଜ ଆଲର୍ଟMay 12, 2017

    ଅମର ଶତପଥୀ ମୁଖ୍ୟ ସଚେତକ

    ଭୁବନେଶ୍ୱର : ଅମର ପ୍ରସାଦ ଶତପଥୀଙ୍କୁ ରାଜ୍ୟ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଶତପଥୀଙ୍କୁ ଶୁକ୍ରବାର ଏହି ପଦରେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିବ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |