• ନିଉଜ ଆଲର୍ଟMay 20, 2017

    ଶତ୍ରୁ ମୁକାବିଲା ପାଇଁ ଭାରତ କିଣିବ ଅପାଚେ ହେଲିକପ୍ଟର

    ନୂଆଦିଲ୍ଲୀ-ପାକିସ୍ତାନ ଏବଂ ଚୀନ ସୀମରେ ଭାରତର ସୈନ୍ୟ ସାମର୍ଥ୍ୟକୁ ବଢାଇବା ପାଇଁ ସେନାବାହିନୀକୁ ଅପାଚେ ହେଲିକପ୍ଟର ଆବଶ୍ୟକ ହେଉଛି । ଏଥିପାଇଁ ରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଆଗାମୀ ବୈଠକରେ  ସେନା ପକ୍ଷରୁ ଏହି ପ୍ରସ୍ତାବ ଉପସ୍ଥାପନ କରାଯିବ ।...

  • ନିଉଜ ଆଲର୍ଟMay 20, 2017

    ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବହୁ ପଛରେ ଭାରତ

    ନୁଆଦିଲ୍ଲୀ:ସ୍ୱାସ୍ଥ୍ୟସେବା ଓ ସୁବିଧା ପ୍ରଦାନରେ ଭାରତ ବିଶ୍ୱର ବହୁ ରାଷ୍ଟ୍ରଙ୍କ ଠାରୁ ପଛରେ ଥିବାର ଜଣାପଡିଛି । ଏକ ସର୍ଭେ ଅନୁଯାୟୀ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଶ୍ୱର ୧୯୫ଟି ରାଷ୍ଟ୍ର ମାନଙ୍କ ମଧ୍ୟରେ କରାଯାଇଥିବା ସର୍ଭେରେ ଭାରତ ୧୫୪ସ୍ଥାନ ଅଧିକାର କରିଛି...

  • ନିଉଜ ଆଲର୍ଟMay 20, 2017

    ନିର୍ବାଚନ ଆୟୋଗ ଦେବ ଇଭିଏମ୍‌ ଡେମୋ,ହେରଫେର ସମ୍ଭାବନାକୁ ଚାଲେଞ୍ଜ

    ନୂଆଦିଲ୍ଲୀ- ନିର୍ବାଚନରେ ଇଭିଏମ୍‌କୁ ନେଇ କେତେକ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ  ଚାଲେଞ୍ଜ କରିଛି ନିର୍ବାଚନ ଆୟୋଗ । ଏହାର ଜବାବରେ ଶନିବାର ଆୟୋଗ ପକ୍ଷରୁ ଇଭିଏମ୍‌ର ଡେମୋ ସହ ଭିଭିପେଟ୍‌ର ବ୍ୟବହାର ଏବଂ ଉପକାରିତା ସମ୍ପର୍କରେ କହିବ...

  • ନିଉଜ ଆଲର୍ଟMay 20, 2017

    ମଥୁରା ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗିରଫ

    ମଥୁରା-ଗତ ସୋମବାର ମଥୁରା ସରାଫା ବଜାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ସୂତ୍ର ମୁତାବକ ଏହି ହତ୍ୟାକାଣ୍ଡ ରଙ୍ଗା ବିଲ୍ଲା ଗୋଷ୍ଠୀ ଦ୍ୱାରା ଘଟିତ ହୋଇଥିଲା । ସୋମବାର ଦିନ ୬ ି ଦୁର୍ବୃତ୍ତ ମୟଙ୍କ ଅଗ୍ରୱାଲଙ୍କ...

  • ନିଉଜ ଆଲର୍ଟMay 20, 2017

    ୧୫ ଶହ କୋଟିର ବାହୁବଲି-୨

    ନୂଆଦିଲ୍ଲୀ-ବାହୁବଲି-୨ ଭାରତୀୟ ସିନେମାର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇଛି । ମାତ୍ର ୨୧ ଦିନରେ ୧୫ ଶହ କୋଟିରୁ ଅଧିକ ଟଙ୍କାର କାରବାର କରି ଏହା ନୂଆ ରେକର୍ଡ ସ୍ଥାପନ କରିିଛି । ଏହି ଫିଲ୍ମ ଭାରତରେ ୧୨୨୭ କୋଟି ଏବଂ...

  • ନିଉଜ ଆଲର୍ଟMay 20, 2017

    ୨୨ରୁ ଚାଲିବ ତେଜସ୍ ଏକ୍ସପ୍ରେସ୍

    ନୂଆଦିଲ୍ଲୀ: ଦେଶର ପ୍ରଥମ ତେଜସ୍ ଏକ୍ସପ୍ରେସ୍ ରେଳ ମଇ ୨୨ ତାରିଖରୁ ଚଳାଚଳ ଆରମ୍ଭ କରିବ ବୋଲି ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି । ଏହା ପ୍ରଥମେ ମୁମ୍ବାଇରୁ ଗୋଆର କରମାଲି ଷ୍ଟେସନ ଯାଏଁ ଚାଲିବ । ଏହି ରେଳ ସପ୍ତାହକୁ ୫ ଦିନ...

  • ନିଉଜ ଆଲର୍ଟMay 19, 2017

    ଫେଡେରେସନ କପ୍‌ ଫାଇନାଲ

    କଟକ : ସର୍ବ ଭାରତୀୟ ଫେଡେରେସନ କପ୍‌ ଫୁଟବଲ  ଫାଇନାଲ ମ୍ୟାଚ ରବିବାର ଦିନ ବାରବାଟୀ ଷ୍ଟାଡିୟମରେ ମୋହନବାଗାନ ଏବଂ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହେବ । ସଂଧ୍ୟା ସାତଟାରେ ମ୍ୟାଚ ଆରମ୍ଭ ହେବ । ତେବେ ଫୁଟବଲ ପ୍ରେମୀଙ୍କ...

  • ନିଉଜ ଆଲର୍ଟMay 19, 2017

    ଜିଏସ୍‌ଟି ପ୍ରଭାବ : ଦେଖନ୍ତୁ କ’ଣ ଶସ୍ତା ଓ ମହଙ୍ଗା

    ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସ୍ୱାଧୀନତାପରଠାରୁ ଦେଶରେ କର ବ୍ୟବସ୍ଥାର ସବୁଠୁ ବଡ଼ ସଂଶୋଧନ ବୋଲି କୁହାଯାଉଛି  । ଜିଏସ୍‌ଟି ବ୍ୟବସ୍ଥାରେ ଦ୍ରବ୍ୟ ଏବଂ ସେବା ପାଇଁ ଟିକସ ଧାର୍ଯ୍ୟ ନିମନ୍ତେ ଶ୍ରୀନଗରରେ ସବୁ ରାଜ୍ୟ ଓ...

  • ନିଉଜ ଆଲର୍ଟMay 19, 2017

    ରିଲିଜ୍‌ ହେଲା ‘ସଂଘମିତ୍ରା’ର ପୋଷ୍ଟର

    ନୂଆଦିଲ୍ଲୀ : ବରିଷ୍ଠ ଅଭିନେତା କମଲ ହାସନଙ୍କ କନ୍ୟା ଶ୍ରୁତି ହାସନଙ୍କ ଚର୍ଚ୍ଚିତ ଫିଲ୍ମ ‘ସଂଘମିତ୍ରା’ର ପୋଷ୍ଟର ରିଲିଜ୍‌ ହୋଇଛି । କାନସ୍‌ ଫିଲ୍ମ ଫେଷ୍ଟିଭାଲରେ ଏହାର ବିଧିବଦ୍ଧ ଉନ୍ମୋଚନ ପୂର୍ବରୁ ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ସୁନ୍ଦର ସି’ଙ୍କ...

  • ନିଉଜ ଆଲର୍ଟMay 19, 2017

    ଭଦ୍ରକ ହିଂସାକାଣ୍ଡ : ୨୪ ଅଭିଯୁକ୍ତଙ୍କୁ ଜାମିନ

    ଭଦ୍ରକ: ଭଦ୍ରକ ହିଂସାକାଣ୍ଡରେ ଗିରଫଙ୍କ ମଧ୍ୟରୁ ୨୪ ଅଭିଯୁକ୍ତଙ୍କୁ  ଆଜି ତୃତୀୟ ଦଫାରେ ଜିଲା ଜଜଙ୍କ କୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଆରଡି ଛକ ନିକଟସ୍ଥ ଏକ କାଠ ଫର୍ଣ୍ଣିଚର ଦୋକାନର ମାଲିକ ମହମ୍ମଦ ଆସ ଫାରୁକଙ୍କ ଅଭିଯୋଗ ଅନୁଯାୟୀ...

  • ନିଉଜ ଆଲର୍ଟMay 19, 2017

    କମ୍ପ୍ୟୁଟର ଭାଇରସ୍‌ର ମୁକାବିଲା ; ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

    ଭୁବନେଶ୍ୱର : କମ୍ପ୍ୟୁଟର ଭାଇରସ୍‌ ଜନିତ ତ୍ରୁଟିର ମୁକାବିଲା ନେଇ ଶୁକ୍ରବାର ରାଜ୍ୟ ସଚ୍ଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଚ୍ଚିବାଳୟର କମ୍ପ୍ୟୁଟର ଗୁଡ଼ିକ କିପରି ଭାଇରସ୍‌ଠାରୁ ସୁରକ୍ଷିତ ରଖାଯାଇପାରିବ ଏନେଇ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ...

  • ନିଉଜ ଆଲର୍ଟMay 19, 2017

    ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ୨ଭଉଣୀ

    କୋରାପୁଟ: ଲାମଟାପଟୁ ବ୍ଲକର ଦୈମତି ମାଝୀ ଓ ପ୍ରଭାତୀ ମାଝୀ ଆଜି କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାରୁ ପୁଲିସ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କୋରାପୁଟ ଏସପି ସେମାଙ୍କ ଗୁହାରୀ ଶୁଣୁ...

  • ନିଉଜ ଆଲର୍ଟMay 19, 2017

    ସିରିସାଙ୍କ ତାଲିମ୍ ପାଇଁ ଅର୍ଥ ପ୍ରତିବନ୍ଧକ

    ମାଲକାନଗିରି :  ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଚିଲାମ୍ମା କାରାମିଙ୍କ ଝିଅ ସିରିସା କାରାମିଙ୍କୁ ନେଇ ମାଲକାନଗିରି ସମେତ ରାଜ୍ୟର ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସିରିସାଙ୍କ ଲକ୍ଷ୍ୟ ହାସଲ ଦିଗରେ ଅର୍ଥ ପ୍ରତିବନ୍ଧକ ସାଜିଛି ।  ...

  • ନିଉଜ ଆଲର୍ଟMay 19, 2017

    ୨୦୦ନିୟୁତ ବର୍ଷ ପୁରାତନ ଅଣ୍ଡାରୁ ବାହାରିଲା ଡାଇନୋସର

    ଜର୍ନାନର ଜୁରାସିକ ପାର୍କ ସଂସ୍ଥା ଦ୍ୱାରା ୨୦୦ନିୟୁତ ବର୍ଷ ପୁରାତନ ଅଣ୍ଡାରୁ ଡାଇନୋସର ଜନ୍ମ କରିବାରେ ସଫଳ ହୋଇଛନ୍ତି । ଆଡଭାନ୍ସ ଜେନେଟିକ ଇଞ୍ଜିନିୟରିଂ ସହଯୋଗରେ ବୈଜ୍ଞାନିକମାନେ ଡାଇନୋସରକୁ ପୁନର୍ବାର ଭୂପୃଷ୍ଠରେ ଆଣିବାରେ ସଫଳ ହୋଇଛନ୍ତି । ଦୀର୍ଘ ବର୍ଷ ପୂର୍ବେ...

  • ନିଉଜ ଆଲର୍ଟMay 19, 2017

    ଭାରତ-ସିଂଗାପୁର ନୌସମରାଭ୍ୟାସକୁ ନେଇ ଚୀନର ପ୍ରତିକ୍ରିୟା

    ବେଜିଂ : ଦକ୍ଷିଣ ଚୀନ ସାଗରରେ ଭାରତ-ସିଂଗାପୁର ମିଳିତ ନୌସମରାଭ୍ୟାସକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ  । ଏଭଳି କାର୍ଯ୍ୟକ୍ରମ ଯେପରି ଅନ୍ୟ ଦେଶର ସ୍ୱାର୍ଥକୁ ଆଘାତ ନପହଞ୍ଚାଏ ସେଥିପ୍ରତି ଦୃଷ୍ଟି ଦେବାକୁ କହି ଚୀନ ପରୋକ୍ଷରେ ଚେତାବନୀ ଦେଇଛି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |