• ନିଉଜ ଆଲର୍ଟMay 15, 2017

    ନର୍ମଦା ସେବା ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

    ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନର୍ମଦା ସେବା ମିଶନର ଶୁଭାରମ୍ଭ କରିଛନ୍ତି  । ନର୍ମଦା ଭଳି କେତେ ନଦୀ ଅନେକ ଯୁଗରୁ ଲୋକମାନଙ୍କର ଜୀବନରେଖା ଭଳି କାର୍ଯ୍ୟ କରି ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏଭଳି ଭଳି ନଦୀଗୁଡ଼ିକୁ ବଞ୍ଚାଇ...

  • ନିଉଜ ଆଲର୍ଟMay 15, 2017

    ବିଜେଡିର ସଂଗଠନ ଚିନ୍ତା

    ଭୁବନେଶ୍ୱର : ବିଜୁ ଜନତା ଦଳକୁ  ରାଜ୍ୟ ସଙ୍ଗଠନ ଚିନ୍ତା ଘାରିଛି । ଦଳକୁ ଅଧିକ ମଜଭୁତ କରିବା ପାଇଁ ଅଦଳବଦଳ ପ୍ରକ୍ରିୟା ଜାରି ରହିଛି । ସୋମବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତିନିଟି ଜିଲାରେ ନୂଆ...

  • ନିଉଜ ଆଲର୍ଟMay 15, 2017

    ଅସମ୍ଭାଳ ତାତି ; ବଲାଙ୍ଗୀରର ତାପମାତ୍ରା ୪୬.୨

    ଭୁବନେଶ୍ୱର : ସାରା ରାଜ୍ୟରେ ଅସମ୍ଭାଳ ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏକ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି । ଗତ ତିନି ଦିନ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି  ସାଙ୍ଗକୁ ଝାଞ୍ଜି ପବନ ଜୀବନ ଯାତ୍ରାକୁ  ବ୍ୟତି...

  • ନିଉଜ ଆଲର୍ଟMay 15, 2017

    ଜଙ୍ଗଲ ବିଭାଗର ଅଂଶୁଘାତ ମୁକାବିଲା ; ଜନବସତି ମୁହାଁ ବନ୍ୟ ପ୍ରାଣୀ

    ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରିଦେଇଥିବ ବେଳେ ବନ୍ୟ ଜନ୍ତୁଙ୍କୁ ଏଥିରୁ ରକ୍ଷା କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି  । ଚଳିତ ଗ୍ରୀଷ୍ମ ଋତୁରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୬ଡିଗ୍ରୀ ସେଲସିୟସ...

  • ନିଉଜ ଆଲର୍ଟMay 15, 2017

    ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ବିଫଳ ପ୍ରେମିକ ସମ୍ପର୍କୀୟ ମାମୁ

    ଜୟପୁର:  ପ୍ରେମରେ ବିଫଳ ହେବାପରେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛି ସମ୍ପର୍କୀୟ ମାମୁ। ଏହି ଘଟଣା କୋରପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବାରେଣୀପୁଟରେ ଘଟିଛି। ସୋମବାର ସନ୍ଧ୍ୟା ୬ ସମୟରେ ବି ପିଙ୍କି ନାମକ ଯୁବତୀ  ନିଜ ଛାତ ଉପରେ...

  • ନିଉଜ ଆଲର୍ଟMay 15, 2017

    ଅଗ୍ରୀମରେ କର ପଇଠ ପାଇଁ ରିଜର୍ଭ ବ୍ୟାଙ୍କର ପରାମର୍ଶ

    ମୁମ୍ବାଇ : ଶେଷ ମୁହୂର୍ତ୍ତ ଭିଡ଼ରୁ ଦୂରେଇ ରହିବା ପାଇଁ କରଦାତାମାନେ ଅଗ୍ରୀମ ଆକାରରେ ଦେୟ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପରାମର୍ଶ ଦେଇଛନ୍ତି  । ପ୍ରତ୍ୟେକ ବର୍ଷ ଜୁନ୍‌ ମାସ ଶେଷ ବେଳକୁ ରିଜର୍ଭବ୍ୟାଙ୍କ ଜରିଆରେ ଆୟକର ଦେବାକୁ...

  • ନିଉଜ ଆଲର୍ଟMay 15, 2017

    ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହିଁ : ନୀତିଶ କୁମାର

    ପାଟନା : ସେ ୨୦୧୯ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ନାହାନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର କହିଛନ୍ତି  । ମୋତେ ଅଯଥାରେ ଟାର୍ଗେଟ କରାଯାଉଛି  । ଆମ ଦଳ ଛୋଟ  । ଦଳର ଜାତୀୟ ଅଧ୍ୟକ୍ଷ...

  • ନିଉଜ ଆଲର୍ଟMay 15, 2017

    ପ୍ଲାଏଓଭରରୁ ଖସିପଡ଼ିଲା କାର, ୨ କଲେଜ ଛାତ୍ର ମୃତ

    ନୂଆଦିଲ୍ଲୀ : ସୋମବାର ସକାଳେ ପଶ୍ଚିମ ଦିଲ୍ଲୀର ପଂଜାବୀବାଗ ପ୍ଲାଏଓଭର ଉପରୁ ଏକ କାର ଭାରସାମ୍ୟ ହରାଇ ତଳକୁ ଖସିପଡ଼ବାରୁ ୨ ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି  ।  ମୃତକଙ୍କ ନାମ ରିତୁ...

  • ନିଉଜ ଆଲର୍ଟMay 15, 2017

    ୟୁପି ବିଧାନସଭା ପ୍ରଥମ ଅଧିବେଶନରେ ହଟ୍ଟଗୋଳ

    ଲକ୍ଷ୍ନୋ : ଯୋଗୀ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନର ପ୍ରଥମ ଦିନ ହଙ୍ଗମାରେ ଶେଷ ହୋଇଛି  । ସମାଜବାଦୀ ପାର୍ଟି ସହ ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଦଳର ବିଧାୟକମାନେ ଏକାଠି ହୋଇ ହୋହଲ୍ଲା କରିଥିଲେ । ଫଳରେ ରାଜ୍ୟପାଳଙ୍କ...

  • ନିଉଜ ଆଲର୍ଟMay 15, 2017

    ଲାଲୁ ଯାଦବଙ୍କ ଆୟବହିର୍ଭୂତ ସମ୍ପତ୍ତିଠୁଳ ମାମଲା: ନୀତିଶଙ୍କ ପ୍ରତିକ୍ରିୟା

    ପାଟନା : ଲାଲୁ ଯାଦବ ଏବଂ ତାଙ୍କ ପରିବାରବର୍ଗଙ୍କ ନାମରେ ଆସିଥିବା ଆୟବହିର୍ଭୂତ୍ତ ସମ୍ପତ୍ତିଠୁଳ ଅଭିଯୋଗ ଉପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିକ୍ରିୟା ରଖିଛନ୍ତି  । ଏହି ଅଭିଯୋଗ ଆଣିଥିବା ବିଜେପି ନେତା ସୁଶୀଲ ମୋଦିଙ୍କୁ ଆକ୍ଷେପ କରି ନୀତିଶ...

  • ନିଉଜ ଆଲର୍ଟMay 15, 2017

    ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ଚାରିଦିନିଆ ଭାରତ ଗସ୍ତ

    ନୂଆଦିଲ୍ଲୀ : ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବାସ ଚାରିଦିନିଆ ଭାରତଗସ୍ତରେ ଆସି ରବିବାର ରାତିରେ ନୂଆଦିଲ୍ଲୀରେ ପହଂଚିଛନ୍ତି  । ସେମବାର  ସେ ନୋଏଡ଼ା ଯାଇ ସେଠାରେ (ସି-ଡାକ୍) ପରିଦର୍ଶନ କରିଛନ୍ତି  । ଦୁଇଦେଶ ମଧ୍ୟରେ ଆଇଟି କ୍ଷେତ୍ରରେ ସହଯୋଗ ପାଇଁ ପାଲେଷ୍ଟାଇନ୍-ଭାରତ...

  • ନିଉଜ ଆଲର୍ଟMay 15, 2017

    ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ ଏସ୍ଆଇ

    ପଟ୍ଟାମୁଣ୍ଡାଇ:  ଲାଞ୍ଚ ନେବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନାର ପୁଲିସ ଏସ୍ଆଇ ନିରଞ୍ଜନ ସୁନ୍ଦରରାୟଙ୍କୁ ଭିଜିଲାନ୍ସ ଗିରଫ କରିଛି।ଗଣେଶ୍ୱର ବିଶ୍ୱାଳ ନାମକ ବ୍ୟକ୍ତିଙ୍କର ଚାର୍ଜ ସିଟ ପ୍ରସ୍ତୁତ କରିବା ପାଇଁ ସେ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କେଶ ନମ୍ବର ୪୬୫/୧୬ର ଚାର୍ଜ...

  • ନିଉଜ ଆଲର୍ଟMay 15, 2017

    ଓଡ଼ିଶାରେ ଆଇପିଏଲ ବେଟିଂ: ଲକ୍ଷାଧିକ ଟଙ୍କା ସହ ୫ ଗିରଫ

    ଝାରସୁଗୁଡା: ଓଡିଶାରେ ବି ଚାଲିଛି ବଡ଼ ଧରଣର କ୍ରିକେଟ ବେଟିଂ। ଆଇପିଏଲକୁ ନେଇ ହେଉଛି ବେଟିଂ। ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। ଆପିଏଲ ବେଟିଂ କରିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣ ଲୋକଙ୍କୁ ଗିରଫ କରିଛି। ଏମାନେ ଅନ ଲାଇନ...

  • ନିଉଜ ଆଲର୍ଟMay 15, 2017

    ଟୋଲଗେଟରେ ଗଣ୍ଡଗୋଳ କରି ଜେଲ ଗଲେ ବିଜେପି ନେତା

    ବାରିପଦା: ଭାରତୀୟ ଜନତା ପାର୍ଟି ର ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର ଓ କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲ ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତି ଓ ନିହାର ରଞ୍ଜନ ମୋଦି ଜମାଶୋଲା ଟୋଲ ଗେଟ...

  • ନିଉଜ ଆଲର୍ଟMay 15, 2017

    ଦିଲ୍ଲୀ ଯିବ ରାଜ୍ୟ ବିଜେପି; କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ପାଇଁ ହେବ ଆଲୋଚନା

    ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଦିଲ୍ଲୀ ଯିବ ରାଜ୍ୟ ବିଜେପିର ୧୪ ଜଣିଆ ପ୍ରତିନିଧି ଦଳ। ଆସନ୍ତାକାଲି ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ଏକ କର୍ମଶାଳା ଆୟୋଜିତ ହେବ ବୋଲି କହିଛନ୍ତି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି।...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |