• ନିଉଜ ଆଲର୍ଟAug 18, 2017

    ସିବିଆଇରେ ହାଜର ହେବାକୁ କାର୍ତ୍ତିଙ୍କୁ ନିର୍ଦେଶ

    ନୂଆଦିଲ୍ଲୀ : ଚଳିତମାସ ୨୩ରେ ନୂଆଦିଲ୍ଲୀସ୍ଥ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ତଦନ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବାକୁ ତାଙ୍କୁ...

  • ନିଉଜ ଆଲର୍ଟAug 18, 2017

    ଅଭିନେତ୍ରୀ ରିୟା ସେନଙ୍କ ଅଶ୍ଲୀଳ ଭିଡିଓ ଲିକ୍‌

     ଗତ ବୁଧବାର ରିୟା ତାଙ୍କ ବୟଫ୍ରେଣ୍ଡ ଶିବମ ତିୱାରୀଙ୍କୁ ବିବାହ କରିଛନ୍ତି । ତେବେ ରିଲେସନସିପକୁ ନେଇ  ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି  ବଲିଉଡ ଅଭିନେତ୍ରୀ ରିୟା ସେନ ।ଅତୀତରେ ଅଶ୍ମିତ ପଟେଲ ଓ ରିୟାଙ୍କୁ ନେଇ ଭାଇରାଲ ହୋଇଥିବା ଏକ...

  • ନିଉଜ ଆଲର୍ଟAug 18, 2017

    ତିନିବାହିନୀର ନିରାପତ୍ତା ସଂକ୍ରାନ୍ତ ସମୀକ୍ଷା ବୈଠକ

    ନୂଆଦିଲ୍ଲୀ: ଡୋକଲାମ ଅଞ୍ଚଳରେ ଭାରତ-ଚୀନ ସେନା ବାହିନୀ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପ୍ରସଙ୍ଗରେ ଦେଶର ତିନିବାହିନୀ ମୁଖ୍ୟଙ୍କୁ ନେଇ ଗଠିତ ଷ୍ଟାଫ କମଟିର ମୁଖ୍ୟଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ସି୍ଥତିର ମୁକାବିଲା ପାଇଁ  ତିନି ବାହିନୀର...

  • ନିଉଜ ଆଲର୍ଟAug 18, 2017

    ଦାନ୍ତ ସଫା ରଖିବାର ସରଳ ଉପାୟ

    ପାନ ମସଲା , ଗୁଟ୍‌ଖା ଓ ତମ୍ବାଖୁ ଖାଇବା ଦ୍ୱାରା ସାଧାରଣତଃ ଦାନ୍ତ ନଷ୍ଟ ହେବା ସହ ଏଥିରେ କଳା ଦାଗ ଦେଖାଯାଇଥାଏ । ଯେତେ ଚେଷ୍ଟା କଲେ ମଧ୍ୟ  ଦାନ୍ତରୁ ଏହି କଳା ଦାଗ ଲିଭି ନଥାଏ ଯାହା ଫଳରେ...

  • ନିଉଜ ଆଲର୍ଟAug 18, 2017

    ବୟଫ୍ରେଣ୍ଡକୁ ମେସେଜ କରିବା ସମୟରେ କରନ୍ତୁନି ଏହି ୫ଟି ଭୁଲ

    ପ୍ରେମି ଯୁଗଳ ମାନେ ନିଜର ମନ ଅଭିବ୍ୟକ୍ତିକୁ ସାଧାରଣତଃ  ମୋବାଇଲରେ ମେସେଜ କିମ୍ବା ହ୍ୱାଟସଆପ ଜରିଆରେ  କରିଥାଆନ୍ତି । ମେସେଜ ଦ୍ୱାରା ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ସର୍ମ୍ପକର ସେତୁ ମଜବୁତ ହୋଇଥାଏ । ତେବେ ଆପଣ ଜାଣନ୍ତିକି ତରବରିଆ...

  • ନିଉଜ ଆଲର୍ଟAug 18, 2017

    ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେନା ବାହିନୀ ପ୍ରସ୍ତୁତ : କିରଣ ରିଜିଜୁ

    ହାଇଦରାବାଦ : ଭାରତ ପାଇଁ କେବଳ ଚୀନ୍ ଓ ପାକିସ୍ତାନ ପକ୍ଷରୁ ବିପଦ ନାହିଁ ବରଂ ଦେଶର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଅନେକ ବିପଦ ରହିଛି ବୋଲି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି । ତେବେ ଦେଶର...

  • ନିଉଜ ଆଲର୍ଟAug 18, 2017

    ଶୁକ୍ରବାର ରାଶିଫଳ

    ମେଷ: ଠାକୁରଙ୍କ ପୂଜାର୍ଚ୍ଚନା କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି । କୃତିତ୍ୱ ଅର୍ଜନ କରିବେ । ପ୍ରସନ୍ନ ଚିତ୍ତ ହେବେ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ବୃଷ: ଅଭିଜ୍ଞତା କାର୍ଯ୍ୟରେ...

  • ନିଉଜ ଆଲର୍ଟAug 18, 2017

    କାର ଓଲଟି ମା ଓ ପୁଅ ମୃତ , ବାପା ଗୁରୁତର

    ଅନୁଗୋଳ:ଗୁରୁବାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଠାକୁର ଗଡ ନିକଟସ୍ଥ ଅଠରଫୁଟିଆ ବାଙ୍କନଳା ଠାରେ ଏକ କାର ଓଲଟି ଯିବା ଫଳରେ ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଠମଲ୍ଲୀକ ବ୍ଲକ...

  • ନିଉଜ ଆଲର୍ଟAug 18, 2017

    ବିହାର ବନ୍ୟାରେ ୧୧୯ ମୃତ,୧୫ ଜିଲ୍ଲା ପ୍ରଭାବିତ

    ପାଟନା : ପ୍ରବଳ ବର୍ଷା ଫଳରେ ବିହାରରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଯୋଗୁଁ ବିହାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହାର ୧୫ଟି ଜିଲ୍ଲା ପ୍ରବାବିତ ହୋଇଥିବା ବେଳେ ୯୮ ଲକ୍ଷ...

  • ନିଉଜ ଆଲର୍ଟAug 18, 2017

    ଛାତ୍ର ଅପହରଣ ଓ ତଣ୍ଟି କଟା ମାମଲାରେ ଅଭିଯୁକ୍ତ ଅଟକ

        ପିପିଲି: ପିପିଲି ଥାନା ସାତଶଙ୍ଖ ଫାଣ୍ଡିର ଯଶୁଆପୁର ପଂଚାୟତ ଅନ୍ତର୍ଗତ ସିରିଆପୁର ଗ୍ରାମର ଜନୈକ ନବମ ଶ୍ରେଣୀ ଛାତ୍ରକୁ ଅପହରଣ କରି ନିଆଯିବା  ପରେ ତାର ତଣ୍ଟି ଓ ଦୁଇ ହାତକୁ କାଟି ଦିଆଯାଇଥିବା ନେଇ ଫାଣ୍ଡି ପୁଲିସରେ...

  • ନିଉଜ ଆଲର୍ଟAug 17, 2017

    ବାର୍ସିଲୋନାରେ ଆତଙ୍କବାଦୀ ଆକ୍ରମଣ ! ୧୩ ମୃତ,୫୦ ଆହତ

      ମାଦ୍ରିଦ : ସ୍ପେନ ରାଜଧାନୀ ବାର୍ସିଲୋନାରେ ଲୋକଙ୍କ ଉପରେ ଏକ ଭ୍ୟାନ ମାଡି ଯିବା ଫଳରେ ୧୩ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପୁଲିସ କହିଥିବା...

  • ନିଉଜ ଆଲର୍ଟAug 18, 2017

    ବେକାରୀ ସମସ୍ୟା ଦେଶର ପ୍ରମୁଖ ଚିନ୍ତା : ‘ଆଜତକ୍‌’ ସର୍ଭେ

    ନୂଆଦିଲ୍ଲୀ : ବେକାରୀ ସମସ୍ୟା ଏବେ ବି ଭାରତରେ ଲୋକଙ୍କ ପ୍ରମୁଖ ଚିନ୍ତାର ବିଷୟ । ଦେଶର ମିଜାଜ ବର୍ତ୍ତମାନ କେମିତି ରହିଛି ତାହା ଜାଣିବାକୁ ‘ଇଣ୍ଡିଆ ଟୁ ଡେ’,‘ଆଜତକ୍‌’ ଏବଂ ‘କାର୍ଭି ଇନସାଇଟ୍‌’ କମ୍ପାନୀ ପକ୍ଷରୁ ‘ମୁଡ ଅଫ୍‌ ଦି...

  • ନିଉଜ ଆଲର୍ଟAug 18, 2017

    ଜୟାଙ୍କ ମୃତ୍ୟୁର ତଦନ୍ତ ହେବ

    ଚେନ୍ନଇ : ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍‌କେର ଦୁଇଗୋଷ୍ଠୀ ମଧ୍ୟରେ ମିଳନ ନେଇ ବାଟ ଖୋଲିଛି । ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ଙ୍କ ଦାବି ଆଗରେ ମୁଣ୍ଡନୁଆଁଇ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଜୟଲଳିତାଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନେଇ ଘୋଷଣା...

  • ନିଉଜ ଆଲର୍ଟAug 18, 2017

    ଭାରତ କିଣିବ ୬ ଆପାଚି ହେଲିକପ୍ଟର

     ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଶକ୍ତି ବଢାଇବ ଆପାଚି ହେଲିକପ୍ଟର । ଆମେରିକା ପାଖରୁ ଭାରତ ୬ଟି ।ପାଚି ହେଲସିକପ୍ଟର କିଣିବା ଚୂଡାନ୍ତ ହୋଇଛି । ଆମେରିକାର ସୁରକ୍ଷା ଅଧିଗ୍ରହଣ ପରିଷଦ ଭାରତକୁ ୬ଟି ଏଏଚ-୬୪ଇ ଆପାଚି ହେଲିକପ୍ଟର ବିକ୍ରି କରିବା...

  • ନିଉଜ ଆଲର୍ଟAug 17, 2017

    ସ୍ୱାଇନ୍‌ଫ୍ଲୁ:୧୨ ମୃତ,ଆକ୍ରାନ୍ତଙ୍କ ସଂଖ୍ୟା ୧୮୪

      ଭୁବନେଶ୍ୱର : ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆଣିବାପାଇଁ ସରକାରଙ୍କ ସକଳ ଉଦ୍ୟମ ସତ୍ତ୍ୱେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା କମୁନାହିଁ । ସ୍ୱାସ୍ଥ୍ୟବିଭାଗ ତଥ୍ୟ କହୁଛି ଏପର୍ଯ୍ୟନ୍ତ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |