• ନିଉଜ ଆଲର୍ଟMay 22, 2017

    ବଲିଉଡରେ ଏଣ୍ଟ୍ରି କରିବେ ସୁହାନା

    ନୂଆଦିଲ୍ଲୀ: ଅଭିନେତା ଶାହରୁଖ୍ ଖାନ୍ ଓ ଗୌରୀ ଖାନଙ୍କ ଝିଅ ସୁହାନା ଆଜି ୧୭ ବର୍ଷରେ ପର୍ଦାପଣ କରିଛନ୍ତି। ଆଜି ତାଙ୍କର ୧୭ ତମ ଜନ୍ମ ଦିବସ ପାଳିତ ହୋଇଛି। ଗୌରୀ ଖାନ୍ ନିଜ ଟୁଇଟର ଆକାଉଣ୍ଟରେ ଝିଅର ଫଟୋ ସେୟାର କରି ଜନ୍ମ...

  • ନିଉଜ ଆଲର୍ଟMay 22, 2017

    କୂଳରେ ବସିଥିବା ବାଳିକାକୁ ଟାଣିନେଲା ସମୁଦ୍ର ସିଂହ

    କାନାଡାର ପଶ୍ଚିମ ତଟରେ ନିର୍ମିତ ବନ୍ଦରକୁ ସେଠାକାର ଅଞ୍ଚଳବାସୀ କେବଳ ଗମନାଗମନର ମାଧ୍ୟମରେ ସୀମିତ ନରଖି ଏହାକୁ ସମୁଦ୍ର ପ୍ରାଣୀ ଦର୍ଶନ କେନ୍ଦ୍ରରେ ପରିଣତ କରିଛନ୍ତି । ନିମୟିତ ଏଠାକୁ ଶହଶହ ଲୋକ ଆସି ସମୁଦ୍ର ପ୍ରାଣୀଙ୍କୁ ଖାଦ୍ୟ ଦେଇ ସେମାନଙ୍କ...

  • ନିଉଜ ଆଲର୍ଟMay 22, 2017

    ପାଣି ପାଇଁ ରାସ୍ତାରେ ବସିଲେ ଲୋକ

    ବେଲପାହାଡ: ଖରାଦିନ ହେଲେ ବେଲ ପାହାଡ ପୌରସଂସ୍ଥା ଦୁଇ ନମ୍ବର ଓ୍ୱାର୍ଡରେ ଦେଖାଦିଏ ଜଳାଭାବ। ଏହା ଅନେକ ଦିନର ସମସ୍ୟା ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଇ ନାହିଁ। ସ୍ଥାନୀୟ ବାସିନ୍ଦା ଏ ବିଷୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ...

  • ନିଉଜ ଆଲର୍ଟMay 22, 2017

    ଆୟ ବର୍ହିଭୁତ ମାମଲା; ପତ୍ନୀଙ୍କ ସହ କୋର୍ଟରେ ହାଜର ହେଲେ ହିମାଚଳର ସିଏମ୍‌

    ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ସୋମବାର ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହୋଇଛନ୍ତି । ବିରଭଦ୍ରଙ୍କ ଉପରେ ଆୟବର୍ହିଭୁତ ସମ୍ପତ୍ତି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ବୀରଭଦ୍ରଙ୍କ ସହ ତାଙ୍କ ପତ୍ନୀ ପ୍ରତିଭା ସିଂହ ମଧ୍ୟ କୋର୍ଟରେ ହାଜର ହୋଇ...

  • ନିଉଜ ଆଲର୍ଟMay 22, 2017

    ମା ହେଲେ ଆଇପିଏସ୍ ସଂନ୍ଧ୍ୟା ରାଠି

    ଷ୍ଟାରପ୍ଲସର ଚଚ୍ଚିତ ସିରିୟଲ ‘ଦିୟା ଅର ବାତି ହାମ’ ର ରାଠି ପରିବାରର ବଡ ବୋହୂ ତଥା ଆଇପିଏସ୍ ଅଫିସର  ସଂନ୍ଧ୍ୟା ରାଠି ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସଂନ୍ଧ୍ୟା ରାଠି ଓରଫ ଅଭିନେତ୍ରୀ ଦୀପିକା ସିଂହ ଏକ ପୁତ୍ର...

  • ନିଉଜ ଆଲର୍ଟMay 22, 2017

    ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ବାପା :ହତ୍ୟା କଲା ଜେଜେ ମା'

    ନାସିକ: ବେଳେ ବେଳେ ନିଶା ମଣିଷ ବିଚାର  ଶକ୍ତିକୁ  ନଷ୍ଟ କରିଦିଏ। ନିଶା ଶକ୍ତ ମଣିଷ ନିଜର  ବୁଦ୍ଧି ବିଚାରହରାଇ ଘୃଣ୍ୟ ଅପରାଧ କରି ବସେ। ଏପରିକି ସେ ରକ୍ତ ଓ ସମ୍ପର୍କକୁ ଚିହ୍ନେ ନାହିଁ। ନିଜର ସ୍ନେହ ସମ୍ପର୍କକୁ ଭୁଲି...

  • ନିଉଜ ଆଲର୍ଟMay 22, 2017

    ବିଜେଡିର ଉତ୍ସବ ପାଳନକୁ ପ୍ରସାଦଙ୍କ କଡା ସମାଲୋଚନା; ସଫଳ ନୁହେଁ ବରଂ ଋଣଗ୍ରସ୍ତ ଏ ସରକାର !

    ଭୁବନେଶ୍ୱର: ବିଜେଡି ସରକାର ଚତୁର୍ଥ ପାଳିର ତିନି ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ୧୭ ବର୍ଷରେ ଏ ସରକାର କଣ କରିଛି ସେ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନ ସାଧାରଣଙ୍କୁ ଦେବା ଉଚିତ ବୋଲି ପିସିସି ସଭାପତି ପ୍ରସାଦ...

  • ନିଉଜ ଆଲର୍ଟMay 22, 2017

    ଆଜିଠୁ ଚାଲିବ ଦ୍ରୁତଗାମୀ ତେଜସ୍ ଟ୍ରେନ

    ମୁମ୍ବାଇ: ଦ୍ରୁତଗାମୀ ତେଜସ୍ ଟ୍ରେନ୍ ଆସନ୍ତାକାଲିଠାରୁ ଦେଶରେ ଚଳାଚଳ ଆରମ୍ଭ କରିବ । ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ଗୋଆର କର୍ମାଲି ମଧ୍ୟରେ ଏହି ଦ୍ରୁତଗାମୀ, ବାତାନୁକୂଳିତ ତେଜସ୍ ଟ୍ରେନ୍ ଚଳାଚଳ କରିବ । ଏହି ପ୍ରିମିୟମ ତଥା ଆରାମଦାୟକ...

  • ନିଉଜ ଆଲର୍ଟMay 22, 2017

    ଆଜିଠୁ + ୨ ନାମଲେଖା ଆବେଦନ ପ୍ରକ୍ରିୟା ; ଜୁନ୍‌ ୧୬ରୁ ନାମଲେଖା

    ଭୁବନେଶ୍ୱର : ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଜୁନିୟର କଲେଜରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ରକ୍ରିୟାରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି ।  ଅଫ୍‌ଲାଇନ ଏବଂ ମାନୁଆଲ୍‌ ସିଏଏଫ୍‌ ଫର୍ମ ୬୬୧ଟି ସାମ୍ସ ରିସୋର୍ସ ସେଣ୍ଟରରେ ଉପଲବ୍ଧ ହେବ...

  • ନିଉଜ ଆଲର୍ଟMay 22, 2017

    ସାହାରନପୁର ହିଂସାକାଣ୍ଡ : ଜନ୍ତରମନ୍ତରରେ ବିକ୍ଷୋଭ

    ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସାହାରନପୁରରେ ଘଟିଥିବା ଜାତିଭତ୍ତିକ ହିଂସାକାଣ୍ଡର ପ୍ରତିବାଦ କରି ଆଜି ଦିଲ୍ଲୀ ଜନ୍ତରମନ୍ତରଠାରେ ହଜାର ହଜାର ଦଳିତ ଓ ସାମାଜିକ କର୍ମୀ ଏକାଠି ହୋଇ ପ୍ରତିବାଦ ଜଣାଇଥିଲେ  । ଦିଲ୍ଲୀ ପୁଲିସ୍‌ ଅନୁମତି ଦେବାକୁ ମନା କରିବା ସତ୍ତ୍ୱେ...

  • ନିଉଜ ଆଲର୍ଟMay 22, 2017

    ଉତ୍ତର କୋରିଆର ଆଉ ଏକ କ୍ଷପଣାସ୍ତ୍ର ପରୀକ୍ଷା

    ସିଓଲ/ଟୋକିଓ : ଉତ୍ତର କୋରିଆ ରବିବାର ପୁଣି ଏକ ବାଲାଷ୍ଟିକ କ୍ଷପଣାସ୍ତ୍ର ପରୀକ୍ଷା କରିଛି  । ତେବେ କ୍ଷପଣାସ୍ତ୍ର ଟି ୫୦୦ କିମି ଯିବା ପରେ ଜାପାନ ପିଓଗଂନ ସମୁଦ୍ର ଉପକୂଳରେ ପଡିଥିଲା ବୋଲି ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ।...

  • ନିଉଜ ଆଲର୍ଟMay 22, 2017

    ଧର୍ମ ନାମରେ ଆତଙ୍କବାଦ ବନ୍ଦ କର : ଟ୍ରମ୍ପ

    ରିୟାଦ : ଧର୍ମ ନାମରେ ଆତଙ୍କବାଦ ଖେଳ ଏବେ ବନ୍ଦ ହେବା ଦରକାର । ବିଶ୍ୱ ଯାକଁର ଦେଶ ଆତଙ୍କବାଦ କବଳିତ । କେତେକ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ଆତଙ୍କବାଦରେ ମଧ୍ୟପ୍ରାଚ୍ୟରୁ ନେଇ ଭାରତ ଓ ରୁଷିଆ ବି...

  • ନିଉଜ ଆଲର୍ଟMay 21, 2017

    ଅଂଶୁ ଜାମସେମ୍ପାଙ୍କ ରେକର୍ଡ ; ପାଞ୍ଚ ଦିନରେ ଦୁଇଥର ଏଭରେଷ୍ଟ ଆରୋହଣ

    ନୂଆଦଳ୍ଲୀ : ପାଞ୍ଚ ଦିନ ମଧ୍ୟରେ ଦୁଇଥର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ବିଶ୍ୱର ପ୍ରଥମ ମହିଳା ଭାବେ ଭାରତର ଅଂଶୁ ଜାମସେମ୍ପା ରେକର୍ଡ ସୃଷ୍ଟି କରିଛନ୍ତି । ଅରୁଣାଚଳ ପ୍ରଦେଶରରେ ତାଙ୍କର ଘର ଓ ୩୨ ବର୍ଷ ବୟସ୍କା ଅଂଶୁ...

  • ନିଉଜ ଆଲର୍ଟMay 21, 2017

    ନୌଗାମରେ ଆଉ ୪ ଆତଙ୍କବାଦୀ ନିହତ, ୩ ଯବାନ ସହିଦ

    ଶ୍ରୀନଗର : ଜାମ୍ମୁକାଶ୍ମୀରର ନୌଗାମ୍‌ ସେକ୍ଟରରେ ଅନୁପ୍ରବେଶ ରୋକିବାକୁ ଭାରତୀୟ ସେନା ପକ୍ଷରୁ ଏକ ବଡ଼ଧରଣର ଅପରେସନ୍‌ କରାଯାଉଥିବାବେଳେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳିବିନିମୟ ଘଟିଥିଲା  । ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲାବଳେ...

  • ନିଉଜ ଆଲର୍ଟMay 21, 2017

    କଲକାତା ଫେରିଲେ ସୁଦୀପ ବନ୍ଦୋପାଧ୍ୟାୟ

    ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ରବିବାର କଲକାତା ଫେରିଛନ୍ତି । ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ସାଂସଦ ସୁଦୀପ ହାଇକୋର୍ଟରୁ ଶୁକ୍ରବାର ଜାମିନ୍‌ ପାଇବା ପରେ ଚିକିତ୍ସାଧୀନ ଥିବା ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |