• ନିଉଜ ଆଲର୍ଟMay 22, 2017

    ରାଜ୍ୟରେ ଆଉ ୭ ପାସ୍‌ପୋର୍ଟ ସେବା କେନ୍ଦ୍ର

    ଭୁବନେଶ୍ୱର:  ରାଜ୍ୟରେ ଦୁଇଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଉଦ୍‌ଘାଟନ ହୋଇ ସାରିଛି । କୋରାପୁଟରେ କେନ୍ଦ୍ର ଖୋଲାଯିବାକୁ ବ୍ୟବସ୍ଥା ହୋଇଛି  । ଏହି ୩ଟି ବ୍ୟତୀତ ବିଭିନ୍ନ ସ୍ଥାନରେ ଆଉ ୭ଟି ସ୍ଥାନରେ ପାସ୍‌ପୋର୍ଟ ସେବା କେନ୍ଦ୍ର ସ୍ଥାପନ ଲାଗି କେନ୍ଦ୍ର...

  • ନିଉଜ ଆଲର୍ଟMay 22, 2017

    ଶରୀରରେ ୭୫ଟି ପିନ୍‌

    କୋଟା: ବଦି୍ରଲାଲ ମୀନା ରାଜସ୍ଥାନର ଜଣେ ରେଳବାଇ କର୍ମଚାରୀ । ସେ ଏବେ କୋଟାର ରେଳବାଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୫୬ବର୍ଷୀୟ ମୀନାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଅଟକି ରହିଛି ୭୫ଟି ପିନ୍‌ କଣ୍ଟା; ଯାହା ଡାକ୍ତରମାନଙ୍କୁ ବିସ୍ମିତ କରିଛି।...

  • ନିଉଜ ଆଲର୍ଟMay 22, 2017

    ଭର୍ତ୍ତୃହରି ଓ ତଥାଗତଙ୍କୁ ତାଗିଦ କରିବେ ମୁଖ୍ୟମନ୍ତ୍ରୀ ?

    ଭୁବନେଶ୍ୱର: କ୍ୟାବିନେଟରେ ଅଦଳବଦଳ ପରେ ଏବେ ଦଳରେ ଶୃଙ୍ଖଳା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଦଳର ଦୁଇଜଣ ବରିଷ୍ଠ ସାସଂଦ ଦଳ ଭିତରେ ମତାନ୍ତର ଲାଗିଥିବା ସୂଚନା ଦେଇଛନ୍ତି। ତିନି ବର୍ଷ ପୂର୍ତ୍ତି ପାଳନ...

  • ନିଉଜ ଆଲର୍ଟMay 22, 2017

    ଡ୍ରୋନ୍‌ ଠାବ କଲା ସୁକମା ଜଙ୍ଗଲରେ ବିପୁଳ ସଂଖ୍ୟକ ମାଓବାଦୀ

    ଭୁବନେଶ୍ୱର: ସୁକମା ବୁର୍ଖାପାଲଠାରେ ମାଓବାଦୀଙ୍କ ଦ୍ୱାରା ପରିକଳ୍ପିତ ଭାବରେ ୨୬ଜଣ ଯବାନଙ୍କୁ ହତ୍ୟା କରାଯିବା ପରେ ସରକାର ମାଓବାଦୀ ନିପାତ ପାଇଁ ଶକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଘନ ଜଙ୍ଗଲରେ ଘେରା ଓ ରାଜ୍ୟ ସୀମାବର୍ତ୍ତୀ ଏହି ଅଞ୍ଚଳରେ କମ୍ବିଂ...

  • ନିଉଜ ଆଲର୍ଟMay 22, 2017

    ବଲିଉଡରେ ଏଣ୍ଟ୍ରି କରିବେ ସୁହାନା

    ନୂଆଦିଲ୍ଲୀ: ଅଭିନେତା ଶାହରୁଖ୍ ଖାନ୍ ଓ ଗୌରୀ ଖାନଙ୍କ ଝିଅ ସୁହାନା ଆଜି ୧୭ ବର୍ଷରେ ପର୍ଦାପଣ କରିଛନ୍ତି। ଆଜି ତାଙ୍କର ୧୭ ତମ ଜନ୍ମ ଦିବସ ପାଳିତ ହୋଇଛି। ଗୌରୀ ଖାନ୍ ନିଜ ଟୁଇଟର ଆକାଉଣ୍ଟରେ ଝିଅର ଫଟୋ ସେୟାର କରି ଜନ୍ମ...

  • ନିଉଜ ଆଲର୍ଟMay 22, 2017

    କୂଳରେ ବସିଥିବା ବାଳିକାକୁ ଟାଣିନେଲା ସମୁଦ୍ର ସିଂହ

    କାନାଡାର ପଶ୍ଚିମ ତଟରେ ନିର୍ମିତ ବନ୍ଦରକୁ ସେଠାକାର ଅଞ୍ଚଳବାସୀ କେବଳ ଗମନାଗମନର ମାଧ୍ୟମରେ ସୀମିତ ନରଖି ଏହାକୁ ସମୁଦ୍ର ପ୍ରାଣୀ ଦର୍ଶନ କେନ୍ଦ୍ରରେ ପରିଣତ କରିଛନ୍ତି । ନିମୟିତ ଏଠାକୁ ଶହଶହ ଲୋକ ଆସି ସମୁଦ୍ର ପ୍ରାଣୀଙ୍କୁ ଖାଦ୍ୟ ଦେଇ ସେମାନଙ୍କ...

  • ନିଉଜ ଆଲର୍ଟMay 22, 2017

    ପାଣି ପାଇଁ ରାସ୍ତାରେ ବସିଲେ ଲୋକ

    ବେଲପାହାଡ: ଖରାଦିନ ହେଲେ ବେଲ ପାହାଡ ପୌରସଂସ୍ଥା ଦୁଇ ନମ୍ବର ଓ୍ୱାର୍ଡରେ ଦେଖାଦିଏ ଜଳାଭାବ। ଏହା ଅନେକ ଦିନର ସମସ୍ୟା ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଇ ନାହିଁ। ସ୍ଥାନୀୟ ବାସିନ୍ଦା ଏ ବିଷୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ...

  • ନିଉଜ ଆଲର୍ଟMay 22, 2017

    ଆୟ ବର୍ହିଭୁତ ମାମଲା; ପତ୍ନୀଙ୍କ ସହ କୋର୍ଟରେ ହାଜର ହେଲେ ହିମାଚଳର ସିଏମ୍‌

    ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ସୋମବାର ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହୋଇଛନ୍ତି । ବିରଭଦ୍ରଙ୍କ ଉପରେ ଆୟବର୍ହିଭୁତ ସମ୍ପତ୍ତି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ବୀରଭଦ୍ରଙ୍କ ସହ ତାଙ୍କ ପତ୍ନୀ ପ୍ରତିଭା ସିଂହ ମଧ୍ୟ କୋର୍ଟରେ ହାଜର ହୋଇ...

  • ନିଉଜ ଆଲର୍ଟMay 22, 2017

    ମା ହେଲେ ଆଇପିଏସ୍ ସଂନ୍ଧ୍ୟା ରାଠି

    ଷ୍ଟାରପ୍ଲସର ଚଚ୍ଚିତ ସିରିୟଲ ‘ଦିୟା ଅର ବାତି ହାମ’ ର ରାଠି ପରିବାରର ବଡ ବୋହୂ ତଥା ଆଇପିଏସ୍ ଅଫିସର  ସଂନ୍ଧ୍ୟା ରାଠି ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସଂନ୍ଧ୍ୟା ରାଠି ଓରଫ ଅଭିନେତ୍ରୀ ଦୀପିକା ସିଂହ ଏକ ପୁତ୍ର...

  • ନିଉଜ ଆଲର୍ଟMay 22, 2017

    ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ବାପା :ହତ୍ୟା କଲା ଜେଜେ ମା'

    ନାସିକ: ବେଳେ ବେଳେ ନିଶା ମଣିଷ ବିଚାର  ଶକ୍ତିକୁ  ନଷ୍ଟ କରିଦିଏ। ନିଶା ଶକ୍ତ ମଣିଷ ନିଜର  ବୁଦ୍ଧି ବିଚାରହରାଇ ଘୃଣ୍ୟ ଅପରାଧ କରି ବସେ। ଏପରିକି ସେ ରକ୍ତ ଓ ସମ୍ପର୍କକୁ ଚିହ୍ନେ ନାହିଁ। ନିଜର ସ୍ନେହ ସମ୍ପର୍କକୁ ଭୁଲି...

  • ନିଉଜ ଆଲର୍ଟMay 22, 2017

    ବିଜେଡିର ଉତ୍ସବ ପାଳନକୁ ପ୍ରସାଦଙ୍କ କଡା ସମାଲୋଚନା; ସଫଳ ନୁହେଁ ବରଂ ଋଣଗ୍ରସ୍ତ ଏ ସରକାର !

    ଭୁବନେଶ୍ୱର: ବିଜେଡି ସରକାର ଚତୁର୍ଥ ପାଳିର ତିନି ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ୧୭ ବର୍ଷରେ ଏ ସରକାର କଣ କରିଛି ସେ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନ ସାଧାରଣଙ୍କୁ ଦେବା ଉଚିତ ବୋଲି ପିସିସି ସଭାପତି ପ୍ରସାଦ...

  • ନିଉଜ ଆଲର୍ଟMay 22, 2017

    ଆଜିଠୁ ଚାଲିବ ଦ୍ରୁତଗାମୀ ତେଜସ୍ ଟ୍ରେନ

    ମୁମ୍ବାଇ: ଦ୍ରୁତଗାମୀ ତେଜସ୍ ଟ୍ରେନ୍ ଆସନ୍ତାକାଲିଠାରୁ ଦେଶରେ ଚଳାଚଳ ଆରମ୍ଭ କରିବ । ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ଗୋଆର କର୍ମାଲି ମଧ୍ୟରେ ଏହି ଦ୍ରୁତଗାମୀ, ବାତାନୁକୂଳିତ ତେଜସ୍ ଟ୍ରେନ୍ ଚଳାଚଳ କରିବ । ଏହି ପ୍ରିମିୟମ ତଥା ଆରାମଦାୟକ...

  • ନିଉଜ ଆଲର୍ଟMay 22, 2017

    ଆଜିଠୁ + ୨ ନାମଲେଖା ଆବେଦନ ପ୍ରକ୍ରିୟା ; ଜୁନ୍‌ ୧୬ରୁ ନାମଲେଖା

    ଭୁବନେଶ୍ୱର : ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଜୁନିୟର କଲେଜରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ରକ୍ରିୟାରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି ।  ଅଫ୍‌ଲାଇନ ଏବଂ ମାନୁଆଲ୍‌ ସିଏଏଫ୍‌ ଫର୍ମ ୬୬୧ଟି ସାମ୍ସ ରିସୋର୍ସ ସେଣ୍ଟରରେ ଉପଲବ୍ଧ ହେବ...

  • ନିଉଜ ଆଲର୍ଟMay 22, 2017

    ସାହାରନପୁର ହିଂସାକାଣ୍ଡ : ଜନ୍ତରମନ୍ତରରେ ବିକ୍ଷୋଭ

    ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସାହାରନପୁରରେ ଘଟିଥିବା ଜାତିଭତ୍ତିକ ହିଂସାକାଣ୍ଡର ପ୍ରତିବାଦ କରି ଆଜି ଦିଲ୍ଲୀ ଜନ୍ତରମନ୍ତରଠାରେ ହଜାର ହଜାର ଦଳିତ ଓ ସାମାଜିକ କର୍ମୀ ଏକାଠି ହୋଇ ପ୍ରତିବାଦ ଜଣାଇଥିଲେ  । ଦିଲ୍ଲୀ ପୁଲିସ୍‌ ଅନୁମତି ଦେବାକୁ ମନା କରିବା ସତ୍ତ୍ୱେ...

  • ନିଉଜ ଆଲର୍ଟMay 22, 2017

    ଉତ୍ତର କୋରିଆର ଆଉ ଏକ କ୍ଷପଣାସ୍ତ୍ର ପରୀକ୍ଷା

    ସିଓଲ/ଟୋକିଓ : ଉତ୍ତର କୋରିଆ ରବିବାର ପୁଣି ଏକ ବାଲାଷ୍ଟିକ କ୍ଷପଣାସ୍ତ୍ର ପରୀକ୍ଷା କରିଛି  । ତେବେ କ୍ଷପଣାସ୍ତ୍ର ଟି ୫୦୦ କିମି ଯିବା ପରେ ଜାପାନ ପିଓଗଂନ ସମୁଦ୍ର ଉପକୂଳରେ ପଡିଥିଲା ବୋଲି ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |